ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ପନିପରିବା ସଂରକ୍ଷଣ ବିଜ୍ଞାନ( ରାସାୟନିକ ଦ୍ରବ୍ୟ)
ସେଆର କରନ୍ତୁ

ପନିପରିବା ସଂରକ୍ଷଣ ବିଜ୍ଞାନ( ରାସାୟନିକ ଦ୍ରବ୍ୟ)

ପନିପରିବା ସଂରକ୍ଷଣ ବିଜ୍ଞାନ( ରାସାୟନିକ ଦ୍ରବ୍ୟ) ର ସୂଚନା

କୀଟନାଶକ ଓ ରୋଗନାଶକ ଔଷଧ

ମିଥାଇଲ ବ୍ରୋମାଇଡ

ଶୁଖିଲା ଫଳ, କଫିମଞ୍ଜି , କୋକୋ ମଞ୍ଜି

ପୃଷ୍ଟି ସମ୍ପୂରକ

(କ) ଭିଟାମିନ (ଜୀବନିକା)

ଏସକୋବିର୍କ ଏସିଡ

ଫଳରସ

ରିବୋଫ୍ଲେବିନ

 

କର୍ଣ୍ଣମିଲ (ମକା ଅଟେ )

ଥାୟାମିନ

 

3। (କ) ମହକ ପ୍ରଦାନକାରୀ

  1. ଏଲାଇନ କେପ୍ରୋଏଟ

ସପୁରି ମହକ

  1. ଏଲାଇନ କେପ୍ରୋଲେଟ
  2. ଏଲାଇନ ସିନାମେଟ
  3. ଏଲାଇନ ଏନଥେଟ
  4. ଏଲାଇନ ହେକସୋନେଟ
  5. ଏଲାଇନ ଆଇସୋ ଥାୟୋସାଏନେଟ

ସୋରିଷ ମହକ

  1. ଏଲାଇଲ ଆଇସୋଭେଲେଟେଟ

ଏପାଳ ବ ସେଓ ମହକ

  1. ଏମାଇଲ ଏସିଟେଟ

କଦଳୀ ମହକ

  1. ଏମାଇଲ ବ୍ୟୁଟାରେଟ

10. ଆଲ୍ଫା ଏମାଇନ ସିନାମମ ଆଲଡିହାଇଡ

ଫଳ ମହକ

11. ବେଞ୍ଜାଇସ ଏସିଟୋନ

12. ଏମାଇଲ ଏନଥେପ

ନଡିଆ ମହକ

13. ବୋରନାଲ

ମସଲା ମହକ

14. ବ୍ୟୁଟ୍ରିକ ଏସିଡ

ଲହୁଣୀ ମହକ

15. କେପ୍ରଲଡିହାଇଡ

କମଳା ଜାତୀୟ ଫଳ ମହକ

16. କେ ପ୍ରୋଇକ ଏସିଡ

17. କେପ୍ରିଲ ଏଲଡିହାଇଡ

18. ସିନମନ ଏଲଡିହାଇଡ

ଡାଳଚିନୀ ମହକ

19. ସିଟ୍ରଲ

ଲେମ୍ବୁ ମହକ

20. ସିଟ୍ରୋନେଲା

ଫଳ ମହକ

21. ସିଟ୍ରୋନେଲାଲ

ଗୋଲାପ ମହକ

22. କ୍ୟୁମିନେଲ ଏଲଡିହାଇଡ

ମିଣ୍ଟ ବା ପୋଦିନା ମହକ

23. ସାଇକ୍ଳୋ ହେକସାଇଲ ଏସିଟେଟ

କମଳା ମହକ

24. ଡାଇକଲ ସଲଫାଇଡ

ରସୁଣ ମହକ

25. ତୋଡିକଲ ଏସିଟୋନ

ଅଙ୍ଗୁର ମହକ

26. ଇଥାଇଲ ଭେନିଲିନ

ଭେନିଲା ମହକ

27. ଜିଞ୍ଜରିନ

ଅଦାର ମହକ

 

