ବୃକକ ରୋଗୀଙ୍କ ଉକ୍ତ ପରୀକ୍ଷା ର ତାଲିକା ସାଧାରଣ ଭାବେ ଲାବୋରେଟୋରୀ ଉକ୍ତ ପରୀକ୍ଷା ବୃକକ ରୋଗୀଙ୍କ ପାଇଁ ବ୍ୟବହାର କରାଯାଇଥାଏ । ଏବଂ ତାହା ଉଲ୍ଲେଖିତ ବ୍ୟାପକତା ବିବରଣୀ ସଂକ୍ଷେପରେ ନିମ୍ନରେ ଦିଆଗଲା । ପରୀକ୍ଷା ପ୍ରଚଳିତ ଏକକ ପରିଚଳିତ ଘଟଣା ଏସଆଇ ଏକକ ରକ୍ତ ୟୁରିଆ ନାଇଟ୍ରୋଜେନ ୮.୨୦ ଏମଜି/ଡିଏଲ ୦.୩୬ ୨.୯-୭.୧ ଏମଏମଓ/ଏଲ/ଏଲ କ୍ରିଏଟିନିନ – ପୁରୁଷ ୦.୭-୧.୩ ଏମଜି/ଡିଏଲ ୮୮.୪ ୦.୬-୧.୨ ଏମଜି/ଡିଏଲ ମହିଳା ୬୮-୧୧୮ ଏମ.ସିଏମ/ଏଲ ୮୮.୪ ୫୦-୧୦୦ ଏମ.ସିଏମ/ଏଲ ଇ ଜି ଏଫ ଆର ୯୦-୧୨୦ମିଲି/ମିନ ରକ୍ତ ହୀନତା ପାଇଁ ରକ୍ତ ପରୀକ୍ଷା ହିମୋଗ୍ଲୋଭିନ ପୁରୁଷ ମହିଳା ୧୩୫-୧୭.୦ ଗ୍ରା/ଡିଏଲ ୧୨.୦-୧୫.୫ ଗ୍ରା/ଡିଏଲ ୧୦ ୧୦ ୧୩୬-୧୭୫ ଗ୍ରା/ଡିଏଲ ୧୨୦-୧୫୫ ଗ୍ରା/ଡିଏଲ ହେମାଟୋକ୍ରିଟ ପୁରୁଷ ମହିଳା ୪୧-୫୩% ୩୬-୪୮% ୦.୦୧ ୦.୦୧ ୦.୪୧-୦.୫୩ ୦.୩୬-୦.୪୮ ଲୌହ ସମୁଦାୟ ୫୦-୧୭୫ ଏମସିଜି/ଡିଏଲ ୦.୧୮ ୯-୩୧ ଏମଏମଓଏଲ ଲୌହ- ବନ୍ଧନ ସାମର୍ଥ ସମୁଦାୟ ୨୪୦-୪୫ ଏମସିଜି/ଡିଏଲ ୦.୧୮ ୪୫-୮୨ ଏମଏମଓଏଲ ଟ୍ରାନସଫେରିନ ୧୯୦-୩୭୫ ଏମଜି/ଡିଏଲ ୦.୦୧ ୧.୯-୩.୭୫ ଡି/ଏଲ ଟ୍ରାନସଫେରିନ ପରିଶୋଷିତ ୨୦.୫୦% - - ଫେରଟିନ ପୁରୁଷ ମହିଳା ୧୬-୩୦୦ଏନଜି/ଏମଏଲ ୧୦-୨୦୦ଏନଜି/ଏମଏଲ ୨.୨୫ ୨.୨୫ ୩୬-୬୭ପିଏମଓଏଲ/ଏଲ ୨୨.୫.୪୫୦ପିଏମଓଏଲ/ଏଲ ଇଲେକ୍ଟ୍ରୋଲାଇଟିସ ଏବଂ ମେଟାବୋଲିକ ହାଡ ରୋଗ ପାଇଁ ରକ୍ତ ପରୀକ୍ଷା ସୋଡିଏମ (ଏନଏ) ୧୩୫-୧୪୫ ୧.୦ ୧୩୫-୧୪୫ ପୋଟାସିୟମ ୩୫-୫.୦ ଏମଇକ୍ୟୁ/ଏଲ ୧ ୩.୫ -୫୦ ଏମଏମଓଏଲ/ଏଲ କ୍ଳୋଲାଇଡ ୪.୪-୫.୨ ମିଗ୍ରା/ଡିଏଲ ୦.୨୫ ୧.୧୦-୧.୩୦ ଏମଏମଓଏଲ/ଏଲ କ୍ୟାଲସିୟମ ଆୟୋଇଜିଡ ୮.