ଶକ୍ତି ଏବଂ ମହିଳା ସଶକ୍ତିକରଣ କଣ ? ମହିଳା ମାନେ ସାଧାରଣ ଭାବେ ଗ୍ରାମୀଣ ଶକ୍ତି ଆବଶ୍ୟକତା ଥିବା ପ୍ରକ୍ରିୟ।ର ଅଂଶ ବିଶେଷ ହୋଇଥାନ୍ତି । କାରଣ ସେମାନେ ଗୁରୁତ୍ଵପୂର୍ଣ୍ଣ କାମ କରିଥାନ୍ତି ଯ଼େପରିକି ଘରୋଇ ଆବଶ୍ୟକତା ଅନୁସାରେ ସୁରକ୍ଷିତ ଓ ପର୍ଯ୍ୟାପ୍ତ ପାଣି ଆଣିବା, ଗୃହପାଳିତ ପଶୁଙ୍କୁ ଖାଦ୍ୟ ପ୍ରଦାନ କରିବା, ଚାଷ କାମ କରିବା ଓ ଅନ୍ୟ କାମରେ ନିୟୋଜିତ କରିଥାନ୍ତି । ମହିଳା ଓ ଶକ୍ତି ମଧ୍ୟରେ ଶକ୍ତିଶାଳୀ ସମ୍ପର୍କ ରହିଛି। ସେମାନେ ଶକ୍ତିକୁ ଅଧିକ ବ୍ୟବହାର କରନ୍ତି । ସୀମିତ ମାତ୍ରାରେ ଶକ୍ତି ର ଉପଲବ୍ଧତା ତାଙ୍କ ପାଇଁ ଏକ ସମସ୍ୟା ଓ ଯାହା ବିଶେଷ ଭାବେ ଗ୍ରାମୀଣ ଅଂଚଳରେ ତାଙ୍କର ଉପରେ ଖୁବ ଅଧିକ ପ୍ରଭାବ ପକାଇଥାଏ। ସେମାନଙ୍କର ଘରକୁ ଇନ୍ଧନ ଯୋଗାଇବା ଓ ଅନ୍ୟ ଉତ୍ପାତକ କାମ କରିବାକୁ ମହିଳା ମାନଙ୍କୁ ଅଧିକ ସମୟ ଦେବା ସହ ଶାରୀରିକ ପରିଶ୍ରମ କରିବାକୁ ପଡିଥାଏ। ସେମାନଙ୍କୁ ନିଜେ ପରିଶ୍ରମ କରି ଦୀର୍ଘ ରାସ୍ତା ଅତିକ୍ରମ କରି ଭାରୀ ବୋଝ ବହି ଏହି ଆବଶ୍ୟକତାକୁ ପୂରଣ କରିବାକୁ ପଡିଥାଏ ଓ ଏହା ତାଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ବିପଦରେ ପକାଇଥାଏ। ସୀମିତ ମାତ୍ରାରେ ଇନ୍ଧନ ପାଇଁ କାଠ ଉପଲବ୍ଧ ହେଲେ ତାହା ପରିବାରର ଖାଦ୍ୟ ଅଭ୍ୟାସ ଉପରେ ପ୍ରଭାବ ପକାଇଥାଏ ଓ ଏହା ତାଙ୍କର ପୋଷଣ ଜନିତ ଆବଶ୍ୟକତା ଉପରେ ପ୍ରଭାବ ପକାଇଥାଏ । ମହିଳା ମାନେ ରନ୍ଧନ କାମ କରୁଥିବାରୁ ସେମାନେ ଓ ତାଙ୍କର ଛୋଟ ପିଲା ମାନେ ଧୁଆଁ ମଧ୍ୟରେ ରହିବାକୁ ବାଧ୍ୟ ହୁଅନ୍ତି ଓ ସେମାନଙ୍କୁ ଶ୍ଵାସଜନିତ ରୋଗ ହୋଇଥାଏ। ଶକ୍ତି ସେବାର ଅନୁପଲବ୍ଧତା ଦାରିଦ୍ର, ସ୍ୱାସ୍ଥ୍ୟ ସେବା, କମ ଶିକ୍ଷା ସ୍ତର ଓ କମ ରୋଜଗାର ସମ୍ଭାବନା ସହିତ ପ୍ରତ୍ୟକ୍ଷ ଭାବେ ଜଡିତ। ମହିଳା ମାନେ ଦୈନିକ ଘର କାମ 8 ଘଣ୍ଟା ପର୍ଯ୍ୟନ୍ତ କରନ୍ତି ଓ ଛୋଟ ପିଲା ମାନେ ତାଙ୍କ ସହ ରହନ୍ତି। ପାରମ୍ପାରିକ ଷ୍ଟୋଭରେ ବାଇଓମାସର ଅପର୍ଯ୍ୟାପ୍ତ ବ୍ୟବହାର ତଥା ଭେଣ୍ଟିଲେସନ ନ ଥିବା କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏହା ସାଧାରଣତଃ ମହିଳା ଓ ପିଲାମାନଙ୍କୁ ହୋଇଥାଏ। ରନ୍ଧନ ପାଇଁ ଘରେ ବ୍ୟବହାର ହେଉଥିବା ଇନ୍ଧନ ମହିଳା ମାନେ ସାଧାରଣ ଭାବେ ଗ୍ରାମୀଣ ଶକ୍ତି ଆବଶ୍ୟକତା ଥିବା ପ୍ରକ୍ରିୟ। ର ଅଂଶ ବିଶେଷ ହୋଇଥାନ୍ତି । କାରଣ ସେମାନେ ଗୁରୁତ୍ଵପୂର୍ଣ୍ଣ କାମ କରିଥାନ୍ତି ଯ଼େପରିକି ଘରୋଇ ଆବଶ୍ୟକତା ଅନୁସାରେ ସୁରକ୍ଷିତ ଓ ପର୍ଯ୍ୟାପ୍ତ ପାଣି ଆଣିବା, ଗୃହପାଳିତ ପଶୁଙ୍କୁ ଖାଦ୍ୟ ପ୍ରଦାନ କରିବା, ଚାଷ କାମ କରିବା ଓ ଅନ୍ୟ କାମରେ ନିୟୋଜିତ କରିଥାନ୍ତି । ମହିଳା ଓ ଶକ୍ତି ମଧ୍ୟରେ ଶକ୍ତିଶାଳୀ ସମ୍ପର୍କ ରହିଛି। ସେମାନେ ଶକ୍ତିକୁ ଅଧିକ ବ୍ୟବହାର କରନ୍ତି । ସୀମିତ ମାତ୍ରାରେ ଶକ୍ତି ର ଉପଲବ୍ଧତା ତାଙ୍କ ପାଇଁ ଏକ ସମସ୍ୟା ଓ ଯାହା ବିଶେଷ ଭାବେ ଗ୍ରାମୀଣ ଅଂଚଳରେ ତାଙ୍କର ଉପରେ ଖୁବ ଅଧିକ ପ୍ରଭାବ ପକାଇଥାଏ। ସେମାନଙ୍କର ଘରକୁ ଇନ୍ଧନ ଯୋଗାଇବା ଓ ଅନ୍ୟ ଉତ୍ପାତକ କାମ କରିବାକୁ ମହିଳା ମାନଙ୍କୁ ଅଧିକ ସମୟ ଦେବା ସହ ଶାରୀରିକ ପରିଶ୍ରମ କରିବାକୁ ପଡିଥାଏ। ସେମାନଙ୍କୁ ନିଜେ ପରିଶ୍ରମ କରି ଦୀର୍ଘ ରାସ୍ତା ଅତିକ୍ରମ କରି ଭାରୀ ବୋଝ ବହି ଏହି ଆବଶ୍ୟକତାକୁ ପୂରଣ କରିବାକୁ ପଡିଥାଏ ଓ ଏହା ତାଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ବିପଦରେ ପକାଇଥାଏ। ସୀମିତ ମାତ୍ରାରେ ଇନ୍ଧନ ପାଇଁ କାଠ ଉପଲବ୍ଧ ହେଲେ ତାହା ପରିବାରର ଖାଦ୍ୟ ଅଭ୍ୟାସ ଉପରେ ପ୍ରଭାବ ପକାଇଥାଏ ଓ ଏହା ତାଙ୍କର ପୋଷଣ ଜନିତ ଆବଶ୍ୟକତା ଉପରେ ପ୍ରଭାବ ପକାଇଥାଏ । ମହିଳା ମାନେ ରନ୍ଧନ କାମ କରୁଥିବାରୁ ସେମାନେ ଓ ତାଙ୍କର ଛୋଟ ପିଲା ମାନେ ଧୁଆଁ ମଧ୍ୟରେ ରହିବାକୁ ବାଧ୍ୟ ହୁଅନ୍ତି ଓ ସେମାନଙ୍କୁ ଶ୍ଵାସଜନିତ ରୋଗ ହୋଇଥାଏ। ଶକ୍ତି ସେବାର ଅନୁପଲବ୍ଧତା ଦାରିଦ୍ର, ସ୍ୱାସ୍ଥ୍ୟ ସେବା, କମ ଶିକ୍ଷା ସ୍ତର ଓ କମ ରୋଜଗାର ସମ୍ଭାବନା ସହିତ ପ୍ରତ୍ୟକ୍ଷ ଭାବେ ଜଡିତ। ମହିଳା ମାନେ ଦୈନିକ ଘର କାମ 8 ଘଣ୍ଟା ପର୍ଯ୍ୟନ୍ତ କରନ୍ତି ଓ ଛୋଟ ପିଲା ମାନେ ତାଙ୍କ ସହ ରହନ୍ତି। ପାରମ୍ପାରିକ ଷ୍ଟୋଭରେ ବାଇଓମାସର ଅପର୍ଯ୍ୟାପ୍ତ ବ୍ୟବହାର ତଥା ଭେଣ୍ଟିଲେସନ ନ ଥିବା କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏହା ସାଧାରଣତଃ ମହିଳା ଓ ପିଲାମାନଙ୍କୁ ହୋଇଥାଏ। ପ୍ରତି ଘର ରନ୍ଧନ କାମରେ ବ୍ୟବହାର ହେଉଥିବା ଇନ୍ଧନ ମୋଟ ସଂଖ୍ୟ। ପ୍ରତିଶତ ମୋଟ ଗ୍ରାମୀଣ ସହରୀ ମୋଟ ଗ୍ରାମୀଣ ସହରୀ ମୋଟ ଘର 24,66,92,667 16,78,26,730 7,88,65,937 100। 0 100। 0 100। 0 କାଠ 12,08,34,388 10,49,63,972 1,58,70,416 49। 0 62। 5 20। 1 ଶସ୍ଯର ବଳକା 2,18,36,915 2,06,96,938 11,39,977 8। 9 12। 3 1। 4 ଗୋବର 1,96,09,328 1,82,52,466 13,56,862 7। 9 10। 9 1। 7 କୋଇଲା, ଲିଗନାଇଟ। 35,77,035 12,98,968 22,78,067 1। 4 0। 8 2। 9 କିରୋସିନି 71,64,589 12,29,476 59,35,113 2। 9 0। 7 7। 5 ଏଲପିଜି/ ପିଏନଜି 7,04,22,883 1,91,37,351 5,12,85,532 28। 5 11। 4 65। 0 ବିଜୁଳି 2,35,527 1,18,030 1,17,497 0। 1 0। 1 0। 1 ବାଇଓ ଗ୍ୟାସ 10,18,978 6,94,384 3,24,594 0। 4 0। 4 0। 4 ଆଉ କିଛି 11,96,059 10,40,538 1,55,521 0। 5 0। 6 0। 2 ରନ୍ଧନ ନାହିଁ 7,96,965 3,94,607 4,02,358 0। 3 0। 2 0। 5 ଗ୍ରାମୀଣ ଭାରତର 62 ପ୍ରତିଶତ ଲୋକ ରନ୍ଧନ କାମ ପାଇଁ କାଠର ବ୍ୟବହାର କରନ୍ତି। ମହିଳା ମାନେ ବେଳେ ବେଳେ ପ୍ରତିଦିନ ହାରାହାରି 8 ଘଣ୍ଟା ଜାଳେଣୀ କାଠ ପତ୍ର ଆଦି ଆଣିବା ପାଇଁ ଖର୍ଚ୍ଚ କରନ୍ତି। ତେଣୁ ସେମାନଙ୍କୁ ଉପାର୍ଜନ କରିବା ପାଇଁ କୌଣସି ଗତିବିଧିରେ ସାମିଲ ହେବାକୁ ସମୟ ମିଳେ ନାହିଁ। ପିଲା ମାନେ ମଧ୍ୟ ଜାଳେଣୀ କାଠ ଏକତ୍ରିତ କରିଥାନ୍ତି ଏହା ତାଙ୍କର ପାଠପଢାରେ ବ୍ୟ। ଘାତ ସୃଷ୍ଟି କରିଥାଏ। ଗ୍ରାମୀଣ ଭାରତରେ ରନ୍ଧନ କାମରେ କିରୋସିନିର ମଧ୍ୟ ବହୁଳ ବହୁଳ ବ୍ୟବହାର ହୁଏ। କିରୋସିନି ଯ଼େ କେବଳ ମହଙ୍ଗା ତା ନୁହେଁ ବରଂ ଏହାକୁ ବ୍ୟବହାର