କୁତ୍ରିମ ପୁଷ୍ଟିକାରକ ମିଠା ଦ୍ରବ୍ୟ

1)     କେଲସିଏମ ସାଇକ୍ଳୋମେଟ

2)     କେଲସିଏମ ସାଖାରିନ

3)     ସାଖାରିନ

4)     ସୋଡିଏମ ସାଇକ୍ଳୋମେଟ

5)     ସୋଡିଏମ ସାଖାରିନ

(ଗ) ପକ୍ଵ ସହାୟକ ରାସାୟନିକ ଦ୍ରବ୍ୟ   ।

ଇଥ୍ରଲ

ଫଳ ପଚାଇବା ନିମିତ୍ତ

୨-୪ ଡି

କାର୍ବାଇଡ

ଏସିଟିଲିନ

 

6. ସଂରକ୍ଷଣ ସହାୟକ ରାସାୟନିକ ଦ୍ରବ୍ୟ

(କ) ଫଳ ଓ ପନିପରିବା ପରିଷ୍କାର କରିବା ନିମିତ୍ତ

କ୍ଳୋରିନ

ଫଳ ଓ ପନିପରିବା ଢୋଇବା ଜଳରେ ମିଶାଯାଏ

ଡିଟରଜେଣ୍ଟ

ମିଠା ମକା , ମଟର ଓ ଅନ୍ୟାନ୍ୟ

ହାଇଡ୍ରୋକ୍ଳୋରିକ ଏସିଡ

ସେଓ ଧୁଆ ଜଳରେ ମିଶାଯାଏ

ସୋଡିୟମ ସିଲିକେଟ

ମିନରଲ ଅଏଲ

ମିଠାମକା ଓ ମଟର ଧୁଆ ଜଳରେ ମିଶାଯାଏ

ପଟାସିୟମ ହାଇଡ୍ରୋକସାଇଡ

ଡିମିରି, ପିଚ ଏପ୍ରିକଟ , ଗ୍ରେପଫ୍ରୁଟ  ଖଣ୍ଡ ଗୁଡିକୁ ଧୋଇବା ସମୟରେ ପାଣିରେ ମିଶାଯାଏ ।

ସୋଡିୟମ ହାଇଡ୍ରୋକସାଇଡ

 

(ଖ) ଜଳୀୟ ଅଂଶ ନିୟନ୍ତ୍ରଣ କରିବା ନିମିତ୍ତ

ପ୍ରପିଲିନ ଗ୍ଲାଇକୋଲ

ନଡିଆ କୋରା ନିମିତ୍ତ

ସର୍ବିଟାଲ

 

ମହମ

କାକୁଡି,  ବାଇଗଣ,  କଖାରୁ, ଲଙ୍କାମରୀଚ , ଗାଜର, ମୂଳା ତରଭୁଜ ଆଳୁ,  ଆଭାକୋଡୋ , ସେଓ, ପିଆର , କମଳା, ଲେମ୍ଭୂ ଜାତୀୟ ଫଳ ଇତ୍ୟାଦି

କେଲସିଏମ ଫସଫେଟ

ମସଲା ଦ୍ରବ୍ୟ ଚେକା ନବାନ୍ଧିବା ନିମିତ୍ତ

କେଲସିଏମ ସିଲିକେଟ

କେଲସିଏମ ଷ୍ଟିରେଟ

ମାଗ୍ନେସିୟମ ଷ୍ଟିରେଟ

 

(ଗ) କ୍ଷାର ଓ ଅମ୍ଳ ନିୟନ୍ତ୍ରଣ ଦ୍ରବ୍ୟ

ଏସିଟିକ ଏସିଡ

କେଚପ,ଆଚାର, ଡବା, ସଂରକ୍ଷଣ ଫଳ ଓ ପନିପରିବା, ଆର୍ଟିରେ ପରିବା ନିମିତ୍ତ

କେଲସିଏମ ହାