ବେସାମରିକ ଯୋଗାଣ ନିଗମ ଯାଆନ୍ତୁ : "ବେସାମରିକ ଯୋଗାଣ ନିଗମ" ଜିଲ୍ଲା ବେସାମରିକ ଯୋଗାଣ କାର୍ଯ୍ୟାଳୟ ଫୁଲବାଣୀ ଜିଲ୍ଲାପାଳ କାର୍ଯ୍ୟଳୟ ପରିସର, କନ୍ଧମାଳ ସ୍ଥାନ : କନ୍ଧମାଳ । ସହର : ଫୁଲବାଣୀ । ପିନ କୋଡ୍ : ୭୬୨୦୦୧ ଇ-କୋଟ କନ୍ଧମାଳ ଯାଆନ୍ତୁ : ଇ-କୋଟ କନ୍ଧମାଳ କନ୍ଧମାଳ କୋଟବିଲ୍ଡିଂ ପରିସର ଫୁଲବାଣୀ କନ୍ଧମାଳ, ପିନକୋର୍ଡ - ୭୬୨୦୦୧ ସ୍ଥାନ : କନ୍ଧମାଳ । ସହର : ଫୁଲବାଣୀ । ଇ-ପ୍ରୋକିଓରମେନ୍ଟ ସିଷ୍ଟମ ଓଡିଶାର ଇ-ପ୍ରୋକିଓରମେନ୍ଟ ସିଷ୍ଟମ ଟେନ୍ଡର ନିବେଦକ ମାନଙ୍କୁ ନିବେଦ ଅନୁସୂଚି ଡାଉନଲୋଡ କରିବାରେ ସହାୟତା କରେ ଓ ଏହି ପୋଟାଲ ମାଧ୍ୟମରେ ଅନଲାଇନ ନିବେଦ ଦରଖାସ୍ତ ଜମା କରାଯାଏ। ଯାଆନ୍ତୁ: ଇ-ପ୍ରୋକିଓରମେନ୍ଟ ସିଷ୍ଟମ ସ୍ଥାନ : କନ୍ଧମାଳ ଇମେଲ୍ : support-eproc[at]nic[dot]in ନିଯୋଜନ କାର୍ଯ୍ୟାଳୟ ରେଜିଷ୍ଟ୍ରିକରଣ ରାଜ୍ୟ କ୍ୟାରିୟର ସେବା, ଓଡିଶା ସରକାର ଯାଆନ୍ତୁ: ନିଯୋଜନ କାର୍ଯ୍ୟାଳୟ ରେଜିଷ୍ଟ୍ରିକରଣ ସ୍ଥାନ : କନ୍ଧମାଳ ଭୀନ୍ନକ୍ଷମ ଆୟୋଗ ଯାଆନ୍ତୁ: ଭୀନ୍ନକ୍ଷମ ରାଜ୍ୟ ଆୟୋଗ, ଭୂବନେଶ୍ଵର ସ୍ଥାନ : ଭୂବନେଶ୍ଵର ଇମେଲ୍ : scpdorissa[at]gmail[dot]com ଆଭିଯୋଗ କିପରି ଆବେଦନ କରିବେ? ଇ-ଆଭିଯୋଗ – ଓଡିଶା ସରକାର ଯାଆନ୍ତୁ: "ଆଭିଯୋଗ କିପରି ଆବେଦନ କରିବେ?" କଲେକ୍ଟର କାର୍ଯ୍ୟାଳୟ ସ୍ଥାନ : କନ୍ଧମାଳ । ପିନ କୋଡ୍ : ୭୬୨୦୦୧ ଇମେଲ୍ : dm-kandhamal[at]nic[dot]in ଜାତିଗତ ପ୍ରମାଣପତ୍ର ଇ- ଡିସଟ୍ରିକ୍ଟ ଓଡିଶା ଯାଆନ୍ତୁ: ଇ- ଡିସଟ୍ରିକ୍ଟ, ଓଡିଶା କନ୍ଧମାଳ ସ୍ଥାନ : କନ୍ଧମାଳ । ସହର : ଓଡିଶା । ପିନ କୋଡ୍ : ୭୬୨୦୦୧ ଇମେଲ୍ : dm-kandhamal[at]nic[dot]in ଭୁଅଭିଲେଖ ଓଡିଶା ଭୁଅଭିଲେଖ ୱେବ ପୋଟାଲ (ଭୁଲେଖ) ଯାଆନ୍ତୁ: " ଭୁଅଭିଲେଖ ୱେବ ପୋଟାଲ" କନ୍ଧମାଳ ସ୍ଥାନ : କନ୍ଧମାଳ । ସହର : ଫୁଲବାଣୀ । ପିନ କୋଡ୍ : ୭୬୨୦୦୧ ଇମେଲ୍ : dm-kandhamal[at]nic[dot]in ଜନ୍ମ ପ୍ରମାଣପତ୍ର ସ୍ଥାନୀୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନିଜ ଅଧିକାର କ୍ଷେତ୍ର ରେ ଥିବା ନିବାସୀଙ୍କ ପାଇଁ ଜନ୍ମ ଓ ମୃତ୍ୟୁ ପ୍ରମାଣ ପାତ୍ର ଜାରି କରେ। ସହର ସ୍ୱାସ୍ଥ୍ୟ ଅଧିକାରୀ/ ସ୍ୱାସ୍ଥ୍ୟ ଅଧିକାରୀ / କାର୍ଯ୍ୟକାରୀ ଅଧିକାରୀ (ରେଜିଷ୍ଟ୍ରାର), ସରକାରୀ ଶୁଳ୍କ ଜମା କରିବା ପରେ ଆବେଦନ କାରିଙ୍କୁ ଏହି ପ୍ରମାଣ ପାତ୍ର ଜାରି କରନ୍ତି। ଜନ୍ମ ପ୍ରମାଣ ପାତ୍ର ଆବେଦନ କରିବା ହେତୁ ପ୍ରଥମେ ସ୍ଥାନୀୟ ଅଧିକାରୀଙ୍କ ନିକଟରେ ଜନ୍ମ ପଞ୍ଜୀକରଣ କରିବା କୁ ହେବ। ଫର୍ମ ସ୍ଥାନୀୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଅଫିସ ମାନଙ୍କରେ ଉପଲବ୍ଧ କିମ୍ବା ଆମ ୱେବସାଇଟରୁ ଡାଉନଲୋଡ କରାଯାଇପାରେ। ପ୍ରମାଣ ପାତ୍ର ପାଇଁ ଆବେଦନ କରନ୍ତୁ ଓ ଆବେଦନ ଜମା କରିବା ପରେ ଟୋକେନ ର ପ୍ରିଣ୍ଟ ନିଅନ୍ତୁ । ଯାଆନ୍ତୁ: ଜନ୍ମ ପ୍ରମାଣପତ୍ର ଫୁଲବାଣୀ ପୌର ପାଳିକା ସ୍ଥାନ : କନ୍ଧମାଳ । ସହର : କନ୍ଧମାଳ । ପିନ କୋଡ୍ : ୭୬୨୦୦୧ ବିଧିକ ଉତ୍ତରାଧିକାରୀ ପ୍ରମାଣପତ୍ର ଇ- ଡିସଟ୍ରିକ୍ଟ ଓଡିଶା ଯାଆନ୍ତୁ: ବିଧିକ ଉତ୍ତରାଧିକାରୀ ପ୍ରମାଣପତ୍ର କଲେକ୍ଟର କାର୍ଯ୍ୟାଳୟ, କନ୍ଧମାଳ ସ୍ଥାନ : କନ୍ଧମାଳ । ସହର : କନ୍ଧମାଳ । ପିନ କୋଡ୍ : ୭୬୨୦୦୧ ଇମେଲ୍ : dm-kandhamal[at]nic[dot]in ଆବାସ ପ୍ରମାଣପାତ୍ର ଇ- ଡିସଟ୍ରିକ୍ଟ ଓଡିଶା ଯାଆନ୍ତୁ: ଆବାସ ପ୍ରମାଣପାତ୍ର କଲେକ୍ଟର କାର୍ଯ୍ୟାଳୟ, କନ୍ଧମାଳ ସ୍ଥାନ : କନ୍ଧମାଳ । ସହର : କନ୍ଧମାଳ। ପିନ କୋଡ୍ : ୭୬୨୦୦୧ ଇମେଲ୍ : dm-kandhamal[at]nic[dot]in ମୃତ୍ୟୁ ପ୍ରମାଣପାତ୍ର ପାଇଁ ଆବେଦନ କରନ୍ତୁ ସ୍ଥାନୀୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନିଜ ଅଧିକାର କ୍ଷେତ୍ର ରେ ଥିବା ନିବାସୀଙ୍କ ପାଇଁ ଜନ୍ମ ଓ ମୃତ୍ୟୁ ପ୍ରମାଣ ପାତ୍ର ଜାରି କରେ। ସହର ସ୍ୱାସ୍ଥ୍ୟ ଅଧିକାରୀ/ ସ୍ୱାସ୍ଥ୍ୟ ଅଧିକାରୀ / କାର୍ଯ୍ୟକାରୀ ଅଧିକାରୀ (ରେଜିଷ୍ଟ୍ରାର), ସରକାରୀ ଶୁଳ୍କ ଜମା କରିବା ପରେ ଆବେଦନ କାରିଙ୍କୁ ଏହି ପ୍ରମାଣ ପାତ୍ର ଜାରି କରନ୍ତି। ମୃତ୍ୟୁ ପ୍ରମାଣ ପାତ୍ର ପରିବାରର ନିକଟତମ ସମ୍ପର୍କୀୟଙ୍କୁ ପ୍ରଦାନ କରାଯାଇଥାଏ,ଏହି ପ୍ରମାଣ ପାତ୍ରରେ ମୃତ୍ୟୁ ତାରିଖ, ସମୟ ଓ କାରଣ ଦର୍ଶାଅଯାଇଥାଏ । ମୃତ୍ୟୁ/ଜନ୍ମ ପ୍ରମାଣପାତ୍ର ଆବେଦନ କରିବା ହେତୁ ପ୍ରଥମେ ସ୍ଥାନୀୟ ଅଧିକାରୀଙ୍କ ନିକଟରେ ଜନ୍ମ ପଞ୍ଜୀକରଣ କରିବାକୁ ହେବ। ଫର୍ମ ସ୍ଥାନୀୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଅଫିସ ମାନଙ୍କରେ ଉପଲବ୍ଧ କିମ୍ବା ଆମ ୱେବସାଇଟରୁ ଡାଉନଲୋଡ କରାଯାଇପାରେ। ପ୍ରମାଣ ପାତ୍ର ପାଇଁ ଆବେଦନ କରନ୍ତୁ ଓ ଆବେଦନ ଜମା କରିବା ପରେ ଟୋକେନ ର ପ୍ରିଣ୍ଟ ନିଅନ୍ତୁ. ଯାଆନ୍ତୁ: ମୃତ୍ୟୁ ପ୍ରମାଣପାତ୍ର ପାଇଁ ଆବେଦନ କରନ୍ତୁ ଫୁଲବାଣୀ ପୌରପାଳିକା ସ୍ଥାନ : କନ୍ଧମାଳ । ସହର : ଫୁଲବାଣୀ । ପିନ କୋଡ୍ : ୭୬୨୦୦୧ ଆଧାର - "କନ୍ଧମାଳଡିଷ୍ଟ୍ରିକ ୱେବପୋର୍ଟାଲ"