ତ୍ଵରିତ୍ଵ ମୁଦ୍ରାବିହୀନ ଦେଣଲେଣ ବ୍ୟବସ୍ଥା ତଥା ରାଜ୍ୟ ଏବଂ ବିଭିନ୍ନ ବିଭାଗରେ ଡିଜିଟାଲ ପୈଠ ଆଧାରିତ ଅର୍ଥନୈତିକ ସୁଦୃଢ କରିବା ପାଇଁ ନୀତି ଆୟୋଗ ଚାହିଦା ମୁତାବକ ବିଭିନ୍ନ ମାଧ୍ୟମ ଏବଂ ପଦକ୍ଷେପ ନେବାପାଇଁ ପ୍ରୟାସଜାରୀ ରଖିଛି । ଡିଜିଟାଲ ଲେଣଦେଣକୁ ସମସ୍ତଙ୍କ ବ୍ୟବହାର ପାଇଁ ସୁଗମ ଏବଂ ଉପଯୋଗୀ କରିବା ଏହି ପ୍ରଚେଷ୍ଟାର ଏକ ମୁଖ୍ୟଲକ୍ଷ୍ୟ । କେତେକ ଡିଜିଟାଲ ପୈଠ ବ୍ୟବସ୍ଥାର ସର୍ବଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି । ଏହି ପ୍ରକ୍ରିୟାକୁ ଆୟତ୍ତ କରିବା ପାଇଁ ନେବାକୁ ଥିବା କାର୍ଯ୍ୟ ଗୁଡିକୁ କ୍ରମ ଅନୁସାରେ ସଜାଇ ବୁଝାଯାଇଛି । ବ୍ୟାଙ୍କ କାର୍ଡ ବ୍ୟାଙ୍କ କାର୍ଡ଼ ନିଅନ୍ତୁ ନିଜ ଆକାଉଣ୍ଟରେ କେମିତି କାର୍ଡ଼ ଇସ୍ୟୁ କରିବେ । ନିକଟସ୍ଥ ବ୍ୟାଙ୍କ ବ୍ରାଞ୍ଚରେ ଅନୁରୋଧ କରନ୍ତୁ । ଗୋଟିଏ ଆକାଉଣ୍ଟର ବିଭିନ୍ନ କାର୍ଡ଼ । ବ୍ୟାଙ୍କରୁ ପିନ ଗ୍ରହଣ କରନ୍ତୁ । ନିଜର କାର୍ଡକୁ ସକ୍ରିୟ କରାନ୍ତୁ । ନିଜର ବ୍ୟାଙ୍କ ବ୍ରାଞ୍ଚରେ କୌଣସି ଲେଣଦେଣ କରନ୍ତୁ । କାର୍ଡ଼ର ପ୍ରକାର ଏବଂ ବ୍ୟବହାର ପ୍ରିପେଡ଼ କାର୍ଡ଼ ସୁରକ୍ଷା ପାଇଁ ଅଳ୍ପ ଲେଣଦେଣ ମୋବାଇଲ ରିଚାର୍ଜ ପରି ରିଚାର୍ଜ ଆବଶ୍ୟକ କି ? ଡେବିଟ କାର୍ଡ଼ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରାନ୍ତୁ । ଦୋକାନରେ ଏଟିଏମ, ଇ-ପର୍ସ, ଅଣୁ ଏଟିଏମ, ଅନ୍ଲାଇନ କ୍ରୟ ଇତ୍ୟାଦି ଦ୍ଵାରା ପୈଠ କରନ୍ତୁ । କ୍ରୟ ବିକ୍ରୟ ଲେଣଦେଣ ଦ୍ଵାରା ପୈଠ । ବିଭିନ୍ନ କାର୍ଡ଼ ଦ୍ଵାରା ବ୍ୟାଙ୍କ ପୈଠ କ୍ରେଡ଼ିଟ କାର୍ଡ଼ ଡେବିଟ କାର୍ଡ଼ ପ୍ରିପେଡ କାର୍ଡ଼ କିଣାକିଣି ପାଇଁ ନିଜର କାର୍ଡ଼ ବ୍ୟବହାର କରନ୍ତୁ କ୍ରୟ ବିକ୍ରୟ ଦେଣଲେଣ ଉପରେଣ ଏଟିଏମ ଅନ୍ଲାଇନ କିଣାକିଣି ପ୍ରିପେଡ କାର୍ଡ଼ ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ ସୁବିଧା ସୁଯୋଗ ପ୍ରି-ଲୋଡ କାର୍ଡ଼ ଟଙ୍କା ସହ ସମକକ୍ଷ ଅନେକଥର ରିଚାର୍ଜ ହୋଇପାରିବ, ଏବଂ କ୍ରୟ ବିକ୍ରୟ ଦେଣଲେଣ ଉପକରଣ, ଏଟିଏମ ବ୍ୟବହାର କରାଯାଇ ପାରିବ । ସେବା ସମ୍ବନ୍ଧୀୟ ଅତିରିକ୍ତ ସୂଚନା *99# ଜାତୀୟ ଏକ ବୀକୃତ ସେବା ସମ୍ବନ୍ଧୀୟ ଅତିରିକ୍ତ ସୂଚନା ସକ୍ରିୟ ଜରୁରୀ । ବ୍ୟାଙ୍କରେ ଆକାଉଣ୍ଟ GSM ନେଟୱାର୍କ ସହ ଯେ କୌଣସି ମୋବାଇଲ ଫୋନରେ ଜଣେ ଗ୍ରାହକଙ୍କୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ପୈଠ କରାଯାଇ ପାରିବ । ରେଜିସ୍ଟ୍ରେଶନ କରିବେ କିପରି ନିଜର ବ୍ୟାଙ୍କ ବ୍ରାଞ୍ଚକୁ ଯାଇ ମୋବାଇଲ ନମ୍ବରକୁ ବ୍ୟାଙ୍କ ଆକାଉଣ୍ଟ, ଏଟିଏମ ଏବଂ ଅନ୍ଲାଇନ ସଂଯୋଗ କରନ୍ତୁ । ଆପଣ ନିଜର ମୋବାଇଲ ମନି ନଂ ଏବଂ ମୋବାଇଲ ପିନ ରେଜିଷ୍ଟ୍ରେସନ କରିପାରିବେ । ନିଜର MMID ଏବଂ MPINକୁ ମନେରଖନ୍ତୁ । ଆଧାର ଦ୍ଵାରା ପରିଚାଳିତ ଦେୟ ପୈଠ ପକ୍ରିୟା ଆଧାର ଦ୍ଵାରା ପରିଚାଳିତ ଦୈୟ ଦ୍ଵାରା ବ୍ୟାଙ୍କରୁ ବ୍ୟାଙ୍କକୁ ଲେଣଦେଣ କରାଯିବ । କେବଳ ଆଧାର କାର୍ଡ଼ ଦରକାର ବାଲାନ୍ସ ତଦନ୍ତ ଟଙ୍କା ଉଠାଣ ଟଙ୍କା ସଞ୍ଚୟ ଆଧାରରୁ ଆଧାରକୁ ଟଙ୍କା ସ୍ଥାନିତ ଆଧାର ଦ୍ଵାରା ପରିଚାଳିତ ପୈଠ ଅଣୁ ଏଟିଏମ ରୁ କିମ୍ବା ବ୍ୟାଙ୍କ ଲେଣଦେଣ କରନ୍ତୁ । ନିଜର ବ୍ୟାଙ୍କ ନାମ ଏବଂ ଆଧାର ନଂ ଦିଅନ୍ତୁ । କେଉଁ ଲେଣଦେଣ କରାଯିବ ତାହା ସଠିକ ଭାବରେ କରନ୍ତୁ । ସ୍କାନରେ ଆଙ୍ଗୁଠି ଛାପ ଦିଅନ୍ତୁ । ସଫଳ ଲେଣଦେଣ ପରେ ପ୍ରିଣ୍ଟ ସ୍ଲିପ ନିଅନ୍ତୁ । କାର୍ଯ୍ୟଧାରା ସମ୍ପୂର୍ଣ୍ଣ । ଆଧାର ଦ୍ଵାରା ପରିଚାଳିତ ଦେୟ ପୈଠର ପକ୍ରିୟା ନିଜର ଆଧାର ନମ୍ବର ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହ ଯୋଡନ୍ତୁ । ବର୍ତ୍ତମାନ ଆପଣ ଅନେକ ଲେଣଦେଣ ଆଧାର ଦ୍ଵାରା