ପ୍ରଶ୍ନ ଲେଖକ କାହିଁକି ନିଜ ଜନ୍ମଭୂମିକୁ ଫେରିପାରିନାହାନ୍ତି ? ଅର୍ଥାଭାବରୁ ନୈତିକ ସାହସ ଅଭାବରୁ ରୋଗଗ୍ରସ୍ତ ଥିବାରୁ ଧର୍ମ ପରିବର୍ତ୍ତନ କରିଥିବାରୁ ଗ୍ରାମର ନବ ଯୁବକ ମାନଙ୍କ ସହିତ କ’ଣ ଚର୍ଚ୍ଚା କରିବା ଲେଖକଙ୍କ ପକ୍ଷରେ ସମ୍ଭବ ନ ଥିଲା ? ସାହିତ୍ୟ ଧର୍ମ ରାଜନୀତି ଖେଳ ସମୟ ସ୍ରୋତରେ ଲେଖକ କେମିତି ଭାସିଚାଲିଛନ୍ତି ? ଫୁଲ ପରି ଶୁଷ୍କ ତୃଣ ପରି ଡଙ୍ଗା ପରି କାଠ ପରି “ଗ୍ରାମଟି ଯାକ ନବାଗତ ଅତିଥିରେ ପରିପୂର୍ଣ୍ଣ ହୋଇଗଲାଣି”-ଏଠାରେ କେଉଁ ନବାଗତ ଅତିଥିଙ୍କ କଥା ଲେଖକ କହିଛନ୍ତି ? ବିଦେଶୀ କୁଣିଆ ନବଜାତ ଶିଶୁ ଭଡାବାଲା କେଉଁ ପର୍ବରେ ଦୋଳିଖେଳର ପ୍ରାଧାନ୍ୟ ଥାଏ? ମକର ସଙ୍କ୍ରାନ୍ତି ରଜ ଦୋଳ ଦଶହରା ଭାରତୀୟ ସଭ୍ୟତା ଆଦର୍ଶ କଣ ? ଭୋଗ ଅହିଂସା ତ୍ୟାଗ ଓ ଆତ୍ମସଂଯମ ଧର୍ମ ପାଳନ ଜଡ ବିଜ୍ଞାନ ମୂଳରେ କେଉଁ ଶାସ୍ତ୍ର ନିହିତ ? ଧର୍ମଶାସ୍ତ୍ର ଗଣିତ ଶାସ୍ତ୍ର ଜ୍ୟୋତିଷ ଶାସ୍ତ୍ର ଅର୍ଥ ଶାସ୍ତ୍ର ଯାବତୀୟ ବୈଷୟିକ ଉନ୍ନତି କେଉଁ ସଭ୍ୟତା ର ଆଦର୍ଶ ରୂପେ ପରିଗଣିତ ହେଉଥିଲା ? ଭାରତୀୟ ଚୀନ ମିଶର ରୋମୀୟ ଓ ଗ୍ରୀସୀୟ ଜଡ ବିଜ୍ଞାନ କେତେ ଭାଗରେ ବିଭକ୍ତ ? ୪ ୨ ୩ ୫ 10. ଭାରତର ବୈଶିଷ୍ଟ୍ୟ କ’ଣ ? ଶାନ୍ତି ମୈତ୍ରୀ ଅଧ୍ୟାତ୍ମିକତା ଅହିଂସା 11. ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ପ୍ରତ୍ୟେକ ଜାଣିବେ ସେତେବେଳେ କ’ଣ ହେବ? ଶାନ୍ତି ପ୍ରତିଷ୍ଠା ହେବ ମୈତ୍ରୀ ର ଧ୍ଵଜା ଉଡିବ ଯୁଦ୍ଧ ହେବ ଧର୍ମ ର ଜୟ ହେବ 12. କେଉଁମାନେ ସର୍ବବୈଧ ବୈଷୟିକ ଜଞ୍ଜାଳ କୁ ବିପଦର ହେତୁ ବୋଲି ଭାବୁଥିଲେ ? ଭାରତୀୟମାନେ ରୋମୀୟମାନେ ଗ୍ରୀସୀୟମାନେ ମିଶରିୟମାନେ 13. ଆଜି କାହିଁକି ବିରାଟ ସାଗର ଦୁର୍ଲାଘ୍ୟ ହୋଇନାହିଁ,କି ତୁଙ୍ଗ ହିମାଳୟ ଦୁରୂହ ହୋଇ ରହିନାହିଁ? ସୃଷ୍ଟିର ରହସ୍ୟ ଭେଦ ହେତୁ ଜଡ ବିଜ୍ଞାନର ଅନୁଶୀଳନ ଓ ଚର୍ଚ୍ଚା ପାଇଁ ଶିକ୍ଷାର ଉନ୍ନତି ହେତୁ ସାହସ ବୃଦ୍ଧି ପାଇବା ହେତୁ 14. ଗୃହସ୍ଥର ପଥ କେତେବେଳେ ପୃଥକ ହୋଇଯାଏ ? ସାଂସାରିକ ବନ୍ଧନରେ ବାନ୍ଧି ହେଲେ ତ୍ୟାଗ ମାର୍ଗରେ ଦୀକ୍ଷିତ ହେଲେ ପରିବାରଠାରୁ ଦୂରେଇ ଗଲେ ଯୋଗ ସାଧନା କଲେ 15. ବର୍ତ୍ତମାନ ପୃଥିବୀ ର ସଭ୍ୟତା ର ଆଦର୍ଶ କ’ଣ ? ମାନବର ସର୍ବାଙ୍ଗୀନ ଉନ୍ନତି ଅର୍ଥ ଉପାର୍ଜନ ଶକ୍ତି ବୃଦ୍ଧି ଧର୍ମରକ୍ଷା 16. ସିନ୍ଧୁକୁ ପୋତିବା ପାଇଁ ରାମଚନ୍ଦ୍ର କାହିଁକି ସ୍ଥିର କଲେ? ଲଙ୍କା ର ସୌନ୍ଦର୍ଜ୍ୟ ଉପଭୋଗ କରିବା ପାଇଁ ସୀତାଙ୍କୁ ପାଇବା ପାଇଁ ଲଙ୍କା ର ରାଜା ହେବା ପାଇଁ ରାଜ୍ୟ ଜୟ ପାଇଁ 17. କବିତାରେ “ରାଘବ” ଶବ୍ଦଟି କାହା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି ? ରାମଚନ୍ଦ୍ର ରାବଣ ବିଭୀଷଣ ଅଙ୍ଗଦ 18. ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ ରାମଚନ୍ଦ୍ର କ’ଣ କଲେ? ଯଜ୍ଞ କଲେ ବିନାଶରେ କୁଶ ଶଯ୍ୟାରେ ସୟନ କଲେ ତପସ୍ୟା କଲେ ମନ୍ତ୍ରପାଠ କଲେ 19. କବିତାରେ “ଡେବରିପୁ” କାହାକୁ କୁହାଯାଇଛି ? ରାମଚନ୍ଦ୍ର ସୁଗ୍ରୀବ ଅଙ୍ଗଦ ରାବଣ 20. ବିଭୀଷଣଙ୍କ ପାଖକୁ ରାବଣ କାହା ମାଧ୍ୟମରେ ବାର୍ତ୍ତା ପଠାଇଥିଲା ? କୁମ୍ଭକର୍ଣ୍ଣ ସୃପଣେଖା ଶୁକ-ସାରଣ ସୁନ୍ଦ-ଉପସୁନ୍ଦ 21. ଅଙ୍ଗଦଙ୍କ ଶାକ୍ତ ଚାପୁଡା ପ୍ରହ।