ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା
ସେଆର କରନ୍ତୁ

ନୀତି ଓ ଯ଼ୋଜନା

ନୀତି ଓ ଯ଼ୋଜନା

ନୂଆ ପର୍ଯ୍ୟଟନ ନୀତି
ପର୍ଯ୍ୟଟନ କ୍ଷେତ୍ରର ବିକାଶ ଏବଂ ରାଜ୍ୟକୁ ପର୍ଯ୍ୟଟନଙ୍କୁ ଆକୃଷ୍ଟ କରିବା ନୂତନ ପର୍ଯ୍ୟଟନ ନୀତି ପ୍ରଣୟନ ହେଉଛି ।
ପଞ୍ଚାୟତ ହେବ ବିବାହ ପଞ୍ଜୀକରଣ
ପ୍ରତ୍ୟେକ ପଞ୍ଚାୟତରେ ବିବାହ ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବ । ଏହାଦ୍ୱାରା ମହିଳାମାନେ ନିଜ ଅଧିକାରକୁ ସହଜରେ ସାବ୍ୟସ୍ତ କରିପାରିବେ ।
ସ୍ଵଜଳଧାରା ଯୋଜନା
ଗ୍ରାମଞ୍ଚଳରେ ନିରାପଦ ପାନୀୟ ଜଳର ବ୍ୟବସ୍ଥାକୁ ସାଧାରଣ ଲୋକମାନଙ୍କ ନିମନ୍ତେ ସୁନିଶ୍ଚିତ କରିବା ହେଉଛି ସ୍ଵଜଳଧାରା ଯୋଜନାର ଉଦ୍ଦେଶ୍ୟ ।
ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା
ଏହି ଯୋଜନା ୨୫ ଡିସେମ୍ବର ୨୦୦୦ ମସିହାରୁ କାର୍ଯ୍ୟକାରୀ ହେଉଛି । ବିଶେଷ କରି ଗ୍ରାମଞ୍ଚାଳରେ ଥିବା ଅଣସଂଯୋଗୀକୃତ ଗ୍ରାମଗୁଡିକୁ ସବୁଦିନିଆ ରାସ୍ତା ନିର୍ମାଣ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।
ସଂପୂର୍ଣ୍ଣ ପରିମଳ ଯୋଜନା
ସମ୍ବିଧାନ ୭୩ତମ ସଂଶୋଧନ ଜରିଆରେ ୧୯୯୧ ମସିହାରେ ପରିମଳ ବ୍ୟବସ୍ଥାକୁ ସମ୍ବିଧାନର ୧୧ତମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରାଯାଇଛି । ସଂପୂର୍ଣ୍ଣ ପରିମଳ ଯୋଜନା ଜରିଆରେ ପରିମଳ ବ୍ୟବସ୍ଥାର କାର୍ଯ୍ୟ କାରିତାରେ ଗ୍ରାମପଞ୍ଚାୟତକୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଦିଆଯାଇଛି ।
ଗୋପବନ୍ଧୁ ଗ୍ରାମୀଣ ଯୋଜନା
୧୧ଟି ଜିଲ୍ଲାର ପ୍ରତ୍ୟେକ ରାଜସ୍ଵ ଗ୍ରାମକୁ ବିଜୁଳୀ,ସଡକ ଓ ପାଣି ଭଳି ପ୍ରାଥମିକ ଭିତ୍ତିଭୂମିର ସୁବିଧା ପାଇଁ ଅତିରିକ୍ତ ଉନ୍ନୟନ ପାଣ୍ଠି ଯୋଗାଇ ଦେବା ଗୋପବନ୍ଧୁ ଗ୍ରାମୀଣ ଯୋଜନାର ମୁଖ୍ୟ ଲକ୍ଷ୍ୟ ।
ଜାତିସଂଘର ବିଶ୍ଵ ଜନସଂଖ୍ୟା ଦିବସ ପାଳନ ପରିପ୍ରେକ୍ଷୀରେ କେତୋଟି ତଥ୍ୟ
ଜାତିସଂଘର ବିଶ୍ଵ ଜନସଂଖ୍ୟା ଦିବସ ପାଳନ ପରିପ୍ରେକ୍ଷୀରେ କେତୋଟି ତଥ୍ୟ ରହିଛି । ତାହା ବର୍ଣ୍ଣନା କରାଯାଇଛି ।
ଗଜପତି ଜିଲ୍ଲାରେ ମୋ ସ୍ଵଚ୍ଛ ଶୌଚାଳୟର ଚମକ
ଏଭଳି ସ୍ଥିତିରେ ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ୫ଟି ପଞ୍ଚାୟତକୁ ‘ଓପନ୍ ଡେଫିକେସନ୍ ଫ୍ରି’(ଖୋଲାରେ ମଳତ୍ୟାଗ ମୁକ୍ତ) ପଞ୍ଚାୟତ ଭାବେ ଗଢ଼ି ତୋଳିବାକୁ ସକ୍ଷମ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ଜନଧନ ଯୋଜନା
ବଞ୍ଚିତ ଲୋକମାନଙ୍କ ନିକଟରେ ବ୍ୟାଙ୍କ ସେବା ଅତି ସହଜ ଉପାୟରେ ପହଞ୍ଚାଇବା ହେଉଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ମୂଳ ଲକ୍ଷ୍ୟ ।
ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା
ଏହି ଯୋଜନା ଯେ କୌଣସି କାରଣରୁ ମୃତ୍ୟୁଜନିତ ଜୀବନ ବୀମା ସୁରକ୍ଷା ପ୍ରଦାନ କରିଥାଏ ।
ନେବିଗତିଓଂ
Back to top