অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନୀତି ଓ ଯ଼ୋଜନା

ନୀତି ଓ ଯ଼ୋଜନା

  • ଅଟଳ ପେନସନ ଯୋଜନା
  • ଦେଶରେ ଗରିବ, ଶ୍ରମିକ ତଥା ଦିନ ମଜୁରିଆମାନଙ୍କର ବୃଦ୍ଧାବସ୍ଥା ସମୟର ଆୟ ନିରାପତ୍ତା ପାଇଁ ଅଟଳ ପେନସନ୍ ଯୋଜନାର ଅନ୍ତର୍ଭୁକ୍ତ କରାଯାଇଛି।

  • ଅଟଳ ପେନସନ ଯୋଜନା ବାରମ୍ବାର ଉଠୁଥିବା ପ୍ରଶ୍ନାବଳୀ
  • ଅଟଳ ପେନସନ ଯୋଜନା ବାରମ୍ବାର ଉଠୁଥିବା ପ୍ରଶ୍ନାବଳୀ ଆଣ୍ଡ ଉତ୍ତର

  • ଇନ୍ଦିରା ଆବାସ ଯୋଜନା
  • ସରକାରୀ ଯୋଜନା ଭିତରେ ଇନ୍ଦିରା ଆବାସ ଯୋଜନା ଏକ ଜନମଙ୍ଗଳକାରୀ ଯୋଜନା ଏହା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏକ ସାହାଯ୍ୟକାରୀ ଯୋଜନା ।

  • ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା
  • ବିଧବା ମାନଙ୍କର ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା ଅନୁସାରେ ଭତ୍ତା ପ୍ରଦାବ କରାଯାଉଛି ।

  • ଓଡ଼ିଶାର ବୟନ ଶିଳ୍ପ
  • ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାର ଏକ ମୁଖ୍ୟ ଅଙ୍ଗ ହେଉଛି ବୟନ ଶିଳ୍ପ । ଏହାର ବାନ୍ଧ କଳା ବିଶ୍ଵ ପ୍ରସିଦ୍ଧ ।

  • ଓଡିଶାର ବିକାଶ
  • ଓଡିଶା ବିକାଶ ପାଇଁ କେତେକ ନୀତି ଓ ଯୋଜନା ବେଶୟରେ ଜାଣନ୍ତୁ ।

  • ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି
  • ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି – ୨୦୧୪ ର ସୂଚନା ।

  • କର୍ମ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ଆଇନ,୨୦୧୩
  • କର୍ମ କ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା - ଆଇନ, ୨୦୧୩ ସମ୍ବନ୍ଧିତ ତଥ୍ୟ ।

  • କିଶୋରୀ ଶକ୍ତି ଯୋଜନା
  • କିଶୋରୀମାନଙ୍କ ଅଭିବୃଦ୍ଧି,ସ୍ୱାସ୍ଥ୍ୟଓ ପୁଷ୍ଟି ଶିକ୍ଷା,ସାକ୍ଷରତା ଓ ଗାଣିତିକ ଦକ୍ଷତା,ବୈଷୟିକ ଦକ୍ଷତା ଇତ୍ୟାଦିରେ ଏହି କାର୍ଯ୍ୟକ୍ରମ ରୂପାୟିତ ହୋଇଥାଏ ।

  • ଖାଦ୍ୟର ଅଧିକାର
  • ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନା ଜରିଆରେ ପୋଷଣ ସୁରକ୍ଷା ଉପରେ ଧ୍ୟlନ ଦିଆଯାଉଛି । ସେ ସମ୍ବନ୍ଧରେ ସୂଚନା ।

  • ଗଜପତି ଜିଲ୍ଲାରେ ମୋ ସ୍ଵଚ୍ଛ ଶୌଚାଳୟର ଚମକ
  • ଏଭଳି ସ୍ଥିତିରେ ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ୫ଟି ପଞ୍ଚାୟତକୁ ‘ଓପନ୍ ଡେଫିକେସନ୍ ଫ୍ରି’(ଖୋଲାରେ ମଳତ୍ୟାଗ ମୁକ୍ତ) ପଞ୍ଚାୟତ ଭାବେ ଗଢ଼ି ତୋଳିବାକୁ ସକ୍ଷମ ହୋଇଛନ୍ତି ।

