ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁ ଠାରେ ବ୍ୟକ୍ତିର ଜୀବନ ଜୀବିକା/ରୋଜଗାର ପାଇଁ ଯୋଜନା ପ୍ରଣୟନ କରାଯାଇଛି । ମହିଳାମାନଙ୍କ ସଶକ୍ତିକରଣ ନିମନ୍ତେ କେତେକ ଯୋଜନା ପ୍ରଚଳନ କରାଯାଇଛି ଯାହା ନିମ୍ନରେ ପ୍ରଦାନ କରାଯାଇଛି ।
ଯୋଜନାର ନାମ |
ମିଳୁଥିବା ସୁବିଧା |
କିଏ ପାଇବ |
କ’ଣ ଦରକାର |
କାହାକୁ କହିବେ |
ସ୍ଵୟଂ ସହାୟକ ଗୋଷ୍ଠୀ (ମିଶନ ଶକ୍ତି) |
୩ ଲକ୍ଷ ଟଙ୍କା ଋଣ ଉପରେ ଦେୟ ସୁଧହାରକୁ ୨% ରୁ ୧% ପ୍ରତିଶତକୁ ହ୍ରାସ |
ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ |
ଗୋଷ୍ଠୀ ପଞ୍ଜୀକୃତ ପ୍ରମାଣପତ୍ର |
ଅଙ୍ଗନବାଡି କର୍ମୀ/ ବି.ଏଲ.ସି.(ଓଡିଶା ଜୀବିକା ମିଶନ) / ଗ୍ରାମସେବକ / ସିଡିପିଓ/ ବିଡିଓ ବି. ଏସ୍.ଡବ୍ଲୁ.ଓ |
ବିଜୁ କନ୍ୟା ରତ୍ନ |
ରାଜ୍ୟରେ କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୁଷ୍ଟି, ନିରାପତ୍ତା ଏବଂ ବଞ୍ଚି ରହିବା ନିମନ୍ତେ ଉପଯୁକ୍ତ ଉପାଦାନ |
ଶିଶୁ କନ୍ୟା |
ଏମ୍.ସି.ପି. କାର୍ଡ / ଅଙ୍ଗନବାଡି |
ଅଙ୍ଗନବାଡି କର୍ମୀ / ସି.ଡି.ପି.ଓ. / ବି.ଏସ୍.ଡବ୍ଲୁ.ଓ |
ବିଜୁ ଶିଶୁ ସୁରକ୍ଷା ଯୋଜନା ବିଜୁ ଯୁବ ସଶକ୍ତିକରଣ ଯୋଜନା |
ସୁକନ୍ୟା ସମୁଦ୍ରି ଜମାଖାତା ମାଧ୍ୟମରେ କନ୍ୟା ଶିଶୁଙ୍କୁ ଆର୍ଥିକ ସହାୟତା ପ୍ରଦାନ । ରାଜ୍ୟର ମହାବିଦ୍ୟାଳୟ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳରେ ପ୍ରଶିକ୍ଷଣ ଦିଆଯାଇଅଛି |
ଶିଶୁ କନ୍ୟା ମହାବିଦ୍ୟାଳୟର ଛାତ୍ରୀ |
ଏମ୍.ସି.ପି. କାର୍ଡ / ଜନ୍ମ ପ୍ରମାଣ ପତ୍ର ଛାତ୍ରୀ ପରିଚୟ ପତ୍ର |
ଅଙ୍ଗନବାଡି କର୍ମୀ / ସି.ଡି.ପି.ଓ. ମହାବିଦ୍ୟାଳୟ ଅଧ୍ୟକ୍ଷ / ସଂଯୋଜକ ଉଚ୍ଚ ଶିକ୍ଷା ବିଭାଗ, ଓଡିଶା ସରକାର |
ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ ତାଲିମ |
ନିଯୁକ୍ତି/ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଓ ନିଯୁକ୍ତି |
୫ମ ଶ୍ରେଣୀରୁ ଉର୍ଦ୍ଧ୍ଵ ଯୁବତୀ (୧୮ବର୍ଷରୁ କମ୍) |
ସ୍କୁଲ ସାର୍ଟିଫିକେଟ, ଭୋଟର / ଆଧାର କାର୍ଡ ଜେରକ୍ସ, ଅନ୍ୟ ପରିଚୟ ପତ୍ର, ପାସପୋର୍ଟ ଫଟୋ ୨ଟି |
ଜିଲ୍ଲା ଏମ୍ପ୍ଲୟମେଣ୍ଟ ଅଫିସର |
ଦିନଦୟାଲ ଉପାଧ୍ୟାୟ |
ନିଯୁକ୍ତି / ଆତ୍ମନିଯୁକ୍ତି/ ପ୍ରଶିକ୍ଷଣ ଓ ନିଯୁକ୍ତି |
୫ମ ଶ୍ରେଣୀରୁ ଉର୍ଦ୍ଧ୍ଵ ଯୁବତୀ (୧୮ବର୍ଷରୁ କମ୍) |
ସ୍କୁଲ ସାର୍ଟିଫିକେଟ, ଭୋଟର / ଆଧାର କାର୍ଡ ଜେରକ୍ସ, ଅନ୍ୟ ପରିଚୟ ପତ୍ର, ପାସପୋର୍ଟ ଫଟୋ ୨ଟି |
ରାଜ୍ୟ ଏମ୍ପ୍ଲୟମେଣ୍ଟ ଅଫିସର |
କେନ୍ଦୁପତ୍ର ତୋଳାଳିଙ୍କ |
କେନ୍ଦୁପତ୍ରର ଉପଯୁକ୍ତ ମୂଲ୍ୟ ଧାର୍ଯ୍ୟ କରାଯିବା ସହିତ କେନ୍ଦୁପତ୍ର ବ୍ୟବସାୟ ଲାଭାଂଶର ଏକ ନିର୍ଦ୍ଧିଷ୍ଟ ଅଂସ ବୋନସ ଆକାରରେ କେନ୍ଦୁପତ୍ର ତୋଳାଳି ଏବଂ ସାମୟିକ କର୍ମଚାରୀଙ୍କୁ ମିଳିପାରୁଛି |
କେନ୍ଦୁପତ୍ର ତୋଳାଳି |
କେନ୍ଦୁପତ୍ର ତୋଳାଳି ପ୍ରମାଣପତ୍ର |
ରେଞ୍ଜ ଅଫିସର (କେ.ଏଲ.) |
ଉଜ୍ଜ୍ଵଳା ଯୋଜନା |
ବି.ପି.ଏଲ ପରିବାରକୁ ରିହାତି ଦରରେ ରନ୍ଧନ ଗ୍ୟାସ ସଂଯୋଗ ପାଇଁ ୧୬୦୦ ଟଙ୍କାର ଆର୍ଥିକ ସହାୟତା |
ବି.ପି.ଏଲ କାର୍ଡଧାରୀ ଆୟ ପ୍ରମାଣପତ୍ର ଜେରକ୍ସ |
ବି.ପି.ଏଲ କାର୍ଡ / ରାସନ କାର୍ଡ ଭୋଟର / ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ, ପାସ ପୋର୍ଟ ଫଟୋ ୧ ଟି |
ନିକଟସ୍ଥ ଏଜେନ୍ସି/ ଡି.ଏସ୍.ଡବ୍ଲୁ.ଓ. ଟୋଲ ଫ୍ରି ନଂ . ୧୮୦୦୨୬୬୬୬୯୬ |
ଆଧାର – ରାଜ୍ୟସମାଜ ମଙ୍ଗଳ ବୋର୍ଡ, ଓଡ଼ିଶା
Last Modified : 12/11/2019