ଉପକ୍ରମ ଅନଲାଇନ ଶିକ୍ଷଣ ହେଉଛି ଇ- ଲାର୍ନିଙ୍ଗର ଏକ ମୁଖ୍ୟ ବିଷୟ ଓ ଏହା ଶିକ୍ଷାରେ ଇଲେକ୍ଟ୍ରନିକ ଓ ଆଇସିଟିର ବ୍ୟବହାର ପରିଣାମ. ଇଣ୍ଟରନେଟରେ ଶୈକ୍ଷିକ ସୂଚନା ପ୍ରଦାନ କରିବାର ଏହା ଏକ ମାଧ୍ୟମ. ଏହା ଦୂରସ୍ଥ ଶିକ୍ଷା ପାଇଁ ଠିକ. ଶିକ୍ଷାରେ ଆଇସିଟିର ବ୍ୟବହାର କରିବା ଦ୍ବାରା ଦୂର ଦୁରାନ୍ତରେ ରହି ପଢିବାକୁ ଇଚ୍ଛା କରୁଥିବା ଲୋକଙ୍କ ପାଖରେ ପହଞ୍ଚିବା ସମ୍ଭବ ହୋଇଛି. ଡାଉନଲୋଡ କରନ୍ତୁ ଏନସିଇଆରଟି ପୁସ୍ତକ ଉପଲବ୍ଧ ସେବା : ପ୍ରଥମ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପୁସ୍ତକ ଉପଲବ୍ଧ ପଢିପାରୁଥିବା ଓ ପ୍ରିଣ୍ଚ କରାଯ଼ାଇ ପାରୁଥିବା ଭର୍ସନର ପୁସ୍ତକ ଇଂରାଜୀ, ହିନ୍ଦୀ ଓ ଉର୍ଦୁରେ ଉପଲବ୍ଧ ପୁସ୍ତକ ଅଧିକ ଜାଣିବା ପାଇଁ ଯ଼ାଆନ୍ତୁ www.ncert.nic.in ଆପଣଙ୍କର ପରୀକ୍ଷା ଫଳ ଦେଖନ୍ତୁ ଉପଲବ୍ଧ ସେବା : ଦଶମ, ଦ୍ବାଦଶ ଓ ଅନ୍ଯ ପ୍ରତିଯ଼ୋଗୀତା ପରୀକ୍ଷା ( ଇଂଜିନିଯରିଂ, ମେଡିକାଲ, ଏମବିଏ, ସିଏ ଆଦି) ସିବିଏସଇ, ଆଇସିଏସଇ ଏବଂ ଷ୍ଟେଟ ବୋର୍ଡର ପରୀକ୍ଷାଫଳ ଅଧିକ ଜାଣିବା ପାଇଁ ଯ଼ାଆନ୍ତୁ www.results.nic.in ଅନଲାଇନ ରୋଜଗାର ସମାଚାରଉପଲବ୍ଧ ସେବା: ଯୁପିଏସସି, ଏସଏସସି, ଭାରତୀୟ ସେନା, ନୌସେନା, ବାୟୁସେନା, ପିଏସଯୁ ଓ ଏମ୍ପ୍ଲଯମେଣ୍ଚ ଏକ୍ସଚେଂଜ ଦ୍ବାରା ଘୋଷିତ ଖାଲି ପଦ ଅନଲାଇନ ଆବେଦନ ପାଇଁ ରାଜ୍ୟ ଏମ୍ପ୍ଲଯମେଣ୍ଚ ଏକ୍ସଚେଂଜର ତାଲିକା ରୋଜଗାର ଓ ପ୍ରଶିକ୍ଷଣ ନିଦେଶାଳଯ଼ର ଲିଙ୍କ ଅଧିକ ଜାଣିବା ପାଇଁ ଯ଼ାଆନ୍ତୁ http://www.employmentnews.gov.in/ ଛାତ୍ରବୃତ୍ତି ପାଇଁ ଆବେଦନ ଉପଲବ୍ଧ ସେବା: ଛାତ୍ରବୃତ୍ତି ସମ୍ପର୍କିତ ସୂଚନା ମେଧା ଓ ବର୍ଗ ଆଧାରିତ ବିଭିନ୍ନ ଅଧ୍ୟୟନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଅଧିକ ଜାଣିବା ପାଇଁ ଯ଼ାଆନ୍ତୁhttp://www.ugc.ac.in/ugc_schemes/ ନିଜର ନିକତମ ଅଧ୍ୟୟନ କେନ୍ଦ୍ର ଖୋଜନ୍ତୁଉପଲବ୍ଧ ସେବା: ଏକାଡେମିକ, ଭୋକେସନାଲ ଓ ଖୋଲା ମୌଳିକ ଶିକ୍ଷା କୋର୍ସର ରାଜ୍ଯସ୍ତରୀଯ ଅଧ୍ୟୟନ କେନ୍ଦ୍ରର ତାଲିକା ଅଧିକ ଜାଣିବା ପାଇଁ ଯ଼ାଆନ୍ତୁnios.ac.in ଭାରତୀୟ ଫଣ୍ଟ ଡାଉନଲୋଡ କରନ୍ତୁ ଉପଲବ୍ଧ ସେବା: ନିଶୁଳ୍କ ଫଣ୍ଟ ଡାଉନଲୋଡ ,— ହିନ୍ଦୀ, ତାମିଲ, ବଙ୍ଗାଳୀ, ଆସମିୟl, ଓଡିଆ, ତେଲୁଗୁ, ତାମିଲ, ମାଲାୟଲମ, ମରାଠୀ, ପଂଜାବୀ, କନ୍ନଡ, କେବଳ ପଂଜିକରଣ ମାଧ୍ୟମରେ ନିଶୁଳ୍କ ଡାଉନଲୋଡ ଭାରତୀୟ ଓପନ ଅଫିସ (ବିଓଓ) ବ୍ରାଉଜର ଓ ଇମେଲ ସେବା ଅଧିକ ଜାଣିବା ପାଇଁ ଯ଼ାଆନ୍ତୁ www.ildc.in ଉଚ୍ଚ ଶିକ୍ଷା ପାଇଁ ଛାତ୍ର ଋଣ ଉପଲବ୍ଧ ସେବା: ଭାରତୀୟ ବ୍ୟlଙ୍କ ଆସୋସିଏସନ ଆଦର୍ଶ ଛାତ୍ର ଋଣ ଯ଼ୋଜନା ବିଭିନ୍ନ ବ୍ୟlଙ୍କର ଶିକ୍ଷା ଋଣ ଯ଼ୋଜନା ଅଧିକ ଜାଣିବା ପାଇଁ ଯ଼ାଆନ୍ତୁ http://www.ugc.ac.in/page/Educational-Loan.aspx ଭାରତର ଶିକ୍ଷାନୁଷ୍ଛାନ ଉପଲବ୍ଧ ସେବା : ବିଶ୍ବବିଦ୍ୟlଳୟ., ଡିମଡ ବିଶ୍ବବିଦ୍ୟlଳୟ, ମହାବିଦ୍ୟlଳୟ ବିଦ୍ୟlଳୟ, ବିଶେଷଜ୍ଞତା ସଂସ୍ଥାନ, ପ୍ରଶିକ୍ଷଣ କେନ୍ଦ୍ର ଓ ରାଜ୍ୟ ଶିକ୍ଷାନୁଷ୍ଛାନ ମାନଙ୍କର ତାଲିକା ବୈଜ୍ଞାନିକ ଶିକ୍ଷାନୁଷ୍ଠାନ ଅଧିକ ଜାଣିବା ପାଇଁ ଯ଼ାଆନ୍ତୁ http://www.ugc.ac.in/recog_College.aspx Sources: www.ncert.nic.in education.nic.in Related Resources National Institute of Open Schooling University Grants Commission