ବାସିନ୍ଦା ପ୍ରମାଣ ପତ୍ର ବାସିନ୍ଦା , ଆୟ , ଓ.ବି.ସି./ଏସ.ଇ.ବି.ସି., କାନୁନୀ ଉତ୍ତରାଧିକାରୀ ଓ ଜାତି ପ୍ରମାଣ ପତ୍ର କୁ ବିବିଧ ପ୍ରକାର ପ୍ରମାଣ ପତ୍ର କୁହାଯାଏ । ଏହି ସବୁ ପ୍ରମାଣ ପାତ୍ର ତହସିଲ କାର୍ଯ୍ୟାଳୟରୁ ମିଳିଥାଏ । ଏହି ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ପାଇବାକୁ ହେଲେ ଜଣେ ଦୁଇ ପ୍ରକାର ଆବେଦନ କରି ପାରିବେ । ନିକଟସ୍ଥ ଜନସେବା କେନ୍ଦ୍ର ରେ ଫର୍ମ ଭରି ସେଥି ସହିତ ଆବଶ୍ୟକ ଶୁଳ୍କ ଓ ଆବଶ୍ୟକ ଦସ୍ତାବିଚ ଦେଇ ଆବେଦନ କରି ପାରିବେ । ଆବେଦନ ପରେ ଉପଯୁକ୍ତ ସମୟ ସୀମା ପରେ ପ୍ରମାଣ ପତ୍ର ଜନସେବା କେନ୍ଦ୍ର ଠାରୁ ହସ୍ତ ଗତ କରିପାରିବ । ସେ ଫର୍ମ ଡାଉନଲୋଡ କରି ପାରିବେ ବା ଜନସେବା କେନ୍ଦ୍ର ତାଙ୍କୁ ଯୋଗାଇଦେବେ । ନିଜ ତହସିଲ କାର୍ଯ୍ୟାଳୟ ରେ ସିଧା ସଳଖ ଫର୍ମ ଭରି ସେଥି ସହିତ ଆବଶ୍ୟକ ଶୁଳ୍କ ଓ ଆବଶ୍ୟକ ଦସ୍ତାବିଚ ଦେଇ ଆବେଦନ କରି ପାରିବେ । ଆବେଦନ ପରେ ଉପଯୁକ୍ତ ସମୟ ସୀମା ପରେ ପ୍ରମାଣ ପତ୍ର ଜନସେବା କେନ୍ଦ୍ର ଠାରୁ ହସ୍ତ ଗତ କରିପାରିବ । ସେ ଫର୍ମ ଡାଉନଲୋଡ କରିପାରିବେ ବା ତହସିଲ କାର୍ଯ୍ୟାଳୟରୁ ପାଇପାରିବେ। ଡାଉନଲୋଡ ଫର୍ମ ସେବା ର ସମୟ ସୀମା ଜାଣନ୍ତୁ ଯାଆନ୍ତୁ:"ଇ- ଜିଲ୍ଲା,ଓଡିଶା" ସ୍ଥାନ : ତହସିଲ କାର୍ଯ୍ୟାଳୟ, ନିକଟସ୍ଥ ଜନସେବା କେନ୍ଦ୍ର କାନୁନୀ ଉତ୍ତରାଧିକାରୀ ପ୍ରମାଣ ପତ୍ର ବାସିନ୍ଦା, ଆୟ, ଓ.ବି.ସି./ଏସ.ଇ.ବି.ସି., କାନୁନୀ ଉତ୍ତରାଧିକାରୀ ଓ ଜାତି ପ୍ରମାଣ ପତ୍ର କୁ ବିବିଧ ପ୍ରକାର ପ୍ରମାଣ ପତ୍ର କୁହାଯାଏ । ଏହି ସବୁ ପ୍ରମାଣ ପାତ୍ର ତହସିଲ କାର୍ଯ୍ୟାଳୟ ରୁ ମିଳିଥାଏ । ଏହି ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ପାଇବାକୁ ହେଲେ ଜଣେ ଦୁଇ ପ୍ରକାର ଆବେଦନ କରି ପାରିବେ । ନିକଟସ୍ଥ ଜନସେବା କେନ୍ଦ୍ର ରେ ଫର୍ମ ଭରି ସେଥି ସହିତ ଆବଶ୍ୟକ ଶୁଳ୍କ ଓ ଆବଶ୍ୟକ ଦସ୍ତାବିଚ ଦେଇ ଆବେଦନ କରି ପାରିବେ । ଆବେଦନ ପରେ ଉପଯୁକ୍ତ ସମୟ ସୀମା ପରେ ପ୍ରମାଣ ପତ୍ର