ବହୁମୂଖୀ ପସନ୍ଦ ପ୍ରଶ୍ନ ଅଧୁନା ଭାରତରେ ସମୁଦାୟ ଆୟତନ ଶତକଡା କେତେ ଭାଗ ଅରଣ୍ୟ ବିସ୍ତ୍ରୁତ ହୋଇ ରହିଛି ? A. ୩୩ B. ୩୦ C. ୨୭ D. ୨୨.୫ ଜୈବ ମଣ୍ଡଳରେ ଥିବା ସମସ୍ତ ଉଦ୍ଭିଦ ,ପ୍ରାଣୀ ଓ ଅନୁଜୀବ ବଞ୍ଚି ରହିବା ପାଇଁ ପରସ୍ପର ସହିତ ସମ୍ପୃକ୍ତ ଓ ନିର୍ଭରଶୀଳ ରହି ପାରସପାରିକ ସହାବସ୍ଥାନ ବ୍ୟବସ୍ଥା କୁ କ’ଣ କୁହାଯାଏ । A. ପରିସ୍ଥିତିକ ସନ୍ତୁଳନ B. ଯାଇବ ମଣ୍ଡଳ C. ପରିସଂସ୍ଥା D. ପରିବେଶ କେଉଁ ରାଜ୍ୟରେ ସର୍ବାଧିକ ଗୁଳ୍ମ ଅରଣ୍ୟ ଦେଖାଯାଏ ? A. ମଧ୍ୟପ୍ରଦେଶ B. ଆନ୍ଧ୍ରପ୍ରଦେଶ C. ରାଜସ୍ଥାନ D. ଅରଣାଚଳ ପ୍ରଦେଶ ନିମ୍ନୋକ୍ତ ମଧ୍ୟରୁ କେଉଁ ଅରଣ୍ୟକୁ ମୁକ୍ତ ଅରଣ୍ୟ କୁହାଯାଏ ? A. ବେସରକାରୀ B. ଗୋଷ୍ଠୀ C. ରାଜ୍ୟ D. ଅବର୍ଗୀକୃତ ଓଡିଶାର ମହାନଦୀ-ବ୍ରାହ୍ମଣୀ-ବୈତରଣୀ ର ମିଶ୍ରିତ ତ୍ରିକୋଣ ଭୂମିରେ ଦେଖାଯାଉଥିବା ଜୁଆରିଆ ଅରଣ୍ୟ କୁ କ’ଣ କୁହନ୍ତି ? A. କ୍ଷୁଦ୍ର ସୁନ୍ଦରବନ B. ସୁନ୍ଦରବନ C. କ୍ରାନ୍ତୀୟ ଶୁଷ୍କ ପର୍ଣ୍ଣମଚି D. ଗୁଳ୍ମ ଅରଣ୍ୟ କେଉଁ ଗଛ ର କାଠରେ ଡଙ୍ଗା ତିଆରି ହୁଏ? A. ଗୁର୍ଜନ B. ବିକାଶୀଳ C. କାଜୁରିନ D. ରୋଜୁ ନିମ୍ନୋକ୍ତ ମଧ୍ୟରୁ କେଉଁଟି କ୍ରାନ୍ତୀୟ କଣ୍ଟାବନ ଓ ଗୁଳ୍ମ ଅରଣ୍ୟ ରେ ଦେଖାଯାଏ ନାହିଁ? A. ସେଦାର B. ଶିମିଳି C. ବାବୁଲ D. ଆକାଶିଆ କେଉଁ ଦୁଇଟି ରାଜ୍ୟରେ “ୟିଲ” ନାମକ ଔଷଧୀୟ ବୃକ୍ଷ ଦେଖାଯାଏ ? A. ହିମାଚଳ ପ୍ରଦେଶ ଓ ଜାମୁକାଶ୍ମୀର B. ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ C. ମିଜୋରାମ ଓ ମଣିପୁର D. ଅରୁଣାଚଳ ପ୍ରଦେଶ ଓ ହିମାଚଳ ପ୍ରଦେଶ ଭାରତରେ ଦେଖାଯାଉଥିବା ସରୀସୃପ ପ୍ରଜାତିର ସଂଖ୍ୟା କେତେ ? A. ୨୦୦ B. ୪୫୬ C. ୩୯୦ D. ୧୨୩୨ “ହୁଲ୍ଲକ ଶିବନ” କହିଲେ ତୁମେ କାହାକୁ ବୁଝ ? A. ହରିଣ B. ଦୀର୍ଘଲଞ୍ଜ ବିଶିଷ୍ଠ ମାଙ୍କଡ C. ବଣ ମଣିଷ D. ଜଙ୍ଗଲି ମେଣ୍ଢା କେଉଁଟି ଏକ ଭିନ୍ନ ପ୍ରଜାତି ? A. ବଟେରୀ B. ଶଙ୍କର ଖୋରା C. ଚିତ୍ତଳ D. ଧନେଶ ଓଡିଶାର କେଉଁ ନଦୀ ମୁହାଣରେ ଅଲିଭ ଋଡଲେ କଇଁଛ ପ୍ରତି ବର୍ଷ ଅଣ୍ଡା ଦେବାକୁ ଆସିଥାନ୍ତି? A. ବ୍ରାହ୍ମଣୀ B. ଋଷିକୁଲ୍ୟା C. ବୈତରଣୀ D. ମଲାଶୁଣି ରେୱା ମାଳଭୂମିରେ ନିମ୍ନୋକ୍ତ କେଉଁ ପ୍ରଜାତିର ବନ୍ୟଜନ୍ତୁ ଦେଖାଯାନ୍ତି? A. ଧାଳା ବାଘ B. କଳା ବାଘ C. କଲରାପତରିଆ ବାଘ D. ଚିତା ବାଘ ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିପଦଗ୍ରସ୍ତ ଜାତି ନୁହେଁ ? A. ବନ୍ୟ ଗଧ B. ଶାଗୁଣା C. କୃଷ୍ଣସାର ମୃଗ D. ଦକ୍ଷିଣ ଭାରତରେ ସିଂହ ଲଞ୍ଜ ବିଶିଷ୍ଟ ହନୁମାନଙ୍କଡ ଜୈବ ବିବିଧତା ଆଇନ କେବେ ପ୍ରଣଯନ କରାଗଲା? A. ୧୯୮୮ B. ୧୯୯୮ C. ୨୦୦୦ D. ୨୦୦୨ ବ୍ୟାଘ୍ର ପ୍ରକଳ୍ପ ଦ୍ରୁଷ୍ଟିରୁ କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ? A. କହ୍ନା B. ମୁଦୁ ମଲାଇ C. ନମଦାଫ D. ସୁଡାଛୁରାଇ କେଉଁଟି ଖାଉଟି ଶୋଷଣର ଏକ ପ୍ରକାର ଭେଦ ନୁହେଁ? A. ସୀମିତ ପ୍ରତିଯୋଗୀତା B. ମିଥ୍ୟା ତଥ୍ୟ C. କୁତ୍ରିମ ଅଭାବ D. ଉଚ୍ଚ ଦର ଖାଉଟି ସୁରକ୍ଷା ପାଇଁ ସରକାର ନିମ୍ନୋକ୍ତ ମଧ୍ୟରୁ କେଉଁ ଉପାୟତି ଅବଲମ୍ବନ କରିନାହାନ୍ତି ? A. ଆଇନ ର ପ୍ରୟୋଗ B. ଖାଉଟି ସୁରକ୍ଷା ଆଇନ ର ପ୍ରଣଯନ C. କୃଷି ଉତ୍ପାଦନ ବୃଦ୍ଧି ପାଇଁ ଗବେଷଣା କାର୍ଯ୍ୟ ତ୍ୱରାନ୍ୱିତ D. ଶିଳ୍ପ ବିକାଶ କ୍ଷେତ୍ରରେ ନୂତନ କାରିଗରୀ ନିୟମର ଅନୁସରଣ ବିଭିନ୍ନ ଜିନିଷର ଦର ନିର୍ଦ୍ଧାରଣରେ ଉତ୍ପାଦନକାରୀ ଓ ବ୍ୟବସାୟୀମାନେ ଅଧିକ କ୍ଷମତାଶାଳି ହେବା ଖାଉଟି ଶୋଷଣର କେଉଁ କାରଣ ଅଟେ? A. ସୀମିତ ଯୋଗାଣ B. ସୀମିତ ତଥ୍ୟ C. ସୀମିତ ପ୍ରତିଯୋଗୀତା D. ସ୍ୱଳ୍ପ ସାକ୍ଷରତା ଭାରତର ପାର୍ଲାମେଣ୍ଟ ରେ ଖାଉଟି ସୁରକ୍ଷା ଆଇନ କେବେ ପ୍ରଣଯନ କରାଯାଇଥିଲା? A. ୨୪ ଡିକେମ୍ବର,୧୯୮୬ B. ୨୨ ଡିକେମ୍ବର,୧୯୮୮ C. ୨୫ ଡିକେମ୍ବର,୨୦୦୨ କେଉଁଟି ଖାଉଟିମାନଙ୍କର ଏକ କର୍ତ୍ତବ୍ୟ ଅଟେ? A. ଦ୍ରବ୍ୟ ଓ ସେବାର ଦର ଜାଣିବା B. ଇଚ୍ଛା ଅନୁଯାୟୀ ଦ୍ରବ୍ୟ ଓ ସେବା କ୍ରୟ କରିବା C. ଦ୍ରବ୍ୟ ଓ ସେବା ର ଗୁଣ ଓ ସାମର୍ଥ୍ୟ ଜାଣିବା D. ଦେଯାର ପ୍ରାପ୍ତି ରସିଦ ମାଗିବା ନାତିଶୀଚୋଷ୍ଣ ପାର୍ବତ୍ୟ ଅରଣ୍ୟ କୁ ଦକ୍ଷିଣ ଭାରତରେ ସ୍ଥାନୀୟ ଭାବେ କ’ଣ କୁହାଯାଏ? A. ବିଦେଶକ B. ଶୋଲାସ C. ପର୍ଣ୍ଣମୋଚି D. ଆଶ୍ରୟ ବଳୟ କେଉଁ ଅରଣ୍ୟରେ ସାଧାରଣ ଜନତାକୁ କାଷ୍ଠ ସଂଗ୍ରହ ଓ ପଶୁଚାରଣ ପାଇଁ ଅନୁମତି ମିଳି ନ ଥାଏ? A. ସଂରକ୍ଷିତ B. ସୁରକ୍ଷିତ C. ଅବର୍ଗୀକୃତ D. ମୌସୁମୀ କେଉଁଟି ଯାଇବ ବିଭିଧତା ର ଏକ ପ୍ରକାରଭେଦ ନୁହେଁ? A. ଜିନିୟ ଜୈବ ବିବିଧତା B. ଜାତି ବିବିଧତା C. ପର୍ଣ୍ଣମୋଚୀ D. ଆଶ୍ରୟ ବଳୟ ଧଳା ଭାଲୁ କେଉଁଠି ଦେଖାଯାନ୍ତି? A. ଭାରତ-ବାଂଲାଦେଶ ସୀମା B. ଭାରତ-ନେପାଳ ସୀମା C. ଭାରତ-ଭୁଟାନ ସୀମା D. ଭାରତ-ଚୀନ ସୀମା ଉତ୍ତର