IMPS ଏକ ବାସ୍ତବିକ-କାଳ (real-time) ବିତ୍ତ ସ୍ଥାନାନ୍ତରଣ ସେବା ଯାହା ଦେଶବ୍ୟାପୀ ସର୍ବତ୍ର ଓ ସର୍ବକାଳିନ ଉପଲବ୍ଧ । IMPS ବ୍ୟବହାର କରି ଉପଭୋକ୍ତା ବାସ୍ତବିକ-କାଳ (real-time) ଭିତ୍ତିରେ ବ୍ୟକ୍ତିଗତ କିମ୍ବା ବ୍ୟବସାୟୀକ ଉଦ୍ଦେଶ୍ୟରେ ବିତ୍ତ ସ୍ଥାନନ୍ତରଣ କରିପାରନ୍ତି । IMPS ସେବା ଦିନକୁ ୨୪ ଘଣ୍ଟା, ଛୁଟିଦିନ, ସପ୍ତାହାନ୍ତ ଇତ୍ୟାଦିରେ ମଧ୍ୟ ଉପଲବ୍ଧ । IMPS ର ଲାଭ ତତ୍କାଳୀନ ଘରୋଇ ବିତ୍ତ ସ୍ଥାନାନ୍ତରଣ ୩୬୫ X ୨୪ X ୭ ଉପଲବ୍ଧ (ଛୁଟିଦିନ, ସପ୍ତାହାନ୍ତ ଇତ୍ୟାଦିରେ ମଧ୍ୟ ଉପଲବ୍ଧ) ନିରାପଦ ଏବଂ ସୁରକ୍ଷିତ ସହଜରେ ଉପଲବ୍ଧ ନିବେଶ ପ୍ରଭାବ କମ୍ ମୋବାଇଲ, ଇଣ୍ଟର୍ନେଟ ଓ ATM ରେ ଉପଲବ୍ଧ ମନୋନୟନ ପାଇଁ ସ୍ଥାନନ୍ତରଣର ବିବିଧ ଉପାୟ ଉପଲବ୍ଧ ଯଥା: IFSC, MMID, ଏକାଉଣ୍ଟ ନମ୍ବର, ଆଧାର ନମ୍ବର ଇତ୍ୟାଦି । ମନୋନୟନ ପାଇଁ ଏକାଧିକ କ୍ରିୟାବିଧି ଉପାୟ ଉପଲବ୍ଧ । ଆପଣ କିପରି IMPS ବ୍ୟବହାର କରିପାରିବେ? ଆପଣ ଏହି ସୁବିଧା ନିଜ ଲୋକଙ୍କୁ, ବ୍ୟବସାୟୀଙ୍କୁ କିମ୍ବା ବିଲ୍ ପଇଠ ଇତ୍ୟାଦି ବିଭିନ୍ନ ସେବା ତାହା ନିମ୍ନୋକ୍ତ ସେବା ଗୁଡିକ ପାଇଁ ବ୍ୟବହାର କରି ପାରିବେ । ବିତ୍ତ ସ୍ଥାନାନ୍ତରଣ ସେବା ବ୍ୟବସାୟୀକ ଦେୟ ବିତ୍ତ ସ୍ଥାନାନ୍ତରଣ ସେବା ତୁରନ୍ତ ଏକାଉଣ୍ଟ ରୁ ଏକାଉଣ୍ଟକୁ ସ୍ଥାନାନ୍ତରଣ ଏକାଉଣ୍ଟ ରୁ ୱାଲେଟକୁ ସ୍ଥାନାନ୍ତରଣ ଗ୍ରହୀତାଙ୍କ ମୋବାଇଲ ନମ୍ବର ଓ MMID ବ୍ୟବହାରକରି ବିତ୍ତ ସ୍ଥାନାନ୍ତରଣ। ଆପଣ ଗ୍ରହୀତାଙ୍କ ମୋବାଇଲ ନମ୍ବର ଓ MMID ତାଙ୍କ ଠାରୁ ଅନୁରୋଧ କରି ନେଇ ପାରନ୍ତି ଓ ମୋବାଇଲ ଫୋନ, ଇଣ୍ଟେର୍ନେଟ କିମ୍ବା ATM ବ୍ୟବହାର କରି ପଇଠ କରି ପାରନ୍ତି । ନିଜ ବ୍ୟାଙ୍କ ରେ ନିଜର ମୋବାଇଲ ନମ୍ବର ପଞ୍ଜୀକରଣ କରି MMID ଓ M-Pin ନେଇ ପାରନ୍ତି । କେବଳ ମୋବାଇଲ ନମ୍ବର ଓ MMID ପଚାରନ୍ତୁ । ପଇଠ ପାଇଁ ଏକ ସୁବିଧାଜନକ ପ୍ରଣାଳୀ ଠିକ କରନ୍ତୁ – ଇଣ୍ଟେର୍ନେଟ ବ୍ୟଙ୍କିଙ୍ଗ, ମୋବାଇଲ କିମ୍ବା ATM ଗ୍ରହୀତାଙ୍କ ମୋବାଇଲ ନମ୍ବର, MMID ପ୍ରବିଷ୍ଟ କରାନ୍ତୁ ବ୍ୟାଙ୍କିଙ୍ଗ ଟିପ୍:MMID ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ ଏକ ୭ ସଂଖ୍ୟା ବିଶିଷ୍ଟ ନମ୍ବର ନିରାପତ୍ତା ଟିପ୍: ଆପଣ ଆପଣଙ୍କ ମୋବାଇଲ ନମ୍ବର ପଞ୍ଜୀକରଣ କରି ନିଜର ଦେଣ-ନେଣ ଉପରେ ନଜର ରଖି ପାରିବେ । ଗ୍ରହୀତାଙ୍କ ଏକାଉଣ୍ଟ ନମ୍ବର ଓ IFS Code ବ୍ୟବହାର: ଗ୍ରହୀତାଙ୍କ ଏକାଉଣ୍ଟ ନମ୍ବର ଓ IFS Code ବ୍ୟବହାରକରି ବ୍ୟକ୍ତିଙ୍କଠୁ ବ୍ୟକ୍ତି ବିତ୍ତ ସ୍ଥାନାନ୍ତରଣ ହୋଇ ପରେ । ନିଜ ବ୍ୟାଙ୍କ ରେ ନିଜର ମୋବାଇଲ ନମ୍ବର ପଞ୍ଜୀକରଣ କରି ନିଜର M-Pin ମାଗନ୍ତୁ । ଗ୍ରହିତାଙ୍କୁ ଅନୁରୋଧ କରି ଏକାଉଣ୍ଟ ନମ୍ବର ଓ IFS Code ମାଗନ୍ତୁ । ପଇଠ ପାଇଁ ଏକ ସୁବିଧାଜନକ ପ୍ରଣାଳୀ ଠିକ କରନ୍ତୁ– ଇଣ୍ଟେର୍ନେଟ ବ୍ୟଙ୍କିଙ୍ଗ, ମୋବାଇଲ କିମ୍ବା ATM ଗ୍ରହୀତାଙ୍କ ଏକାଉଣ୍ଟ ନମ୍ବର ଓ IFS Code ଏବଂ ରାଶି ପ୍ରବିଷ୍ଟ କରନ୍ତୁ । ବ୍ୟାଙ୍କିଙ୍ଗ ଟିପ୍: IFSC ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ ଏକ ୧୧ ସଂଖ୍ୟା ବିଶିଷ୍ଟ ନମ୍ବର (ଚେକ୍ ରେ ଲେଖା ଥାଏ) ନିରାପତ୍ତା ଟିପ୍: ନିଜର M-Pin ନମ୍ବର ମନେ ରଖନ୍ତୁ, କୌଣସି ଜାଗାରେ ଲେଖନ୍ତୁ ନାହିଁ । ଜିଡ଼ିଜିଡ଼ିଏଫ ଗ୍ରହୀତାଙ୍କ ଆଧାର ନମ୍ବର ବ୍ୟବହାର: ଏହା ସବୁଠାରୁ ସହଜ ଉପାୟ; କେବଳ ଗ୍ରହୀତାଙ୍କ ଆଧାର ନମ୍ବର ଦରକାର ପଡେ । ତାଙ୍କଠୁ ଆଧାର ନମ୍ବର ବ୍ୟବହାର କରି ଇଣ୍ଟେର୍ନେଟ ବ୍ୟଙ୍କିଙ୍ଗ, ମୋବାଇଲ କିମ୍ବା ATM ଦ୍ଵାରା ବିତ୍ତ ସ୍ଥାନାନ୍ତରଣ ହୋଇପାରିବ । ନିଜ ବ୍ୟାଙ୍କ ରେ ନିଜର ମୋବାଇଲ ନମ୍ବର ପଞ୍ଜୀକରଣ କରନ୍ତୁ ଓ M-Pin ମାଗନ୍ତୁ । ଗ୍ରହିତାଙ୍କୁ ଅନୁରୋଧ କରି ଆଧାର ନମ୍ବର ମାଗନ୍ତୁ । ପଇଠ ପାଇଁ ଏକ ସୁବିଧାଜନକ ପ୍ରଣାଳୀ ଠିକ କରନ୍ତୁ– ଇଣ୍ଟେର୍ନେଟ ବ୍ୟଙ୍କିଙ୍ଗ, ମୋବାଇଲ କିମ୍ବା ATM ଗ୍ରହୀତାଙ୍କ ଆଧାର ନମ୍ବର ଏବଂ ରାଶି ପ୍ରବିଷ୍ଟ କରନ୍ତୁ । ବ୍ୟାଙ୍କିଙ୍ଗ ଟିପ୍: ମୋବାଇଲ ଦ୍ଵାରା ସମସ୍ତ ନିରାପତ୍ତା ଟିପ୍: ନିଜର M-Pin ନମ୍ବର ମନେ ରଖନ୍ତୁ, କୌଣସି ଜାଗାରେ ଲେଖନ୍ତୁ ନାହିଁ । ବ୍ୟବସାୟିକ ପଇଠ: ମୋବାଇଲ ଟପ୍-ଅପ୍, DTH ଟପ୍- ଅପ୍ ଦେୟ ପଇଠ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶୁଳ୍କ ଦେୟ ପଇଠ ଉପଯୋଜ୍ୟତା ଶୁଳ୍କ ପଇଠ ଅନ୍-ଲାଇନ୍ କିଣାବିକା କିରାନା ବିଲ୍ ପଇଠ ବୀମା କିସ୍ତି ପଇଠ ଯାତ୍ରା କାଳୀନ ଖର୍ଚ୍ଚ ଓ ଟିକେଟ ପାଇଁ ଖର୍ଚ୍ଚ କ୍ରେଡିଟ କାର୍ଡ ଶୁଳ୍କ ଦେୟ ପଇଠ ଧାର୍ମିକ ଅନୁଷ୍ଠାନକୁ ଦାନ ନିମ୍ନୋକ୍ତ ଯେ କୌଣସି ଉପାୟରେ ବିତ୍ତ ସ୍ଥାନାନ୍ତରଣ କରି ହେବ: ବ୍ୟାଙ୍କ App ବ୍ୟବହାର କରି ବ୍ୟବସାୟୀକ ପଇଠ IMPS ସୁବିଧା ବ୍ୟାଙ୍କ App ବ୍ୟବହାର କରି ସହଜରେ ବ୍ୟବସାୟୀକ ପଇଠ କରିହେବ । IMPS ସେବା ଦିନକୁ ୨୪ ଘଣ୍ଟା, ଛୁଟିଦିନ, ସପ୍ତାହାନ୍ତ ଇତ୍ୟାଦିରେ ମଧ୍ୟ ଉପଲବ୍ଧ । ନିଜ ବ୍ୟାଙ୍କ ରେ ନିଜର ମୋବାଇଲ ନମ୍ବର ପଞ୍ଜୀକରଣ କରନ୍ତୁ ଓ M-Pin ମାଗନ୍ତୁ । ଗ୍ରହିତାଙ୍କୁ ଅନୁରୋଧ କରି MMID ନମ୍ବର ମାଗନ୍ତୁ । ପଇଠ ପାଇଁ ଏକ ସୁବିଧାଜନକ ପ୍ରଣାଳୀ ଠିକ କରନ୍ତୁ– ଇଣ୍ଟେର୍ନେଟ ବ୍ୟଙ୍କିଙ୍ଗ, ମୋବାଇଲ କିମ୍ବା ATM ବ୍ୟବସାୟୀଙ୍କ ମୋବାଇଲ ନମ୍ବର, MMID ଓ ଦେୟ ସନ୍ଦର୍ଭ ମାଗନ୍ତୁ । ବ୍ୟବସାୟୀ ଦେୟ ପଇଠ @ online website ବ୍ୟବସାୟୀଙ୍କ website କିମ୍ବା ମୋବାଇଲ appରେ ପଇଠ କଲେ IMPS ହିଁ ବାଛନ୍ତୁ । ଶେଠୀ ପାଇଁ ଗ୍ରହଣୀଯ ପଦକ୍ଷେପ ଗୁଡିକ ହେଲା: ନିଜ ବ୍ୟାଙ୍କ ରେ ନିଜର ମୋବାଇଲ ନମ୍ବର ପଞ୍ଜୀକରଣ କରନ୍ତୁ ଓ M-Pin ମାଗନ୍ତୁ । ନିଜର ବ୍ୟାଙ୍କ app କୁ log-in କରନ୍ତୁ, IMPS ବାଛନ୍ତୁ ଓ ଏକକାଳୀନ ପାସୱାର୍ଡ (OTP) ଉତ୍ପନ୍ନ କରନ୍ତୁ । ନିଜ ମୋବାଇଲ ନମ୍ବର, MMID, ରାଶି ଓ OTP ପ୍ରବିଷ୍ଟ କରନ୍ତୁ ବ୍ୟାଙ୍କିଙ୍ଗ ଟିପ୍: OTP ଏକ ୬- ଅଙ୍କ ବିଶିଷ୍ଟ ସଂଖ୍ୟା। ଏହା ଏକ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ଥାଏ । ନିରାପତ୍ତା ଟିପ୍: ନିଜ ATM PIN କାହାକୁ ଦିଅନ୍ତୁ ନାହିଁ । ଟ୍ରାନଜାକସନ ବିଭିନ୍ନ ଭାଷାରେ ଉପଲବ୍ଧ ବାଲାନ୍ସ ଅନୁସନ୍ଧାନ ସଂକ୍ଷିପ୍ତ ବିବରଣୀ ଅର୍ଥ ସ୍ଥାନନ୍ତର ପାଇଁ ଆକାଉଣ୍ଟ ନଂ ବା IFCC କୋର୍ଡ଼ ବ୍ୟବହାର କରାଯିବ । ସଭ୍ୟ ମାନଙ୍କୁ ଉପଦେଶ ଦିଆଯାଉଛି ଯେ ସେମାନେ ବହୁ ଭାଷି ଏନୟୁୟୁପ ସେବାର ମୋବାଇଲ ବ୍ୟାଙ୍କକିଙ୍ଗ ପାଇଁ ବ୍ୟବହାର କଲେ । ଏହା ସାଧାରଣ ଲୋକଙ୍କ ପାଖରେ ପଞ୍ଚିପାରିବ । ଏନୟୁୟୁପ ବିଭିନ୍ନ – ଭାଷାଭାଷି କୋର୍ଡ଼ କ୍ରମି.ନଂ ଭାଷା ୟୁସ୍ସଡି କୋର୍ଡ଼ 1 ହିନ୍ଦୀ *99*22# 2 ତାମିଲ *99*23# 3 ତେଲଗୁ *99*24# 4 ମାଲାୟାଲମ *99*25# 5 କାନାଡା *99*26# 6 ଗୁଜୁରାଟ *99*27# 7 ମରାଠୀ *99*28# 8 ବଙ୍ଗାଳୀ *99*29# 9 ପଞ୍ଜାବୀ *99*30# 10 ଓଡ଼ିଆ *99*32# ଆଧାର - ଭାରତୀୟ ଜାତୀୟ ଭୋକତାନ ନିଗମ