ଜନସେବା କେନ୍ଦ୍ର ଠାରୁ ହସ୍ତ ଗତ କରିପାରିବ । ସେ ଫର୍ମ ଡାଉନଲୋଡ କରି ପାରିବେ ବା ଜନସେବା କେନ୍ଦ୍ର ତାଙ୍କୁ ଯୋଗାଇଦେବେ । ନିଜ ତହସିଲ କାର୍ଯ୍ୟାଳୟ ରେ ସିଧା ସଳଖ ଫର୍ମ ଭରି ସେଥି ସହିତ ଆବଶ୍ୟକ ଶୁଳ୍କ ଓ ଆବଶ୍ୟକ ଦସ୍ତାବିଚ ଦେଇ ଆବେଦନ କରି ପାରିବେ । ଆବେଦନ ପରେ ଉପଯୁକ୍ତ ସମୟ ସୀମା ପରେ ପ୍ରମାଣ ପତ୍ର ଜନସେବା କେନ୍ଦ୍ର ଠାରୁ ହସ୍ତ ଗତ କରିପାରିବ । ସେ ଫର୍ମ ଡାଉନଲୋଡ କରି ପାରିବେ ବା ତହସିଲ କାର୍ଯ୍ୟାଳୟରୁ ପାଇପାରିବେ। ଡାଉନଲୋଡ ଫର୍ମ ସେବାର ସମୟ ସୀମା ଜାଣନ୍ତୁ ଯାଆନ୍ତୁ: "ଇ - ଜିଲ୍ଲା, ଓଡିଶା" ସ୍ଥାନ : ତହସିଲ କାର୍ଯ୍ୟାଳୟ, ନିକଟସ୍ଥ ଜନସେବା କେନ୍ଦ୍ର ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ଜନ୍ମ ଓ ମୃତ୍ୟୁ ର ପ୍ରମାଣ ପାତ୍ର ପାଇଁ ପୌର ପାଳିକା କାର୍ଯ୍ୟାଳୟ ରେ ଆବେଦନ କରିବାକୁ ହେବ ଯାଆନ୍ତୁ: "ଇ - ଜିଲ୍ଲା, ଓଡିଶା" ସ୍ଥାନ : ପୌରପାଳିକା କାର୍ଯ୍ୟାଳୟ, ଏନ ଏ ସି କାର୍ଯ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର । ସହର : ଭବାନୀପାଟଣା । ପିନ କୋଡ୍ : ୭୬୬୦୦୧ ଭୂମି ଅଭିଲେଖ ଜନସାଧାରଣ ଖତିଆନର ନକଲ ତହସିଲ କାର୍ଯ୍ୟାଳୟରୁ ପାଇପାରିବେ କିମ୍ବା ଜନସେବା କେନ୍ଦ୍ର ଦ୍ଵାରା ପାଇପାରିବେ ଏହା ଇ-ଜିଲ୍ଲା ସେବାରେ ଅନ୍ତର୍ଭୁକ୍ତ । ଯାଆନ୍ତୁ: "ଭୂମି ଅଭିଲେଖ" ସ୍ଥାନ : ତହସିଲ କାର୍ଯ୍ୟାଳୟ । ସହର : ଭବାନୀପାଟଣା । ପିନ କୋଡ୍ : ୭୬୬୦୦୧ ଫୋନ : ୦୬୬୭୦ – ୨୩୦୨୦୧ । ମୋବାଇଲ : ୭୯୭୮୫୯୭୨୯ । ଇମେଲ୍ : adm-kalahando[dot]od[at]nic[dot]in ଜାତି ପ୍ରମାଣ ପତ୍ର ବାସିନ୍ଦା , ଆୟ , ଓ.ବି.ସି./ଏସ.ଇ.ବି.ସି.,କାନୁନୀ ଉତ୍ତରାଧିକାରୀ ଓ ଜାତି ପ୍ରମାଣ ପତ୍ର କୁ ବିବିଧ ପ୍ରକାର ପ୍ରମାଣ ପତ୍ର କୁହାଯାଏ। ଏହି ସବୁ ପ୍ରମାଣ ପାତ୍ର ତହସିଲ କାର୍ଯ୍ୟାଳୟ ରୁ ମିଳିଥାଏ । ଏହି ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ପାଇବାକୁ ହେଲେ ଜଣେ ଦୁଇ ପ୍ରକାର