ପରିଚାଳିତ ଯେ କୌଣସି ପଦ୍ଧତ୍ତି ଦ୍ଵାରା କରିପାରିବେ । ଏକକୀକୃତ୍ତ ପୈଠ ପାଇଁ ପଞ୍ଜୀକରଣ ସୁବିଧା ଇଣ୍ଟେର୍ନେଟ ସୁବିଧା ଥିବା ସ୍ମାର୍ଟ ଫୋନ୍ ବ୍ୟାଙ୍କ ଆକାଉଣ୍ଟ ଡିଟେଲ (ରେଜିଷ୍ଟ୍ରେସନ ପାଇଁ ) ବ୍ୟାଙ୍କ ଆପ୍ । ଏସବିଆଇ ଆପ, ପି.ଏନ.ବି PNB ଏକାକୀ ପଞ୍ଜୀକୃତ ପୈଠ ଆଇସିଆଇ, ଆକ୍ସିସ ଦେୟ, କାନାଡା ବ୍ୟାଙ୍କ, ୟୁକୋ ଏକକୀ ପଞ୍ଜୀକୃତ୍ତ ପୈଠ ୟୁନିୟନ ବ୍ୟାଙ୍କ, ଓବିସି ଏବଂ ଅନ୍ୟ ୨୦ଟି ବ୍ୟାଙ୍କ । ଏକାକୀ ପଞ୍ଜିକୃତର ପ୍ରକ୍ରିୟା ଯେକୌଣସି ବ୍ୟାଙ୍କର ଆପ ଡାଉନ୍ଲୋଡକିମ୍ବା ଅନ୍ୟ କୌଣସି ତୃତୀୟ ପକ୍ଷର ଆପ ଡାଉନ୍ଲୋଡ କରନ୍ତୁ । ନିଜର ୟୁନିକ୍ୟୁ ID (ଆଧାର, ମୋବାଇଲ ନଂ)ଚୟନ କରନ୍ତୁ । ନିଜର ବ୍ୟାଙ୍କ ଚୟନ କରନ୍ତୁ । ନିଜର ଆକାଉଣ୍ଟ ବିବରଣୀ ଦିଅନ୍ତୁ । ନିଜର M – Pinକୁ ସେଟ କରନ୍ତୁ ଟ୍ରାଞ୍ଜାକସନ ପାଇଁ ପଞ୍ଜିକରଣ ସମାପ୍ତ । “Send money” ଚୟନ କରନ୍ତୁ । ପ୍ରକୃତ ଦେୟ ଠିକଣା ଦିଅନ୍ତୁ । କେତେ ଟଙ୍କା ଲେଖନ୍ତୁ । ଦେଣଲେଣର ମନ୍ତବ୍ୟ ଲେଖନ୍ତୁ ସମସ୍ତ ବିବରଣୀ ନିର୍ଭୁଲତାକୁ ପରଖନ୍ତୁ ‘Send’ କରନ୍ତୁ । ପର୍ସ ଇ-ପର୍ସ କଣ ? ଇଲେକ୍ଟ୍ରୋନିକ ପ୍ରି-ପେଡ଼ ଦେୟ ପକ୍ରିୟା, ପ୍ରଥମ ହେଲା ମୋବାଇଲ। ଦ୍ରବ୍ୟ ଅନ୍ଲାଇନ କିଣନ୍ତୁ, କମ୍ପ୍ୟୁଟର କିମ୍ବା ସ୍ମାର୍ଟ ଫୋନ୍ ଜରିଆରେ । ଡିଜିଟାଲ ପର୍ସ ପାଇଁ ବ୍ୟକ୍ତିଗତ ଆକାଉଣ୍ଟ ଜରୁରୀ ଯେଉଁଥିରେ ଟଙ୍କା ଭରଣା କରାଯାଇ ପାରିବ । ଅନେକବ୍ୟାଙ୍କ ସେମାନଙ୍କର ଇ –ପର୍ସ ବ୍ୟବସ୍ଥା କରିଛନ୍ତି । ଅନ୍ୟ ପ୍ରାଇଭେଟ କମ୍ପାନୀ ମାନେ ମଧ୍ୟ ଏହାର ବ୍ୟବସ୍ଥା କରିଛନ୍ତି । ବ୍ୟବହାରକାରୀ ଏହି ଆପକୁ ସ୍ମାର୍ଟଫୋନରେ ଡାଉନ୍ଲୋଡ କରିବେ । ମୋବାଇଲ ବ୍ୟବହାର ପାଇଁ ସାଇନ ଆପ କରନ୍ତୁ । ଡେବିଟ/କ୍ରେଡ଼ିଟ କିମ୍ବା ନେଟ ବ୍ୟାଙ୍କଙ୍ଗ ଦ୍ଵାରା ପଇସା ଲୋଡ କରନ୍ତୁ । ଦେୟ ପାଇଁ ଇ –ପର୍ସ ବ୍ୟବହାର କରନ୍ତୁ । ବ୍ୟବସାୟୀ ଇ –ପର୍ସ ସୀମା – ୫୦,୦୦୦/ବ୍ୟକ୍ତିଗତ ଘୋଷଣାରେ ଏକ ଲକ୍ଷ ଟଙ୍କା ଉଠାଣ KYC ସହିତ ବ୍ୟବସାୟୀ ଏହି ଆପକୁ ଡାଉନ୍ଲୋଡକରିବେ । ମୋବାଇଲ ବ୍ୟବହାର କରି ସାଇନଆପ କରନ୍ତୁ । ବ୍ୟବସାୟୀକଙ୍କ ଦ୍ଵାରା ବ୍ୟକ୍ତିଗତ ଘୋଷଣା ଦେୟ ଗ୍ରହଣ କରିବା ଆରମ୍ଭ । କ୍ରୟବିକ୍ରୟ/ଦେଣଲେଣ ପକ୍ରିୟା କ୍ରୟବିକ୍ରୟ/ଲେଣଦେଣ ମେସିନ ସ୍ଥାପନ ଲେଣଦେଣ ପାଇଁ ଏକ ଆକାଉଣ୍ଟ ଚୟନ ଆପ୍ଲିକେସନ ଫର୍ମ ପୂରଣ (ବ୍ରାଞ୍ଚ ଠାରେ ଅନ୍ଲାଇନ ) କେଉଁ ପ୍ରକାର ମେସନ ନେବେ ଚୟନ କରନ୍ତୁ ( ଲ୍ୟାଣ୍ଡଲାଇନ/GPRs) ନିମ୍ନଲିଖିତ ପତ୍ର ଦାଖଲ କରନ୍ତୁ ବ୍ୟବସାୟର ପ୍ରମାଣପତ୍ର ଦୋକାନର ପଞ୍ଜିକୃତ ସାର୍ଟିଫିକେଟ ଭ୍ୟାଟ ସାର୍ଟିଫିକେଟ ବିକ୍ରିଦର ଠିକଣା ପ୍ରମାଣ ପତ୍ର ପ୍ରୋପାଇଟରଙ୍କ ଫଟ ଆଇଡେଣ୍ଟିକାର୍ଡ଼ ଅର୍ଥନୈତିକ ସର୍ବଶେଷ ବିବରଣୀ ବ୍ୟାଙ୍କ ଷ୍ଟେଟମେଣ୍ଟ ଆୟକର ରିଟନ ବ୍ୟବସାୟୀଙ୍କ ଦ୍ଵାରା MDR ଗ୍ରହଣୀୟତା ବ୍ୟବସାୟୀଙ୍କ ରାଜିନାମା ପ୍ରତିଷ୍ଠାକୁ ପାଳନ ନୋଟ – ଏମ – ସ୍ଵାଇପ ନୋଟ – ଏମ-ସ୍ଵାଇପ ହେଉଛି MPOSର ଉଦାହରଣ କେତୋଟି POS ମେସିନ ଦରକାର ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲେଣଦେଣ ପାଇଁ କିମ୍ବା କୋର୍ଡ଼ ଆବଶ୍ୟକ । ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟର ଏକାନ୍ତତା ଆବଶ୍ୟକ । ଅଭ୍ୟାସ କରନ୍ତୁ ମୋବାଇଲ ନଂ ରେଜିଷ୍ଟର କରନ୍ତୁ, ବ୍ୟାଙ୍କରୁ ସବୁ ସମୟରେ ଆପଣଙ୍କ ପାଖକୁ SMS ଆସିପାରିବ । ନିଜର PIN ଏହାସହ ବାଣ୍ଟନ୍ତୁ ନାହିଁ କେବଳ ବିଶ୍ଵସନୀୟ ବ୍ୟବସାୟୀଙ୍କ ସହ କାରବାର କରନ୍ତୁ । ATMରେ ଥିବା ବେଳେ ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କ ଉପରେ କାହାର ନଜର ନାହିଁ । ଆଧାର - ନୀତି ଆୟୋଗ