InDG ଅନ୍ଲାଇନ ପାଠ୍ୟକ୍ରମ ହେଉଛି ଏକ ବହୁଭାଷୀ ଇ – ପାଠ୍ୟକ୍ରମ ପ୍ଲାଟଫର୍ମ ଯାହା ଇ – ଶିକ୍ଷକ, C – DAC ହାଇଦ୍ରାବାଦ ଦ୍ଵାରା ବିକାଶ କରାଯାଇଛି । ପରିବର୍ତ୍ତନଶୀଳ ପୃଥିବୀରେ ବୈଷୟିକ ଉନ୍ନତି ଯେପରି ଭାବରେ ଚାଲିଛି ସେଥିପାଇଁ ସମସ୍ତଙ୍କୁ ଅଧ୍ୟୟନ କରିବାକୁ ପଡିବ । ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଅଧ୍ୟୟନ ପାଇଁ ସୁବିଧା ଦରକାର । ଯିଏ ଯେଉଁଠି ଚାହିଁବ, ଯେପରି ଚାହିଁବ ପାଠ ପଢିପାରିବ । ଅବହେଳିତ ଅବସ୍ଥାରେ ଥିବା ବ୍ୟକ୍ତି / ଗୋଷ୍ଠୀଙ୍କ ପାଇଁ C – DAC ଦ୍ଵାରା ଇ – ଅଧ୍ୟୟନ ପ୍ଲାଟଫର୍ମର ବିକାଶ ଡେଭେଲପମେନ୍ଟ ଗେଟୱେ ପ୍ରୋଗ୍ରାମ (Development Gateway Programme) ସହାୟତାରେ କରାଯାଇଛି । InDG ର ଇ – ଅଧ୍ୟୟନ ପ୍ଲାଟଫର୍ମରେ ବ୍ୟବହୃତ ହେଉଥିବା ତଥ୍ୟ କୃଷି,ପ୍ରାଥମିକ ଶିକ୍ଷା, ସମାଜମଙ୍ଗଳ, ଗ୍ରାମ୍ୟଶକ୍ତି ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପାଠ୍ୟକ୍ରମ ମିଳେ। ଅଧ୍ୟୟନ ବିଷୟବସ୍ତୁ ୧୦ଟି ଭାରତୀୟ ଭାଷାରେ ଉପଲବ୍ଧ ( ଆସାମୀ, ବେଙ୍ଗଲି, ଇଂଲିଶ, ଗୁଜୁରାଟି, ହିନ୍ଦୀ, କନ୍ନଡ, ମରାଠି, ମାଲାଲାୟମ, ତାମିଲ, ତେଲଗୁ) ପାଠ୍ୟକ୍ରମ ଜାତୀୟ ସ୍ତରର ଅନୁଷ୍ଠାନ ମାନଙ୍କ ଦ୍ଵାରା କରାଯାଇଛି । ଏହି ସବୁ କୋର୍ସ ସହରାଞ୍ଚଳ, ଗ୍ରାମ୍ୟ ଏବଂ ଆଦିବାସୀ ଅଞ୍ଚଳ ଗୁଡିକରେ ଟେଲି ସେଣ୍ଟର (CSC, VKC, VRC, e – ଲାଇବ୍ରେରୀ )ରେ ଉପଲବ୍ଧ । ମୁଖ୍ୟ ଅଂଶ ଅନ୍ଲାଇନ ବ୍ୟବହାରକାରୀ ପଞ୍ଜୀକରଣ ସୁବିଧାରେ ଯୋଗ, ଅପଡେଟ ଏବଂ ଡ଼ିଲିଟର ସୁବିଧା ୱିକ ଦ୍ଵାରା ବିଷୟ ବସ୍ତୁ ବିକାଶ । କାର୍ଯ୍ୟକର୍ତ୍ତା ପ୍ରଶାସନିକ ଇନଷ୍ଟ୍ରକଟର ବ୍ୟବହାରକାରୀ / ଛାତ୍ର / ପାଠକ ଆଧାର - ପୋର୍ଟାଲ ଟିମ