ମୃତ୍ୟୁ ପ୍ରମାଣ ପତ୍ର ଯାଆନ୍ତୁ: ମୃତ୍ୟୁ ପ୍ରମାଣ ପତ୍ର ବଲାଙ୍ଗିର ମୁନସିପାଲଟି , ଟିଟିଲାଗଡ ମୁନସିପାଲଟି , ପାଟଣାଗଡ ଏନ.ଏ.ସି., ତୁଷରା ଏନ.ଏ.ସି, କଣ୍ଟାବାଞ୍ଜି ଏନ.ଏ.ସି ସ୍ଥାନ : ସମସ୍ତ ମୁନିସିପାଲ୍ଟି ଓ ଏନ.ଏ.ସି କାର୍ଯ୍ୟ।ଳୟ । ସହର : ବଲାଙ୍ଗିର ଆବାସିକ ପ୍ରମାଣପତ୍ର କିପରି ଆବାସିକ ପ୍ରମାଣପତ୍ର ପାଇବେ? ନିମ୍ନଲିଖିତ ପଦ୍ଦତି ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ | ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ । ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ । ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ । ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ. ଯାଆନ୍ତୁ: ଇ - ଜିଲ୍ଲା ଓଡିଶା ସ୍ଥାନ : ଜିଲ୍ଲା ର ସମସ୍ତ ୧୪ ଟି ତହସିଲ ଅଫିସ । ସହର : ବଲାଙ୍ଗିର ଉତ୍ତରାଧିକାରୀ ପ୍ରମାଣପତ୍ର କିପରି ଉତ୍ତରାଧିକାରୀ ପ୍ରମାଣପତ୍ର ପାଇବେ? ନିମ୍ନଲିଖିତ ପଦ୍ଦତି ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ | ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ । ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ । ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ । ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ. ଯାଆନ୍ତୁ: ଇ - ଜିଲ୍ଲା, ଓଡିଶା ସ୍ଥାନ : ଜିଲ୍ଲା ର ସମସ୍ତ ୧୪ ଟି ତହସିଲ ଅଫିସ । ସହର : ବଲାଙ୍ଗିର ଜନ୍ମ ପ୍ରମାଣ ପତ୍ର ଯାଆନ୍ତୁ: ଜନ୍ମ ପ୍ରମାଣ ପତ୍ର ବଲାଙ୍ଗିର ମୁନସିପାଲଟି , ଟିଟିଲାଗଡ ମୁନସିପାଲଟି, ପାଟଣାଗଡ ଏନ.ଏ.ସି., ତୁଷରା ଏନ.ଏ.ସି, କଣ୍ଟାବାଞ୍ଜି ଏନ.ଏ.ସି ସ୍ଥାନ : ସମସ୍ତ ମୁନିସିପାଲ୍ଟି ଓ ଏନ.ଏ.ସି କାର୍ଯ୍ୟ।ଳୟ । ସହର : ବଲାଙ୍ଗିର ଜମି ଖତିଆନ ଯାଆନ୍ତୁ: ଜମି ଖତିଆନ ସ୍ଥାନ : ଜିଲ୍ଲା ର ସମସ୍ତ ୧୪ ଟି ତହସିଲ ଅଫିସ । ସହର : ବଲାଙ୍ଗିର । ପିନକୋର୍ଡ଼ : ୭୬୭୦୦୧ ଇମେଲ୍ : adm-balangir[at]nic[dot]in ଜାତିଗତ ପ୍ରମାଣପତ୍ର କିପରି ଜାତିଗତ ପ୍ରମାଣପତ୍ର ପାଇବେ? ନିମ୍ନଲିଖିତ ପଦ୍ଦତି ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟାଲ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ । ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ । ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ । ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ । ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ. ଯାଆନ୍ତୁ: ଜାତିଗତ ପ୍ରମାଣପତ୍ର ସ୍ଥାନ : ତହସିଲ | ସହର : ବଲାଙ୍ଗିର କେମିତି ଅଭିଯୋଗ କରିବା ? ଅନଲାଇନ ମାଧ୍ୟମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟ ରେ ଅଭିଯୋଗ ଶୁଣାଣି ଯାଆନ୍ତୁ: ଅଭିଯୋଗ ଦାଖଲ ସ୍ଥାନ : କଲେକ୍ଟରେଟ୍ । ସହର : ବଲାଙ୍ଗିର ଜିଲ୍ଲା ନିୟୋଜନ ବିନିମୟ ପଞ୍ଜୀକରଣ ଯାଆନ୍ତୁ: ଜିଲ୍ଲା ନିୟୋଜନ ବିନିମୟ ପଞ୍ଜୀକରଣ ସ୍ଥାନ : ଟିଟିଲାଗଡ ରୋଡ , ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପାଖରେ ବଲାଙ୍ଗିର – ୭୬୭୦୦୧ । ସହର : ବଲାଙ୍ଗିର ବାଦ ତାଲିକା (ତହସିଲରେ) ତହସିଲରେ ଉପଲବ୍ଧ ବାଦ ତାଲିକା ଯାଆନ୍ତୁ: ବାଦ ତାଲିକା ସ୍ଥାନ : ଜିଲ୍ଲା ର ସମସ୍ତ ୧୪ ଟି ତହସିଲ ଅଫିସ । ସହର : ବଲାଙ୍ଗିର ଜିଲ୍ଲା କୋଷାଗାର ଯାଆନ୍ତୁ: ଜିଲ୍ଲା କୋଷାଗାର ସ୍ଥାନ : ଜିଲ୍ଲା କୋଷାଗାର ଅଫିସ, ବଲାଙ୍ଗିର । ସହର : ବଲାଙ୍ଗିର ପରିବହନ ସେବା ଆଞ୍ଚଳିକ ପରିବହନ କାର୍ୟାଳୟ, ବଲାଙ୍ଗିର ଯାଆନ୍ତୁ: ପରିବହନ ସେବା ସ୍ଥାନ : କ୍ଷେତ୍ରୀୟ ପରିବହନ କାର୍ୟାଳୟ, ବଲାଙ୍ଗିର । ସହର : ବଲାଙ୍ଗିର । ପିନକୋର୍ଡ଼ : ୭୬୭୦୦୧ ଫୋନ : ୦୬୬୫୨ - ୨୩୨୪୨୪ । ଇମେଲ୍ : rto_bolangir[at]yahoo[dot]co[dot]in ଆଧାର -"ବଲାଙ୍ଗିର ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା"