ଜାତି ପ୍ରମାଣ ପତ୍ର ଜନ ସେବା କେନ୍ଦ୍ର ଆବେଦନ ନିମନ୍ତେ ଆବାସକିୟ ଦଲିଲ ପଟ୍ଟା ର ନକଲ ନିଜର ଘୋଷଣା ନାମ ପତ୍ର ଜମି ର ପାସ ବୁକ ଭୋଟ ପରିଚୟ ପତ୍ର ର ନକଲ ଅନାନ୍ୟ ଆବଶକିୟ ଦଲିଲ ଯାଆନ୍ତୁ: ଜାତି ପ୍ରମାଣ ପତ୍ର ତହସିଲ କାର୍ଯ୍ୟାଳୟ ସ୍ଥାନ : ଜଣ ସେବା କେନ୍ଦ୍ର । ସହର : ରାୟଗଡ଼ । ପିନ କୋଡ୍ : ୭୬୫୦୦୧ ଲିଗାଲ ହେୟାର ପ୍ରମାଣ ପତ୍ର ଜନ ସେବା କେନ୍ଦ୍ର ଆବେଦନ ନିମନ୍ତେ ଆବାସକିୟ ଦଲିଲ ମୃତ୍ୟୁ ପ୍ରମାଣ ପତ୍ର ର ନକଲ ଭୋଟ ପରିଚୟ ପତ୍ର / ଆଧାର ପରିଚୟ ପତ୍ର … ଅନାନ୍ୟ ଯଦି ସରକାରୀ କର୍ମଚାରୀ ହୋଇଥିବେ ତାଙ୍କର ସେବା ପୁସ୍ତକ ର ପ୍ରଥମ ପୃଷ୍ଠା ର ନକଲ ପଟ୍ଟା ର ନକଲ ଅନାନ୍ୟ ଆବଶକିୟ ଦଲିଲ ଯାଆନ୍ତୁ: ଲିଗାଲ ହେୟାର ପ୍ରମାଣ ପତ୍ର ତହସିଲ କାର୍ଯ୍ୟାଳୟ ସ୍ଥାନ : ଜଣ ସେବା କେନ୍ଦ୍ର । ସହର : ରାୟଗଡ଼ । ପିନ କୋଡ୍ : ୭୬୫୦୦୧ ବାସିନ୍ଦା ପ୍ରମାଣ ପତ୍ର ଜନ ସେବା କେନ୍ଦ୍ର ଆବେଦନ ନିମନ୍ତେ ଆବଶକିୟ ଦଲିଲ ପଟ୍ଟା ର ନକଲ ଭୋଟ ପରିଚୟ ପତ୍ର / ଆଧାର ପରିଚୟ ପତ୍ର / ପାନ କାର୍ଡ / ପାସପୋର୍ଟ ର ନକଲ … ଅନାନ୍ୟ ବିଦ୍ୟୁତ ବିଲ / ଟେଲିଫୋନ ବିଲ / ଘର ଚୁକ୍ତି ର ନକଲ / ବ୍ୟାଙ୍କ ଜମାଖାତା / ଡ୍ରାଇଭିଂ ଲାଇସେନ୍ସ / ଶିକ୍ଷ୍ୟାଗତ ଯୋଗ୍ୟତା ପତ୍ର … ଅନାନ୍ୟ ଅନ୍ୟାନ୍ୟ ଆବଶ୍ୟକୀୟ ଦଲିଲ ଯାଆନ୍ତୁ: ବାସିନ୍ଦା ପ୍ରମାଣ ପତ୍ର ତହସିଲ କାର୍ଯ୍ୟାଳୟ ସ୍ଥାନ : ଜଣ ସେବା କେନ୍ଦ୍ର । ସହର : ରାୟଗଡ଼ । ପିନ କୋଡ୍ : ୭୬୫୦୦୧ ଅଭିଯୋଗ କିପରି ଅଵେଦନ କରିବେ ଅନଲାଇନ ମାଧ୍ୟମ ରେ ଜ଼ିଲ୍ଲାପାଳଙ୍କ ନିକଟ ରେ ଅଭିଯୋଗ ଆବେଦନ ପ୍ରଣାଳୀ "ଇ - ଅଭିଯୋଗ"ୱେବସାଇଟ ଖୋଲନ୍ତୁ “Lodge Grievance” ରେ କ୍ଲିକ କରନ୍ତୁ ବର୍ତ୍ତମାନ ଆସିଥିବା ପୃଷ୍ଠା ରେ ଦରଖାସ୍ତ ପୁରଣ କରନ୍ତୁ ଆବଶ୍ୟକ ସ୍ଥଳେ ଅଭିଯୋଗ ସମ୍ବନ୍ଧିତ ନଥିପତ୍ର ପି.ଡ଼ି.ଏଫ. ରେ ଅପଲୋଡ଼ କରିପାରିବେ “Submit” ରେ କ୍ଲିକ କରନ୍ତୁ ଅଭିଯୋଗ ର ସ୍ତିତି ଜାଣିବା ପାଇଁ ରେଜିଷ୍ଟ୍ରେସନ ନମ୍ବର ଟିକୁ ଟିପି ରଖନ୍ତୁ ଯାଆନ୍ତୁ: ଇ - ଅଭିଯୋଗ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ, ରାୟଗଡ଼ ସ୍ଥାନ : ଅନଲାଇନ । ସହର : ରାୟଗଡ଼ । ପିନ କୋଡ୍ : ୭୬୫୦୦୧ ନିୟୋଜନ କାର୍ଯ୍ୟାଳୟ ପଞ୍ଜିକରଣ ଜନ ସେବା କେନ୍ଦ୍ର ଆବେଦନ ନିମନ୍ତେ ଆବାସକିୟ ଦଲିଲ ବାସିନ୍ଦା ପ୍ରମାଣ ପତ୍ର ର ନକଲ ଜାତି ପରିଚୟ ପତ୍ର ର ନକଲ ସମସ୍ତ ଶିକ୍ଷ୍ୟାଗତ ଯୋଗ୍ୟତା ର ପ୍ରମାଣ ପତ୍ର ଯାଆନ୍ତୁ: ନିୟୋଜନ କାର୍ଯ୍ୟାଳୟ ପଞ୍ଜିକରଣ ନିୟୋଜନ କାର୍ଯ୍ୟାଳୟ, ରାୟଗଡ଼ ସ୍ଥାନ : ନିୟୋଜନ କାର୍ଯ୍ୟାଳୟ । ସହର : ରାୟଗଡ଼ । ପିନ କୋଡ୍ : ୭୬୫୦୦୧ ଜମି ପଟ୍ଟା (ଆର.ଓ.ଆର) ପଟ୍ଟା ପାଇବା ପାଇଁ ନିମ୍ନଲିଖିତ ଦଲିଲ ସହିତ ଆବଶକ୍ୟ ଆବେଦନ ପତ୍ର ତହସିଲ କାର୍ଯ୍ୟାଳୟ ର ଜମା କରନ୍ତୁ ରେଜିଷ୍ଟ୍ରେସନ ସେଲ ଡିଡ଼ ଅନ୍ୟ ସମସ୍ଥ ଲିଙ୍କ ଡକ୍ୟୁମେଣ୍ଟ ଆଧାର ପରିଚୟ ପତ୍ର ର ନକଲ ଯାଆନ୍ତୁ: ପଟ୍ଟା ପାଇବା ପାଇଁ ଆବେଦନ ପତ୍ର ତହସିଲ କାର୍ଯ୍ୟାଳୟ ସ୍ଥାନ : ତହସିଲ କାର୍ଯ୍ୟାଳୟ । ସହର : ରାୟଗଡ଼ । ପିନ କୋଡ୍ : ୭୬୫୦୦୧ ଆଧାର – "ରାୟଗଡା ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"