ଡିଜିଟାଲ ଇଣ୍ଡିଆ ହେଉଛି ଏପରି ଏକ କାର୍ଯ୍ୟକ୍ରମ ଯ଼ାହା ଦ୍ବାରା ଭାରତକୁ ଡିଜିଟାଲ ସଶକ୍ତିକୃତ ସମାଜ ଓ ଜ୍ଞାନ ଅର୍ଥନୀତିରେ ରୂପାନ୍ତରିତ କରାଯ଼ାଇ ପାରିବ. ଡିଜିଟାଲ ଇଣ୍ଡିଆ ହେଉଛି ରୂପାନ୍ତରଣ ପ୍ରକୃତିର ଓ ଏହା ସରକାରୀ ସେବା ଗୁଡିକ ନାଗରିକ ମାନଙ୍କୁ ଇଲେକ୍ଚ୍ରନିକ ଭାବେ ମିଳିବାକୁ ସୁନିଶ୍ଚିତ କରିବ. ଇଲେକ୍ଟ୍ରୋନିକଜରିଆରେ ନାଗରିକ ମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ ସେବା ପ୍ରଦାନ, ଏକ ଆଇଡି ଓ ଇ ପ୍ରମାଣ ଆଧାରିତ ସଠିକ ଏବଂ ମାନ ଆଧାରି ସମନ୍ବିତ ସରକାରୀବ ଆପ୍ଲିକେସନ ଓ ଡାଟା ବେସିସ ଜରିଆରେ ଉତ୍ତରଦାୟୀତ୍ବକୁ ସୁନିଶ୍ଚିତ କରିବ . ଏହି କାର୍ଯ୍ୟକ୍ରମ ଗୁଡିକ ଚଳିତ ବର୍ଷ ଠାରୁ ଆରମ୍ଭ ହୋଇ 2018 ପର୍ଯ୍ୟନ୍ତ ଚାଲିବ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଭାରତକୁ ଡିଜିଟାଲ ଭାବେ ସଶକ୍ତ ସମାଜ କରିବା ଏବଂ ଜ୍ଞାନ ଅର୍ଥନୀତିରେ ରୂପାନ୍ତରିତ କରିବା. ଡିଜିଟାଇ ଇଣ୍ଡିଆ ରୂପାନ୍ତରଣ ପ୍ରକୃତିର ଓ ଏହା ଦ୍ବାରା ନାଗରିକ ମାନଙ୍କୁ ସରକାରୀ ସେବା ଇଲେକ୍ଟ୍ରୋନିକ ଭାବେ ଉପଲବ୍ଧ କରାଇବାକୁ ସୁନିଶ୍ଚିତ କରାଯ଼ାଇ ପାରିବଇଲେକ୍ଟ୍ରୋନିକଜରିଆରେ ନାଗରିକ ମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ ସେବା ପ୍ରଦାନ, ଏକ ଆଇଡି ଓ ଇ ପ୍ରମାଣ ଆଧାରିତ ସଠିକ ଏବଂ ମାନ ଆଧାରି ସମନ୍ବିତ ସରକାରୀବ ଆପ୍ଲିକେସନ ଓ ଡାଟା ବେସିସ ଜରିଆରେ ଉତ୍ତରଦାୟୀତ୍ବକୁ ସୁନିଶ୍ଚିତ କରିବ . ଏହି କାର୍ଯ୍ୟକ୍ରମ ଗୁଡିକ ଚଳିତ ବର୍ଷ ଠାରୁ ଆରମ୍ଭ ହୋଇ 2018 ପର୍ଯ୍ୟନ୍ତ ଚାଲିବ ଭିଜନ ଅଂଚଳ ଭିଜନ ତିନୋଟି ମୁଖ୍ୟ ଅଞ୍ଚଳ ଉପରେ କେନ୍ଦ୍ରିତ 1. ପ୍ରତ୍ୟେକ ନାଗରିକର ବ୍ୟବହାର ପାଇଁ ଡିଜିଟାଲ ଭିତ୍ତିଭୂମି 2. ଚାହିଦା ଅନୁସାରେ ପ୍ରଶାସନ ଓ ସେବା 3. ନାଗରିକ ମାନଙ୍କର ଡିଜିଟାଲ ସଶକ୍ତିକରଣ ପ୍ରତ୍ୟେକ ନାଗରିକର ବ୍ୟବହାର ପାଇଁ ଡିଜିଟାଲ ଭିତ୍ତିଭୂମି 1.