କଲେ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୁଏ। କିରୋସିନି ଦ୍ଵାରା ଘର ଭିତରେ ରୋଷେଇ କଲେ ବାୟୁ ପ୍ରଦୂଷଣ ହେବା ସହ ଶ୍ଵାସଜନିତ ରୋଗ ମାନ ଦେଖାଯାଏ। ବସ୍ତି ମାନଙ୍କରେ ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟ ସାଧାରଣ କଥା । ଘର ଭିତରର ପ୍ରଦୂଷଣ ବର୍ତ୍ତମାନ ପର୍ଯ୍ୟନ୍ତ ଘର ଭିତରର ପ୍ରଦୂଷଣର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କରେ ବୈଜ୍ଞାନିକ ମାନେ ଅପେକ୍ଷାକୃତ କମ ଧ୍ୟାନ ଦେଉଥିଲେ। ଘର ଭିତରର ପ୍ରଦୂଷଣ ସ୍ରୋତ ଯାହା ଗ୍ୟାସ କିମ୍ବା ପାର୍ଟିକିଲ ବାୟୁକୁ ଛାଡେ ତାହା ଘରେ ଘର ଭିତରର ପବନ ଗୁଣବତ୍ତା ସମସ୍ୟାର କାରଣ ଅଟେ। ଯ଼ଦି ଠିକ ଭାବେ ବାୟୁ ଚଳାଚଳ କରୁ ନ ଥାଏ ତେବେ ଆବଶ୍ୟକ ମାତ୍ରାରେ ବାହାରୁ ପବନ ଆସି ଘର ଭିତରେ ବିକରିତ ହୋଇଥିବା ପ୍ରଦୂଷଣର ସ୍ତରକୁ କମ କରାଇ ଦେଇ ନଥାଏ ଓ ଏହା ଦ୍ଵାରା ଘର ଭିତରର ପ୍ରଦୂଷଣ ମାତ୍ରା ବଢିପାରେ। ଉଚ୍ଚ ତାପମାତ୍ରା ଓ ଆର୍ଦତା ମଧ୍ୟ ପ୍ରଦୂଷଣର ମାତ୍ରାକୁ ବଢାଇ ଦେଇ ପାରେ । ଘର ଭିତରେ ଦହନଶୀଳ ପଦାର୍ଥ ଗୁଡିକ ହିଟିଂ, ରନ୍ଧନ କାର୍ଯ୍ୟସହ ସମ୍ପର୍କରେ ଆସିବା ଓ ସିଗାରେଟ ଟାଣିବା ଦ୍ଵାରା ସହର ଅଂଚଳରେ ଯ଼େଉଁ ସ୍ୱାସ୍ଥ୍ୟ ,ସମସ୍ୟା ଦେଖା ଦେଉଦେଉଛି ସେ ସମ୍ପର୍କରେ ଆକଳନ ହେବା ଆବଶ୍ୟକ । ଘର ଭିତରେ ବାୟୁ ପ୍ରଦୂଷଣ ଅନେକ କାରଣରୁ ବଢୁଛି। ଅଧିକ ଗୁଂଜା ଓ ସିଲ ହୋଇଥିବା ଘର ନିର୍ମାଣ, ବାୟୁ ଚଳାଚଳ ପାଇଁ ଘରେ ବ୍ୟବସ୍ଥା ନ ଥିବା , ଭବନ ନିର୍ମାଣରେ ସିନ୍ଥେଟିକ ର ବ୍ୟବହାର, ଘରର ବିଭିନ୍ନ ଉପକରଣରେ କେମିକାଲ ଉତ୍ପାଦ, ପେଷ୍ଟିସାଇଡ ଆଦିର ବ୍ୟବହାର କାରଣରୁ ଏହି ପ୍ରଦୂଷଣ ବଢୁଛି। ଘର ଭିତରର ବାୟୁ ପ୍ରଦୂଷଣ ଭବନ ଭିତରୁ ଆରମ୍ଭ ହୋଇପାରେ କିମ୍ବା ବାହାରୁ ଆସିପାରେ । ନାଇଟ୍ରୋଜେନ ଡାଇ ଅକ୍ସାଇଡ, କାର୍ବନ ମନୋକ୍ସାଇଡ ଏବଂ ଲିଡ ପରି ଅନେକ ପ୍ରଦୂଷଣକାରୀ ରହିଛନ୍ତି ଯାହା ବନ୍ଦଥିବା ସ୍ଥାନରେ ବାୟୁର ଗୁଣବତ୍ତାକୁ ପ୍ରଭାବିତ କରିଥାନ୍ତି। ଭାରତ ଭଳି ଏକ ବିକାଶଶୀଳ ଦେଶରେ ଗ୍ରାମୀଣ ଭାରତରେ ଲୋକ ମାନେ ଖରାପ ଘର ଭିତରର ବାୟୁ ଗୁଣବତ୍ତା ବାବଦରେ ବିପଦରେ ଅଛନ୍ତି। ଭାରତରେ 3। 5 ମିଲିୟନ ଲୋକ ମାନେ ବର୍ତ୍ତମାନ ମଧ୍ୟ ସେହି ପାରମ୍ପରିକ ଇନ୍ଧନ ଯ଼େପରି କାଠ, କୋଇଲା ଓ ଗାଇ ଗୋବର ଉପରେ ନିର୍ଭର କରି ରନ୍ଧନ ଓ ଅନ୍ୟ କାମ କରୁଛନ୍ତି । ଏଭଳି ଇନ୍ଧନ ଜାଳିବା ଦ୍ଵାରା ବିପୁଳ ମାତ୍ରାରେ ଧୁଆଁ ହୁଏ ଓ ବାୟୁ ମଣ୍ଡଳ ପ୍ରଦୂଷିତ ହୁଏ । ମହିଳା ଓ ପିଲା ମାନେ ଅଧିକାଂଶ ସମୟ ଘର ଭିତରେ ରହୁଥିବାରୁ ସେମାନଙ୍କ ଉପରେ ଏହାର ସର୍ବାଧିକ ପ୍ରଭାବ ପଡିଥାଏ ଘର ଭିତରର ପବନର ଖରାପ ଗୁଣବତ୍ତା ଫଳରେ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ। ଏମାନଙ୍କ ମଧ୍ୟରୁଲ କିଛି ତଳେ ଦିଆଗଲା କାଶିବା, ଛିଙ୍କିବା ଆଖି ଲାଲ ହେବା ଦୁର୍ବଳତା ଆସିବା ମୁର୍ଛା ହେବା ମୁଣ୍ଡ ବଥା ହେବା ଉପର ଶ୍ବସନ ପ୍ରକ୍ରିୟ। ରେ ଅସୁବିଧା ହେବା ନାକ ବନ୍ଦ ହେବା ନାକରୁ ରକ୍ତ ବାହାରିବା ନିଶ୍ଵାସ ନେବାରେ କଷ୍ଟ ହେବା କଫ ହେବା, ଗଳା ବସିବା ଆଜମା ବଢିବା ଗୁରୁତର ଫୁସଫୁସ ଜନିତ ରୋଗ ହେବା ଘର ଭିତରର ପ୍ରଦୂଷ ସମାଧାନର ବାଟ ଶକ୍ତି ସାମର୍ଥ ଥିବା ଧୁଆଁ ବିହୀନ ଚୁଲା ବ୍ୟବହାର କରନ୍ତୁ ଏବଂ ସୌର ଓ ବାୟୋ ଗ୍ୟାସ ଭଳି ସଫା ଇନ୍ଧନ ହେଉଛି ଏହାର ସମ୍ଭାବ୍ୟ ସମାଧାନ ଯାହା କରିବାକୁ ବର୍ତ୍ତମାନ ଚେଷ୍ଚା କରାଯାଉଛି । ସ୍ରୋତ ଇନଡିଜି ନୀତି ସମର୍ଥନ ଶକ୍ତି ସଂରକ୍ଷଣ ଆଇନ ଓ ନୀତି ଶକ୍ତି ସଂରକ୍ଷଣ ଆଇନ ଶକ୍ତି ସଂଚୟ ଓ ଶକ୍ତି ସାମର୍ଥରେ ବୃଦ୍ଧି ସମ୍ପର୍କରେ ଅପାର ସମ୍ଭାବନା ଥିବା କାରଣରୁ ଭାରତ ସରକାର ଶକ୍ତି ସଂରକ୍ଷଣ ଆଇନ 2001 ପ୍ରଣୟନ କରିଛନ୍ତି ଏହି ଆଇନରେ ଦେଶରେ ଶକ୍ତି ସାମର୍ଥ ଅଭିଯାନକୁ କାର୍ଯ୍ୟକାରୀ ନେଇ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଆଇନଗତ ଫ୍ରେମବାର୍କ, ସଂସ୍ଥାଗତ ବ୍ୟବସ୍ଥା ତଥା ନିୟମକ ମେକାନିଜମର ବ୍ୟବସ୍ଥା ରହିଛି। ଏହି ଆଇନରେ ପାଂଚଟି ପ୍ରମୁଖ ବ୍ୟବସ୍ଥା ଗୁଡିକ ଡେଜିଗ୍ନେଟେଡ କଂଜୁମର, ଷ୍ଚାଣ୍ଡାର୍ଡ ଏଣ୍ଡ ଲେବେଲିଂ ଆପ୍ଲାଏନସେସ, ଏନର୍ଜୀ କଂଜର୍ଭେସନ ବିଲ୍ଡିଂ କୋଡ, ଇଂସ୍ଟିଚ୍ଯୁସନାଲ ସେଟ ଅର (ବିଇଇ)ର ସ୍ଥାପନା ତଥା ଶକ୍ତି ସଂରକ୍ଷଣ ପାଣ୍ଠିର ଗଠନ ସହ ସମ୍ପର୍କିତ ରହିଛି। ଶକ୍ତି ସଂରକ୍ଷଣ ଆଇନ 2002, ମାର୍ଚ 1ରୁ ଲାଗୁ ହେଲା ଓ ବ୍ୟୁରୋ ଅଫ ଏନର୍ଜି ଏଫିସିଏନ୍ସି (ବିଇଇ) ମଧ୍ୟ ସେହି ଦିନ କାମ ଆରମ୍ଭ କଲା । ବର୍ତ୍ତମାନ ଭାରତରେ ଏନର୍ଜି ଏଫିସିଏନ୍ସି ଇନଷ୍ଟିଚ୍ୟୁସନାଲ ପ୍ରାକ୍ଟିସେସ ଏଣ୍ଡ ପ୍ରୋଗ୍ରାମ ସାଧାରଣତଃ ଶକ୍ତି ସଂରକ୍ଷଣ ଆଇନ 2002ର କିଛି ସ୍ଵେଚ୍ଛାକୃତ ଓ ଅନିବାର୍ଯ଼ ବ୍ୟବସ୍ଥା ଦ୍ଵାରା ଚାଲୁଛି। 2010 ମସିହାରେ ଏହି ଆଇନରେ ସଂଶୋଧନ କରାଯାଇଛି। ମୁଖ୍ୟ ସଂଶୋଧନ ଗୁଡିକ ନିମ୍ନରେ ପ୍ରଦାନ କରାଗଲା ଶକ୍ତି ସଂରକ୍ଷଣ (ସଂଶୋଧନ) ଆଇନ 2010 ମୁଖ୍ୟ ସଂଶୋଧନ ନିର୍ଧାରଣ କରାଯାଇଥିବା ପ୍ରକ୍ରିୟ। ଅନୁସାରେ ନିର୍ଧାରିତ ନିୟମ ଓ ମାନକ ତୁଳନାରେ କମ ଶକ୍ତି ଖର୍ଚ୍ଚ କରିଥିବା ନାମିତ ଗ୍ରାହକଙ୍କୁ କେନ୍ଦ୍ର ସରକାର ଶକ୍ତି ସଂଚୟ ପ୍ରମାଣପତ୍ର ପ୍ରଦାନ କରିପାରିବେ। ନିର୍ଧାରଣ କରାଯାଇଥିବା ପ୍ରକ୍ରିୟ। ଅନୁସାରେ ନିର୍ଧାରିତ ନିୟମ ଓ ମାନକ ତୁଳନାରେ ଅଧିକ ଶକ୍ତି ଖର୍ଚ୍ଚ କରିଥିବା ନାମିତ ଗ୍ରାହକଙ୍କୁ ଶକ୍ତି ସଂଚୟ ପ୍ରମାଣପତ୍ର କ୍ରୟ କରିବାକୁ ପଡିବ ଯାହା ଫଳରେ ସେ ନିର୍ଧାରିତ ନିୟମ ଓ ମାନକକୁ ସେ ଅନୁପାଳନ କରିପାରିବେ। କେନ୍ଦ୍ର ସରକାର ବ୍ୟୁରୋ ସହିତ ପରାମର୍ଶ କରି ପ୍ରତି ମେଟ୍ରିକ ଟନ ତେଲ ଶକ୍ତି ଖର୍ଚ୍ଚ ର ସମକକ୍ଷ ହେବାର ମୁଲ୍ୟ ନିର୍ଧାରଣ କରି ପାରିବେ ବାଣିଜ୍ୟକ ଭବନ ଯ଼େଉଁଥିରେ 100 କିଲୋବାଟ ଲୋଡ ସହ ସଂଯୋଗ ହୋଇଥିବ କିମ୍ବା 120 କେଭିଏର କଣ୍ଚ୍ରାକ୍ଟ ଡିମାଣ୍ଡ କିମ୍ବା ତଦୁର୍ଧ ଥିବ, ସେମାନେ ଇସି ଆକ୍ଟ ଅନୁସାରେ ଆଇସିବିସି ର ପରିସରଭୁକ୍ତ ହେବେ। ଏଲଇଡି ଆଧାରିକ ଘର ଓ ସଡକ ଆଲୋକୀକରଣ ସମ୍ପର୍କିତ ଜାତୀୟ କାର୍ଯ୍ୟକ୍ରମ ଦେଶରେ ଶକ୍ତି କୁଶଳତା ବଢାଇବା ପାଇଁ ବାର୍ତ୍ତା ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପ୍ରୟ।