  • ଗାଁ କଲ୍ୟାଣ ସମିତି
  • ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ୍ ( ଏନ୍ ଆରଏଚଏସ ) ଅଧିକରେ, ପ୍ରତି ଗାଁ ସ୍ତରରେ ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପରିମଳ କମିଟି ଗଠନ କରିବାର ବ୍ୟବସ୍ଥା ରହିଛି । ଓଡିଶାରେ ଏହା ଗାଁ କଲ୍ୟାଣ ସମିତି ନାମରେ ପରିଚିତ ।

  • ଗୋପବନ୍ଧୁ ଗ୍ରାମୀଣ ଯୋଜନା
  • ୧୧ଟି ଜିଲ୍ଲାର ପ୍ରତ୍ୟେକ ରାଜସ୍ଵ ଗ୍ରାମକୁ ବିଜୁଳୀ,ସଡକ ଓ ପାଣି ଭଳି ପ୍ରାଥମିକ ଭିତ୍ତିଭୂମିର ସୁବିଧା ପାଇଁ ଅତିରିକ୍ତ ଉନ୍ନୟନ ପାଣ୍ଠି ଯୋଗାଇ ଦେବା ଗୋପବନ୍ଧୁ ଗ୍ରାମୀଣ ଯୋଜନାର ମୁଖ୍ୟ ଲକ୍ଷ୍ୟ ।

  • ଗ୍ରାମ ବିକାଶ
  • ଗ୍ରାମବିକାଶ ଏକ ଆନ୍ତର୍ଜାତୀୟସ୍ତରର ସ୍ୱେଚ୍ଛାସେବୀ ସଂଗଠନ । ଗ୍ରାମବିକାଶ ହେଉଛି ଗାଁର ଉନ୍ନତି ।

  • ଗ୍ରାମସଭା
  • ପଞ୍ଚାୟତର ବିଭିନ୍ନ ବିକାଶ ମୂଳକ କାମ ନିମନ୍ତେ ଆଲୋଚାନା କରିବାକୁ ଗ୍ରାମସଭା କୁହାଯାଏ ।

  • ଗ୍ରାମାଞ୍ଚଳ ଗୃହ ଯୋଜନା
  • ରାଜ୍ୟର ଗ୍ରାମାଞ୍ଚଳରେ ଯେଉଁ ମାନେ କଚ୍ଚା ଘରେ ବାସ କରୁଛନ୍ତି ସେମାନଙ୍କ ପାଇଁ ପକ୍କା ଘର ତିଆରି କରିବା ଯୋଜନାର ଲକ୍ଷ୍ୟ ।

  • ଗ୍ରାମ୍ୟ ଉନ୍ନୟନ ଯୋଜନାଗୁଡିକର ପରିଚାଳନା ପର୍ଯ୍ୟାଲୋଚନା ଓ ମୂଲ୍ୟାଙ୍କନ
  • ଗ୍ରାମ୍ୟ ଉନ୍ନୟନ ଯୋଜନାଗୁଡିକର ପରିଚାଳନା ପର୍ଯ୍ୟାଲୋଚନା ଓ ମୂଲ୍ୟାଙ୍କନ ସୂଚନା ।

  • ଗ୍ରାମ୍ୟ ଯୁବକ ଯୁବତୀଙ୍କ ଆତ୍ମ ନିଯୁକ୍ତି ନିମିତ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
  • ଗ୍ରାମ୍ୟ ଯୁବକ ଯୁବତୀଙ୍କ ଆତ୍ମ ନିଯୁକ୍ତି ନିମିତ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଯୋଜିତ ।

  • ଜନ-ଧନ ଯୋଜନା ରେ ସଞ୍ଚୟ
  • ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଆର୍ଥିକ ସାକ୍ଷରତା

