অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଫଳ କାହାଣୀ

ସଫଳ କାହାଣୀ

  • HouseMaidForYou ମାଧ୍ୟମରେ ଘରୋଇ ସାହାଯ୍ୟ ପାଇଁ ବିମାନ ପରିଚାଳିକା ରଥୀ ରାଣାଙ୍କ ଉଦ୍ୟୋଗ
  • ମହିଳାମାନଙ୍କୁ ଘରୋଇ କାମରେ ସାହାଯ୍ୟ ଏବଂ ଯତ୍ନ ନେବା ପାଇଁ କାମ ପାଇଁ ଚାକିରୀ ଦେବାକୁ ଆଗେଇ ଆସିଲେ ରଥୀ ।

  • The Flour Works’ ବାସ୍ତବ ରୂପ ଦେଇପାରିଛନ୍ତି ମିତା ମଖିଚା
  • ବ୍ୟାଙ୍କରୁ ବ୍ୟକ୍ତିଗତ ଋଣ ନେଲେ, ବନ୍ଧୁ, ପରିଜନମାନଙ୍କ ନିକଟରୁ ଆର୍ଥିକ ସହାୟତା ଆଣି ନିଜର ସ୍ୱପ୍ନର ରେଷ୍ଟୁରାଣ୍ଟ The Flour Worksକୁ ବାସ୍ତବ ରୂପଦେଲେ ।

  • Yummadeର ସଫଳତାର କାହାଣୀ: ଷ୍ଟାର୍ଟଅପ କମ୍ପାନୀଙ୍କ ପାଇଁ ଶ୍ରେଷ୍ଠ ଉଦାହରଣ
  • ନୂଆ ବ୍ୟବସାୟ ଆରମ୍ଭ କରିଥିବା ସଂସ୍ଥାମାନେ, କେବଳ ଅଧିକ ଗ୍ରାହକ ପାଇବାକୁ ନୁହେଁ, ବରଂ ସବୁଦିନିଆ ଓ ଭରସାଯୋଗ୍ୟ ଗ୍ରାହକଙ୍କୁ କିପରି ନିଜ ଆଡକୁ ଟାଣି ପାରିବେ ସେ ଦିଗରେ ଷ୍ଟ୍ରାଟେଜି କରିବା କଥା ।

  • ଅଟୋ ଚଳାଇ ଉଦାହରଣ ସାଜିଲେ ଓଡ଼ିଶାର ଝାନ୍ସୀ
  • ମୟୂରଭଞ୍ଜ ସଦର ମହକୁମାରେ ଅଟୋ ଚଳାଉଥିବା ସମ୍ଭବତଃ ଓଡ଼ିଶାର ଏକମାତ୍ର ଅଟୋଚାଳିକା ୨୧ ବର୍ଷୀୟ ତରୁଣୀ ଝାନ୍ସୀରାଣୀ ପଣ୍ଡା ।

  • ଅଟୋ ଚଳାଉଛନ୍ତି ରାଣୀ
  • ଅଟୋ ଚଳାଉଛନ୍ତି ରାଣୀ ର କାହାଣୀ

  • ଅନାଥଙ୍କ ସାହାରା
  • ସହରରେ କାମ କରି ପାଠ ପଢିଲେ, ଗାଁକୁ ଫେରି ପାଲଟିଲେ ଅନାଥଙ୍କ ସାହାରା ଅଶୋକ ।

  • ଅନ୍ଧକାରରେ ଆଲୋକର ଶିଖା ‘ଭକ୍ତି’
  • ଜଣେ ଦିବ୍ୟାଙ୍ଗ ହେଉଛନ୍ତି ଭକ୍ତି ।ପ୍ରତିକୂଳ ପରିବେଶ ଓ ପରିସ୍ଥିତିରେ ନିଜକୁ ଠିଆ କରାଇ ପାରଦର୍ଶିତା ହାସଲ କରିବା, କୃତ୍ତିତ୍ୱ ଅର୍ଜନ କରିଛନ୍ତି ।

