ହୋମ / କୃଷି / କୃଷି ଉଦ୍ୟୋଗ
ସେଆର କରନ୍ତୁ

କୃଷି ଉଦ୍ୟୋଗ

କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କ ପାଇଁ ସୁଯୋଗ ଥିବା ଅନେକ କୃଷି ଆଧାରିତ ଉଦ୍ୟୋଗ ସମ୍ପର୍କରେ ଆଲୋଚନା କରାଯାଏ ।

ବଢିଆଳ ଚାଷ
ସୀତାଫଳ ବା ବଢିଆଳ ଗୋଟିଏ ସୁସ୍ଵାଦୁ ଫଳ । ସୀତାଫଳକୁ ପାଚିଲା ଖିଆଯାଏ ।
କରମଙ୍ଗା ଚାଷ
କରମଙ୍ଗା ବ୍ୟବସାୟିକ ଭିତ୍ତିରେ ଚାଷ ନହେଲେ ମଧ୍ୟ ଅଧିକାଂଶ ଲୋକଙ୍କ ବାଡି ବଗିଚାରେ ଥାଏ ।
ବେଲ ଚାଷ
ବେଲଫଳ ଏକ ଜଣାଶୁଣା ଓ ଉତ୍କୃଷ୍ଟ ଫଳ ଭାବେ ସାରା ଭାରତରେ ପରିଚିତ । ଭାରତରେ ଏମିତି ଗ୍ରାମ ନାହିଁ ଯେଉଁଠି ବେଲ ଗଛ ନାହିଁ ।
ଅଁଅଳା କୋଳି ଚାଷ
ଅଁଳା ଗଛ ଭାରତରେ ପ୍ରାୟ ସର୍ବତ୍ର ଦେଖାଯାଏ ।
ଗୋଲାପ ଜାମୁ ଓ ଜାମୁରୋଳ ଚାଷ
ଗୋଲାପଜାମୁ ଓ ଜାମୁରୋଳ ବିଶେଷକରି ପିଲାମାନଙ୍କର ଆଦରର ଫଳ ।
ଜାମୁକୋଳି ଚାଷ
ଜାମୁକୋଳି ଗଛ ସହର ବଜାର ଗାଁ ଗଣ୍ଡା ସବୁଠି ଦେଖିବାକୁ ମିଳେ । ବର୍ଷାଦିନେ ଗଛରେ କୋଳି ଭର୍ତ୍ତି ହୋଇଯାଏ ।
ଅଙ୍ଗୁର ଚାଷ
ଅଙ୍ଗୁର ଏକ ଲତା ଜାତୀୟ ଉଦ୍ଭିଦ । ଏହା ଅତି ଲୋକପ୍ରିୟ ଫଳ (କୋଳି)।
ଡ଼ିମ୍ବିରି ଚାଷ
ଡିମିରି ଏକ ପର୍ଣ୍ଣମୋଚି ଗଛ । ଏହାର ଚାଷ ବହୁ ଯୁଗରୁ ହୋଇ ଆସୁଛି ।
ଖଜୁରୀ କୋଳି ଚାଷ
ଖଜୁରୀ କୋଳି ଏକ ଉପାଦେୟ ଫଳ ।
ସେଓ ଚାଷ
ସେଓ ଶୀତ ପ୍ରଧାନ ଦେଶମାନଙ୍କର ପ୍ରଧାନ ଫଳ । ସ୍ଵାଦ ଏବଂ ସୁବାସରେ ଏହାର ସ୍ଥାନ ଅତି ଉଚ୍ଚରେ ।
ନେବିଗତିଓଂ
Back to top