ହେମୋ ଡ଼ାୟଲିସିସ୍ ଶେଷ ସ୍ତରରେ ଅବା ବୃକକ ରୋଗର ଚିକିତ୍ସା ପାଇଁ ହେମୋଡାୟଲିସିସ୍ ଚିକିତ୍ସା ହେଉଛି ସର୍ବୋoମ ଚିକିତ୍ସା । ହେମୋଡ଼ାୟଲିସିସ୍ ର ରକ୍ତ ଡାୟାଲିସିସ୍ ମେସିନ ଏବଂ ଡାୟଲାଇଜର ମାଧ୍ୟମରେ ପରିଷ୍କୃତ ହୁଏ । କିପରି ହେମୋଡାୟଲିସିସ୍ ହୁଏ ? ଅଧକାଶ ହେମୋଡାୟଲିସିସ୍ ଡାୟଲିସିସ୍ ସେOରରେ ଡ଼ାକ୍ତର, ନର୍ସ ଏବଂ ଡ଼ାୟଲିସିସ୍ ଟେକନିସିଆନଙ୍କ ଦ୍ବାରା କରାଯାଇଥାଏ ।ବାନ୍ଧିବାକୁ ଦେଇନଥାଏ । o ଡାୟାଲାଇଜର (କୃତ୍ରିମ ବୃକକ ହେଉଛି ଏକ ବିଷେଶ ଛଣାଯନ୍ତ୍ର), ଯାହାକି ମାତ୍ରାଧୁକ ତରଳ ଓ ବର୍ଜ ଉତ୍ପାଦକୁ ବାହାର କରିଦେଇଥାଏ । କିଛି ବିଶେଷ ମିଶ୍ରଣା ଯାହାକୁ ଡ଼ାୟାଲାଇସେଟ୍ କୁହାଯାଏ ଯାହା ଡାୟଲିସିନ ମେସିନ୍ ଦ୍ବାରା ତିଆରି ହୁଏ ତା' ସାହାଯ୍ୟରେ ଡାୟାଲାଇଜର ରକ୍ତକୁ ପରିଷ୍କାର Golo o ଥରେ ରକ୍ତ ପରିଷ୍କାର ହୋଇଗଲା ପରେ ମେସିନ୍ ତାକୁ ଶରୀରକୁ ପଠାଇ ଦିଏ । d ହେମୋଡାୟଲିସିସ୍ ସପ୍ତାହକୁ ୩ଥର କରାଯାଇପାରେ ଏବଂ ପ୍ରତିଥର ଏହି ପ୍ରକ୍ରିୟା ପ୍ରାୟ ୪ ଘଟଣା ଧରି ଚାଲେ । ହେମୋତାୟଲିସିସ୍ ପ୍ରଣାଳୀ ସଂପୂର୍ଣ୍ଣ ହେବାପରେ କିପରି ରକ୍ତ ଶୋଧନ କରାଯାଇ ଶରୀରୁ ବାହାର କରାଯାଏ ଓ ପୁଣି ଶରୀରକୁ ରକ୍ତ ଫେରାଇ ନିଆଯାଏ ? ହେମୋଡ଼ାୟଲିସିସ୍ ସଂଗଠିତ କରାଯିବାପାଇଁ ତିନୋଟି ମୂଖ୍ୟ ସାଧାରଣ ପ୍ରକାରର ଭାସ୍କୁଲାର ଆରେକ୍ଟସ୍ ଗୁଡିକ ହେଲା – ସେ0ଲ ଭେନସ୍ କ୍ୟାଥେଟରସ୍, ନେଟିଭ ଆରଟେରିଓ ଭେନସ୍ (ଇo୬ ପିଣ୍ଡୁଲାର ଓ ସିମ୍ବୋନ୍ମଟିକ ଗ୍ରାଫଟସ୍ । (ଚିତ୍ର - ବନ୍ଦିରେ ଯାହା ଦିଆଯାଇଛି: ସେOଲ ଭେନସ୍ କ୍ୟାଥେଟର : o ହେମୋଡାୟାଲିସିସ୍ ଚିକିତ୍ସା ଶିଘ୍ର ଆରମ୍ଭ କରିବାକୁ ହେଲେ ସେOଲ ଭେନସ କ୍ୟାଥେଟର ଇନସରଟିସନ ହେଉଛି ମୂଖ୍ୟ ସାଧାରଣ ପ୍ରଭାବଶାଳୀ ପ୍ରକ୍ରିୟା । o ଭାସ୍କୁଲାର ଆକ୍ଲେସର ଏହି ପ୍ରକ୍ରିୟା ଅଳ୍ପ ସମୟ ପାଇଁ ବ୍ୟବହାର କରାଯାଏ ଯେପର୍ଯ୍ୟ' ପିଣ୍ଡୁଲା କିମ୍ବା ଗ୍ରାଫ୍ ପ୍ରସ୍ତୁତ ନ ହୋଇଛି। o ହେମୋଡାୟଲିସିସ୍ ପାଇଁ କ୍ୟାଥେଟରକୁ ବେକର ଉଭୟ ପାର୍ଶ୍ଵ ବଡ ଶିରାରେ ଭା0 କରିବାକୁ ପଡ଼େ । ଛାତ କିମ୍ବା ଗୋଡ ନିକଟସୁ ଗ୍ଲୋଇନରେ (ଇoରନାଲ ଜୁଶୁଲାର, ସବକ୍ତାଭିୟାନ୍ ଏବଂ ଫେମୋରାଲ ଭେନସ୍ ରେସପେକଟ୍ଟଭଲି) ଏହି କ୍ୟାଥେଟର ମାଧ୍ୟମରେ ମିନିଟକୁ ୩୦୦ ମି.ଲି. ରକ୍ତ ଡାୟଲିସିସ୍ ପାଇଁ କଢାଯାଇଥାଏ । o କ୍ୟାଥେଟର ହେଉଛି ପ୍ଲେକ୍ଟିଚୁଲ, ହୋଲେ ଟ୍ୟୁବସ୍ ଯାହାର ୨ଟି ଲମେନ ଥାଏ । ରକ୍ତ ଗୋଟିଏ ଲୁମେନ ମାଧମରେ ବାହାର କରାଯାଇ ଡାୟଲିସିସ୍ ସରକିଙ୍ଗ୍ ମଧ୍ୟକୁ ପ୍ରବେଶ କରାଇ ଦିଆଯାଏ ଏବଂ ଅନ୍ୟ ଲୁମେନ୍ ମଧ୍ୟଦେଇ ଶରୀରକୁ ଫେରାଇ ଦିଆଯାଏ । o ରକ୍ତ ଜମାଟ ବାନ୍ଧି ସଂକ୍ରମଣ ହେବାର ସମ୍ଭାବନା ଅଧୁକ ରହୁଥୁବାରୁ ଭେନସ୍ କ୍ୟାଥେଟର ସ୍ଵଳ୍ପ ସମୟ ଆକ୍ଲେସ୍ ପାଇଁ ବ୍ୟବହାର କରାଯାଏ । o ଦୁଇ ପ୍ରକାରର ଭେନସ୍ କ୍ୟାଥେଟର ସର୍ବଦା ମିଳିଥାଏ – ଟୁନେଲଡ (ମାସ ବ୍ୟାପି ବ୍ୟବହୃତ) ନନ-ଟ୍ୟୁନେଲଡ (ସପ୍ତାହ ବ୍ୟାପି ବ୍ୟବହୃତ) । ୨. ଏ.ଭି. ପିଣ୍ଡୁଲା - ଆଟେରିଭୋନୋସ୍ କିମ୍ବା ଏ.ଭି. ପିଣ୍ଡୁଲା ହେଉଛି ए.भी.फिस्टुला ସର୍ବୋOମ ଏବଂ ସାଧାରଣ ପ୍ରକ୍ରିୟା ଭାସ୍କୁଲାର ଆକ୍ଲେସ୍ ର ଲମା ସମୟ ହେମୋଡାୟଲିସିସ୍ ପ୍ରକ୍ରିୟା ପାଇଁ । କାରଣ ଏହା ଦୀର୍ଘସ୍ଥାୟୀ ଏବଂ ଏଥରେ ରକ୍ତ ଜମାଟ ବାକ୍ଷେ ନାହିଁ ଓ କମ ସଂକ୍ରମଣ ହୁଏ । o ଏ.ଭି ଫିଣ୍ଡୁଲା ପ୍ରଣାଳୀରେ ଧମନୀ ଓ ଶିରାକୁ ସର୍ଜିକାଲି ପରସ୍ପରକୁ ଯୋଡା ଯାଇଥାଏ । ଏ.