ଭାରତରେ ଶକ୍ତି ସମ୍ପର୍କିକ ପାଠ୍ୟକ୍ରମ ଥିବା ଶିକ୍ଷା ସଂସ୍ଥାନ ଟେରି ବିଶ୍ବବିଦ୍ୟlଳୟ ପଣ୍ଡିଚେରୀ ବିଶ୍ବବିଦ୍ୟlଳୟ ଆଇଆଇଟି ଦିଲ୍ଲୀ ଆଇଆଇଟି ମୁମ୍ବାଇ ଏନଆଇଟି ତ୍ରିଚିନାପଲ୍ଲୀ ଯ଼ାଦବପୁର ବିଶ୍ବବିଦ୍ୟlଳୟ ଜୈନ ବିଶ୍ବବିଦ୍ୟlଳୟ ଦୂରସ୍ଥ ଶିକ୍ଷା ମାଧ୍ୟମରେ ଶକ୍ତି ସମ୍ପର୍କିତ ପାଠ୍ୟକ୍ରମ ପ୍ରଦାନ କରୁଥିବା ସଂସ୍ଥାନ ଟେରି ବିଶ୍ବବିଦ୍ୟlଳୟ ୟୁଏନସିସି : ଜଳବାୟୁ ପରିବର୍ତନ ବିଷଯରେ ପରିଚଯାତ୍ମକ ଇ କୋର୍ସ ବିଷୟରେ ଶିଖନ୍ତୁ ଏହି ଇ କୋର୍ସ ଯ଼ାହା ନିଶୁଳ୍କ ଉପଲବ୍ଧ ଓ ଏଥିରେ ଛଅଟି ମଡ୍ଯୁଲ ରହିଛି ଏବଂ ଏହାକୁ ପୂରା କରିବାକୁ ପାଖାପାଖି 2 ଘଣ୍ଟା ଲାଗେ. 1. ଜଳବାୟୁ ପରିବର୍ତନ ବିଜ୍ଞାନ 2. ଜଳବାୟୁ ପରିବର୍ତନ ପାଇଁ ଆନ୍ତର୍ଜାତିକ ଆଇନଗତ ବ ନୀତିଗତ ଫ୍ରେମବାର୍କ3. ଜଳବାୟୁ ପରିବର୍ତନ ଆଡାପଟେସନ 4. ଜଳବାୟୁ ପରିବର୍ତବନ ମିଟିଗେସନ ଏବଂ ଲୋ କାର୍ବନ ଡେଭଲପମେଣ୍ଚ 5. ଜଳବାୟୁ ପରିବର୍ତନ ଅର୍ଥନୀତି 6. ଜଳବାୟୁ ପରିବର୍ତନ ପାଇଁ ଯ଼ୋଜନା ଅଧିକ ଜାଣିବା ପାଇଁ ଲଗ ଅନ କରନ୍ତୁ UN Introductory course on Climate Change ନେସନାଲ ପାବାର ଟ୍ରେନିଂ ଇନଷ୍ଚିଚ୍ଯୁଟ ଦ୍ବାରା ଦିଆଯ଼ାଉଥିବା ପ୍ରଶିକ୍ଷଣ ନେସନାଲ ପାବାର ଟ୍ରେନିଂ ଇନଷ୍ଚିଚ୍ଯୁଟ (ଏନଟିପିଆଇ) ହେଉଛି ଏକ ଆଇଏସଓ 9001ଆଇଏସଓ 14001 ସଙ୍ଗଠନ ଓ ଏହା ହେଉଛି ପାବାର କ୍ଷେତ୍ରରେ ପ୍ରଶିକ୍ଷଣ ଓ ମାନବ ସମ୍ବଳ ବିକାଶ ପାଇଁ ଏକ ରାଷ୍ଟ୍ରୀୟ ଆପେକ୍ସ ବଡି. ଏହାର କର୍ପୋରେଟ ଅଫିସ ଫରିଦାବାଦରେ ରହିଛି. ଏନଟିପିଆଇ ଦେଶର ବିଭିନ୍ନ ପାବାର ଜୋନ ମାଧ୍ୟମରେ ଅଖିଳ ଭାରତୀୟ ସ୍ତରରେ କାମ କରେ. ଏହି ଜୋନ ଗୁଡିକ ହେଲା ଫରିଦାବାଦ, ନଯେଭଲି (1965) ଦୁର୍ଗାପୁର (1968), ବଦରପୁର ନୂଆଦିଲ୍ଲୀ(1974). ନାଗପୁର (1975), ବେଙ୍ଗାଲୁରୁ , ଗୁଆହାଟି, ନଙ୍ଗଲ,ସେଣ୍ଚର ଫର ଆଡଭାନ୍ସଡ ମାନେଜମେଣ୍ଟନେସନାଲ ପାବାର ଟ୍ରେନିଂ ଇନଷ୍ଚିଚ୍ଯୁଟ (ଏନଟିପିଆଇ) ଏମବିଏ, ପାବାର ମାନେଜମେଣ୍ଟ, ପିଜି ଡିପ୍ଲୋମା ଇନ ହାଇଡ୍ରୋ /ପାବାର ଜେନେରେସନ ଇତ୍ୟlଦି ପାଠ୍ୟକ୍ରମ ପ୍ରଦାନ କରେ . ଏନଟିପିଆଇ ବିଶ୍ବର ଏହି ଭଳି ଏକମାତ୍ର ସଂସ୍ଥାନ ଯ଼ିଏ କ୍ଷେତ୍ରରେ ବିଜୁଳି କ୍ଷଏକାଡେମିକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରଦାନ କରେ For more information, visit https://npti.gov.in/ .