ନାଗରିକ ମାନଙ୍କୁ ସେବା ପ୍ରଦାନ କରିବାରେ ଉଚ୍ଚ ସ୍ପିଡ ଇଣ୍ଚରନେଟର ଉପଲବ୍ଧତା ମୁଖ୍ୟ ଆବଶ୍ୟକତା 2.ପ୍ରତ୍ୟେକ ନାଗରିକଙ୍କୁ ସ୍ବତନ୍ତ୍ର, ଆଜୀବନ ଓ ସଠିକ ନିରୂପିତ ହୋଇପାରୁଥିବା ଡିଜିଟାଲ ଆଇଡେଣ୍ଚିଟି ପ୍ରଦାନ କରିବା 3.ଡିଜିଟାଲ ଓ ବିତ୍ତୀୟ ସ୍ଥାନରେ ଫୋନ ଓ ବ୍ୟlଙ୍କ ଏକାଉଣ୍ଚ ବିଶିଷ୍ଟ ନାଗରିକ ମାନଙ୍କର ଭାଗିଦାରିତା 4.ସାଧାରଣ ସେବା କେନ୍ଦ୍ରକୁ ସହଜରେ ଆକ୍ସେସ 5.ସୁରକ୍ଷିତ ସାଇବର ସ୍ପେସ ଚାହିଦା ଅନୁସାରେ ପ୍ରଶାସନ 1. ବିଭିନ୍ନ ବିଭାଗ ବା ଅଧିକାର କ୍ଷେତ୍ର ସହିତ ସମନ୍ବିତ କରାଯ଼ାଏ 2. ଅନଲାଇନ ଏବଂ ମୋବାଇଲ ପ୍ଲାଟଫର୍ମରେ ଠିକ ସମୟରେ ସେବା ଉପଲବ୍ଧତା 3. କ୍ଲାଉଡରେ ନାଗରିକ ମାନଙ୍କୁ ଦିଆଯ଼ିବାକୁ ଥିବା ସୁବିଧା ଉପଲବ୍ଧତା ଓ ଯ଼ାହା ଦ୍ବାରା ସହଜ ଆକ୍ସେସ ସୁନିଶ୍ଚିତ କରାଯ଼ାଏ 4. ବାଣିଜ୍ୟ କରିବାକୁ ସୁବିଧା କରିବା ପାଇଁ ସରକାରୀ ସେବାର ଡିଜିଟାଲ ରୂପାନ୍ତରଣ 5.ସୀମା, ଇଲେକ୍ଟ୍ରୋନିକ ଓ କ୍ଯାସ ବିହୀନ ଆର୍ଥିକ ନେଣଦେଣ ନାଗରିକ ମାନଙ୍କର ଡିଜିଟାଲ ସଶକ୍ତିକରଣ 1. ସାର୍ବଜନୀନ ଡିଜିଟାଲ ସାକ୍ଷରତା 2.ସମସ୍ତ ଡିଜିଟାଲ ସମ୍ବଳ ସାର୍ବଜନୀନ ଭାବେ ଏକ୍ସେସେବଲ . 3. ସମସ୍ତ ସରକାରୀ ଦସ୍ତାବେଜ, ପ୍ରମାଣପତ୍ର ଉପଲବ୍ଧ ହେବା 4.ଭାରତୀୟ ଭାଷା ମାନଙ୍କରେ ଡିଜିଟାଲ ସମ୍ବଳ ଓ ସେବାର ଉପଲବ୍ଧତା 5. ଭାଗିଦାରୀ ପ୍ରଶାସନ ପାଇଁ ଡିଜିଟାଲ ମଂଟ 6.