ଆବେଦନ କରିପାରିବେ । ନିକଟସ୍ଥ ଜନସେବା କେନ୍ଦ୍ର ରେ ଫର୍ମ ଭରି ସେଥି ସହିତ ଆବଶ୍ୟକ ଶୁଳ୍କ ଓ ଆବଶ୍ୟକ ଦସ୍ତାବିଚ ଦେଇ ଆବେଦନ କରି ପାରିବେ । ଆବେଦନ ପରେ ଉପଯୁକ୍ତ ସମୟ ସୀମା ପରେ ପ୍ରମାଣ ପତ୍ର ଜନସେବା କେନ୍ଦ୍ର ଠାରୁ ହସ୍ତ ଗତ କରି ପାରିବ । ସେ ଫର୍ମ ଡାଉନଲୋଡ କରି ପାରିବେ ବା ଜନସେବା କେନ୍ଦ୍ର ତାଙ୍କୁ ଯୋଗାଇଦେବେ । ନିଜ ତହସିଲ କାର୍ଯ୍ୟାଳୟରେ ସିଧା ସଳଖ ଫର୍ମ ଭରି ସେଥି ସହିତ ଆବଶ୍ୟକ ଶୁଳ୍କ ଓ ଆବଶ୍ୟକ ଦସ୍ତାବିଚ ଦେଇ ଆବେଦନ କରି ପାରିବେ । ଆବେଦନ ପରେ ଉପଯୁକ୍ତ ସମୟ ସୀମା ପରେ ପ୍ରମାଣ ପତ୍ର ଜନସେବା କେନ୍ଦ୍ର ଠାରୁ ହସ୍ତ ଗତ କରିପାରିବ । ସେ ଫର୍ମ ଡାଉନଲୋଡ କରିପାରିବେ ବା ତହସିଲ କାର୍ଯ୍ୟାଳୟ ରୁ ପାଇ ପାରିବେ। ଡାଉନଲୋଡ ଫର୍ମ ସେବା ର ସମୟ ସୀମା ଜାଣନ୍ତୁ ଯାଆନ୍ତୁ: "ଇ - ଜିଲ୍ଲା, ଓଡିଶା" ସ୍ଥାନ : ତହସିଲ କାର୍ଯ୍ୟାଳୟ, ନିକଟସ୍ଥ ଜନସେବା କେନ୍ଦ୍ର ଅଭିଯୋଗ କିପରି ଦାଖଲ କରିବେ ? ଅଭିଯୋଗ ଶୁଣାଣି ପାଇଁ ଆପଣ ନିମ୍ନ ଲିଖିତ ଦୁଇ ପ୍ରକାର ଉପାୟରେ ଅଭିଯୋଗ ଦାଖଲ କରିପାରିବେ। ଇ-ଅଭିଯୋଗ ଓ ପାରମ୍ପାରିକ ଉପାୟ ଇ-ଅଭିଯୋଗ ଏହି ଉପାୟ ରେ ଆପଣ ଘରେ ବସିକି ନିଜର ଅଭିଯୋଗ ଦାଖଲ କରିପାରିବେ । ଏଥିପାଇଁ ଆପଣଙ୍କୁ ଇଣ୍ଟେର୍ନେଟ ଆବଶ୍ୟକ । ତଳେ ଦିଆଯାଇଥିବା ଲିଙ୍କ କୁ କ୍ଲିକ କରନ୍ତୁ । "ଇ-ଅଭିଯୋଗ ପାଇଁ ଦୟା କରି ଏଠାରେ କ୍ଲିକ କରନ୍ତୁ …….." ପାରମ୍ପରିକ ଉପାୟ ପ୍ରତି ସୋମବାର ଦିନ ପ୍ରତେକ ଗ୍ରାମ ପଞ୍ଚାୟତରେ, ଗୋଷ୍ଠୀ କେନ୍ଦ୍ରରେ ଏବଂ ଜିଲ୍ଲା ରେ ଅଭିଯୋଗ ଶୁଣାଣି ହୋଇଥାଏ । ନାଗରିକ ମାନେ ସିଧା ସଳଖ ଉପଯୁକ୍ତ ଅଧିକାରୀ ସହିତ ପାରସ୍ପରିକ କଥା ବାର୍ତ୍ତା ହୋଇଥାନ୍ତି। ଯାଆନ୍ତୁ: "ଇ-ଅଭିଯୋଗ" କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଲେକ୍ଟରେଟ , ଭବାନୀପାଟଣା-୭୬୬୦୦୧ ସ୍ଥାନ : ଭବାନୀପାଟଣା । ସହର : ଭବାନୀପାଟଣା । ପିନ କୋଡ୍ : ୭୬୬୦୦୧ ଫୋନ : ୦୬୬୭୦ – ୨୩୦୨୦୧ । ମୋବାଇଲ : ୯୬୬୮୩୦୩୪୫୬। ଇମେଲ୍ : dm-kalahandi[at]nic[dot]in ନିଯୁକ୍ତି ପଞ୍ଜୀକରଣ ଜିଲ୍ଲା ନିୟୋଜନ କାର୍ଯ୍ୟ।