ଜାନୁୟାରୀ ୩ ତାରିଖ ଠାରୁ ୧୨ତାରିଖ ପର୍ଯ୍ୟନ୍ତ ୧୦ଦିନ ବ୍ୟାପି ଶରଧା ବାଲି ଠାରେ ଆୟୋଜିତ ହେବ ଶ୍ରୀକ୍ଷେତ୍ର ପୁସ୍ତକ ମେଳା। ଚଳିତ ବର୍ଷ ମେଳାରେ ୧୩୫ ଷ୍ଟଲ ସମତେ ୬୦ଟି ପ୍ରକାଶନି ସଂସ୍ଥା ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ମେଳାକମିଟିର କର୍ମକର୍ତ୍ତା।