କ୍ଲାଉଡ ଜରିଆରେ ସମସ୍ତ ବ୍ୟକ୍ତିଙ୍କ ସମସ୍ତ ଏନଟାଇଟଲମେଣ୍ଚର ପୋର୍ଟେବିଲିଟି ଡିଜିଟାଲ ଇଣ୍ଡିଆର ସମ୍ଭାବନା ଏହି କାର୍ଯ୍ୟକ୍ରମର ମୋଟ ସମ୍ଭାବନା ଏପରି ରହିଛି 1. ଜ୍ଞାନ ଭବିଷ୍ୟତ ପାଇଁ ଭାରତକୁ ପ୍ରସ୍ତୁତ କରିବା 2. ରୂପାନ୍ତରଣ ହେଉଥିବା ବେଳେ ଆମେ ବୁଝିବା ଆଇଟି ( ଇଣ୍ଡିଆନ ଟାଲେଣ୍ଟ) + ଆଇଟି(ସୂଚନା ପ୍ରଯ଼ୁକ୍ତି) = ଆଇଟି (ଭାରତ ଆସନ୍ତାକାଲି) 3. ପରିବର୍ତନର ବାହକରେ ଟେକ୍ନୋଲଜିକୁ କେନ୍ଦ୍ରରେ ରଖିବା 4. ଏକ ଛତା କାର୍ଯ୍ୟକ୍ରମରେ ପରିଣତ ହେବା – ଅନେକ ବିଭାଗ କଭର କରିବା ଏହି କାର୍ଯ୍ୟକ୍ରମ ଅନେକ ପ୍ରକାରର ବିଚାରକୁ ଏକାଠି କରି ଗୋଟିଏ ବିସ୍ତୃତ ଭିଜନ ପ୍ରସ୍ତୁତ କରେ ଓ ଯ଼ାହା ଫଳରେ ଏଗୁଡିକ ମଧ୍ୟରୁ ପ୍ରତ୍ଯେକକୁ ଏକ ବଡ ଉଦ୍ଦେଶ୍ୟର ଅଂଶ ଭାବେ ଦେଖାଯ଼ାଇପାରେ. ପ୍ରତ୍ୟେକ ବ୍ୟକ୍ତିଗତ ତତ୍ବ ନିଜ ପାଇଁ ମଧ୍ୟ ଠିଆ ହୁଏ ଓ ବଡ ଛବିର ଅଂଶ ବିଶେଷ ମଧ୍ୟହୁଏ ଏକାଠି ମିଶିବା ଦ୍ବାରା ମିଶନର ସମଗ୍ରତାରେ ରୂପାନ୍ତରଣ ହୁଏ. ଡିଜିଟାଲ ଇଣ୍ଡିଆ କାର୍ଯ଼କ୍ରମ ବର୍ତମାନ ଚାଲୁଥିବା ଅନେକ ଯ଼ୋଜନାକୁ ଟାଣି ଦେବ, ଓ ଏଗୁଡିକର ପୁନଃ ସଂରଚନା କରାଯ଼ିବା ସହ ପୁଣି ଥରେଧ୍ୟlନ ଦିଆ ଯ଼ାଇ ସମନ୍ବିତ ଉପାଯରେ କାର୍ଯ୍ୟକାରୀ କରାଯ଼ିବ . ଡିଜିଟାଲ ଇଣ୍ଡିଆ ପରି କାର୍ଯ୍ୟକ୍ରମଗୁଡିକର ସାଧାରଣ ବ୍ରାଣ୍ଡିଂ ତାଙ୍କରରୂପାନ୍ତରଣ ପ୍ରଭାବକୁ ରେଖାଙ୍କିତ କରେ ଡିଜିଟାଲ ଇଣ୍ଡିଆର ନଅଟି ସ୍ତମ୍ଭ ବିକାଶ କ୍ଷେତ୍ରର 9ଟି ସ୍ତମ୍ଭ ଉରରେ ଡିଜିଟାଲ ଇଣ୍ଡିଆ ଜୋର ଦେବାକୁ ଚାହେଁ, ସେ଼ଗୁଡିକ ହେଲା 1. ବ୍ରୋଡ ବ୍ୟlଣ୍ଡ ହାଇବେଜ 2. ମୋବାଇଲ ସଂଯ଼ୋଗୀକରଣକୁ ସାର୍ବଜନୀନ କରିବା 3. ଜନତା ଇଣ୍ଟରନେଟ ଆକ୍ସେସ କାର୍ଯ୍ୟକ୍ରମ 4. ଇ ଗଭର୍ଣାନ୍ସ : ଟେକ୍ନୋଲୋଜି ଜରିଆରେ ସରକାରରେ ସଂସ୍କାର 5. ଇ କ୍ରାନ୍ତି : ଇଲେକ୍ଟ୍ରୋନିକ ସେବା ପ୍ରଦାନ 6. ସମସ୍ତଙ୍କ ପାଇଁ ସୂଚନା 7. ଇଲେକ୍ଟ୍ରୋନିକ୍ସ ନିର୍ମାଣ 8. ଚାକିରୀ ପାଇଁ ସୂଚନା ପ୍ରଯ଼ୁକ୍ତି 9. ଶୀଘ୍ର ଚାଷ କାର୍ଯ୍ୟକ୍ରମ