ଳୟ କଳାହାଣ୍ଡି ଭବାନିପାଟଣା କାର୍ଯ୍ୟାବଳୀ ସମ୍ବନ୍ଧେ - ନିଯୁକ୍ତି ନିମନ୍ତେ ନାମ ପଞ୍ଜୀକରଣ କରିବା । ସରକାରୀ / ବେସରକାରୀ ସଂସ୍ଥାରେ ନିଯୁକ୍ତି ନିମନ୍ତେ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ସୁପାରିସ କରିବା। ବୃତ୍ତିଗତ ମାର୍ଗଦର୍ଶନ କରିବା । ନିଯୁକ୍ତି ନିମନ୍ତେ ଦକ୍ଷତା ବୃଦ୍ଧି କରିବା । ସୈନ୍ୟ ବାହିନୀରେ ନିଯୁକ୍ତି ନିମନ୍ତେ ପ୍ରାକ ତାଲିମ ଶିବିର ଅନୁଷ୍ଠିତ କରିବା । ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା । ବାର୍ଷିକ ନିଯୁକ୍ତି ମେଳା ଅନୁଷ୍ଠିତ କରାଇ ଘରୋଇ ସଂସ୍ଥା ମାନଙ୍କରେ ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଇବା । ଯାଆନ୍ତୁ: ନିଯୁକ୍ତି ପଞ୍ଜୀକରଣ ଜିଲ୍ଲା ନିୟୋଜନ ଅଧିକାରୀ, କଳାହାଣ୍ଡି, ଭବାନିପାଟଣା ଭବାନୀପାଟଣା , କାଳିମନ୍ଦିର ପଡା , ବ୍ଲକ ଅଫିସ ପାଖ , -୭୬୬୦୦୧ ସ୍ଥାନ : ଭବାନୀପାଟଣା । ସହର : ଭବାନୀପାଟଣା ଫୋନ : ୦୬୬୭୦ – ୨୩୦୬୨୮ । ଇମେଲ୍ : dexkalahandi[at]gmail[dot]com ବିଜୁଳି ପାଉଣା ଭୁକ୍ତାନ ବିଜୁଳି ପାଉଣା ଭୁକ୍ତାନ ଅନ-ଲାଇନରେ ୱେସ୍କୋ ୱେବ ପୃଷ୍ଠାରେ କରିହେବ । ନିଜର ବିଲ ମଧ୍ୟ ଦେଖିପାରିବେ । ଯାଆନ୍ତୁ: ବିଜୁଳି ପାଉଣା ଭୁକ୍ତାନ ଦେଖନ୍ତୁ ଏବଂ ଅନଲାଇନ ପାଉଣା ପଇଠ କରନ୍ତୁ ସ୍ଥାନ : ଵେସ୍କୋ କାର୍ଯ୍ୟାଳୟ, ଜଗନ୍ନାଥ ମନ୍ଦିର ରାସ୍ତା, ଭବାନୀପାଟଣା । ସହର : ଭବାନୀପାଟଣା । ପିନ କୋଡ୍ : ୭୬୬୦୦୧ ବି ଏସ ଏନ ଏଲ ଫୋନ ପାଉଣା ଭୁକ୍ତାନ ଭାରତ ସଂଚାର ନିଗମ ର ପାଉଣା ଭୁକ୍ତାନ ଅନଲାଇନରେ ହେଇପାରିବ । ଯାଆନ୍ତୁ: ବି ଏସ ଏନ ଏଲ ଫୋନ ପାଉଣା ଭୁକ୍ତାନ ବି,ଏସ,ଏନ,ଏଲ କାର୍ଯ୍ୟାଳୟ, ଭବାନୀପାଟଣା ସ୍ଥାନ : ଭବାନୀପାଟଣା । ସହର : ଭବାନୀପାଟଣା । ପିନ କୋଡ୍ : ୭୬୬୦୦୧ ଆଧାର - "କଳାହାଣ୍ଡି ଡିଷ୍ଟ୍ରିକ ପୋଟଲ, ଓଡିଶା"