  • ଅନ୍ଧବିଶ୍ୱାସର ଇଲାକାରେ ପରିବର୍ତ୍ତନର ପରୀ
  • ବୟସ ୨୯ ବର୍ଷ। ନବମ ଶ୍ରେଣୀ ପରେ ଆଉ ଆଗକୁ ପଢ଼ି ପାରି ନ ଥିଲେ ଯମୁନାମଣି । କିନ୍ତୁ ପିଲାଟିବେଳୁ ସେବା କରିବାର ମନୋବୃତ୍ତି ତାଙ୍କୁ ଆଜି ଦେଶବ୍ୟାପୀ ପରିଚିତି ଆଣିଦେଇଛି ।

  • ଅବସରର ବୟସ ନାହିଁ ୯୪ରେ ସରପଞ୍ଚ
  • ଗଙ୍ଗୁବାଇ ୯୪ବୟସରେ ସରପଞ୍ଚ ଅନ୍ୟ ବୟସ୍କ ପାଇଁ ପ୍ରେରଣା ।

  • ଅଭାବ ସମୟରେ ଗରିବଙ୍କ ଦୁଃଖ ମେଣ୍ଟାଉଛି ‘ଗହମ ବ୍ୟାଙ୍କ’
  • ଗାଁ ମହିଳାଙ୍କ ଅଭିନବ ପ୍ରକଳ୍ପ ଅଭାବ ସମୟରେ ଗରିବଙ୍କ ଦୁଃଖ ମେଣ୍ଟାଉଛି ‘ଗହମ ବ୍ୟାଙ୍କ’ ।

  • ଅସହାୟଙ୍କୁ ଶସ୍ତାରେ ଆମ୍ବୁଲାନ୍ସ ସେବା
  • ସମାଜର କେତେଜଣ ନିଆରା ମଣିଷଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ରାଧିକାଅସହାୟଙ୍କୁ ଶସ୍ତାରେ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି ।

  • ଆଗାମୀ ପିଢିଙ୍କୁ ଫିଲ୍ମ ତିଆରିର କଳା ଶିଖାଉଛନ୍ତି ମେଘନା
  • ମେଘନା ଘାଇ ପୁରିଙ୍କ ବାପା ତଥା ବିଶିଷ୍ଟ ଫିଲ୍ମ ନିର୍ଦ୍ଧେଶକ ସୁଭାଷ ଘାଇ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ସୋ ମ୍ୟାନ୍ ଭାବେ ପରିଚିତ । ଖଳନାୟକ, କର୍ଜ, ହିରୋ ଓ ରାମ ଲକ୍ଷ୍ମଣ ଭଳି ବହୁ ସଫଳ ଫିଲ୍ମ କରି ସେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଇଛନ୍ତି ।

  • ଆଦିବାସୀ ବାଳିକାଙ୍କ ଜୀବନ ବଦଳାଉଛି ‘ଉଡ଼ାଣ’
  • କିଶୋରୀଙ୍କୁ ଶିକ୍ଷାର ଆଲୋକ ଦେଖାଇବା ଲକ୍ଷ୍ୟରେ ମୟୁରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷାସନ୍ଧାନ ପକ୍ଷରୁ ଉଡ଼ାଣ ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଛି ।

  • ଆଦିବାସୀ ମହିଳା ସଶକ୍ତିକରଣ
  • ଆଦିବାସୀ ମହିଳା ସଶକ୍ତିକରଣ ଗଜପତି ଓ କନ୍ଧମାଳ ଜିଲ୍ଲାରେ ରାହା ଦେଖାଇଛି ପଣସକଠା ।

  • ଆଦିବାସୀଙ୍କ ଲାଗି ଆଶାର ଆଲୋକ ସରସ୍ଵତୀ ଦିଦି
  • ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜରୁରୀ ଚିକିତ୍ସାସେବା ଅଭାବରୁ ଅନେକ ଆଦିବାସୀ ଅକାଳରେ ଆଖି ବୁଜିଦିଅନ୍ତି। କିନ୍ତୁ ଏହି ଆଦିବାସୀ ମାନଙ୍କ ଲାଗି ଦେବଦୂତ ସାଜିଛନ୍ତି ଜଣେ ଆଶା କର୍ମୀ ସରସ୍ଵତୀ ପରିଡ଼ା।

  • ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ- Punam Flutes ଓ ସୁଭାଷ ଠାକୁରଙ୍କ ସଫଳତାର କାହାଣୀ
  • ସୁଭାଷ ନିଜ ଆବଶ୍ୟକତା ପୂରଣ ପାଇଁ ଆରମ୍ଭ କଲେ ବଂଶୀ ତିଆରି ଆଉ ସେହି ଠାରୁ ହିଁ ମୂଳଦୁଆ ପଡିଲା ଅଭିନବ ବ୍ୟବସାୟିକ ପ୍ରୟାସ Punam Flutes

  • ଆମେ ବି ପାରିବୁ
  • ଦିନ ଥିଲା ନାରୀର ସୀମା ଥିଲା ଚାରିକାନ୍ଥ ଭିତରେ । ବର୍ତ୍ତମାନ ନାରୀ ଆଜି ପୁରୁଷଙ୍କ ସମକକ୍ଷ ହୋଇ ହାତରେ ହାତ ମିଳାଇ ଚାଲିଛି ଆଗକୁ ।

  • ଆଶାକର୍ମୀଙ୍କ ସମାଜସେବା
  • ଯେବେ ଯେବେ ନାରୀ ଘରର ଏରୁଣ୍ଡି ଡେଇଁଛି ସଫଳତା ତା’ ପାଦ ଛୁଇଁଛି । ଆଉ ପ୍ରମାଣିତ କରିଦେଇଛି ସେ ନୁହେଁ ଦୂର୍ବଳା। ଏହା ପ୍ରମାଣିତ କରିଛନ୍ତି ପ୍ରତିମା ସାହୁ ।

  • ଇଟା, ବାଲି ଓ ସିମେଣ୍ଟ ବୋହୁଥିବା ମୁଲିଆ ଆଜି ୨୦ଟି କମ୍ପାନୀର ମାଲିକ
  • କଠିନ ପରିଶ୍ରମ ବଳରେ ମଧୁସୂଦନ ରାଓ ଲେଖିଛନ୍ତି ସଫଳତାର ଚମତ୍କାର କାହାଣୀ ଇଟା, ବାଲି ଓ ସିମେଣ୍ଟ ବୋହୁଥିବା ମୁଲିଆ ଆଜି ୨୦ଟି କମ୍ପାନୀର ମାଲିକ ।

  • ଇତିହାସରେ ଜୀବନର ସାକ୍ଷୀ ଆତ୍ମଜୀବନୀ
  • ଇତିହାସରେ ଜୀବନର ସାକ୍ଷୀ ଆତ୍ମଜୀବନୀ ର ସୂଚନା

  • ଏକାମ୍ର ହାଟରେ ଆୟୋଜିତ ହେଲା ରାସ୍ତାକଡ଼ ପିଲାଙ୍କ ପାଇଁ “ଆଶାଏଁ"
  • ରେଳ ଷ୍ଟେସନଠାରୁ ଆରମ୍ଭ କରି ରାଜଧାନୀର ବିଭିନ୍ନ ରାସ୍ତାରେ ଏଭଳି ବେସାହାରା ଶହ ଶହ ପିଲାଙ୍କୁ ଦେଖିବାକୁ ମିଳେ । ସେମାନଙ୍କୁ ଜୀବନର କଳା ଶିଖାଇବା ପାଇଁ ମନସ୍ଥ କରିଥିବା କିଛି ଯୁବକ ଏକାମ୍ର ହାଟରେ ଆୟୋଜନ କରିଥିଲେ କାର୍ଯ୍ୟକ୍ରମ ଆଶାଏଁ ।

  • ଏକୁଟିଆ ହୋଇ ହରିନାହାନ୍ତି ଦୁର୍ଗାବତୀ
  • ଦୁର୍ଗାବତୀ ବୟସ ୯୦ ବର୍ଷ ଛୁଇଁଲାଣି । ଅଣ୍ଟା ନଇଁ ଯାଇଛି ଓ ଶରୀର ସଙ୍କୁଚିତ ହୋଇଯିବା ସହ ଚର୍ମ ଓହଳି ପଡିଲାଣି । ଏ ଅବସ୍ଥାରେ ବି ସେ ପ୍ରତ୍ୟହ ପାଖାପାଖି ୧୦ କିଲୋମିଟର ବାଟ ଖାଲି ପାଦରେ ଚାଲିବାକୁ ସକ୍ଷମ ।