ଭି. ଫିଣ୍ଡୁଲା ସାଧାରଣତଃ ପାପୁଲି ପାଖ ହାତ ମଧ୍ୟରେ ଯୋଡା ଯାଇଥାଏ ବା ତିଆରି କରାଯାଇଥାଏ । (ରେଡିଆଲ୍ ଧମନୀ କୁ ସେଫାଲିକ ଶିରା ସନ୍ଦିତ ଯୋଡା ଯାଇଥାଏ) । ଅତ୍ୟଧକ ଚାପଦ୍ଵାରା ଧମନୀରୁ ଅଧ୍ୟକ ପରିମାଣର ରକ୍ତ ଶରୀରକୁ ପ୍ରଭାବିତ ହୋଇଥାଏ । କିଛି ସପ୍ତାହ କିମା କିଛି ମାସ ପରେ ଧମନୀ ଡ଼ାଇଲେଟେଡ଼ ହୁଏ ଏବଂ ଅଧକ ରକ୍ତ ବହନ କରି ଥାଏ । ଏହି ପ୍ରଣାଳୀକୁ ମ୍ୟାଚୁରେସନ୍ କୁହାଯାଏ । ଏ.ଭି. ଫିଣ୍ଡୁଲା ପରିପକ୍ବ ହେବାପାଇଁ ସମୟ ଲାଗୁଥୁବାରୁ ଏହା ଯୋଡା ହେବା ସଂଗେ ସଂଗେ ହେମୋଡାୟଲିସିସ୍ ପାଇଁ ବ୍ୟବହାର କରାଯାଏ ନାହିଁ । o ହେମୋଡାୟଲିସିସ୍ ପାଇଁ ଫିଣ୍ଡୁଲା ମଧ୍ୟଦେଇ ୨ ଟି ଲମା-ବୋର ଛୁ,] ବ୍ୟବହାର କରାଯାଏ । ଗୋଟିଏ ଛୁ0 ଡ଼ାଏଲାଇଜର ମଧ୍ୟକୁ ରକ୍ତକୁ ନେଇଥାଏ ଏବଂ ଅନ୍ୟଟି ପରିଷ୍କୃତ ରକ୍ତକୁ ପୁଣି ଶରୀରକୁ ଫେରାଇ ଥାଏ । o ଯଦି ଠିକ ଭାବରେ ରକ୍ଷଣାବେକ୍ଷଣ କରାଯାଏ, ତେବେ ଏ.ଭି. ଫିଣ୍ଡୁଲା ଅନେକ ବର୍ଷ ପର୍ଯ୍ୟ' କାର୍ଯ୍ୟକ୍ଷମ ରହିଥାଏ । ଏ.ଭି. ଫିଣ୍ଡୁଲା ହାତରେ ରହିଲେ ମଧ୍ୟ ରୋଗୀ ତାର ଦୈନନ୍ଦିନ କାର୍ଯ୍ୟ ସହଜରେ ସାଧାରଣ ଭାବେ କରିପାରେ । ଏ.ଭି. ଫିଶୁଲା କାହିଁକି ସ୍ୱତନ୍ତ୍ର ଯନ୍ ଆବଶ୍ୟକ କରେ ? o ଶେଷ ସ୍ତରରେ ଅବା ଜଣେ ସି.କେ.ଡି ଆକ୍ରା' ରୋଗୀ ସର୍ବଦା କ୍ରମାଗତ ଭାବେ ହେମୋଡାୟଲିସିସ୍ o ପ୍ରବେଶ ପଥ ଅବା ବାହୁରେ କୌଣସି ଭାରି ଜିନିଷ ଉଠାଇବା ଅନୁଚିତ ଏବଂ କୌଣସି ଚାପ ଦେବା ମଧ୍ୟ ଅନୁଚିତ । ଏଥୁପ୍ରତି ସତର୍କ ହେବା ଉଚିତ । ଏ.ଭି. ଫିଣ୍ଡୁଲାର ଲାଗିଥବା ବାହୁ ଉପରେ ଭରାଦେଇ ଶୋଇବା ମଧ୍ୟ ଅନୁଚିତ । ଏ.ଭି. ଫିଣ୍ଡୁଳାର ଠିକ ଭାବରେ କାମ କରୁଥୁବାର ନିଶ୍ଚିତତା : o ଜଳଖୁଆ ପୂର୍ବରୁ, ମଧାହ୍ନ ଭୋଜନ ପୂର୍ବରୁ ଏବଂ ରାତ୍ରିଭୋଜନ ପୂର୍ବରୁ ଦିନକୁ ୩ଥର ଏ.ଭି.ଫିଣ୍ଡୁଲାରରେ କ୍ରମାଗତ ଭାବରେ ରକ୍ତର ଧାର ବୋହୁଥୁବାର ସ୍କନ୍ଦନ ମାଧମରେ ଅନୁଭବ କରିବା ଉଚିତ । ଯଦି ସ୍ପନ୍ଦନ ନହୁଏ ତେବେ ତୁର' ତୁମ ଡ଼ାକ୍ତରଙ୍କ ସହ ପରାମର୍ଶକରି କିମା କରିବା ଉଚିତ । ଉଚିତ ସମୟରେ ଅନେଷଣ କରିବା ଦ୍ବାରା ଏ.ଭି. ଫିଣ୍ଡୁଲାର ଅସଫଳତାର ସଂକଟକୁ ବଚ୍ଚାଇଦିଏ । ତେଣୁ ଏଥପ୍ରତି ସତର୍କ ହେବା ଉଚିତ । ନିୟମିତ ବ୍ୟାୟାମ : o ଏ.ଭି. ଫିଣ୍ଡୁଲାର ନିୟମିତ ବ୍ୟାୟାମ ଦ୍ବାରା ବିକଶିତ ହୋଇଥାଏ । ଏପରିକି ହେମୋଡାୟଲିସିସ୍ ପ୍ରାରମ୍ଭରୁ ନିୟମିତ ବ୍ୟାୟାମ ପ୍ରବେଶ ପଥ ଅବା ବାହୁର ଏ.ଭି. ଫିଣ୍ଡୁଲାର କୁ ଶକ୍ତି ପ୍ରଦାନ କଚୋର | ୩. ଗ୍ରାଫ୍ : ଆରଟେରିଓ ଭେନସ୍ ଗ୍ରାଫ୍ ହେଉଛି ଦୀର୍ଘସ୍ନାୟୀ ଡାୟଲିସିସ୍ ପ୍ରବେଶ ପଥ । ଯେତେବେଳେ କୌଣସି ବ୍ୟକ୍ତିର ଏ.ଭି. ଫଣ୍ଡୁଲା ପାଇଁ କୌଣସି ସନ୍ତୋଷଜନକ ଶିରା ନ ମିଳେ ଅଥବା ଏ.ଭି. ଫଣ୍ଡୁଲା କାର୍ଯ୍ୟକ୍ଷମ 00S SS000S 0000S00cS SM MM MSMS o ଗ୍ରାଫ୍ ପଦ୍ଧତିରେ ଧମନୀକୁ ଶିରା ସହିତ ଶଲ୍ୟଚିକିତ୍ସା ମାଧମରେ ଯୋଡି ଦିଆଯାଇଥାଏ ଗୋଟିଏ ଛୋଟ ନରମ ସିନେଟିକ ଟ୍ୟୁବ ମାଧ୍ୟମରେ ଏହାକୁ ଚର୍ମ ତଳେ ଲଗାଇ ଦିଆଯାଇଥାଏ । ଡାୟଲିସିସ୍ ସମୟରେ ଛୁଠୁକୁ ଗ୍ରାଫ୍ରେ ଭା0କରି ଦିଆଯାଇଥାଏ । o ଏ.ଭି. ଫିଣ୍ଡୁଲାର ଓ ଏ.ଭି. ଗ୍ରାଫ୍ଟ ସହିତ ତୁଳନା କରାଗଲେ ଏ.ଭି. ଗ୍ରାଫ୍ରେ ଅତ୍ୟଧକ ରକ୍ତ ଜମାଟ ଓ ସଂକ୍ରମଣର ଆଶକା ଦେଖା ଦେଇଥାଏ ଏବଂ ଏହା ମଧ୍ୟ ଏ.ଭି. ଫିଣ୍ଡୁଲାର ପରି ଦୀର୍ଘସ୍ନାୟୀ ହୋଇପାରେ ନାହିଁ । ହେମୋତାୟଲିସିସ୍ ମେସିନ୍ ରେ କାର୍ଯ୍ୟଗୁଡିକ କ’ଣ ? ନିମ୍ନରେ ହେମୋଡାୟଲିସିସ୍ ମେସିନ ର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଗୁଡିକ ଦିଆଗଲା - o ଏହି ମେସିନ ରକ୍ତ ଉଠାଇବା ସଂଗେ ସଂଗେ ରକ୍ତର ଗତିକୁ ଡାୟାଲାଇଜରକୁ ପରିଷ୍କାର ହେବାପାଇଁ ClOlolo||x|| ଏବଂ ସେଇ ହାଲୋଫାଇବର ଖୋଲିବାକୁ କିମ୍ବା ବ୍ଳଡ ପୋର୍ଟ ଗୋଟିଏ ପଟରୁ ଏବଂ ବାହାରେ ଅନ୍ୟପଟକୁ ରକ୍ତ ଶୋଧନ କରେ । o ଡାୟଲିସିସ୍ ସଲସନ ଡାୟାଲାଇଜରର ଗୋଟିଏ ପଟରୁ ପ୍ରବେଶକରି ଫାଇବରସର ବାହାର ପଟରେ (ଡାୟାଲାଇସେଟ୍ କମ୍ପାର୍ଟମୋoD ଶେଷଯାଏଁ ପ୍ରବାହିତ ହୋଇଥାଏ । ଡାୟାଲାଇଜର କେର ରକ୍ତ ଶୋଧାନ : o ହେମୋଡାୟଲିସିସ୍ ପ୍ରଣାଳୀରେ ରକ୍ତ ମେସିନ୍ ମାଧ୍ୟମରେ ଶରୀରରୁ ଉଠାଇ ଡାୟାଲାଇଜରରେ ପ୍ରବେଶ କରାଇ ଦିଆଯାଏ । ଗୋଟେ ପାର୍ଶ୍ଵ ଶେଷରୁ ଏହା ପଠାଇ ଦିଆହୁଏ । ଏଥୁରେ ଥାଏ ହଜାର ହଜାର ହେଲୋଫାଇବର ପରି ପ୍ୟାପିଲାରି ଡାୟଲିସିସ୍ ର ମିଶ୍ରଣକୁ ଡାୟାଲାଇସେଟ କମ୍ପାର୍ଟମେ0ରେ ଅବା ଫାଇବର ବାହାରେ ଗୋଟିଏ ପଟରୁ ଅନ୍ୟପଟକୁ ପ୍ରବାହିତ ହୋଇଥାଏ । ଚକ୍ରକ୍ଟମର ସ୍ପଷ୍ଟ କ୍ଟଲ ଐରଜ୍ଞକ୍ଟୟସବକ୍ଷଚ୍ଚକ୍ଟସୃଷ୍ଟ ହେମୋ ତାୟଲିସିସ୍ ର ଚିତ୍ର o ହେମୋଡାୟଲିସିସ୍ ସମୟରେ ପ୍ରତ୍ୟେକ ମିନିଟରେ ଡାୟାଲାଇଜର ମଧ୍ୟରେ ପ୍ରାୟତଃ ୩୦୦ ମି.ଲି. ରକ୍ତ ଏବଂ ୬୦ ୦ ମି.ଲି. ଡାୟଲିସିସ୍ ମିଶ୍ରଣ କ୍ରମାଗତ ଭାବରେ ବିପରୀତ ଗତିରେ ବୋହିଚାଲିଥାଏ । ସେମି-ପରମେବଲ ମେଫ୍ଲେନ ହଲୋଫାଇବର ଯାହାକି ରକ୍ତକୁ ଅଲଗା କରେ ଏବଂ ରକ୍ତରୁ ନିର୍ମିତ ଅଦରକାରୀ ପଦାର୍ଥ ଏବଂ ମାତ୍ରାଧୁକ ତରଳକୁ ଡାଇଲାଇସେଟ୍ କୋଠରୀକୁ ପ୍ରବେଶ କରିବାପାଇଁ ଡାୟାଲିସିସ୍ କୋଠାରୀ 'ଅନୁମତି ଦିଅଁ । ରକ୍ତ ଶୋଧୂତ ହେବାପରେ ଅନ୍ୟପଟରେ ବାହରିଯାଏ । ଡାୟଲିସିସ୍ ମିଶ୍ରଣ ବିଷାକ୍ତ ପଦାର୍ଥ ସହ ମିଶିବାପରେ ଏବଂ ମାତ୍ରାଧୁକ ତରଳ ରକ୍ତରୁ ବାହାରିଗଲାପରେ ରକ୍ତ ଡାୟାଲାଇଜରରୁ ବାହାରିଯାଏ ଯା’ଫଳରେ ପୁଣି ରକ୍ତ ଶୋଧନ ପାଇଁ ପ୍ରବେଶ କରେ । ହେମୋଡାୟଲିସିସ୍ ପ୍ରଣାଳୀରେ ସବୁତକ ରକ୍ତ ୧୨ଥର ଶୋଧୂତ ହୋଇପାରେ । ଚାରିଘOର OBBO । ବଳକା ତରଳ ମଧ୍ୟ ବାହାରଯାଏ ଏବଂ ଶରୀରରେ ଇଲେକ୍ନୋଲାଇଟର ବିଶୃଙ୍ଖଳା ଠିକ ଦୋଇଯାଏ । ଡାୟଲାଇସେଟ୍ କ'ଣ ଏବଂ ହେମୋ ତାୟଲିସିସ୍ରେ ଏହାର କାମ କ'ଣ ? ଡାୟଲାଇସେଟ୍ (ଡାୟଲିସିସ୍ ମିଶ୍ରଣୀ) ହେଉଛି ଏକ ସ୍ଵତନ୍ତ୍ର ତରଳ ଦ୍ରବ୍ୟ ଯାହାକି ହେମୋଡାୟଲିସିସ୍ ସମୟରେ ଅନାବଶ୍ୟକ ଜିନିଷ ଓ ବଳକା ତରଳ ଦ୍ରବ୍ୟକୁ ରକ୍ତରୁ ବାହାର କରିବାରେ ବ୍ୟବହାର କରାଯାଏ । D D ନିର୍ବାରିତ ମାନର ଡାୟାଲାଇସେଟର ଗଠନ ସାଧାରଣ ଅଧୂମାତ୍ରାର ସେଲୁଲାର ଫୁଇଡ ସହିତ ସମାନ କି ରୋଗୀର ଆବଶ୍ୟକ ଅନୁଯାୟୀ ଏହାର ମିଶ୍ରଣକୁ ପରିବ0ନ କରାଯାଇଥାଏ । ଡାୟାଲାଇସେଟ ଡାୟଲିସିସ୍ ମେସିନ ର ୩o ଅଂଶ ଅତି ବିଶୁଦ୍ଧ ଜଳ ସହିତ ଏକ ଅଂଶ ଡାଇଲାଇସେଟ୍ କନସନ ଟ୍ରେଟ୍ କୁ ତିଆରି କରାଯାଏ । ଡାଇଲାଇସେଟ୍ କନସନଷ୍ଟ୍ରେଟ ହେଉଛି ଏକ ସ୍ଵତନ୍ତ୍ର ତରଳ ଯାହାକି କିଣିବାକୁ ମିଳିଥାଏ । ଡାଇଲାଇସେଟ୍ କନସନ ଟ୍ରେଟ ଯାହାକି ଇଲେକ୍ନୋଲାଇଟ୍ ର, ଲୌହ ଏବଂ ବାଇକାର୍ବୋନେଟର ର ଏକ ଉଚ୍ଚତର କନସନଷ୍ଟ୍ରେସନ ଅବସ୍ମାରେ ଏକ ବା ପୋତ୍ରରେ ମିଳିଥାଏ । ଡାୟାଲାଇସେଟ୍ ତିଆରି କରିବାପାଇଁ ଆସୁଥୁବା କoପାଣିକୁ କାଲିଫିଲଟର, କୋଇଲା ଫିଲଟର, ଓଟର ସଫଟନର. ରିଭରସ୍-ଓମସୋସିସ, ଡିଓନିଜେସନ ଏବଂ ଅଲଟ୍ରା ଭାଉଲେଟ ଫିଲଟେରେସନ ମାଧମରେ କ୍ରମାଗତ ଭାବେ ପରିଷ୍କୃତ କରାଯାଏ । ଏହିସବୁ ମାଧ୍ୟମରେ ପରିଷ୍କୃତ ହେବା ଦ୍ବାରା ଜଳ ଧୂଳିମୁକ୍ତ ବିଶୁଦ୍ଧ, ରାସାୟନିକ ଶୁଦ୍ଧତା, ଖଣିଜ ଦ୍ରବ୍ୟ ଓ ବ୍ୟାକ୍ଟୋରିଆ ଏରେଣ୍ଡାଟକ୍ସିନ ଯୁକ୍ତ ହୋଇଥାଏ । ପ୍ରତ୍ୟେକ ହେମାଡାୟଲିସିସ୍ ମେସିନରେ ଉଚ୍ଚ ଗୁଣଯୁକ୍ତ ଜଳର ଆବଶ୍ୟକତା ରହିଥାଏ କାରଣ ଡାୟଲିସିସ୍ର ସୁରକ୍ଷା ପାଇଁ ଶୁଦ୍ଧ ଜଳ ଆବଶ୍ୟକ । ଏଥୁଲାଗି ରୋଗୀ ୧୫୦ ଲିଟର ଜଳ ଆବଶ୍ୟକ କଠୋର | କେଉଁଠାରେ ହେମୋଡାୟଲିସିସ୍ କରାଯାଏ ? ସାଧାରଣତଃ ହେମୋଡାୟଲିସିସ୍ ଡାକ୍ତରଖାନା, କିସା ଡାୟଲିସିସ୍ କେନ୍ଦ୍ରରେ ଜଣେ ଡାକ୍ତରଙ୍କ ତା0ବଧାନରେ ତାମିଲତ୍ପାପ୍ତ କର୍ମଚାରୀ ମାନଙ୍କ ଦ୍ବାରା କରାଯାଏ । ଅଳ୍ପ କେତେକ ରୋଗୀଙ୍କ କ୍ଷେତ୍ରରେ ହେମୋଡାୟଲିସିସ୍ ଘରେ କରାଯାଇଥାଏ । ଏହି କ୍ଷେତ୍ରରେ ରୋଗୀ ସ୍ଥିର ଏବଂ ଉଚିତ ପ୍ରଶିକ୍ଷିତ ହେବା ଦରକାର ଏବଂ ପରିବାରର ସହାୟତା, ପ୍ରର୍ଯ୍ୟାପ୍ତ ଜାଗା ଏବଂ ପ୍ରଚୁର ଅର୍ଥର ଆବଶ୍ୟକ ହୁଏ । ହେମୋତାୟଲିସିସ୍ କ'ଣ ଯନ୍ତ୍ରଣାଦାୟକ ? ହେମୋତାୟଲିସିସ୍ ସମୟରେ ରୋଗୀ କ'ଣ କରିବା ଉଚିତ ? ନା, ହେମୋଡାୟଲିସିସ୍ ଯନ୍ତ୍ରଣାଦାୟକ ନୁହେଁ । କେବଳ ଛୁO ଭ0 କରିବା ସମୟରେ ଯନ୍ତ୍ରଣା ହୋଇଥାଏ । ରୋଗୀ ହେମୋଡାୟଲିସିସ୍ ଜାରି ରଖୁବାପାଇଁ ଡାକ୍ତରଖାନା ଯିବା ଦରକାର ଏବଂ ଡାୟଲିସିସ୍ ପରେ ଘରକୁ ଫେରି ଆସିଥାଏ । ରୋଗୀ ସାଧାରଣତଃ ୪/୫ ଘo। ବିଶ୍ରାମ ନିଅଁ ଅଥବା ଶୋଇ ପର୍ଡ । ଡାୟଲିସିସ୍ ସମୟରେ ରୋଗୀ ଶୁଆଁ', ପର୍ଚ୍ଚ, ଗୀତ ଶୁଣୀ କିମା ଟେଲିଭିଜନ ଦେଖି’ ଓ ଏହି ସମୟରେ ହାଲୁକା ଜଳଖୁଆ, ଗରମ କିସା ଥଣ୍ଡା ପାନୀୟ ରୋଗୀ ପସନ୍ଦ କରିଥାଏ । ହେମୋତାୟଲିସିସ୍ ସମୟରେ ସାଧାରଣ ଅସୁବିଧା ଗୁଡିକ କ’ଣ ? ଡାୟଲିସିସ୍ ସମୟରେ ସାଧାରଣତଃ ଅସୁବିଧା ଗୁଡିକ ହେଲା ନିମ୍ନ ରକ୍ତଚାପ ( ହାଇପରଟେନସନ୬ ଅରୁଚି, ମାଂସପେଶୀ ଝଲମାରିବା, ଦୂର୍ବଳ ଲାଗିବା, ମୁଣ୍ଡ ବିନ୍ଧିବା ଇତ୍ୟାଦି । ହେମୋଡାୟଲିସିସ୍ ର ସୁବିଧା ଓ ଅସୁବିଧା ଗୁଡିକ କ’ଣ ? ହେମୋଡାୟଲିସିସ୍ ର ସୁବିଧା ବା ଲାଭ : o ହେମୋଡାୟଲିସିସ୍ ପ୍ରଶିକ୍ଷିତ ସେବିକା ବା ଟେକନିସିଆନ୍ ଙ୍କ ଦ୍ବାରା କରାଯାଏ ତେଣୁ ଏହା ସୁରକ୍ଷିତ, କମ ଚି'ଦାୟକ ଓ ରୋଗୀପାଇଁ ସୁବିଧାଜନକ । ଏହା ମୋଡାଲିଟି ତେଣୁ ଏହା ଗ୍ରହଣଯୋଗ୍ୟ ଏବଂ ଏହା ପେରିଟୋନିଏଲ ଡାୟଲିସିସ ଠାରୁ କମ୍। ହେମୋଡାୟଲିସିସ୍ କେନ୍ଦ୍ରରେ ଏକ କ୍ଷେତ୍ର ସୃଷ୍ଟି କରେ ଯାହାକୁ ସମାନ ଅସୁବିଧା ଭୋଗୁଥବା ରୋଗୀଙ୍କ ସହିତ ସାକ୍ଷାତ ଏବଂ କଥାବା0 କରାଇଦିଏ । ଏହି ଭାବବିନିମୟ ଦ୍ବାରା ରୋଗୀର ଚାପ ଅନେକାଶରେ କମିଯାଏ ଏବଂ ରୋଗୀ ଅନ୍ୟ ରୋଗୀଙ୍କ ସଂଗ ଉପଭୋଗ କରିଥାଏ । ହେମୋଡାୟଲିସିସ୍ ସପ୍ତାହରେ ମାତ୍ର ୩ନ୍ଦିନ କରାଯାଇଥୁବାରୁ ରୋଗୀ ବିଶ୍ରାମ ଲାଗି ଅନେକ ଖାଲି ସମୟ ପାଇଥାଏ । ହେମୋଡାୟଲିସିସ୍ ରେ ସଂକ୍ରମଣରେ ଆଶକା ମଧ୍ୟ କମ୍ । ଅନେକ କେନ୍ଦ୍ରରେ ପେରିଟୋନିଏଲ ଡାୟଲିସିସ୍ ଠାରୁ କମ୍ ଖର୍କରେ ହେମୋଡାୟଲିସିସ୍ ହେମୋତାୟଲିସିର ଅସୁବିଧା : ଯଦି ଡାୟଲିସିସ୍ କେନ୍ଦ୍ର ଦୂର ହୋଇଥାଏ । କ୍ରମାଗତ ସେଠିକୁ ଯିବାଦ୍ବାରା ଯିବା ଆସିବାରେ ଅନେକ ଅସୁବିଧା ଓ ଅନେକ ଖର୍କ ହୋଇଥାଏ । ହେମୋ ଡାୟାଲିସିସ୍ ସମୟରେ ରୋଗୀ ତାର ସମସ୍ତ କାର୍ଯ୍ୟକଳାପକୁ ଗୋଟେ ସୁର ଯୋଜନା ମାଧମରେ ଅନୁସରଣ କରିବା ଉଚିତ । ହେମୋଡାୟଲିସିସ୍ ସମୟରେ ଛୁ,] ଭା0 କରିବାବେଳେ ରୋଗୀକୁ ବହୁତ କଷ୍ଟ ହୋଇଥାଏ । ଏହି ସମୟରେ ଖାଦ୍ୟ ଖାଇବାର ସାଧନତାକୁ କମ୍ କରିଦିଆଯାଏ । ହେମୋଡାୟାଲିସିସ୍ ଏପରିକି ଫସଫରସ୍ ଯୁକ୍ତ ଖାଦ୍ୟ ଖାଇବାକୁ ବାରଣ କରାଯାଉଥବାରୁ ରୋଗୀ ସେଅପ୍ରତି ଦୃଚ୍ଚ ମନୋବଳ ପୋଷଣ କରିବା ଉଚିତ । ହେପାଟାଇଟିସ୍ ସଂକ୍ରମଣର ସଂକଟ ବଢିଯାଏ । ହେମୋଡାୟଲିସିସ୍ ରୋଗୀ କ'ଣ କରିବା ଉଚିତ ଓ କ'ଣ ନ କରିବା ଅନୁଚିତ ? ବୃକକ ଅଚଳ ହେବାର ଶେଷ ପର୍ଯ୍ୟାୟରେ ଅବା ରୋଗୀ ଯିଏକି କ୍ରମାଗତ ଭାବରେ ସପ୍ତାହକୁ ୩ଥର ଡାୟଲିସିସ୍ ଆବଶ୍ୟକ କରେ ତାହା ହେଉଛି ହେମୋଡାୟଲିସିସ୍ । ନିୟମିତ ଡାୟଲିସିସ୍ ଦୀର୍ଘଦିନ ଶରୀରକୁ ସୁସ୍ଥ ରଖୁବାପାଇଁ ଦରକାର । ଅନିୟମିତ କିମ୍ବା କମ ପରିମାଣର ହେମୋଡାୟାଲିସିସ୍ ରୋଗୀପାଇଁ କ୍ଷତିକାରକ ଓ ପ୍ରାଣ ଘାତକ ହୋଇପାରେ । ଦୁଇଟି ଡାୟଲିସିସ୍ ମେସିନ ମାଧମରେ ଓଜନକୁ ଆୟ0ରେ ରଖୁବାପାଇଁ ତରଳ ଦ୍ରବ୍ୟ ଓ ଲୁଣର ବାରଣ ଅତ୍ୟ' ଜରୁରୀ । ନିୟନ୍ଧିତ ଖାଦ୍ୟ ହେଉଛି ଉଚ୍ଚ ପୋଟାସିୟମ ଏବଂ ଫସଫରସ୍। ପ୍ରୋଟିନ ଯୁକ୍ତ ଖାଦ୍ୟ ଗ୍ରହଣା ବଢାଇବା ଅତି ଆବଶ୍ୟକ । ପୁଷ୍ଟି ସାଧନତା ଡାୟାଲିସିସ୍ ରୋଗୀଙ୍କ କ୍ଷେତ୍ରରେ ଏକ ସାଧାରଣ ସମସ୍ୟା । ଏହାର ପରିଣତି ଅତି ଦୂର୍ବଳ । ଇନଆଡିରେକୃଏଟ ଡାଏଟାରୀ ପ୍ରୋଟିନ ଏବଂ ପ୍ରୋଟିନ ର କ୍ଷତି ଡାୟାଲିସିସ୍ ସମୟରେ ପେରିଟୋନିଏଲ ଡାୟାଲିସିସ୍: ଶେଷ ପର୍ଯ୍ୟାୟରେ ଅବା ବୃକକ ରୋଗୀଙ୍କ ପାଇଁ ପେରିଟୋନିଏଲ ଡାୟଲିସିସ୍ ହେଉଛି ଅନ୍ୟ ଏକ ପ୍ରକାର ଡାୟାଲିସିସ୍ ମୋଡାଲିଟି ଯାହାକି ବିସ୍ତୃତଭାବେ ଗ୍ରହଣଯୋଗ୍ୟ ଏବଂ ପ୍ରଭାବଶାଳୀ ଚିକିତ୍ସା ପରେ ଡାୟଲିସିସ୍ କରିବା ପାଇଁ ଅତି ସାଧାରଣ ପ୍ରଣାଳୀ । ପେରିଟୋନିଏଲ ଡାୟଲିସିସ୍ କ'ଣ ? o ପେରିଟୋନିଏଲ ଡାୟଲିସିସରେ ପେରିଟୋନିୟମ୍ ହେଉଛି ଏକ ପତଳା ଝିଳ୍ପ ଯାହାକି ଆବଡର୍ମିନାଲ କ୍ୟାଭିଟିକୁ ଘୋଡାଇ ରଖେ ଏବଂ ପାକସୁଳୀ, ପେଟ ଏବଂ ଅନ୍ୟ ଆବଡମିନାଲ, ଅଂଗକୁ ସାହାରା ଦିଏ । o ପେରିଟୋନିଏଲ ଝିଲ୍ଲୀ ହେଉଛି ଏକ ପ୍ରାକୃତିକ ସେମିପରସିଏବଲ ଝିଲ୍ଲୀ ଯାହାକି ବର୍ଜ ଉତ୍ପାଦ ଏବଂ ବିଜାତୀୟ ପଦାର୍ଥକୁ ରାସ୍ତା ମଧ୍ୟକୁ ପ୍ରବେଶ କରିବାର ଅନୁମତି ଦିଏ । ପେରିଟୋନିଏଲ ଡାୟଲିସିସ୍ ହେଉଛି ଏକ ପ୍ରଣାଳୀ ଯାହା ପେରିଟୋନିଏଲ ଝିଲ୍ଲୀ ମାଧମରେ ରକ୍ତକୁ ପରିଷ୍କାର କରାଯାଏ । ପେରିଟୋନିଏଲ ଡାୟାଲିସିସ୍ କେତେ ପ୍ରକାରର :ପେରିଟୋନିଏଲ ଡାୟଲିସିସ୍ ର ପ୍ରକାର ଭେଦ :୧. ଇନଟରମିଟେo ପେରିଟୋନିଏଲ ଡାୟଲିସିସ୍ (ଓଚଉ) ୨. କ୍ରମାଗତ ଆମୁଲୋରେଟାରି ପେରିଟୋନିଏଲ ଡାୟଲିସିସ୍ (ଉଇଚଉ) ୩. ଇOରମିଟେO ପେରିଟୋନିଏଲ ଡାୟଲିସିସ୍ (ଓଚଉ) ପେରିଟୋନିଏଲ ଡାୟଲିସିସ୍ (ଓଚଉ) ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ପ୍ରଭାବଶାଳୀ ଡାୟାଲିସିସ୍ ଚୟନ । ଡାକ୍ତରଖାନାରେ ରହିଥୁବା ରୋଗୀମାନଙ୍କ ପାଇଁ ଏକ ସ୍ଵଳ୍ପ ସମୟ ସାପେକ୍ଷ ଡାୟାଲିସିସ୍ ଚିକିସ୍ଥା । ଓଟଉ (ଆଇପିଡି) ବିସ୍ତୃତ ଭାବରେ ଆକ୍ୟୁଟ୍ ବୃକକ କାର୍ଯ୍ୟହୀନ ବ୍ୟକ୍ତିଙ୍କର କରାଯାଏ । ପିଲାମାନଙ୍କ କ୍ଷେତ୍ରରେ ଜରୁରୀକାଳିନ ଭି0ରେ ଶେଷସ୍ତର ବୃକକ ରୋଗ କ୍ଷେତ୍ରରେ ଏହା କରାଯାଏ । o ଆଇପିଡି କମ୍ ସମୟ ବ୍ୟବଧାନରେ ୧-୩ଦିନ ବ୍ୟବଧାନରେ ରୋଗୀର ଆବଶ୍ୟକତାନୁସାରେ ବାରମାର କରାଯାଇଥାଏ । ୨. କ୍ରମାଗତ ଆସୁଲୋରେଟାରୀ ପେରିଟୋନିଏଲ ଡାୟଲିସିସ୍ (ଉଇଚଉ) ସିଏପିଡି କ’ଣ ? ସି (C) - କ୍ରମାଗତ ମାନେ ଯେଉଁ ପ୍ରଣାଳୀ କେବେ ମଝିରେ ବନ୍ଦ ହୋଇନଥାଏ (ଚିକିସ୍ଥା ଯାହକି ଦିନକ ୨୪ ଘ0 ସପ୍ତାହକ ୭ ଦିନ ବିନା ବାଧା ଓ ବିନା ବନ୍ଦରେ ଚାଲିଥାଏ) । ଏ (AD - ଆମୁଲୋରେଟାରୀ ମାନେ ରୋଗୀ ଚାଲିବୁଲି ପାରେ ଏବଂ ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରିପାରେ । ପି (P୬ - ପେରିଟୋନିଏଲ ଝିଲ୍ଲୀ ଯାହାକି ପେଟରେ ଛଣାଯନ୍ତ୍ର ଭାବେ କାର୍ଯ୍ୟ କରେ । ଡ଼ି (d୬ - ଡାୟଲିସିସ୍ ହେଉଛି ଏକ ପ୍ରଣାଳୀ ଯାହାକି ରକ୍ତକୁ ବିଶୋଧନ କରେ । କ୍ରମାଗତ ଆମ୍ବୁଲୋରେଟାରୀ ପେରିଟୋନିଏଲ ଡାୟଲିସିସ୍(ସିଏପିଡି) ହେଉଛି ଏକପ୍ରକାର ଡାୟଲିସିସ୍ ଯାହାକୁ କି ରୋଗୀ ଘରେ ବିନା ଯନ୍ତ୍ର ସହାୟତାରେ ବହାର କରିପାରିଥାଏ । ଯେହେତୁ ସିଏପିଡି ସୁବିଧାଜନକ ଓ ସାଧନତା ପ୍ରଦାନ କରିଥାଏ । ତେଣୁ ଏହି ପ୍ରକ୍ରିୟା ଉନ୍ନତଶୀଳ ଦେଶ ମାନଙ୍କରେ ଏକ ଲୋକପ୍ରିୟ ଚିକିତ୍ସା ପଦ୍ଧତି । ସିଏପିତି ର ପ୍ରଣାଳୀ : ସିଏପିଡି କ୍ୟାଥେଟର - କ୍ରମାଗତ ଆସୁଲୋରେଟାରୀ – ପେରିଟୋନିଏଲ ଡାୟଲିସିସରେ (ଉଇବଉ) ଗୋଟିଏ ନରମ ନମନୀୟ ସିଲିକନ ରବର ନଳୀ ଯାହା ଚତୁପାର୍ଶ୍ଵରେ ସଂଖ୍ୟାଧୁକ ଗାତ ବା କଣା ଥାଏ ତାକୁ ସିଏପିଡି କ୍ୟାଥେଟର ଭାବେ ବ୍ୟବହାର କରାଯାଏ । କ୍ୟାଥେଟରଟିକୁ ସର୍ଜିକାଲି ରୋଗୀର ଆବଡମେନ ବା ସେପଟ ମଧକୁ ପ୍ରବେଶ କରାଇ ଦିଆଯାଏ । ପେରିଟୋନିଏଲ ଡାୟାଲିସିସ୍ ର ସ୍ନାୟୀ ପ୍ରବେଶପଥ ଭାବେ କାର୍ଯ୍ୟକରେ । କ୍ୟାଥେଟରକୁ ସାଧାରଣତଃ ରୋଗୀର ନାଭିର ୨ ପଟେ ଏକ ଇO ତଳକୁ ପେଟର କାନୁ ଜରିଆରେ ସ୍ନାପନ କରାଯାଏ । ଭା0 କରିବା - କ୍ୟାଥେଟର ମାଧମରେ ୨ ଲିଟର ପେରିଟୋନିଏଲ ଡାୟଲିସିସ୍ ତରଳ ଚଉ ଭ0 କରାଯାଏ । ଥରେ ସେହି ତରଳ ଶରୀରକୁ ଗଲେ ପିଡିରେ ତରଳର ଖାଲି ଥାଳିଟି ଚୁଲିବ ଏବଂ ରୋଗୀର ଅବସ୍ତ୍ର ରେ ପରବo ଚିକିତ୍ସା ପର୍ଯ୍ୟ' ସୁନିତ ହେବ । ତାକୁ (ଉଙ୍ଗରକ୍ଷକ୍ଷ ଜ୍ଞସଜ୍ଞର୬ ଜୁହାଯାଏ । ଏହି ଉଙ୍ଗରକ୍ଷକ୍ଷ ଞ୍ଜସଜ୍ଞର ରେ ପେରିଟୋନିୟମ ଏକ ଛଣା ପରି କାର୍ଯ୍ୟକରେ । ଯାହାକି ବର୍ଜ ଉତ୍ପାଦ ଏବଂ ମାତ୍ରାଧକ ତରଳକୁ ରକ୍ତରୁ ବାହାରକରି ପଡି ଫୁଇଡ କୁ ଚାଲିଯିବାକୁ ଅନୁମତି ଦିଏ । ଏହି ସମୟରେ ରୋଗୀ ସାଧୁନଭାବେ ଚାଲବୁଲ କରିପାରେ । (ଯଦିଓ ଏହି ଚିକିତ୍ସା ପ୍ରଣାଳୀର ନାମ ଆମ୍ବୁଲୋରେକ୍ଟୋରୀ ତା’ର ଅର୍ଥ ଚାଳିବା) । କ୍ୟାଥେଟର ମାଧମରେ ବହି ଚାଲିଯାଇଥାଏ, (ଯାହାକି ରୋଗୀର ଅ'ବସ୍ତ୍ରରେ ଗୁଡେଇ ହୋଇ ରହିଥାଏ । ବହିଯାଉଥୁବା ତରଳ ଦ୍ରବ୍ୟକୁ ମପାଯାଏ ଏବଂ ପରବo। କାଳରେ ତାକୁ ଫୋପାଡି ଦିଆଯାଏ । ବାହାରିଥୁବା ପିଡି ତରଳ ବା ପରିଶ୍ରାର ରଂଗ ପରିଷ୍କାର ବା ସ୍ଵଚ୍ଛ ହେବା ଉଚିତ । ଆବଡମିନ ବା ତଳିପେଟରୁ ପିଡି ଚୂଳ ଦ୍ରବ୍ୟ ବାହାରି ସତେଜ ତରଳ କୁ ସୁନଚ୍ୟୁତ କରିବା ପାଇଁ ପ୍ରାୟତଃ ୩୦ - ୪୦ ମିନିଟ୍ ଲାଗିଥାଏ । ଏହି ପ୍ରଣାଳୀର ପରିପୂର୍ଣ୍ଣତା ଏବଂ ଶୂନ୍ୟ ହେବାକୁ ବଦଳା ବଦଳି କୁହାଯାଏ । ବଦଳା ବଦଳି ଦିନକୁ ୩ରୁ ୫ ଥର ଏବଂ ରାତିରେ ଆ’ତନ୍ତ ପକ୍ଷେ ଥରେ ହେବା ଉଚିତ । ରାତି ସମୟରେ ବଦଳା ବଦଳି ଶୋଇବାକୁ ଯିବା ପୂର୍ବରୁ କରିଦେବା ଉଚିତ ଏବଂ ରାତିସାରା ପଡି ଫୁଲଉ ବାମପଟ ତଳିପେଟରେ ଥାଏ । ସଏପଡି ପ୍ରଣାଳୀ ଅପଚନୀୟ ପୂର୍ବ ସତର୍କତାର ସହ କରାଯିବି ଉଚିତ । ୩. ଏ ପି ଡି କିସା କ୍ରମାଗତ ପେରିଟୋନିଏଲ ଡାୟଲିସିସ୍ ର ନିୟମିତ କାଳକ୍ରମ (ଉଉଚଉ) - ଅକ୍ଟୋମେଟେଡ୍ ପେରିଟୋନିଏଲ ଡାୟଲିସିସ୍ (ଇଚଉ> କିମ୍ବା କ୍ରମାଗତ କାଳକ୍ରମ ଫେରିରେଟାନିଏଲ ଡାୟଲିସିସ୍ ର ହେଉଛି ଏକ ନିୟମିତ ଡାୟଲିସିସ୍ ଚିକିତ୍ସା ଯାହାକି ଘରେ ପ୍ରତିଦିନ ଅଟୋମେଟେଡ୍ ସାଇକୃର ମେସିନ୍ ଦ୍ବାରା କରାଯାଏ । ଏ ପି ଡି ସମୟରେ ଗୋଟିଏ ଯନ୍ତ୍ର ଯାହା ସ୍ଵତଃ ପ୍ରବୃ୬ ଭାବରେ ଭo କରିଥାଏ ଏବଂ ବାହାର କରିଥାଏ ପେଟ ଭିତରୁ ପିଡି ଫୁଇଡକୁ । ପ୍ରତ୍ୟେକ ଚକ୍ର ସାଧାରଣତଃ ଏକଘO ରୁ ୨ ଘO। ଲାଗେ ଏବଂ ୪ ରୁ ୫ଥର ବଦଳା ବଦଳି ହୋଇଥାଏ । ଏ ପି ଡିର ସୁୟିତ୍ବ ୮ରୁ ୧୦ଘD । ଯେତେବେଳେ ରାତି ସାରା ରୋଗୀ ଶୋଇଥାଏ ସକାଳେ ସେତେବେଳେ ଯନ୍ତ୍ରଟି ଯୋଗାଯୋଗ ବିଚ୍ଛିନ୍ନ ହୁଏ । ୨ରୁ ୩ ଲିଟର ପଡ ଫ୍ଲୁଇଡ ପେଟ ମଧ୍ୟରେ ରହିଥାଏ । ପଡ ଫ୍ଲୁଇଡ ପୁଣି ପେଟ ଭିତରେ ଦିନସାରା ରହେ ଏବଂ ସଂଧ୍ୟା କିମ୍ବା ରାତିରେ ଯେତେବେଳେ ନିୟମିତ କାଳକ୍ରମର ଯନ୍ତ୍ର ବିଚ୍ଛିନ୍ନ ହୋଇଯାଏ ସେତେବେଳେ ଏହାକୁ ବାହାର କରିଦିଆଯାଏ । ଏପିଡି ମୂଖ୍ୟ ଲାଭ ହେଛଛି ରୋଗୀ ଦିନସାରା ଦୈନିକ କାର୍ଯ୍ୟକଳାପ କରିବାପାଇଁ ସାଧୁନତା ପାଇଥାଏ ଏବଂ ଯନ୍ତ୍ରକୁ ଯୋଡିବା କାଢିବା ପ୍ରଣାଳୀ ୨୪ ଘoiରେ ମାତ୍ର ଥରେ ହୋଇଥାଏ । ଏହା ରୋଗୀକୁ ସ୍କାଚ୍ଛନ୍ଦ ପ୍ରଦାନକରେ ଏବଂ ଏପରିଟୋନିଟିସ୍ ବିପଦରୁ କମ କରେ ତେବେ ଇଚଉ ର ମୂଖ୍ୟ ଅସୁବିଧା ହେଉଛି ଖର୍କ ଏବଂ ଜଟିଳତା । ସିଏପିଡିରେ ବ୍ୟବହୃତ ପିଡି ଫଇଡ କ’ଣ ? ପଡି ଫୁଇଡ (ଡାୟାଲାଇସେଟ୍) ହେଉଛି ଏକ ପରିଶୋଧୂତ ମିଶ୍ରଣ ଯାହାକି ମନେରାଲ ଏବଂ ଝୁକୋଜରେ ପରିପୂର୍ଣ୍ଣ କରାଯାଇ ବ୍ୟବହାର କରାଯାଏ । ଦକ୍ଷତା ଏବଂ କସନ ଟେସନକୁ ନିର୍ଭର କରି ଭାରତରେ ତିନିପ୍ରକାର ପଡିଫୁଇଡ ୦୧.୫%, ୨.୫%, ୩.୫%) ଅଲଗା ପ୍ରକାର ଶକ୍ତିଯୁକ୍ତ ହୋଇ ଦେଖାଯଇଥାଏ । ପର୍ତି ଫୁଇଉରେ ଅବା ଗ୍ଲୁକୋଜ ଶରୀରରୁ ବାହାରୁଥବା ତରଳର ମାତ୍ରାନୁସାରେ ଭିନ୍ନପ୍ରକାର ପିଡି ଫୁଇଡ ଚୟନ କରାଯାଏ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅତି କମ୍ ମାତ୍ରାରେ ତରଳ ନିଷ୍କାସିତ ହେଲେ ଉଚ୍ଚ ଡେଙ୍ଗୁ ରୋଜ କନସେନ ଟ୍ରେସନ ବ୍ୟବହାର କରାଯାଏ । ବା0ମାନ ନୂଆ ପ୍ରକାର ପିଡି ଫୁଇଡ ମିଳିଲାଣି । ଯେଉଁଥୁରେ ଡେକୃରୋଜ ପରିବର୍ଷ0 ଇକୋଡେକସଟ୍ରିନ ର ମାତ୍ରା ରହୁଛି । ନୂଆ ତରଳର ସୁବିଧା ବା ଲାଭ ହେଉଚି ଏଥରେ ଶରୀର ତରଳକୁ ଧୀରେ ଧୀରେ ବାହାର ବ୍ୟବହାର କେବଳ ଗୋଟିଏ ଦିନକୁ ଗୋଟିଏ ଚକ୍ର ପାଇଁ ସୀମିତ ଥାଏ । ପଡି ଫୁଲଉ ଅବା ଥଳି ୧୦୦୦ ମିଲି ଠାରୁ ୨୫୦୦ ମିଲି ପର୍ଯ୍ୟ ଭିନ୍ନ ଭିନ୍ନ ମାତ୍ରାର ମିଳେ । ସିଏପିଡି ସମୟରେ ସାଧାରଣ ସମସ୍ୟା ଗୁଡିକ କ’ଣ ଦେଖାଯାଏ : କ୍ରମାଗତ ଆମ୍ବୁଲୋରେଟାରୀ ପେରିଟୋନିଏଲ ଡାୟଲିସିସ୍ ର ମୂଖ୍ୟ ଜଟିଳତା ଗୁଡିକ ହେଉଛି - ସଂକ୍ରମଣ: ସି.ପିଡିରେ ପୀଡିତ ରୋଗୀର ମୂଖ୍ୟ ଏମ’ ଗୁରୁତ୍ବପୂର୍ଣ ସମସ୍ୟା ହେଉଛି ପେରିଟୋନାରଟିସ୍, ପେରିଟୋନିୟମ୍ ର ଏକ ସଂକ୍ରମଣ । ପେଟରେ ଯନ୍ତ୍ରଣା, ଜ୍ବର, ଥଣ୍ଡା ଏବଂ ନିରୁତ୍ସାହ ଏବଂ ଅସ୍ପଷ୍ଟ ଟରବିତଯୁକ୍ତ ପଡି ଫୁଇଡ ବାହାରିବା ହେଉଛି ସାଧାରଣ ଉପସ୍ଥାପନ ପେରିଟୋନାଇଟିସ୍ ର । କୋଷ୍ଠକାଠିନ୍ୟଙ୍କୁ ଦୂରକରିବା ଏବଂ ସିଏପିଡିର ସମସ୍ତ କାର୍ଯ୍ୟପ୍ରଣାଳୀକୁ ଶକ୍ତ ଆସପେଟିକ ପୂର୍ବ ସତର୍କତାର ସହିତ କରାଯିବା ଉଚିତ ଯଦ୍ବାରା ପେରିଟୋନାଇଟିସ୍ ର ଅସୁବିଧାକୁ ଅଣଦେଖା କରିବା । ପେରିଟୋନାଇଟିସ୍ ର ଚିକିତ୍ସା ଦୀର୍ଘ ସେବଟ୍ରମ, ଆ0ବାୟୋଟିକ, ପିଡି ଫୁଲଉ ର କଲରେ ପରୀକ୍ଷା ଏବଂ କେତେକ ରୋଗୀଙ୍କ କ୍ଷେତ୍ରରେ ପିଡି କ୍ୟାଥେଟର କୁ ବାହାର କରିବାରେ ମଧ୍ୟ ଆବଶ୍ୟକ ପଡିପାରେ । ଯେଉଁଠାରେ କ୍ୟାଥେଟର ଭ0 କରାଯାଇଥାଏ ସେହି ପଟରେ ସଂକ୍ରମଣ ହୋଇପାରେ । ଅନ୍ୟାନ୍ୟ ସମସ୍ୟା : ଆବଡୋମିନାଲ ଡିବେଷ୍ଟନସନ ହାରନିୟାଯୋଗୁ ଆବଡମୋନିଲ ମାଂସପେଶୀ ର ଦୁର୍ବଳତା । ତରଳର ମାତ୍ରାଧକ ଚାପ, ସୋଟାଲ ଏଡେମା ଫୁଇଡରେ ଛିଦ୍ର ଏବଂ ଓଜନ ବଢିଯିବା ହେଉଛି ସିଏପିଡି ର ସାଧାରଣ ସମସ୍ୟା । ସିଏପିଡିର ସୁବିଧା : ଖାଦ୍ୟ ଓ ତରଳ ଖାଦ୍ୟରେ କମ୍ ନିୟନ୍ତ୍ରଣା । ଅଧୂକ ସାଧନତା, ଡାୟାଲିସିସ୍ ପରେ, କର୍ମ ସୁଳିରେ ଅଥବା ମାତ୍ରା ସମୟରେ କରାଯାଇପାରେ । ସାଧାରଣ ଦୈନନ୍ଦିନ କାର୍ଯ୍ୟ ଡାୟଲିସିସ୍ ଚାଲିଥୁବା ସମୟରେ କରିହୁଏ । ସିଏପିଡି ରୋଗୀ କୌଣସି ଯନ୍ତ୍ର, ଡାକ୍ତରଖାନା କର୍ମଚାରୀ କିମା ଘର ଲୋକଙ୍କ ବିନା