ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା
ସେଆର କରନ୍ତୁ

ନୀତି ଓ ଯ଼ୋଜନା

ନୀତି ଓ ଯ଼ୋଜନା

ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା
ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ର ସୁଚନା
ପେନ୍ସନ ଯୋଜନା
ଅସାହ୍ୟ ବୃଦ୍ଧ ବୃଦ୍ଧା ମାନଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଜାତୀୟ ପରିବାର ମଙ୍ଗଳ ଯୋଜନା
ବି.ପି.ଏଲ୍. ପରିବାରର ପାଇଁ ଜାତୀୟ ପରିବାର ମଙ୍ଗଳ ଯୋଜନା ମାଧ୍ୟମରେ ସାହାଯ୍ୟ ଯୋଗାଯାଉଛି ।
ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ ସ୍ଵରୋଜଗାର ଯୋଜନା
ଗ୍ରାମସ୍ତରରେ ଗରିବ ଲୋକଙ୍କ ସଂଗଠନ ଜରିଆରେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହ୍ରାସ କରିବା ଲକ୍ଷ୍ୟନେଇ ସ୍ଵର୍ଣ୍ଣ ଜୟନ୍ତୀ ଗ୍ରାମ ସ୍ଵରାଜଗାର ଯୋଜନା (ଏସଜିଏସୱାଇ )କୁ କାର୍ଯ୍ୟକାରୀ କରାଯାଉଛି ।
ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା
ବିଧବା ମାନଙ୍କର ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା ଅନୁସାରେ ଭତ୍ତା ପ୍ରଦାବ କରାଯାଉଛି ।
ଓଡିଶାର ବିକାଶ
ଓଡିଶା ବିକାଶ ପାଇଁ କେତେକ ନୀତି ଓ ଯୋଜନା ବେଶୟରେ ଜାଣନ୍ତୁ ।
ବିପର୍ଯ୍ୟୟ ମୁକାବିଲା
ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର କିପରି ମୁକାବିଲା କରାଯିବ, ସେ ନେଇ ପଦକ୍ଷେପ ନିଆଯାଇଛି ।
ସ୍ଵତନ୍ତ୍ର ରୋଜଗାର ସୃଜନ ଯୋଜନା
ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ମାଧ୍ୟମରେ କୌଳିକ କାରିଗରଙ୍କ ପାଇଁ ନିଯୁକ୍ତି ସୁଯୋଗ
ଜନ-ଧନ ଯୋଜନା ରେ ସଞ୍ଚୟ
ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଆର୍ଥିକ ସାକ୍ଷରତା
ଜୁଲାଇରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା
ପ୍ରତିବର୍ଷ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ବରିଷ୍ଠ ନାଗରିକମାନେ ଏହି କାର୍ଯ୍ୟକ୍ରମରେ ତୀର୍ଥ ଭ୍ରମଣରେ ଯିବାକୁ ଯୋଜନା କରାଯାଇଛି ।
ନେବିଗତିଓଂ
Back to top