କେନ୍ଦ୍ରୀୟ ଯୋଜନା ସମ୍ପଦା ( ସ୍କିମ ଫର ଆଗ୍ରୋ – ମାରିନ ପ୍ରୋସେସିଙ୍ଗ ଆଣ୍ଡ ଡେଭଲପମେଣ୍ଟ ଅଫ ଆଗ୍ରୋ - ପ୍ରୋସେସିଙ୍ଗ କ୍ଲଷ୍ଟର )୨୦୧୭ ମେ ମାସରେ କ୍ୟାବିନେଟରେ ୨୦୧୬ – ୨୦ ପର୍ଯ୍ୟନ୍ତ ଚତୁର୍ଦଶ ଆର୍ଥିକ କମିଶନ ଅନ୍ତର୍ଗତରେ କାର୍ଯ୍ୟ ପାଇଁ ମଞ୍ଜୁରୀ ମିଳିଥିଲା । ବର୍ତ୍ତମାନ ଯୋଜନାକୁ ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା ଭାବରେ ନାମିତ କରାଯାଇଥିଲା । ଏହି ଯୋଜନାଟି ଗୋଟିଏ ଛାତ ତଳେ ମେଗା ଖାଦ୍ୟ ପାର୍କ, ସମନ୍ଵିତ କୋଲତ ଚେନ, ମୂଲ୍ୟଯୁକ୍ତ ଭିତ୍ତିଭୂମି, ଖାଦ୍ୟ ସୁରକ୍ଷା ଏବଂ ଗୁଣବର୍ତ୍ତା ଭିତ୍ତିଭୂମି ଇତ୍ୟାଦି ମନ୍ତ୍ରାଳୟର କାର୍ଯ୍ୟ କରାଯିବ । ଏହା ସହିତ କିଛି ନୂତନ ଯୋଜନା ଯେପରି ଆଗ୍ରୋ ପ୍ରୋସେସିଙ୍ଗ କ୍ଲଷ୍ଟର, ଖାଦ୍ୟ ପ୍ରକ୍ରିୟାକରଣର ବୃଦ୍ଧି ଏବଂ ଖାଦ୍ୟ ସଂରକ୍ଷିତ କ୍ଷମତା ଇତ୍ୟାଦି ବିଭାଗ ସମ୍ମିଶ୍ରଣ କରାଯାଇଛି। ଲକ୍ଷ୍ୟ ଅତ୍ୟାଧୁନିକ ପ୍ରକ୍ରିୟାକରଣ, କୃଷି ବର୍ଜ୍ୟବସ୍ତୁ ଯୋଜନା କୃଷି ପରିପୂରକ ଇତ୍ୟାଦି, PMKSY ର ଲକ୍ଷ୍ୟ । ଯୋଜନାର କାର୍ଯ୍ୟକରିତା PMKSY ଯୋଜନାରେ ନିମ୍ନଲିଖିତ ଯୋଜନା ଗୁଡିକର କାର୍ଯ୍ୟକାରିତା କରାହେବ । "ବୃହତ୍ତର ଖାଦ୍ୟ ପାର୍କ " "ସମନ୍ନିତ କୋଲଡଇନ ମୂଲ୍ୟଭୁକ୍ତ ଏବଂ ପ୍ରକ୍ରିୟା କରଣ ଭିତ୍ତିଭୂମି" ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ସୃଷ୍ଟି ଆଗ୍ରୋ ପ୍ରୋସେସିଙ୍ଗ ଷ୍ଟୋରର ଭିତ୍ତିଭୂମି ଖାଦ୍ୟ ସୁରକ୍ଷା ଏବଂ ଗୁଣବର୍ତ୍ତା ଭିତ୍ତିଭୂମି ର ବିକାଶ ମାନବ ସମ୍ବଳ ଏବଂ ଅନୁଷ୍ଠାନ ଆର୍ଥିକ ଆବଣ୍ଟନ PMKSY 600 କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା ମଧ୍ୟରୁ 31,90 କୋଟି, 339 ଲକ୍ଷ ଆଗ୍ରୋ ଉତ୍ପାଦନ, ଯାହାର ମୂଲ୍ୟ 1,04,125 କୋଟି, ଯାହା ଦ୍ଵାରା 20 ଲକ୍ଷ କୃଷକ ଲାଭବାନ ହେବେ ଏବଂ 5,30,500 ପ୍ରତ୍ୟକ୍ଷ ଓ ପରୋକ୍ଷ ଦେଶରେ 2019-20 ଭିତରେ ଚାକିରି ସୃଷ୍ଟି କରାହେବ । ପ୍ରଭାବ PMKSY ଯୋଜନା ଦ୍ଵାରା ପାଂମି ର ଗେଟ ଠାରୁ ରିଟେଲ ଆଉଟଲେଟ ପର୍ଯ୍ୟନ୍ତ ଅତ୍ୟାଧୁନିକ ଭିତ୍ତିଭୂମି ତିଆରି ହେବ । ଖାଦ୍ୟ ପ୍ରକ୍ରିୟା କରଣ ବିଭାଗକୁ ଏହାଦ୍ଵାରା ସଶକ୍ତ କରାଯାଇପାରିବ । ଚାଷୀର ଆୟ ଦ୍ଵିଗୁଣିତ ହୋଇପାରିବ । ଏହାଦ୍ଵାରା ଚାଷୀକୁ ଉପଯୁକ୍ତ ମୂଲ୍ୟ ମିଳିବ । ଗ୍ରାମାଞ୍ଚଳ ରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ଦ୍ଵାରା କୃଷିର ବର୍ଜ୍ୟବସ୍ତୁ କମିବା ସହ ପ୍ରକ୍ରିୟାକରଣ ବୃଦ୍ଧି ପାଇବ ଏବଂ ପ୍ରକ୍ରିୟାକରଣ ଖାଦ୍ୟ ସୁଲଭ ମୂଲ୍ୟରେ ସମସ୍ତକୁ ମିଳିବ । ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ "କ୍ଲିକ କରନ୍ତୁ" ଆଧାର -"ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ"