ସ୍ଵୟଂ ସହାୟକ ଗୋଷ୍ଠୀ ବିଷୟରେ ଧାରଣା ଦେବା ଓ ଭାଗୀଦାରୀତା ଏବଂ ସଶକ୍ତିକରଣ ବଢାଇବାରେ ଏହାର ଗୁରୁତ୍ଵ ବିଷୟରେ ଅବଗତ କରାଇବା - ଏହି ସାରଣୀର ମୁଖ୍ୟ ଉଦ୍ଦେଶ୍ୟ । ଏହା ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀର ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟଗୁଡିକୁ ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିବ । ଏହି ସାରଣୀ ଅଂଶ ଗ୍ରହଣକାରୀଙ୍କର ଜ୍ଞାନ, କୌଶଳ,ବୃଦ୍ଧି କରିବ ଯଦ୍ୱାରା ସେମାନେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଠିକ ଭାବରେ ପରିଚାଳିତ କରିପାରିବେ ।
ଏହି ତାଲିମ ଶେଷରେ ଅଂଶଗ୍ରହଣକାରୀମାନେ, ନିମ୍ନଲିଖିତ ବିଷୟଗୁଡିକ ଉପରେ ଅବଗତ ହେବେ ସେମାନଙ୍କର ଚଳଣି ଯଥା – ଅପେକ୍ଷାକୃତ ଭଲ ବା ଗରିବ – ସେଗୁଡିକର କାରଣଗୁଡିକ ଚିହ୍ନଟ କରିବା ଗରିବ ବ୍ୟକ୍ତିଟିକୁ ଦାରିଦ୍ର୍ୟ ଚକ୍ରରୁ ମୁକୁଳାଇବା ପାଇଁ ସାମୁହିକ କାର୍ଯ୍ୟ ପ୍ରକ୍ରିୟାର ଗୁରୁତ୍ଵକୁ ବୁଝିବା ।
ସ୍ଵୟଂ ସହାୟକ ଗୋଷ୍ଠୀର ଆବଶ୍ୟକତା ଓ ତାଲିମ ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର ଆବଶ୍ୟକତା
ତାଲିମ ପରେ ଅଂଶଗ୍ରହଣକାରୀମାନେ
ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ ଓ ପରିଚାଳନା ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ ଓ ପରିଚାଳନା
ଅଧିବେଶନ ଶେଷରେ ଅଂଶଗ୍ରହଣକାରୀମାନେ ଗୋଟିଏ ଗୋଷ୍ଠୀର ସଭ୍ୟାମାନଙ୍କ ବିଭିନ୍ନ ବ୍ୟବହାର ବିଷୟରେ ଅବଗତ ହେବେ ।
ସ୍ଵୟଂ ସହାୟକ ଗୋଷ୍ଠୀର ଦଳୀୟ କୌଶଳ, ଦ୍ଵନ୍ଦ ସମାଧାନ ଓ ନେତୃତ୍ଵ ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର ଦଳୀୟ କୌଶଳ, ଦ୍ଵନ୍ଦ ସମାଧାନ ଓ ନେତୃତ୍ଵ
ସ୍ଵୟଂ ସହାୟକ ଗୋଷ୍ଠୀରେ ବ୍ୟବହୃତ ହେଉଥିବା ବିଭିନ୍ନ ଖାତାପତ୍ରର କି ଆବଶ୍ୟକତା ରହିଛି ତାହାର ଏକ ତାଲିକା ପ୍ରସ୍ତୁତ କରିବା ଓ ବିଭିନ୍ନ ଖାତାପତ୍ରକୁ ଚିହ୍ନଟ କରିବା ଏହି ଅଧିବେଶନର ଉଦ୍ଦେଶ୍ୟ ।
ସ୍ଵୟଂ ସହାୟକ ଗୋଷ୍ଠୀର ନଥିପତ୍ରର ରକ୍ଷଣାବେକ୍ଷଣ ଓ ହିସାବ ପତ୍ର ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର ନଥିପତ୍ରର ରକ୍ଷଣାବେକ୍ଷଣ ଓ ହିସାବ ପତ୍ର
ଅଧିବେଶନ ଶେଷରେ ଅଂଶଗ୍ରହଣକାରୀମାନେ ନିମ୍ନୋକ୍ତ ବିଷୟରେ ଅବଗତ ହେବେ ।
ସ୍ଵୟଂ ସହାୟକ ଗୋଷ୍ଠୀର ଆର୍ଥିକ ସାକ୍ଷରତା ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର ଆର୍ଥିକ ସାକ୍ଷରତା
ସ୍ଵୟଂ ସହାୟକ ଗୋଷ୍ଠୀ ସ୍ତରରେ କ୍ଷୁଦ୍ର ବିନିଯୋଗ ଯୋଜନା ପ୍ରସ୍ତୁତ କରିବାରେ ଗୋଷ୍ଠୀ ବିନିଯୋଗ ପାଣ୍ଠିର ଉଦ୍ଦେଶ୍ୟ ବିଷୟରେ ଅଂଶଗ୍ରହଣକାରୀଙ୍କୁ ଧାରଣା ଦେବା ।
ସ୍ଵୟଂ ସହାୟକ ଗୋଷ୍ଠୀର କ୍ଷୁଦ୍ର ବିନିଯୋଗ ଯୋଜନା ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର କ୍ଷୁଦ୍ର ବିନିଯୋଗ ଯୋଜନା
Last Modified : 12/7/2019