ଉପକ୍ରମ ରାଜ୍ୟରେ ଜରୁରୀ କାଳୀନ ପରିସ୍ଥିତିରେ ସହାୟତା ପାଇଁ ବିଭିନ୍ନ ବିଭାଗକୁ ଯୋଗାଯୋଗ କରିବା ପାଇଁ ଫୋନ ନମ୍ବର ରହିଛି । ଯେକୌଣସି ପ୍ରସ୍ଥିତିରେ ସହଯୋଗ ପାଇଁ ନିମ୍ନ ଟେବୁଲରେ ଦିଆଯାଇଥିବା ନମ୍ବର ସହଯୋଗ ମାଗି ପାରିବେ । ବିଭିନ୍ନ ଜରୁରୀ ସେବା ପାଇଁ ଯୋଗାଯୋଗ ଜରୁରୀ ସେବା ଯୋଗାଯୋଗ ପୋଲିସ ୧୦୦ ଅଗ୍ନିଶମ ବିଭାଗ ୧୦୧ ଆମ୍ବୁଲାନ୍ସ ୧୦୮ ବରିଷ୍ଠ ନାଗରିକ ସହାୟତା ୧୦୯୦ ରାସ୍ତାରେ ଦୁର୍ଘଟଣା ଜନିତ ସହାୟତା ୧୮୦୦୩୪୫୧୦୭୩/୧୦୭୩ ଜନନୀ ଆମ୍ବୁଲାନ୍ସ ୧୦୨ ମହିଳା କମିଶନ (୦୬୭୪)୨୫୭୩୮୫୦ ଓଡିଶା ମାନବାଧିକାର କମିଶନ (୦୬୭୪)୨୫୭୨୦୧୦, ୨୫୭୩୮୭୦ ଉଜ୍ଜ୍ଵଳା ଯୋଜନା ୧୮୦୦୧୬୬୬୬୯୬ ସାମାଜିକ ଓ ଭିନ୍ନକ୍ଷମ ସୁରକ୍ଷା ଅଧିକାର ଟୋଲ ଫ୍ରି ନଂ ୧୮୦୦୩୪୫୭୨୫୦ ପଞ୍ଚାୟତ ହେଲ୍ପଲାଇନ ଟୋଲ ଫ୍ରି ନଂ ୧୮୦୦୩୪୫୬୭୬୮ ମହିଳା ଓ ଶିଶୁ ଚାଲାଣ ଟୋଲ ଫ୍ରି ନଂ ୧୦୯୮ ମହିଳା ସହାୟତା ଟୋଲ ଫ୍ରି ନଂ ୧୮୧ ରକ୍ତ ଦରକାର ୧୯୧୦ ସମସ୍ତ ଜରୁରୀ ସେବା ୧୧୨ ଲୋକ ସେବା ଅଧିକାର (୦୬୭୪)୨୫୯୮୨୧୦ ରାଜ୍ୟ ପୋଲିସ ହେଡ କ୍ଵାଟର (୦୬୭୧)୨୩୦୪୦୦୧ "ଜରୁରୀ ସେବା ସମୟରେ ଯୋଗାଯୋଗ ପାଇଁ ନମ୍ବର" ଆଧାର – ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼, ଓଡିଶା