୫-୧୦.୫ ମିଗ୍ରା/ଡିଏଲ ୦.୨୫ ୨.୨-୨.୮ ଏମଏମଓଏଲ/ଏଲ କ୍ୟାଲସିୟମ ସମଗ୍ର ୮.୫ -୧୦.୫ମିଗ୍ରା/ଡିଏଲ ୦.୨୫ ୨.୨୦-୨.୮ ଏମଏମଓଏଲ/ଏଲ ଫସଫରସ ନିର୍ଜୀବ ୨.୫-୪.୫ ମିଗ୍ରା/ଡିଏଲ ୦.୩୨ ୦.୮-୧.୪ ଏମଏମଓଏଲ/ଏଲ ମାଗ୍ନେସିୟମ ୧.୮ -୩ ମିଗ୍ରା/ଡିଏଲ ୦.୪୧ ୦.୭୫-୧.୨୫ ଏମଏମଓଏଲ/ଏଲ ବାଇକାର୍ବୋନେଟ ୨୨.୨୮ ଏମଇକ୍ୟୁ/ଏଲ ୧ ୨୨.୨୮ ଏମଏମଓଏଲ/ଏଲ ୟୁରିକ ଏସିଡ ପୁରୁଷ ୨.୪-୭.୪ ମିଗ୍ରା/ଡିଏଲ ୫୯.୪୮ ୧୪୦-୪୪୦ ଏମଏମଓଏଲ/ଏଲ ମହିଳା ୧.୪-୫୮ ମିଗ୍ରା/ଡିଏଲ ୫୯.୪୮ ୮୦-୩୫୦ ଏମଏମଓଏଲ/ଏଲ ପିଟିଏଚ ୧୧-୫୪ ଫିଜି/ଏମଏଲ ୦.୧୧ ୧.୨ -୫.୭ ପିଏମଓଏଲ/ମିଲ ସାଧାରଣ ସ୍ୱାସ୍ଥ୍ୟ ପାଇଁ ରକ୍ତ ପରୀକ୍ଷା ପ୍ରୋଟିନ ସମଗ୍ର ୬.୦-୮.୦ ଗ୍ରା/ଡିଏଲ ୧୦ ୬୦-୮୦ ଗ୍ରା/ଏଲ ଆଲବୁମିନ ୩-୪ -୪.୭ ଗ୍ରା/ ଡିଏଲ ୧୦ ୩୪-୪୭ ଗ୍ରା/ଏଲ କୋଲେଷ୍ଟ୍ରୋଲ ସମଗ୍ର ୧୦୦-୨୨୦ ମି/ଗ୍ରା ୦.୦୩ ୩.୦-୬.୫ ଏମଏମଓଏଲ/ଏଲ ରକ୍ତ ଶର୍କରା ଖାଲିପେଟରେ ୬୦-୧୧୦ ମିଗ୍ରା/ଡିଏଲ ୦.୦୫୫ ୩.୩-୬-୧ ଏମଏମଓଏଲ/ଏଲ ଯକୃତ କାର୍ଯ୍ୟକ୍ଷମତା ଜାଣିବା ପାଇଁ ରକ୍ତ ପରୀକ୍ଷା ବିଲିରୁବିନ ସମଗ୍ର ୦.୧-୧.୨ ମିଗ୍ରା/ଡିଏଲ ୧୭.୧ ୨.୨୧ ଏମଏମଓଏଲ/ଏଲ ପ୍ରତ୍ୟକ୍ଷ ୦.୧-୦୫ ମିଗ୍ରା/ଡିଏଲ ୧୭.୧ <୮ ଏମସିଏମଓଏଲ/ଏଲ ପରୋକ୍ଷ ୦.୧-୦.୭ ମିଗ୍ରା/ଡିଏଲ ୧୭.୧ <୧୨ ଏମସିଏମଓଏଲ/ଏଲ ଆଲାନାଇନ ଟ୍ରାନସ ମିନେସ ୭-୫୬ ଏକକ/ଏଲ ୦.୦୨ ୦.୧୪-୧.୧୨ ଏମସିକେଏଟି /ଏଲ ଆସପାରଟେଟ ଟ୍ରାନସମିନେସ ୦.୫୩ ଏକକଗୁଡିକ/ ଏଲ ୦.୦୨ ୦.୦୫୮ ଏମସିକେଏଟି /ଏଲ ଆଲକାଲାଇନ ଫସପେଟସ ୪୧-୧୩୩ ଏକକଗୁଡିକ/ଏଲ ୦.୦୨ ୦.୭ -୨.୨ ଏମସିକେଏଟି /ଏଲ ଆଧାର : ବୃକକ୍ ଶିକ୍ଷା ପ୍ରତିଷ୍ଠାନ