  • ଜବାହର ରୋଜଗାର ଯୋଜନା
  • ଜବାହର ରୋଜଗାର ଯୋଜନା ର ସୂଚନା

  • ଜାତିସଂଘର ବିଶ୍ଵ ଜନସଂଖ୍ୟା ଦିବସ ପାଳନ ପରିପ୍ରେକ୍ଷୀରେ କେତୋଟି ତଥ୍ୟ
  • ଜାତିସଂଘର ବିଶ୍ଵ ଜନସଂଖ୍ୟା ଦିବସ ପାଳନ ପରିପ୍ରେକ୍ଷୀରେ କେତୋଟି ତଥ୍ୟ ରହିଛି । ତାହା ବର୍ଣ୍ଣନା କରାଯାଇଛି ।

  • ଜାତୀୟ କୌଶଳ ବିକାଶ ନିଯୋଗ
  • ଜାତୀୟ କୌଶଳ ବିକାଶ ମିଶନ, ଜୁଲାଇ ୧୫, ୨୦୧୫ ଠାରୁ ଆରମ୍ଭ ହୋଇଛି, ଆନ୍ତରାଜ୍ୟ ସ୍ତରରେ, ବିଭାଗ ସ୍ତରରେ ସଂମିଳନ ସୃଷ୍ଟି କରିବାକୁ ଲକ୍ଷ ରଖିଛି ।

  • ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା
  • ହିତାଧିକାରୀ କୁ ମଧ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟି କାର୍ଡ଼ ଯୋଗାଇଦିଆଯିବ ।

  • ଜାତୀୟ ପରିବାର ମଙ୍ଗଳ ଯୋଜନା
  • ବି.ପି.ଏଲ୍. ପରିବାରର ପାଇଁ ଜାତୀୟ ପରିବାର ମଙ୍ଗଳ ଯୋଜନା ମାଧ୍ୟମରେ ସାହାଯ୍ୟ ଯୋଗାଯାଉଛି ।

  • ଜାତୀୟ ରୁର୍ବାନ ମିଶନ (NRuM)
  • ଗ୍ରାମପୁଞ୍ଜ ଗୁଡିକ ଅର୍ଥନୈତିକ, ସାମାଜିକ ଓ ଭୂମିକାରୂପ ଉନ୍ନତିକଳ୍ପେ ଭାରତ ସରକାର ୨୧ ଫେବୃଆରୀ ୨୦୧୬ରେ ଜାତୀୟ ରୁର୍ବାନ ମିଶନ ପ୍ରାରମ୍ଭ କରିଛନ୍ତି ।

  • ଜୀବନ ଜୀବିକା / ରୋଜଗାର / ସଶକ୍ତିକରଣ
  • ମହିଳାମାନଙ୍କ ସଶକ୍ତିକରଣ ନିମନ୍ତେ କେତେକ ଯୋଜନା ପ୍ରଚଳନ କରାଯାଇଛି ଯାହା ନିମ୍ନରେ ପ୍ରଦାନ କରାଯାଇଛି ।

  • ଜୁଲାଇରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା
  • ପ୍ରତିବର୍ଷ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ବରିଷ୍ଠ ନାଗରିକମାନେ ଏହି କାର୍ଯ୍ୟକ୍ରମରେ ତୀର୍ଥ ଭ୍ରମଣରେ ଯିବାକୁ ଯୋଜନା କରାଯାଇଛି ।

  • ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର
  • ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର, ସାଧାରଣ ବଣ୍ଟନ ବ୍ୟବସ୍ଥା ସବସିଡ଼ ସ୍ଥାନାନ୍ତରଣ ବ୍ୟବସ୍ଥାର ବିଷୟରେ ସୂଚନା ।

  • ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା
  • ଗ୍ରାମାଞ୍ଚଳର ଗରିବ ଯୁବକମାନଙ୍କୁ ଦିନଦୟାଲ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ତାଲିମ ପ୍ରଦାନ ପାଇଁ ଭାରତର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ଵାରା ଯୋଜନା ପ୍ରସ୍ତୁତ କରିଛନ୍ତି ।

  • ନାଗରିକ ଅଧିକାର
  • ଭାରତ ସାମ୍ବିଧାନିକ ଅନୁସାରେ ନାଗରିକ ମାନଙ୍କ ବିଷୟରେ ସୂଚନା ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate