ଉପକ୍ରମ ପ୍ରଯୁକ୍ତିବିଦ୍ୟା ର ବହୁଳ ପ୍ରଚାର ପ୍ରସାର ପାଇଁ ସରକାର ଏବେ ପାସପୋର୍ଟ ସମ୍ପର୍କିତ ସୂଚନା ସ୍ମାର୍ଟ ଫୋନ ବା ମୋବାଇଲ ଦ୍ଵାରା କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସ୍ମାର୍ଟ ଫୋନ ବ୍ୟବହାରକାରୀ ବର୍ତ୍ତମାନ ପାସପୋର୍ଟ ସମ୍ପର୍କିତ ସୂଚନା ନିଜ ମୋବାଇଲ ମାଧ୍ୟମରେ ମୋବାଇଲ ପାସପୋର୍ଟ ସେବା ଆପ ଡାଉନଲଡ କରି ଏହି ସେବାର ଲାଭ ଉଠାଇପାରିବେ । ଏହି ଆପର ବ୍ୟବହାର ବହୁତ ସହଜ ଏବଂ ଏହି ଆପ ଦ୍ଵାରା ପାସପର୍ଟ ଅଫିସ, ପ୍ରାପ୍ୟ, ଦରଖାସ୍ତର ସ୍ଥିତି, ସମ୍ପର୍କ କରିବାର ସୂଚନା ଏବଂ ସାଧାରଣ ସୂଚନା ପାଇ ହେବ । ମୋବାଇଲ ପାସପୋର୍ଟ ସେବା ଆପରେ ଦିଆଯାଇଥିବା ସୂଚନା ଏହି ଆପରେ ପାସପୋର୍ଟ ସମ୍ପର୍କିତ ବିଭିନ୍ନ ସ୍ତରର ସୂଚନା ଏବଂ ଅସୁବିଧା ହେଲେ କାହାକୁ ସମ୍ପର୍କ କରିବେ ଆଦିର ସୂଚନା ପାଇ ହେବ ଏହି ଆପ ଦ୍ଵାରା ପାସପୋର୍ଟ ସେବା କେନ୍ଦ୍ର ଏବଂ ଜିଲ୍ଲା ପାସପୋର୍ଟ କାର୍ଯ୍ୟ।ଳୟ କେଉଁଠି ଅଛି, ବ୍ୟବାହରକାରୀ ତାର ନିକଟସ୍ଥ ପୋଲିସ ଥାନା ସମ୍ପର୍କରେ ମଧ୍ୟ ସୂଚନା ପାଇପାରିବ ପାସପୋର୍ଟ ଦରଖାସ୍ତ କରିବାର ପ୍ରାପ୍ୟ ବା ଦରଖାସ୍ତ ଦାଖଲ କରିବାର ସ୍ଥାନ ସମ୍ପର୍କରେ ସୂଚନା ବ୍ୟବାହାରକର୍ତ୍ତା ନିଜ ଦରଖାସ୍ତର ବର୍ତ୍ତମାନର ସ୍ଥିତି ଜାଣିବା ପାଇଁ ଫାଇଲ ନମ୍ବର ଓ ଜନ୍ମତାରିଖ ଦେଇ ଜାଣିପାରିବ । ବିତରଣ କରାଯାଇଥିବା ପାସପୋର୍ଟର ସ୍ଥିତି ମଧ୍ୟ ଜାଣିପାରିବେ ମୋବାଇଲ ପାସପୋର୍ଟ ସେବା ଆପ ଡାଉନଲୋଡ କରିବାପାଇଁ ଲିଙ୍କ ଏହି ସେବା ଉପଲବ୍ଧ କରିବା ପାଇଁ ନିମ୍ନରେ ଦିଅ ଯାଇଥିବା ଲିଙ୍କ କୁ ଯାଅନ୍ତୁ ଅଣ୍ଡ୍ରୋଏଡ ପାଇଁ" "ଆଇଫୋନ ପାଇଁ" "ୱିଣ୍ଡୋଜ ଫୋନ" "ବ୍ଳାକବେରୀ ଫୋନ ପାଇଁ" ଆଧାର ପାସପୋର୍ଟ ସେବା "ପାସପୋର୍ଟ ସେବା"