ସେବାର ଲାଭ ଜଣେ ପଞ୍ଜୀକୃତ ନାଗରିକ ଏହି ସେବା ମାଧ୍ୟମରେ ବିଭିନ୍ନ ଦେୟର ପାଉଣା ପ୍ରଦାନ କରିବାରେ , ଟିକଟ ବୁକିଂରେ ସହାୟକ ହେବ । ପଞ୍ଜୀକୃତ ନାଗରିକ ଆହୁରି ମଧ୍ୟ ସେବା ଯଥା ଟଙ୍କା ନେଣଦେଣ କିମ୍ବା ପାଉଣାର ହିସାବ ପାଇପାରିବ ଓ ଏହାର ଲିଖିତ ଛବି ମଧ୍ୟ ଛାପି ପାରିବ । ତ୍ଵରିତ ପାଉଣା ପ୍ରଦାନକାରୀ ଯେତେବେଳେ ଚାହିଁବ ସେତେବେଳେ ନିଜ ମୋବାଇଲ ନମ୍ବର ବ୍ୟବହାର କରି ପାଇପାରିବ । ପୂର୍ବରୁ ଅର୍ଥ ପ୍ରଦାନ କରିଥିବା ପାଉଣା ମଧ୍ୟ ମୋବାଇଲ ନମ୍ବର ବ୍ୟବହାର କରି ଦେଖିପାରିବ । ବ୍ୟବହାରକାରୀଙ୍କ ପାଇଁ ନିର୍ଦେଶନାମା / ନାଗରିକ ସହାୟତା ପଞ୍ଜୀକରଣ ପାଇଁ ନିର୍ଦେଶନାମା "ପଞ୍ଜୀକରଣ " ଅନଲାଇନ ଦେୟର ଅର୍ଥ ପ୍ରଦାନର ନିୟମାବଳୀ "ଅର୍ଥ ପ୍ରଦାନର ନିୟମାବଳୀ" ଅତି ଗୁରୁତ୍ୱପୂର୍ଣ୍ଣ ଅନଲାଇନ ଦେୟର ଅର୍ଥ ପ୍ରଦାନର ସୂଚନା "ଅର୍ଥ ପ୍ରଦାନର ସୂଚନା" ଅତି ଗୁରୁତ୍ୱପୂର୍ଣ୍ଣ ଅନଲାଇନ ଜଳ କର ପ୍ରଦାନର ସୂଚନା "ଅନଲାଇନ ଜଳ କର ପ୍ରଦାନର ସୂଚନା" ଅତି ଗୁରୁତ୍ୱପୂର୍ଣ୍ଣ ଅନଲାଇନ ଖଜଣା ପ୍ରଦାନର ସୂଚନା ଖଜଣା ପ୍ରଦାନର ସୂଚନା କେଉଁ କେଉଁ ସେବା ପାଇଁ ଅର୍ଥପ୍ରଦାନ କରିପାରିବେ ବିଜୁଳି ଦେୟ ପୈଠ କରିବା ଜମି ଖଜଣା ପୈଠ କରିବା (କେବଳ ଭୁବନେଶ୍ଵର ୱାର୍ଡ ନମ୍ବର ୧୧, ୩, ୧) ବାଣିଜ୍ୟ ଶୁଳ୍କ ପ୍ରଦାନ (କେବଳ ଭୁବନେଶ୍ଵରପାଇଁ) ଜଳ କର ଶୁଳ୍କ ପ୍ରଦାନ କରିବା (କେବଳ ଭୁବନେଶ୍ଵରପାଇଁ) ଓଡିଶା ରାଜ୍ୟ ସଡକ ପରିବହନ ସେବାର ବସ ଟିକଟ କାଟିବା ପାଇଁ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ଆବେଦନ କରିବା ପାଇଁ (କେବଳ ଭୁବନେଶ୍ଵରପାଇଁ) ଅନଲାଇନ ପାଉଣା ଦେବା ପାଇଁ ଆବଶ୍ୟକ ତଥ୍ୟ ସରଳ ଓ ଭରସାଯୋଗ୍ୟ ଅର୍ଥ ନେଣଦେଣର କିଛି ସୂଚନା - ୧୬ କିମ୍ବା ୧୯ ଅଙ୍କ ବିଶିଷ୍ଟ ଡେବିଟ/କ୍ରେଡିଟ କାର୍ଡ କାର୍ଡ ସାମ୍ନାରେ ଲିଖିତ କାର୍ଡର ବୈଧତା କାର୍ଡ ପଛପଟେ ଲିଖିତ ୩ ଅଙ୍କ ବିଶିଷ୍ଟ CVV ନମ୍ବର କ୍ଲିକ କରନ୍ତୁ ନିଜ ବ୍ୟାଙ୍କ ପାଇଁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧାଥିବା ଗ୍ରାହକଙ୍କ ପାଇଁ ଜାଣିବାର କିଛି ସୂଚନା - ଆକ୍ସିସ ବ୍ୟାଙ୍କରେ ଆକାଉଣ୍ଟ ଥିବା ଦରକାର ନେଟ ବ୍ୟାଙ୍କିଙ୍ଗ ପାଇଁ ୟୁଜର ଆଇଡି ଓ ପାସୱାର୍ଡ ଆଧାର - "ଓଡ଼ିଶା ଅନ୍ଲାଇନ ସେବା"