ଇତିହାସ ଓ ରାଜନୀତି ବିଜ୍ଞାନ(MCQ) ଗାନ୍ଧୀଜୀଙ୍କର ରାଜନୈତିକ ଗୁରୁ କିଏ ? ଚିତ୍ତରଞ୍ଜନ ଦାସ ଗୋପାଳକୃଷ୍ଣ ଗୋଖଲେ ବିପିନ ଚନ୍ଦ୍ର ପାଲ ବାଲ ଗଙ୍ଗାଧର ତିଲକ ଗାନ୍ଧୀଜୀଙ୍କ ଦ୍ଵାରା ଭାରତରେ ସଂଗଠିତ ପ୍ରଥମ ଆନ୍ଦୋଳନ କେଉଁଟି ? ଚମ୍ପାରନ ଆନ୍ଦୋଳନ ଖେଡା ଆନ୍ଦୋଳନ ଅହମ୍ମଦାବାଦ ଆନ୍ଦୋଳନ ବଙ୍ଗଭଙ୍ଗ ଆନ୍ଦୋଳନ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାର କେଉଁ ସମ୍ବାଦପତ୍ରିକାଟି ପ୍ରକାଶ କରିଥିଲେ? ଷ୍ଟେଟସ ମ୍ୟାନ ଇଣ୍ଡିଆନ ଟାଇମସ ଟାଇମସ ଅଫ ଇଣ୍ଡିଆ ଇଣ୍ଡିଆନ ଓପିନିୟନ ଇଂରେଜ ସରକାର କୁ ପ୍ରତିବାଦ କରି ଗାନ୍ଧୀଜୀ କେଉ ଉପାଧି ତ୍ୟାଗ କରିଥିଲେ? ନାଇଟ ସାର କାଇଜର-ଇ-ହିନ୍ଦ ମହାତ୍ମା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କେଉଁଠାରେ ଆଇନ ବ୍ୟବସାୟ କରୁଥିଲେ ? କୋଲକାତା ଅହମ୍ମଦାବାଦ ମୁମ୍ବାଇ ଗୁଜୁରାଟ ଖେଡା ଆନ୍ଦୋଳନ ରେ ଗାନ୍ଧୀଜୀଙ୍କର ମୁଖ୍ୟ ସହଯୋଗୀ କିଏ ଥିଲେ ? ଇନ୍ଦୁଲ।ଲ ଯାଞ୍ଜିକ ବଲ୍ଲଭ ଭାଇ ପଟେଲ କହ୍ନେଇ ଲାଲ ଯୋଶୀ ଅ।ନିବେଶ।ନ୍ତ ନିମ୍ନଲିଖିତ ମଧ୍ୟରୁ ବିନା ବିଚାରରେ କାରାଦଣ୍ଡ ଦେବାର ବ୍ୟବସ୍ଥା କେଉଁ ଆଇନ ରେ ଥିଲା ? ରାଓଲଟ ଆଇନ ୧୯୧୯ ଭରତ ଛାଡ ଆନ୍ଦୋଳନ ଜଙ୍ଗଲ ଆଇନ ଅଙ୍ଗୁଳି ଛପା ଆଇନ ଗାନ୍ଧୀଜୀ ଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ତଦନ୍ତ ଅନୁଯାୟୀ ଜଲଲିଆନାବାଲାବ।ଗ ଠାରେ ମୃତକ ଓ ଆହତଙ୍କ ସଂଖ୍ୟା କେତେ ଥିଲା ? ୩୭୯ ଓ ୧୨୦୦ ୧୨୦୦ ଓ ୩୭୯ ୧୨୦୦ ଓ ୨୧୦୦ ୧୨୦୦ ଓ ୩୬୦୦ କେଉଁ ଉଦେଶ୍ୟରେ ଗାନ୍ଧୀଜୀ ନାଟାଲ ଭାରତୀୟ କଂଗ୍ରେସ ଗଠନ କରିଥିଲେ? ଦକ୍ଷିଣ ଆଫ୍ରିକାରେ ଆନ୍ଦୋଳନ କରିବା ପାଇଁ ଦକ୍ଷିଣ ଆଫ୍ରିକା ସରକାର ଙ୍କୁ ଚେତାବନୀ ଦେବା ପାଇଁ ଦକ୍ଷିଣ ଆଫ୍ରିକାରେ ଭାରତୀୟ ମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ଜାଗ୍ରତ ପାଇଁ ଅହିଂସା ଆନ୍ଦୋଳନ କରିବା ପାଇଁ ଇଣ୍ଡିଆ ଊଇନସ ଫ୍ରିଡମ ପୁସ୍ତକର ରଚୟିତା କିଏ? ମହାତ୍ମାଗାନ୍ଧୀ ଜେ.