  • ଏଚଆଇଭି ପୀଡିତ ପିଲାଙ୍କ ସେବାରେ ଦିନ କାଟୁଛନ୍ତି ଦମ୍ପତ୍ତି
  • ଏଚଆଇଭି ପୀଡିତ ପିଲାଙ୍କ ସେବାରେ ଦିନ କାଟୁଛନ୍ତି ମହେଶ ଓ ତାଙ୍କ ପତ୍ନୀ ସୁଜାତା ।

  • ଏସିଆର ପ୍ରଥମ ମହିଳା ବସ୍ ଡ୍ରାଇଭର୍
  • ଭାରତୀୟ ସମାଜରେ ନାରୀମାନଙ୍କୁ ପୁରୁଷମାନଙ୍କଠାରୁ ଦୁର୍ବଳ ମନେ କରାଯାଏ । ଏହି ଧାରଣାକୁ ଅନେକ ସମୟରେ ଦେଶର କିଛି ତୁଙ୍ଗ ନାରୀ ଭୁଲ ପ୍ରମାଣିତ କରିପାରିଛନ୍ତି । ସେଭଳି ଜଣେ ମହିଳା ହେଉଛନ୍ତି ଏମ୍ ବସନ୍ତ କୁମାରୀ ।

  • ଏସିଡ୍ ମାଡରେ ହାରିନାହାନ୍ତି, ବରଂ ଫାଇଟର୍ ରୂପ ନେଇଛନ୍ତି
  • ରୂପାଙ୍କ ଏସିଡ୍ ମାଡରେ ହରିନାହାନ୍ତି ବରଂ ଫାଇଟର ରୂପ ନେଇଛନ୍ତି । ଅନ୍ୟ ପାଇଁ ସେ ଏକ ଉଦାହରଣ ।

  • ଓଡ଼ିଆ ପ୍ରାଣୀବିଜ୍ଞାନୀଙ୍କୁ ଫୁଲ୍‌ବ୍ରାଇଟ୍ ନେହେରୁ ଫେଲୋଶିପ୍
  • ଫୁଲ୍‌ବ୍ରାଇଟ୍ ନେହେରୁ ପ୍ରାଣୀବିଜ୍ଞାନୀ ପ୍ରସିଦ୍ଧ ବୈଜ୍ଞାନିକଙ୍କ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

  • ଓଡ଼ିଶା ପୁଅଙ୍କ ସଫଳତା ଯାତ୍ରା
  • ଅନାଥାଶ୍ରମରୁ ବଲିଉଡ୍ ଯାତ୍ରା ବିକ୍ରମ ସ୍ଵାଇଁ ।

  • ଓଡ଼ିଶାର ଲୋକକଳାକୁ ଫ୍ୟାଶନର ରୂପ
  • ଆଦିବାସୀ ବହୁଳ କୋରାପୁଟ ଜିଲ୍ଳାରେ ରହିଛି ତାଙ୍କର ସିଲାଇ କାରଖାନା । ଲୋକପ୍ରିୟ କୋଟପାଡ ଡିଜାଇନକୁ କପଡ଼ା ଉପରେ ଫ୍ୟାଶନର ରୂପ ଦେବାରେ ଲାଗିଛନ୍ତି । ଲୋକମାନଙ୍କୁ ଏହି ସୁଯୋଗ ପ୍ରଦାନ କରିଛନ୍ତି ଓଡ଼ିଶାର ଫ୍ୟାଶନ ଡିଜାଇନର ସିଦ୍ଧାର୍ଥ ପଟ୍ଟନାୟକ।

  • ଓଡ଼ିଶାର ୪ଜଣଙ୍କୁ ପଦ୍ମଶ୍ରୀ
  • ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ୮୯ ଜଣଙ୍କୁ ଦେଶର ସର୍ବୋଚ୍ଚ ଦ୍ୱିତୀୟ ବେସାମରିକ ସମ୍ମାନ ‘ପଦ୍ମ ପୁରସ୍କାର’ ପାଇଁ ମନୋନୀତ କରାଯାଇଛି।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate