ସ୍ଵତ୍ତ୍ଵ ଲିପି ପ୍ରମାଣପତ୍ର କିପରି ସ୍ଵତ୍ତ୍ଵ ଲିପି ପ୍ରମାଣପତ୍ର ପାଇବେ? ନିମ୍ନଲିଖିତ ପଦ୍ଦତି ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ | ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ । ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ । ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ । ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ. ଯାଆନ୍ତୁ: ଇ ଡିଷ୍ଟ୍ରିକ ପୋର୍ଟାଲ ଟେଲିଫୋନ ବିଲ୍ ଟେଲିଫୋନ ବିଲ ଦବା ପାଇଁ ନିମ୍ନ ଲିଖିତ ଲିଙ୍କରେ କ୍ଲିକ କରିକି ପ୍ରଦାନ କରି ପାରିବେ । ଯାଆନ୍ତୁ: ବିଏସଏନଲ କେମିତି ଜମି ପଟ୍ଟା ଦେଖିବେ? ଜମି ପଟ୍ଟା ଦେଖିବା ପାଇଁ ନିମ୍ନ ଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ ଯାଆନ୍ତୁ: ଭୁଲେକ ସମ୍ପତ୍ତି/ହୋଲଡିଙ୍ଗ ଟ୍ୟାକ୍ସ ସମ୍ପତ୍ତି ଟ୍ୟାକ୍ସ ଦେବା ପାଇଁ ନିମ୍ନ ଲିଖି ଲିଙ୍କ ଉପରେ କ୍ଲିକ କରନ୍ତୁ । ଯାଆନ୍ତୁ: ଟ୍ୟାକ୍ସ ସ୍ଥାନ : ବିଜ୍ଞାପିତ ଅଞ୍ଚଳ ପରିଷଦ,ନୂଆପଡା,ବିଜ୍ଞାପିତ ଅଞ୍ଚଳ ପରିଷଦ,ଖରିଆର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ,ଖରିଆର ରୋଡ କିପରି ଭୋଟ ପରିଚୟ ପତ୍ର ପାଇବେ? ଭୋଟର ପରିଚୟ ପତ୍ର (ଏପିକ) ଯେବେବି କୌଣସି ଭାରତୀୟ ନାଗରୀକଙ୍କ ନାମ ନିର୍ବାଚକ ତାଲିକାରେ ପ୍ରଥମ ଥର ପାଇଁ ପଞ୍ଜିକୃତ ହୁଏ, ନୂଆ ଭୋଟର ପରିଚୟ ପତ୍ର ସ୍ୱତଃପ୍ରବୃତ ଭାବେ ବିନା କୌଣସି ଆବେଦନରେ ଓ ବିନା ମୂଲ୍ୟରେ ସ୍ପିଡ ପୋଷ୍ଟ ଜରିଆରେ ଉପଯୁକ୍ତ ପ୍ରାପ୍ତିସ୍ୱିକାର ପତ୍ର ସହ ପ୍ରଦାନ କରାଯିବ । ସ୍ଥାନ ପରିବର୍ତ୍ତନ ଯୋଗୁଁ ନୂତନ ଭୋଟର ପରିଚୟ ପତ୍ର– ଯଦି ଦରଖାସ୍ତକାରୀ ନିଜ ଠିକଣା ପରିବର୍ତ୍ତନ କରିଥାନ୍ତି ଏବଂ ଫର୍ମ ୬ କିମ୍ୱା ୮(କ) ରେ ଆବେଦନ କରିଥାନ୍ତି ତେବେ ତାଙ୍କ ସପକ୍ଷରେ ପୂର୍ବତନ ନିର୍ବାଚନମଣ୍ଡଳୀ ଠିକଣାରେ ପଞ୍ଜିକୃତ ହୋଇଥିବା ଭୋଟର ପରିଚୟ ପତ୍ର ସଂଖ୍ୟା ଓ ନିର୍ଦ୍ଧିଷ୍ଟ ସ୍ଥାନ ଉଲ୍ଲେଖ କରିବେ । ଯଦି ସେ ସ୍ଥାନ ପରିବର୍ତ୍ତନ ଜନିତ ଭୋଟର ପରିଚୟ ପତ୍ର ନୂଆ ଠିକଣାରେ ଚାହାନ୍ତି ତେବେ ତାଙ୍କୁ ଫର୍ମ-୬ କିମ୍ବା ଫର୍ମ-୮(କ) ଆଧାରରେ ନୂଆସ୍ଥାନରେ ପଞ୍ଜିକୃତ ହୋଇସାରିଲା ପରେ ସେ ଫର୍ମ ଇପିଆଇସି-001 (ଏପିକ-001) ରେ (ପରିଶିଷ୍ଟ-5 ରେ ଦିଆଯାଇଥିବା ଫର୍ମାଟ ଅନୁଯାୟୀ) ପୂର୍ବରୁ ପ୍ରାପ୍ତ ହୋଇଥିବା ଇପିଆଇସି (ଏପିକ) କୁ ଆବଶ୍ୟକୀୟ ଦେୟ ସହ ଦରଖାସ୍ତ କରିବେ । କୃଷି ସେବା ସେବା ନାମ ଠିକଣା ମୋବାଇଲ ନଂ ଇମେଲ ଆଡି ଅନୁସରଣ ୱେବସାଇଟ ଅନ୍ ଲାଇନ୍ ବିହନ ଲାଇସେନ୍ସିଂ ନୂଆପଡା,ଖରିଆର ୯୪୩୭୪୧୯୬୨୯, ୯୬୬୮0୭୮0୬୩ daonuapada.dag@nic.in / daokhariar@rediffmail.com ଅନ୍ ଲାଇନ୍ ବିହନ ଲାଇସେନ୍ସିଂ ଫର୍ଟିଲାଇଜର ଲାଇସେନ୍ସିଂ ନୂଆପଡା,ଖରିଆର ୯୪୩୭୪୧୯୬୨୯, ୯୬୬୮0୭୮0୬୩ daonuapada.dag@nic.in / daokhariar@rediffmail.com ଫର୍ଟିଲାଇଜର ପଞିକରଣ କୀଟନାସକ ଲାଇସେନ୍ସିଂ ନୂଆପଡା,ଖରିଆର ୯୪୩୭୪୧୯୬୨୯, ୯୬୬୮0୭୮0୬୩ daonuapada.dag@nic.in / daokhariar@rediffmail.com କୀଟନାସକ ଲାଇସେନ୍ସିଂ ସିଷ୍ଟମ ମୃତ୍ତିକା ସ୍ୱାସ୍ଥ କାର୍ଡ ନୂଆପଡା,କୋମନା ,ବୋଡେନ,ଖରିଆର,ସିନାପାଲି ୯୯୩୭୨୫୪୯0୭, ୭୭୪୯୮୭୧୮୬୧, ୯୪୩୭୪୨୮୨୪0, ୯୪୩୭୭0୨୩୮୧, ୯୪୩୯୨୪୨୧୫୫ aaonuapada.npd@gmail.com / aaokomna@gmail.com / Pradiptrivedi59 @gmail.com / neetasabar@gmail.com / Susanta03_s@yahoo.co.in ମୃତ୍ତିକା ସ୍ୱାସ୍ଥ କାର୍ଡ ଜାତିଗତ ପ୍ରମାଣପତ୍ର କିପରି ଜାତିଗତ ପ୍ରମାଣପତ୍ର ପାଇବେ? ନିମ୍ନଲିଖିତ ପଦ୍ଦତି ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ | ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ । ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ । ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ । ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ. ଯାଆନ୍ତୁ: ଜାତିଗତ ପ୍ରମାଣପତ୍ର ଆବାସିକ ପ୍ରମାଣପତ୍ର କିପରି ଆବାସିକ ପ୍ରମାଣପତ୍ର ପାଇବେ? ନିମ୍ନଲିଖିତ ପଦ୍ଦତି ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ । ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ । ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ । ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ । ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ. ଯାଆନ୍ତୁ: ଇ ଡିଷ୍ଟ୍ରିକ ପୋର୍ଟାଲ ପରିଶୋଧକ୍ଷମ ପ୍ରମାଣପତ୍ର କିପରି ପରିଶୋଧକ୍ଷମ ପ୍ରମାଣପତ୍ର ପାଇବେ? ନିମ୍ନଲିଖିତ ପଦ୍ଦତି ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ | ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ । ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ । ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ । ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ. ଯାଆନ୍ତୁ: ପରିଶୋଧକ୍ଷମ ପ୍ରମାଣପତ୍ର ଉତ୍ତରାଧିକାରୀ ପ୍ରମାଣପତ୍ର କିପରି ଉତ୍ତରାଧିକାରୀ ପ୍ରମାଣପତ୍ର ପାଇବେ? ନିମ୍ନଲିଖିତ ପଦ୍ଦତି ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ । ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ । ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ । ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ । ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ. ଯାଆନ୍ତୁ: ଉତ୍ତରାଧିକାରୀ ପ୍ରମାଣପତ୍ର କେମିତି ଅଭିଯୋଗ କରିବେ ? ନୂଆପଡା ନାଗରିକ କୌଣସି ଅସୁବିଧାର ସମ୍ମୁଖୀନ ହେଉଥିଲେ ଯୋଗାଯୋଗ ପାଇଁ ନିମ୍ନ ଲିଖିତ ଲିଙ୍କରେ କ୍ଲିକ କରନ୍ତୁ । ଯାଆନ୍ତୁ: ଅଭିଯୋଗ ଦାଖଲ ଆଧାର – ନୂଆପଡା ଡିଷ୍ଟ୍ରିକ ୱେବପୋର୍ଟାଲ