ବି କୃପାଳିନୀ ମୌଳାନା ଆବୁଲ କାଲାମ ଆଜଦ ଚନ୍ଦ୍ରଶେଖର ଆଜଦ ମଗୁ-ଚେମସଫୋର୍ଡ କେଉଁ ପଦବୀରେ ଥିଲେ? ଭରତ ଶାସନ ଆଇନ ୧୯୧୯ ଭରତ ଶାସନ ଆଇନ ୧୯୩୫ ରାଓଲାତ ଆଇନ ଭରତ ଶାସନ ଆଇନ ୧୯୨୦ ଡିସେମ୍ବର ମାସରେ କଂଗ୍ରେସ ବାର୍ଷିକ ଅଧିବେଶନ କେଉଁଠାରେ ବସିଥିଲା? ନାଗପୁର ଲାହୋର କଲିକତା ମାନ୍ଦ୍ରାଜ ମୁସ୍ତାଫା କମାଲ ପାଶାଙ୍କ ନେତୃତ୍ଵ ରେ କେଉଁଠାରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା ? ଇରାକ ଇରାନ ତୁର୍କୀ ଆଫଗାନିସ୍ଥାନ ହର କମିଟି କେବେ ଗଠିତ ହୋଇଥିଲା ? ୧୯୧୮ ଫେବୃଆରି ୧୪ ୧୯୧୯ ଅକ୍ଟୋବର ୧୪ ୧୯୨୦ ଜୁନ ୧୪ ୧୯୨୧ ମେ ୧୪ ନିମ୍ନଲିଖିତ କେଉଁ ଘଟଣା ଓଡିଶାରେ ଅସହଯୋଗ ଆନ୍ଦୋଳନ କୁ କ୍ଷିପ୍ରତର କରିଥିଲା ? ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନ ଓଡିଶା ପ୍ରଦେଶ କମିଟି ବିଦେଶୀ ଦ୍ରବ୍ୟ ବର୍ଜନ ଜାତୀୟ କଂଗ୍ରେସ ଗଠନ ନିମ୍ନଲିଖିତ ମଧ୍ୟରୁ କେଉଁ ଘଟଣା ସ୍ଵାଧୀନତା ସଂଗ୍ରାମ ର ଦ୍ଵିତୀୟ ଅଧ୍ୟାୟ ପାଇଁ ବାଟ ଖୋଲିଦେଲା ? କ୍ୟାବିନେଟ ମିସନ ର ଆଗମନ ସାଇମନ କମିଶନ ଗଠନ କ୍ରୀପସ ମିଶନର ଆଗମନ ଗୋଲଟେବୁଲ ବୈଠକ ବିଜୟଲକ୍ଷ୍ମୀ ପଣ୍ଡିତ କେଉଁ ଆନ୍ଦୋଳନ ସହ ସମ୍ପୃକ୍ତ ? ଚମ୍ପାରନ ଆନ୍ଦୋଳନ ସ୍ଵଦେଶୀ ଆନ୍ଦୋଳନ ଅସହଯୋଗ ଆନ୍ଦୋଳନ ଆଇନ ଅମାନ୍ୟ ଆନ୍ଦୋଳନ ଜବାହାରଲାଲ ନେହେରୁ କେଉଁ ଦିନ ସ୍ଵାଧିନତାର ତ୍ରିରଙ୍ଗା ପତାକା ପ୍ରଥମ ଥର ପାଇଁ ଉଡାଇଥିଲେ ? ୧୯୨୯ ଡିସେମ୍ବର ୩୧ ୧୯୩୦ ଜାନୁୟାରୀ ୨୬ ୧୯୪୭ ଅଗଷ୍ଟ ୧୫ ୧୯୫୦ ଜାନୁୟାରୀ ୨୬ ଦ୍ଵିତୀୟ ଦାଣ୍ଡି ଭାବରେ କେଉଁ ସ୍ଥାନଟି ପରିଗଣିତ ହୁଏ? ସାର୍ଥା ଜାମାନ କୁଣ୍ଡା ଇରମ ଇଡି ଚୌଦିଲିଉ କେଉଁ ରାଜ୍ୟ ର ରାଣୀ ଥିଲେ? ମଣିପୁର ନାଗାଲାଣ୍ଡ ତ୍ରିପୁରା ମିଜୋରାମ ଆମ ସମ୍ବିଧାନ ର କେଉଁ ଧାରା ଅନୁସାରେ ପଣ୍ଡିଚେରି ରେ ଏକ ପରିଷଦ ର ବ୍ୟବସ୍ଥା ରହିଅଛି ? ଧାରା ୨୩୯ ଧାରା ୨୩୯ ଧାରା ୨୬୩ ଧାରା ୨୬୩ କେଉଁ ଧାରା ଅନୁସାରେ ସାଂସଦ ଆଇନ ପ୍ରଣଯନ କରି ଗୋଟିଏ ରାଜ୍ୟ ର ନାମ ପରିବର୍ତ୍ତନ କରିପାରିବ ? ଧାରା ୩ ଧାରା ୪ ଧାରା ୫ ଧାରା ୬ ଗୋଆ,ଡାମନ,ଓ ଡିଉ କେବେ ଭାରତରେ ମିଶିଲେ ? ୧୯୨୧ ଡିସେମ୍ବର ୧୯ ୧୯୬୧ ଜୁନ ୨୩ ୧୯୬୨ ଫେବୃୟାରି ୨୧ ୧୯୬୩ ଡିସେମ୍ବର ୧୯ ମେଘାଳୟ କେବେ ରାଜ୍ୟ ପାହ୍ୟା କୁ ଉନ୍ନୀତ ହେଲା ? ୧୯୭୧ ମସିହା ୧୯୭୨ ମସିହା ୧୯୭୩ ମସିହା ୧୯୭୪ ମସିହା କେଉଁ ଦୁଇଟି ସମ୍ବାଦପତ୍ର ମାଧ୍ୟମରେ କନିକାର ପ୍ରଜାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା ? ସମାଜ ଓ ପ୍ରଜାତନ୍ତ୍ର ସମାଜ ଓ ଉତ୍କଳ ଦୀପିକା ପ୍ରଜାତନ୍ତ୍ର ଓ ଉତ୍କଳଦୀପିକା ସମାଜ ଓ ସ୍ଵରାଜ ସମାଚାର ଉତ୍ତର ଆଧାର : ବିଶେଷଜ୍ଞ