ରରେ ମନ୍ତ୍ରୀଦ୍ବୟଙ୍କର କି ଅବସ୍ଥା ହୋଇଥାନ୍ତା ? ଶରୀର ଚୂର୍ଣ୍ଣ ହୋଇଥାନ୍ତା ସେମାନେ ଉଡି ଯାଇଥାନ୍ତେ ଘରକୁ ଫେରିପାରିନଥାନ୍ତେ ଚେତା ହରାଇଥାନ୍ତେ 22. “ବିଂଶତିକର” କିଏ? ରାମଚନ୍ଦ୍ର ରାବଣ ବିଭୀଷଣ ଅଙ୍ଗଦ 23. ଲଙ୍କା ଫେରିଯିବା ପାଇଁ ବିଭୀଷଣ କି ସର୍ତ୍ତ ରଖିଥିଲେ? ରାଜଗାଦି ପାଇବା ସୀତାଙ୍କୁ ରାମଙ୍କ ହସ୍ତରେ ସମର୍ପଣ କରିବା ସମସ୍ତ ଧନ ତାଙ୍କୁ ଅର୍ପଣ କରିବା ରାମଙ୍କୁ କ୍ଷମା ମାଗିବା 24. ଶୂକ-ସାରଣକେଉଁ ରୂପରେ ସାଗର ଅତିକ୍ରମ କରିଥିଲେ? ବତକ ହଂସ କାଉ ଶୁକପକ୍ଷୀ 25. ଜ୍ୟୋଷ୍ଠଭ୍ରାତା କାହା ସହ ତୁଳନୀୟ? ପିତା ଗୁରୁ ପିତୃବ୍ୟ ସଖା 26. ବଜ୍ରାଘାତସମ ଅଙ୍ଗଡଙ୍କ ପ୍ରହାର ବାଜିଥିଲେ କେଉଁ ପର୍ବତ ଚୁରନ ହୋଇଯାଇଥାନ୍ତା ? ଚିତ୍ରକୁଟ କୈଳାସ ମାଲ୍ୟାବନ୍ତ ବିନ୍ଧ୍ୟ 27. ଶ୍ରୀରାମଙ୍କ ସୈନ୍ୟ ସଂଖ୍ୟା କେତେ ବୋଲି ମନ୍ତ୍ରୀଦ୍ୱୟ କଳନା କଲେ? ଆକାଶର ତାରାଠାରୁ ଅଧିକ ସମୁଦ୍ରର ସେତେ ଶଙ୍ଖ ନାହିଁ ବଗିଚାର ଫୁଲଠାରୁ ବେଶୀ ନଈବାଲି ସହିତ ସମ।ନ 28. “ପିତା ଶତ୍ରୁ ଭକ୍ତି ପୂଣ୍ୟ”-ଏ କଥା ରାବଣ କାହାକୁ କହିଛି ? ଅଙ୍ଗଦ ବିଭୀଷଣ ହନୁମାନ ଶୁକ-ସାରଣ 29. “ବରଗିଳା ସେ ସୁଉକା ସାରଣ “-ଏଥିରେ ବ୍ଯବହ୍ରୁତ “ବରଗିଲା” ଶବ୍ଦ ର ଅର୍ଥ କ’ଣ ? ଡାକିଲା ଭର୍ଛନା ପଠାଇଲା ପ୍ରଶଂସା 30. ରାମଚନ୍ଦ୍ର ବରୁଣଙ୍କୁ ପ୍ରସନ୍ନ କରିବାକୁ କାହିଁକି ଚାହିଁଲେ? ସିନ୍ଧୁ ପୋତିବାରେ ସାହାଯ୍ୟ ପାଇଁ ଲଙ୍କା ଜାୟ ପାଇଁ ସମୁଦ୍ରରେ ଥିବା ଧନରତ୍ନ ଆଶାରେ ଯୁଦ୍ଧରେ ସାହାଯ୍ୟ କରିବାକୁ 31. “ମୁଁ ତ ଦୁନିଆରେ ସବୁଠାରୁ ଶୀଘ୍ର ଚାଲେ”-ଏହା କାହାର ଭକ୍ତି ଥିଲା? ଅଙ୍ଗଦ ଚୌଧରି ଦୀର୍ଘଦେହୀ ପୁରୁଷ ଅଶୋକ ରାଜେଶ୍ଵରୀ 32. ଅଙ୍ଗଦ ଚୌଧୁରୀ କେଉଁ କାର୍ଯ୍ୟରେ ଧଉଳି ପାହାଡ ନିକଟକୁ ଆସିଥିଲେ? ପର୍ଯ୍ୟଟନ ପାଇଁ ଗବେଷଣା କାର୍ଯ୍ୟରେ ଚିତ୍ର ଆଂକିବା ପାଇଁ ଫୋଟ ଉଠାଇବା ପାଇଁ 33. ରାଜନୀତିର ବ୍ରମ୍ହାଣ୍ଡ ବୋଲି କାହାକୁ କୁହାଯାଇଛି ? ବୁଦ୍ଧିକୁ ଶକ୍ତିକୁ ଷଡଯନ୍ତ୍ର ଅର୍ଥକୁ 34. କଳିଙ୍ଗ ଜୟ କରିବାକୁ କେତେଦିନ ସମୟ ଲାଗିବ ବୋଲି ମହାମନ୍ତ୍ରୀ ଅଶୋକଙ୍କୁ କହିଥିଲେ? ୪ ଦିନ ୧ ସପ୍ତାହ ୨ ଦିନ ୧ ମାସ 35. “ଏ ଯୁଦ୍ଧରେ କେହି କେହି ଜଣେ ସେନାପତି ନୁହନ୍ତି । ଆପଣମାନେ ପ୍ରତ୍ୟେକ ଜଣେ ଜଣେ ସେନାପତି “-ଏ କଥା କିଏ କହିଥିଲେ? ଅଶୋକ କୁରୁବାକୀ ରାଜେଶ୍ଵରୀ ମହାମନ୍ତ୍ରୀ 36. ଅଙ୍ଗଦ ଚୌଧୁରୀଙ୍କ ସାମ୍ନାରେ କିଏ ଠିଆ ହୋଇଥିବାର ସେ ଦେଖିଲେ ? ସୈନିକ ଦୀର୍ଘଦେହୀ ପୁରୁଷ ଦେବତା ରାଜକୁମାରୀ 37. “ଆପଣ କ’ଣ କଳିଙ୍ଗ ର ମହାରାଜା”- ଏ କଥା ଅଙ୍ଗଦ କାହାକୁ ପଚାରିଲେ ? ଅଶୋକଙ୍କୁ ରାଜେଶ୍ଵରୀଙ୍କୁ ଦୀର୍ଘଦେହୀ ପୁରୁଷଙ୍କୁ ମହାତ୍ମାନ୍ତ୍ରୀଙ୍କୁ 38. ରାଜେଶ୍ଵରୀ ତାଙ୍କ ସହିତ ସମ୍ମୁଖ ସମର ଯିବା ପାଇଁ କେତେ କଣ ଯୋଦ୍ଧାଙ୍କୁ ବାଛିଥିଲେ? ୧୨ ୧୦ ୮ ୭ 39. ଧଉଳି ପାହାଡ ପାଦଦେଶରେ କେଉଁ ନଦୀ ବାହିଯଉଥିଲା? ମହାନଦୀ ଲୁଣା ଭାର୍ଗବୀ ଦୟା 40. କଳିଙ୍ଗ ରାଜା ତାଙ୍କ ଅନୁପସ୍ଥିତି ରେ କାହାକୁ ରାଜ୍ୟ ର ଦାୟିତ୍ଵ ଅର୍ପଣ କରିବାକୁ ଚାହିଁଥିଲେ? କୁରୁବାକୀ ରାଜେଶ୍ଵରୀ ମନ୍ତ୍ରୀ ସେନାପତି 41. ବାକ୍ୟର ପ୍ରତ୍ୟେକ ଅଂଶକୁ କ’ଣ କୁହାଯାଏ ? ବର୍ଣ୍ଣ ଅକ୍ଷର କାରକ ପଦ 42. ଯେ ସତ୍ୟ କହେ ସେ ପ୍ରଶଂସା ପାଏ-ବାକ୍ୟଟି ସଂକ୍ଷେପରେ ଲେଖିଳୀ କ’ଣ ହେବ? ସତ୍ୟ କହିବା ଲୋକ ପ୍ରଶଂସା ପାଏ ସତ୍ୟବାଦୀ ପ୍ରଶଂସା ମିଳେ ସତ୍ୟ କହିଲେ ପ୍ରଶଂସା ମିଳେ ସତ୍ୟ କହୁଥିଲେ ପ୍ରସଂଶା ମିଳେ 43. ନିମ୍ନୋକ୍ତ ମଧ୍ୟରୁ କିଏ ଏକ ଯୌଗିକ ବାକ୍ୟ ? ପ୍ରଣବ ଜଣେ ଶିଳ୍ପୀ ନମିତାଙ୍କୁ ତାଙ୍କ ଘର ଲୋକ ଭଲ ପାଅ ସରୋଜ ପଡିଆକୁ ଗଲା ମାତ୍ର ଖେଳିବା ଝଡ କମିବାରୁ ପିଲାମାନେ ଘରକୁ ଫେରିଲେ 44. ଲଙ୍କାରେ ହଋଶବ୍ଦ ଖୋଜିବା ବୃଥା-ପ୍ରଶ୍ନସୂଚକ ବାକ୍ୟରେ ପରିଣତ କଲେ କଣ ହେବ? ଲଙ୍କାରେ ପୁଣି ହରି ଶବ୍ଦ ! ଲଙ୍କାରେ ହରି ଶବ୍ଦ ଶୁଣାଯାଏ କି? ଲଙ୍କା ରେ ହରି ଶବ୍ଦ ସୁଣ।ଯାଏ କି? ହରିଶବ୍ଦ ଲଙ୍କାରେ ମିଳିବା ସମ୍ଭବ ନୁହେଁ । 45. “ଘରଟାକୁ ସଫା କରିଦିଅ”-ଏହା କି ପ୍ରକାର ବାକ୍ୟ ? ପ୍ରଶ୍ନସୂଚକ ବିସ୍ମୟସୂଚକ ଆଦେଶସୂଚକ ବିବୃତି ସୂଚକ 46. ବାକ୍ୟ ର କେତୋଟି ରୂପ ଅଛି? ଦୁଇଟି ଚାରୋଟି ପାଞ୍ଚଟି ତିନିଟି 47. ଜମିଦାର ଙ୍କ ପୁଅ ସୁରେନ୍ଦ୍ର ଏ ମନ୍ଦିର ଟୋଲିଛନ୍ତି- ଏ ବାକ୍ୟରେ କର୍ତ୍ତା କିଏ ? ମନ୍ଦିର ଜମିଦାର ସୁରେନ୍ଦ୍ର ପୁଅ 48. ଯେଉଁ ବାକ୍ୟରେ ଗୋଟିଏ ମାତ୍ର ସମାପିକା କ୍ରିୟା ଥାଈ ତାକୁ କି ବାକ୍ୟ କୁହାଯାଏ? ଯୌଗିକ ସରଳ ଜଟିଳ ମିଶ୍ର 49. ବିଶେଷଣ ପଦ ବାକ୍ୟରେ କେଉଁଠାରେ ବସେ? ବିଶେଷ ପଦ ପୂର୍ବରୁ ବାକ୍ୟ ଶେଷରେ କ୍ରିୟା ପରେ ବିଶେଷ୍ୟପଦ ପରେ 50. ହେ ପ୍ରଭୁ! ମତେ ରକ୍ଷା କର ।- ଏହି ବାକ୍ୟରେ “ପ୍ରଭୁ”କି ପଦ ? କ୍ରିୟା ବିଶେଷଣ ଅବ୍ୟୟ ସମ୍ବୋଧନ ଉତ୍ତର ଆଧାର : ବୋର୍ଡ଼ ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )