ମହୁମାଛି ପାଳନ: ଅତିରିକ୍ତ ଆୟର ଏକ ନୂଆ ପନ୍ଥା ଆଦିମ କାଳରୁ ମହୁର ବ୍ୟବ୍ହାର ସହ ସଭିଏଁ ନିବ୍ିଡ଼ ଭାବବ୍ ଜଡ଼ିତ । ମହୁକୁ ଉଭୟ ଖାଦୟ ଓ ଔଷଧ ଭାବବ୍ ବ୍ୟବ୍ହାର କରାଯାଇ ଥାଏ ଏବ୍ଂ ଅନୟ ଫସଲ ସହିତ ଏହାର ସମନିିତ ପରିଚାଳନା ଦ୍ଵାରା ଚାଷୀ ଲାଭବ୍ାନ ବହାଇଥାଏ । ଓଡ଼ିଶା ଜଳବ୍ାୟୁବର ସପ୍ତବଫଣୀ ମହୁମାଛି ଉପବଯାଗୀ ସାବ୍ୟସ୍ତ ବହାଇଥାଏ । ମହୁମାଛି ପାଳନ ଏବଂ ଏହାର ପରବର୍ତ୍ତୀ ଯତ୍ନ: ମହୁମାଛି ବ୍ାକ୍ସ ସ୍ଥାପନ ପାଇଁ ଉତ୍ତମ ସୂଯ୍ୟକିରଣ ଓ ଛାଇ ର ଆବ୍ଶୟକତା ରହିଛି । ଏହା ସହିତ ଅତୟଧିକ ବ୍ାୟୁ ପ୍ରବ୍ାହ ଜନିତ ଅସୁବ୍ିଧାରୁ ରକ୍ଷା ନିମବେ ଏହାକୁ ବକୌଣସି ବ୍ଡ଼ ଗଛ ତବଳ ସ୍ଥାପନ କରାଯାଇଥାଏ ।ବ୍ାକ୍ସ ସ୍ଥାପନ ବହଇଥିବ୍ା ସ୍ଥାନର ୧ କି .ମି. ପରିଧିବର ଜଳାଶୟ ଏବ୍ଂ କିଛି ଜଂଗଲୀ ଗଛ ରହିବ୍ା ଅତୟେ ଆବ୍ଶୟକ, କାରଣ ଜଂଗଲୀ ଗଛରୁ ମହୁମାଛିଙ୍କୁ ପ୍ରଚୁର ମାତ୍ରାବର ପରାଗବରଣୁ ଏବ୍ଂ ମକରନ୍ଦ ମିଳିଥାଏ । ୨ ଟି ବ୍ାକ୍ସ ମଧ୍ୟବର ଅତିକମବର ୧୦ ଫୁଟ୍ ର ଦୂରତା ରହିବ୍ା ଦରକାର । ବରାଗର ନିବ୍ାରଣ ପାଇଁ ପ୍ରତି ୧୫ ଦିନର ବ୍ୟବ୍ଧାନବର ବ୍ାକ୍ସଟିକୁ ସଫା କରିବ୍ା ଅତୟେ ଜରୁରୀ । ଉପକାରିତା: ମହୁ ଏକ ଅତୟେ ପୁଷ୍ଟିକର ଖାଦୟ ବହବ୍ା ସହ ନାନାଦି ଔଷଧୀୟ ଗୁଣବର ମଧ୍ୟ ପରିପୂର୍ଣ୍୍ ଯାହା ଆବ୍ାଳବ୍ୃଦ୍ଧବ୍ନିତାଙ୍କ ପାଇଁ ଅତୟେ ଲାଭଦାୟକ । ଏହା ବ୍ୟତୀତ ମହୁମାଛିମାବନ ପରାଗସଙ୍ଗମବର ଅତୟେ ଦକ୍ଷ ବହବ୍ା କାରଣରୁ ଫସଲର ଅମଳ ମଧ୍ୟ ବ୍ହୁତ ଭଲ ବହାଇଥାଏ । ବତଣୁ ମହୁଚାଷ ଉଭୟ ଶାରିରୀକ ତଥା ଅଥ୍ବନୈତିକ ଦୃଷ୍ଟିବକାଣରୁ ଲାଭଦାୟକ ବହାଇଥାଏ ।