ରାଷ୍ଟ୍ରୀୟ ଇ-ଶାସନ ଯୋଜନାର ଅନଲାଇନ ନାଗରିକ ସେବା ଏକ ମହତପୂର୍ଣ ଭାଗ ଅଟେ । ଏହି ଯୋଜନା ଦ୍ଵାରା ନାଗରିକ ମାନଙ୍କୁ ଆଉ ସରକାରୀ କାର୍ଯ୍ୟ।ଳୟ ଯିବାକୁ ପଡିବ ନାହିଁ । ଏହି ଯୋଜନା ମାଧ୍ୟମରେ ମିଳୁଥିବା ଲାଭ କାର୍ଯ୍ୟ।ଳୟ ଓ ନିଜ ଘରେ ବସି ଆରାମରେ କରିପାରିବେ । ଆଧାର କାର୍ଡ ମିଳୁଥିବା ସେବା : ୧୨ ସଂଖ୍ୟା ବିଶିଷ୍ଟ ବ୍ୟକ୍ତିଗତ ପରିଚୟ ନମ୍ବର ନିଜର ଆଧାର କାର୍ଡର ସ୍ଥିତିର ଯାଞ୍ଚ ଆଧାର ସମ୍ପର୍କିତ ଅଭିଯୋଗ ଅଧିକ ଜାଣିବା ପାଇଁ ଦେଖନ୍ତୁ "www.uidai.gov.in" ମନରେଗା ସମ୍ପର୍କିତ ଆବେଦନ ପାଇଁ ମିଳୁଥିବା ସେବା: ୧୦୦ ଦିନ କାର୍ଯ୍ୟର ଗ୍ୟାରେଣ୍ଟି ପଞ୍ଜୀକରଣ କିପରି କରିବେ ଜବ କାର୍ଡ ଓ ନକଲି ଜବ କାର୍ଡ ଅଭିଯୋଗ ଅଧିକ ଜାଣିବା ପାଇଁ ଦେଖନ୍ତୁ "www.nrega.nic.in" ଅନଲାଇନ ପାସପୋର୍ଟ ପାଇଁ ଆବେଦନ ମିଳୁଥିବା ସେବା ପାସପୋର୍ଟ ପାଇଁ ଅନଲାଇନ ଆବେଦନ ଆବେଦନ କରିବାପାଇଁ ପ୍ରକ୍ରିୟା ଅଧିକ ଜାଣିବା ପାଇଁ ଦେଖନ୍ତୁ "www.passportindia.gov.in" ଅନଲାଇନ ପାନକାର୍ଡ ପାଇଁ ଅନଲାଇନ ଆବେଦନ ପାନକାର୍ଡ ପାଇଁ ଅନଲାଇନ ଆବେଦନ କରିବା ଅନଲାଇନ ଆବେଦନ କରିବା ପାଇଁ ନିୟମାବଳୀ ଆବେଦନ ପତ୍ରର ସ୍ଥିତି ଯାଞ୍ଚ ଅଧିକ ଜାଣିବା ପାଇଁ ଦେଖନ୍ତୁ "tin.tin.nsdl.com" "http://www.myutitsl.co.in/intra/web/search_psa.jsp" ଅନଲାଇନ ଆୟକର ପୈଠ ଅନଲାଇନ ଆୟକର/ଟିଡିଏସ ଅଧିକ ଜାଣିବା ପାଇଁ ଦେଖନ୍ତୁ "http://incometaxindia.gov.in/home.asp" ନିଜ ନାମ ନିର୍ବାଚନ ରେଜିଷ୍ଟରରେ ଖୋଜିବା ପାଇଁ ଅନଲାଇନ ମତଦାତା ରେଜିଷ୍ଟରରେ ନାମ ଖୋଜିବାର ସୁବିଧା ମତଦାତା ରେଜିଷ୍ଟରରେ ନିଜ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଆବେଦନ ଫର୍ମ ନିର୍ବାଚନ ପରିଣାମ ଆଦି ଅଧିକ ଜାଣିବା ପାଇଁ ଦେଖନ୍ତୁ "www.eci.gov.in" ସ୍ରୋତ: "www.uidai.gov.in" "www.nrega.nic.in" "http://incometaxindia.gov.in/home.asp" "www.eci.gov.in"