ଏଆଇଆଇଏମଏସ ନିଯୁକ୍ତି – ୨୦୧୭ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ, ଭୁବନେଶ୍ୱର ପଦବୀ ସଂଖ୍ୟା – ୯୨୭ ସିନିୟର ନର୍ସିଙ୍ଗ ଅଫିସର, ଷ୍ଟାଫ ନର୍ସ ଗ୍ରେଡ଼-I: ୧୨୭ ନର୍ସିଙ୍ଗ ଅଫିସର, ଷ୍ଟାଫ ନର୍ସ ଗ୍ରେଡ଼-II: ୮୦୦ ବୟସ ସୀମା – ୨୧ ରୁ ୩୦ ବର୍ଷ (ସିନିୟର ନର୍ସିଙ୍ଗ ଅଫିସର/ଷ୍ଟାଫ ନର୍ସ ଗ୍ରେଡ଼-I ପାଇଁ), ୨୧ରୁ ୩୦ ବର୍ଷ (ନର୍ସିଙ୍ଗ ଅଫିସର/ଷ୍ଟାଫ ନର୍ସ ଗ୍ରେଡ଼-II) ଶିକ୍ଷାଗତ ଯୋଗ୍ୟତା – ବି.ଏସସି ନର୍ସିଙ୍ଗ (୪ ବର୍ଷୀୟା) ଚୟନ ପ୍ରକ୍ରିୟା – ସିବିଟି ଏବଂ ଲିଖିତ ପରୀକ୍ଷା ଆଧାରରେ ଆପ୍ଲିକେସନ ଫି – ୧୦୦୦ ଟଙ୍କା , ଏସସି,ଏସଟି ଏବଂ ପିଡବ୍ଲ୍ୟଡି – ଦେୟମୁକ୍ତ ୱେବସାଇଟ - "www.aiimsbhubaneswar.edu.in" ଆବେଦନ କରିବା ଶେଷ ତାରିଖ – ୨୫.୧୨.୨୦୧୭ (୫ଟା ପର୍ଯ୍ୟନ୍ତ) ନୋଟିସ-"http://www.freejobalert.com/wp-content/uploads/2017/11/Notification-AIIMS-Nursing-Officer_Staff-Nurse-Posts.pdf" ଆଧାର :ଖବର ଓଡ଼ିଶା