ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ଜୈବିକ ପଦ୍ଧତି ରେ ରୋଗ ପୋକ ନିୟନ୍ତ୍ରଣ
ସେଆର କରନ୍ତୁ

ଜୈବିକ ପଦ୍ଧତି ରେ ରୋଗ ପୋକ ନିୟନ୍ତ୍ରଣ

ଜୈବିକ ପଦ୍ଧତି ରେ ରୋଗ ପୋକ ନିୟନ୍ତ୍ରଣ ର ସୂଚନା

ଉପକ୍ରମ

ଫସଲ ଚାଷ ପାଇଁ ରୋଗପୋକ ଦମନ ଅତ୍ୟନ୍ତ ଜରୁରୀ, ସେଥିପିନ ଚାଷୀଭାଇ ମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି, ବିଭିନ୍ନ ପ୍ରକାରର ଔଷଧ ବ୍ୟବହାର କରିଥାନ୍ତି। ଏହା ଜୈବିକ ଔଷଧ ବ୍ୟବହାର କରି ମଧ୍ୟ କୀଟ ପରିଚାଳନା କରି ହେବ । ଏଥିପାଇଁ କୌଣସି ଖର୍ଚ୍ଚ କରିବାକୁ ପଡିନଥାଏ, ବରଂ ନିଜେ ପ୍ରସ୍ତୁତ କରି ବ୍ୟବହାର କରି ପାରିବେ । ଏହି ଭିଡିଓରେ କେତେକ ପ୍ରଣାଳୀ ବ୍ୟାଖ୍ୟା କରା ଯାଇଛି ।

ବିହନ ବିଶୋଧନ

ବିଜାମୃତ ଦ୍ଵାରା ବିହନ ବିଶୋଧନ: ବିହନ ଲଗାଇବା ପୂର୍ବରୁ ଏହାକୁ ବିଜାମୃତ ଦ୍ଵାରା ବିଶୋଧନ କରନ୍ତୁ । ଏହାର ପ୍ରଣାଳୀ ଭିଡିଓ ରେ ଦର୍ଶା ଯାଇଛି ।

ହାଣ୍ଡିଖତ ବା ଅମୃତ ରସ ପ୍ରସ୍ତୁତି ପ୍ରଣାଳୀ: ଗଛ ବଡ ହୋଇଗଲାପରେ କିମ୍ବା ଫଳ ଧରିଲାବେଳେ ହାଣ୍ଡିଖତ ବା ଅମୃତ ରସ ବ୍ୟବହାରକରି ରୋଗ ପୋକ ନିୟନ୍ତ୍ରଣ କରିହେବ । ଏଥିରେ ହାଣ୍ଡିଖତ ପ୍ରସ୍ତୁତି ଓ ବ୍ୟବହାରର ପରିମାଣ ଦର୍ଶା ଯାଇଛି ।

ବିଶେଷଜ୍ଞଙ୍କ ପରାମର୍ଶ: ଏଥିରେ ଜୈବିକ ପଦ୍ଧତି ରେ ରୋଗ ପୋକ ନିୟନ୍ତ୍ରଣ ବିଷୟରେ ଜଣେ କୃଷି ବିଶେଷଜ୍ଞଙ୍କ ମତାମତ ଦିଆଯାଇଛି ।

ମୃତ୍ତିକା ପରୀକ୍ଷା ଓ ଜମି ପରିଚାଳନା: ଏଥିରେ ମୃତ୍ତିକା ପରୀକ୍ଷା ଓ ଜମି ପରିଚାଳନା ସମ୍ବନ୍ଧରେ ଏକ କର୍ମଶାଳାର ବିବରଣୀର ଭିଡିଓ ଦିଆଯାଇଛି ।

ଏହି ଭିଡିଓରେ ଜୈବିକ ପଦ୍ଧତି ରେ ରୋଗ ପୋକ ନିୟନ୍ତ୍ରଣ ବିଷୟରେ ଆଲୋଚନା କରା ଯାଇଛି।

ଜୈବିକ ପଦ୍ଧତି ରେ ରୋଗ ପୋକ ନିୟନ୍ତ୍ରଣ

ଆଧାର  :Lavs

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top