ସହାୟତାରେ ରୋଗୀ ନିଜେ କରିପାରେ । --- o ୩ଥର ସପ୍ତାହକୁ ଏକ ନିର୍ବାରିତ ସମୟରେ ଡାକ୍ତରଖାନାକୁ ଯିବା, ଯାତ୍ରା କରିବା କିସା ଯନ୍ତ୍ରଣା ଦାୟକ ଛୁC] ଫେଡାରୁ ସାଧନତା ବା ମୁକ୍ତି ମିଳିଥାଏ । o ହାଇପରଟେନସନ ଏବଂ ରକ୍ତ ହୀନତା ଉପରେ ଭଲ ନିୟନ୍ତ୍ରଣା ରହିପାରେ । o କ୍ରମାଗତ ରକ୍ତ ପରିଷ୍କାର ମୃଦୁ ଡାୟଲିସିସ୍ ପ୍ରକ୍ରିୟା ଯୋଗୁଁ ଉଠା-ପକା କିମ୍ବା ଅସ୍ଵସ୍ତି ଅନୁଭବ ହୁଏନାହିଁ । [] ସିଏପିଡି ର ଅସୁବିଧା : o ସଂକ୍ରମଣ ର ଆଶକା ପେରିଟୋନିୟମ ଏବଂ କ୍ୟାଥେଟର ପ୍ରସ୍ନାନ ପଟରୁ ଅଧୁକ ଥାଏ । o ରୋଗୀ ସଂଜତଭାବେ ଦିନକୁ ୩ରୁ ୫ ଥର ବଦଳା ବଦଳି କରେ । ବର୍ଷସାରା ବିନା ବାଧାରେ ଦିନରେଟ ମଧ୍ୟ ବନ୍ଦ ନକରି ସମସ୍ତ ଶିକ୍ଷାଦାନ ପ୍ରଣାଳୀ ଅତି ଉଚ୍ଚମାନର ଏବଂ ଦୂଜତାର ସହିତ ପରିଷ୍କୃତ, ଅତି ହିସାବି ଏବଂ କ୍ରମାଗତ ଭାବେ ଟି"ଯୁକ୍ତ ମଧ୍ୟ ଅଟେ । o ଅସ୍ଥାୟୀ ବାହ୍ୟ କ୍ୟାଥେଟର ଏବଂ ତରଳ ଆବଡମେନ ମଧ୍ୟରେ ଅତି ଅସୁବିଧାଜନକ ଏବଂ ପରିବା0ନ କରିବା ଦେଖୁଲା କ୍ଷଣି, ହୁଏତ କେତେକ ରୋଗୀଙ୍କ କ୍ଷେତ୍ରରେ ଏହା ଗ୍ରହଣୀୟ ନୁହେଁ । o ଡାୟଲିସିସ୍ ସଲଖୁସନରେ ଚିନି ଓଜନ ବୃଦ୍ଧିର କାରଣ ହୋଇପାରେ ଏବଂ ହାଇପରଟ୍ରାଇ ଗ୍ଲାଏ 52.55go, Solooloo o ଓଜନିଆ ପିଡି ଥଳିକୁ ଯତ୍ନ କରିବା ଓ ତାକୁ ସାଇତି ରକ୍ୟୁବା ମଧ୍ୟ ଅସୁବିଧା ଜନକ ହୋଇଥାଏ । ସିଏପିଡିର ରୋଗୀଙ୍କୁ କ'ଣ ଖାଦ୍ୟ ଜନିତ ପରିବାOନ ପାଇଁ ଅନୁମୋଦନ କରାଯାଏ ? ସିଏପିଡିରେ ପୀଡିତ ରୋଗୀଙ୍କ ଖାଦ୍ୟପାଇଁ ପରାମମର୍ଶ ଦେବା ନିହାତି ଗୁରୁତ୍ବପୂର୍ଣ୍ଣ ଏବଂ ହେମୋଡାୟଲିସିସ୍ ର ରୋଗୀର ଖାଦ୍ୟଠାରୁ ସ୍ଵଳ୍ପ ଫରକ ଥାଏ । K O O BB O O BBB ସାଧନକୁ ରୋକିବା ପାଇଁ ଭବ ପ୍ରୋଟିନ ଯୁକ୍ତ ଖାଦ୍ୟ ଅତ୍ୟ ଆବଶ୍ୟକ । ଓଜନ ବୃଦ୍ଧିକୁ ରୋକିବାପାଇଁ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଗ୍ରହଣ କରିବା କଟକଣା ଥାଏ । ପିଡି ସଲସନ ରେ ରହିଛି ପ୍ଲୁକୋଜ ଯାହାକି ସି.ପିଡି ରୋଗୀକୁ ସର୍ବଦା କ୍ରମାଗତ ଭାବରେ ଅଧୂକମାତ୍ରାରେ କାର୍ବୋନେଟ ଯୋଗାଇଥାଏ । ହେମୋଡାୟଲିସିସ୍ ରୋଗୀଠାରୁ ଲୁଣ ଓ ତରଳ ଖାଦ୍ୟ ଗ୍ରହଣ ଉପରେ କମ୍ କଟକଣା ରହିଥାଏ । ପୋଟାସିୟମ ଓ ଫସଫେଟ୍ ଯୁକ୍ତ ଖାଦ୍ୟଗ୍ରହଣ ଉପରେ କଟକଣା ଥାଏ । ତଯୁକ୍ତ ଖାଦ୍ୟ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବାପାଇଁ ଅଧୁକ ଖାଇବା ଉଚିତ । ସିଏପିଡିରେ ପୀଡିତ ଲୋକ କେତେବେଳେ ଡ଼ାୟଲିସିସ୍ ସେବିକା କିମା ଡାକ୍ତରଙ୍କୁ ଯୋଗାଯୋଗ କରିବା : ସିଏପିଡିରେ ଆକ୍ରା’ ରୋଗୀର ଯଦି ରୋଗ ବଢିଯାଏ ତେବେ ସେ ତୁର’ ଡାୟଲିସିସ୍ ସେବିକା ଅଥବା ଡାକ୍ତରଙ୍କୁ ପରାମର୍ଶ କରିବ । ପେଟରେ ଯନ୍ତ୍ରଣା ଜ୍ବର କିମା ଥଣ୍ଡା ହେଲେ ସେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବ । ପିଡି ତରଳ ଯାହା ବାହାରୁଥାଏ ତାହା ଯଦି ଧୂଆଁଳିଆ, ଅସ୍ବଚ୍ଚ ଅଥବା ରକ୍ତ ପରି ଦେଖାଯାଏ । ଜୁର ହେବା, ପୂଜା ହେବା, ଫୁଲିବା କିମ୍ବା ସିଏପିଡିର ପ୍ରସୂନ ପଟର କ୍ୟାଥେଟର ଚାରିପଟ ଯଦି ଗରମ ଓ ଲାଲ ହେବ । ଯଦି କୋଷ୍ଟକାଠିନ୍ଯ ହେବା କିମା ପଡିଫୁଲଉ ପେଟ ମଧ୍ୟରେ ଅଥବା ବାହାରେ ଯଦି ବାଧା ସୃଷ୍ଟି Ꮾó© ! ଅସ୍ଵଭାବିକ ଓଜନ ବୃଦ୍ଧି, ନିଦ୍ଦିଷ୍ଟ ପ୍ରକାର ଫୁଲା, ଅଣନିଶ୍ବାସୀ ଏବଂ ରକ୍ତଚାପ ଯଦି ବଢିଯାଏ । ନିମ୍ନ ରକ୍ତଚାପ, ଓଜନ ହ୍ରାସ ପାଇଲେ, କ୍ରାମ୍ପସ ହେଲେ, ଅଳସୁଆ ଲାଗିଲେ ରୋଗୀ ଡାକ୍ତରଙ୍କ ପରାମର୍ଶ ନେବ । ଆଧାର : Kidney Education Foundation