ସର ଏହା ଅଂଶବିଶେଷ। ଏଲଇଡି ବଲବ ଗୁଡିକର ଜୀବନକାଳ ଖୁବ ଅଧିକ ଓ ସାଧାରଣ ବଲବ ଠାରୁ 50 ଗୁଣ ଅଧିକ , ସିଏଫଏଲ ବଲବ ଠାରୁ 10 ଗୁଣ ଅଧିକ। ତେଣୁ ଏହା ଉଭୟ ଶକ୍ତି ଓ ଦାମ ସଂଚୟରେ ସହାୟକ ହୁଏ। ଏହି ଯୋଜନାରେ ପର୍ଯ୍ୟାୟକ୍ରମେ ଏଲଇଡି ବଲବ ମାର୍ଚ 2015ରୁ ବିତରଣ କରାଯିବ। ଏହି ପ୍ରକଳ୍ପରେ 100ଟି ସହରରେ ଘରୋଇ ଓ ସଡକର ଆଲୋକୀକରଣ ପାଇଁ ଏଲଇଡି ବଲବ ଲଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ମାର୍ଚ 2016 ସୁଦ୍ଧା ଏହି କାମ ପୂରା କରିବାକୁ ଲକ୍ଷ୍ୟ। ରଖାଯାଇଛି । ଡମେଷ୍ଟିକ ଏଫିସିଏଣ୍ଟ ଲାଇଟିଂ କାର୍ଯ୍ୟକ୍ରମ (ଡିଇଏଲପି)ରେ ଦିଲ୍ଲୀରେ ଗ୍ରାହକ ମାନେ ଏଲଇଡି କିଣିବା ପାଇଁ ସେମାନଙ୍କର ଅନୁରୋଧକୁ କ୍ଲିକରେ ପଂଜିକରଣ କରି ପାରିବେ ବା କୌଣସି ନାମିତ ନମ୍ବରକୁ ଏସଏମଏସ କରି ପାରିବେ। ଗ୍ରାହକ ମାନଙ୍କୁ ଏହି ବଲବ କିଣିବା ପାଇଁ ଆରମ୍ଭରେ 10 ଟଙ୍କା ଦେବାକୁ ପଡିବ ଓ ପ୍ରତି ମାସ ତାଙ୍କ ବିଜୁଳି ବିଲରେ 10 ଟଙ୍କା ଲେଖାଏ 12 ମାସ ପର୍ଯ୍ୟନ୍ତ ଆଦାୟ କରାଯିବ। ତେଣୁ ଏଲଇଡି ବଲବର ଦାମ 130 ଟଙ୍କା ହେବଖୋଲା ବଜାରରେ ଏହି ବଲବର ଦାମ 350 ଟଙ୍କାରୁ 600 ଟଙ୍କା ଥିବା ବେଳେ ବିପୁଳ ମାତ୍ରାରେ କିଣିବା ଯୋଗୁ ଏହାର ଦାମ 130 ଟଙ୍କା ରହିବ। ଦିଲ୍ଲୀରେ ଏହି ବଲବ ଲଗାଇବା ଫଳରେ ପ୍ରତି ବଲବ 162 ଟଙ୍କାର ସଂଚୟ ହେବ ବୋଲି ଆକଳନ କରାଯାଇଛି। । ଏଲଇଡି ବଲବ ଗୁଡିକର ବାରେଣ୍ଚି 3 ବର୍ଷ ପାଇଁ ରହିବ । ବଚତ ଲ୍ଲ୍ୟ।ମ୍ପ ଯୋଜନା ବଚତ ଲ୍ୟାମ୍ପ ଯୋଜନା ଘର ମାନଙ୍କରେ ଜଳୁଥିବା ସାଧାରଣ ବଲବକୁ ସେହି ଦାମରେ ଅର୍ଥାତ 15ଟଙ୍କାରେ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ସିଏଫଏଲ ବଲବ ଦ୍ଵାରା ପରିବର୍ତ୍ତିତ କରି ଶକ୍ତି କୁଶଳତାକୁ ପ୍ରୋତ୍ସାହନ ଦିଏ। ଉଚ୍ଚ ଦାମ ବିଶିଷ୍ଟ ସିଏଫଏଲ ଦାମ (ବର୍ତ୍ତମାନ 80ରୁ 100 ଟଙ୍କା ପ୍ରତି ସିଏଫଲ)ର ପ୍ରତିବନ୍ଧକକୁ ସମାପ୍ତ କରିବ। ଦାମ ଅଧିକ ହେବା କାରଣରୁ ଏହି ବଲବ ଘର ଗୁଡିକରେ ପ୍ରବେଶ କରିପାରୁ ନାହିଁ। ଦେଶରେ ବର୍ତ୍ତମାନ ବ୍ୟବହାର ହେଉଥିବା 400 ମିଲିୟନ ସାଧାରଣ ବଲବକୁ ପରିବର୍ତ୍ତିତ କରି ତାଙ୍କ ସ୍ଥାନରେ ସିଏଫଏଲ ବଲବ ବ୍ୟବହାର କରାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ଵାରା 400 ମେଗାବାଟ ବିଜୁଳି ଚାହିଦା କମିବା ସହିତ 24 ମିଲିୟନ ଟନର କାର୍ବନ ଡାଇଅକ୍ସାଇଡ ଉତ୍ସର୍ଜନ କମିଯିବ ବୋଲି ଆକଳନ କରାଯାଇଛି । ଷ୍ଚାଣ୍ଡାର୍ଡ ଏବଂ ଲେବେଲିଂ କାର୍ଯ୍ୟକ୍ରମ ଶକ୍ତି କୌଶଳରେ ସୁଧାର ପାଇଁ ଷ୍ଚାଣ୍ଡାର୍ଡ ଏବଂ ଲେବେଲିଂ କାର୍ଯ୍ୟକ୍ରମକୁ ଏକ ଗୁରୁତ୍ଵପୂର୍ଣ୍ଣ ଗତିବିଧି ବୋଲି ଚିହ୍ନିତ କରାଯାଇଛି। 18 ମେ, 2006ରେ ଏହି ଯୋଜନା ଆରମ୍ଭ କରାଯାଇଛି। ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ସଂପୃକ୍ତ ବଜାର ଉତ୍ପାଦର ସାମର୍ଥ ସମ୍ପର୍କରେ ଶକ୍ତି ସଂଚୟ ସମ୍ପର୍କରେ ଗ୍ରାହକ ମାନଙ୍କୁ ସୂଚନା ଦେଇ ବିକଳ୍ପ ପ୍ରଦାନ କରିବା । ଯୋଜନାରେ ଉପକରଣ ଗୁଡିକର କଭରେଜ ଏହି ଯୋଜନା ବର୍ତ୍ତମାନ ପାଇଁ 12ଟି ଉପକରଣ ଯ଼ଥା ଏସି, ଟ୍ୟୁବ ଲାଇଟ, ଫ୍ରଷ୍ଟ ଫ୍ରି ରେଫ୍ରିଜରେଟର, ଡିଷ୍ଚ୍ରିବ୍ୟୁସନ ଟ୍ରାନସଫର୍ମର, ଇଣ୍ଡକସନ ମୋଟର, ଡାଇରେକ୍ଟ କୁଲ ରେଫ୍ରିଜରେଟର, ଗେସର୍ସ, ସିଲିଂ ଫ୍ୟାନ, କଲର ଟିଭି, ଏଗ୍ରିକଲଚରାଲ ପମ୍ପ ସେଟ, ଏଲପିଜି ଷ୍ଟୋଭ, ଏବଂ ବାଶିଂ ମେସିନ। ଏଥିମଧ୍ୟରୁ ଚାରୋଟି ଉପକରଣ ଏସି, ଟ୍ୟୁବ ଲାଇଟ, ଫ୍ରଷ୍ଟ ଫ୍ରି ରେଫ୍ରିଜରେଟର, ଡିଷ୍ଚ୍ରିବ୍ୟୁସନ ଟ୍ରାନସଫର୍ମରକୁ 2011 7 ଜାନୁଆରୀରୁ ବାଧ୍ୟ ତାମୂଳକ ଭାବେ ଲେବେଲିଂ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅନ୍ୟ ଉପକରଣ ଗୁଡିକ ସ୍ଵେଚ୍ଛାକୃତ ଲେବେଲିଂ ପର୍ଯ୍ୟ।ୟରେ ଅଛନ୍ତି । ବିଇଇ ଅଧୀନରେ ଶକ୍ତି କୌଶଳ ଲେବେଲିଂ କାର୍ଯ଼କ୍ରମର ଉଦ୍ଦେଶ୍ୟ ଗ୍ରାହକ ମାନଙ୍କୁ ପ୍ରଦାନ କରାଯାଇଥିବା ସେବାକୁ ଶେଷ ନ କରି ଉପକରଣ ଦ୍ଵାରା ଶକ୍ତି ଖର୍ଚ୍ଚ ର ମାତ୍ରାକୁ କମ କରିବା। ଶକ୍ତି କୌଶଳର ବୃଦ୍ଧି କ୍ରମର ଷ୍ଟାର ରେଟିଂ ରେଞ୍ଜ 1ରୁ 5 ପର୍ଯ୍ୟନ୍ତ ରହିଛି । ସ୍ରୋତ - ବିଦ୍ୟୁତ ମନ୍ତ୍ରଣାଳୟ