ଔଷଧିୟ ବୃକ୍ଷର ଯୋଗାଣ ଚେନ ଇଚକର ହେଉଛି ଔଷଧିୟ ବୃକ୍ଷର ଏକ ଯୋଗାଣ ଚେନ । ଔଷଧୀୟ ବୃକ୍ଷ ପାଇଁ ଏହା ଏକ ଜ୍ଞାନଷ୍ଟପ ପ୍ରକୃତ ପ୍ରଦର୍ଶିତ ସ୍ଥାନ । କେବଳ ଔଷଧୀୟ ବୃକ୍ଷ ନୁହେଁ ବରଂ ଏହାକୁ ସମ୍ବନ୍ଧିତ କରୁଥିବା ପଦାର୍ଥ, ସେବା, ବଜାର, ଜ୍ଞାନ ସମ୍ବନ୍ଧୀୟ ସମ୍ବଳ ଇତ୍ୟାଦି ପ୍ରଦର୍ଶିତ ହୁଏ । ଏହା ଏକ ବହୁଭାଷୀ ମୋବାଇଲ ଆପ୍ଲିକେସନ ଯାହାକୁ ଯେତେବେଳେ, ଯେଉଁଠାରେ ବ୍ୟବହାର କରିହେବ । ଏହି ପ୍ଲାଟଫର୍ମରେ କୃଷକ, କୋ – ଅପରେଟିଭ ଉତ୍ପାଦନ କମ୍ପାନି, ସେବାଯୋଗାଣକାରୀ, ବିଶେଷଜ୍ଞ ଇନପୁଟ ଏଜେନ୍ସି, ପ୍ରୋସେସିଙ୍ଗ କେନ୍ଦ୍ର, ଛୋଟ ବ୍ୟବସାୟୀ ଇତ୍ୟାଦି । ପ୍ରୟୋଗର ବୈଶିଷ୍ଟ୍ୟ ମୋବାଇଲରେ ସେବା ଉପଲବଧ । ସ୍ଥାନୀୟ ଭାଷାର ସହାୟତା – ଇଂରେଜୀ ଛଡା ୫ଟି ଭାରତୀୟ ଭାଷାରେ ଉପଲବଧ । ଜିଲ୍ଲାରେ ସୁବିଧା ପାଇଁ ତୃତୀୟ ପକ୍ଷ ସହିତ କାର୍ଯ୍ୟ । ଉତ୍ପାଦ କ୍ୟଟେଗାରି ମେଡଲ । ଆଡଭାନସ ସର୍ଚ୍ଚ ଅପରେସନ । ଆଲୋଚନା ଦ୍ଵାରା ସମସ୍ତ ବିଷୟ ସ୍ଥିର କରିବା । ବିକ୍ରେତା ଓ କ୍ରେତାଙ୍କ ମଧ୍ୟରେ ଅନେକ ପ୍ରକାର ଚ୍ୟାନେଲ କାର୍ଯ୍ୟକରେ । ପଦାର୍ଥକୁ ପ୍ରୋତ୍ସାହନ ପାଇଁ ଇ – ନିଉଜଲେଟର । ଇ ଚରକ ହେଉଛି ଜାତୀୟ ଔଷଧୀୟ ବୋର୍ଡ (NMPB), ଆୟୁଷ ମନ୍ତ୍ରଣାଳୟ, ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନସ କମ୍ପ୍ୟୁଟିଙ୍ଗ ହାଇଦ୍ରାବାଦର ମିଳିତ ପ୍ରକଳ୍ପ । ଆଧାର – CDAC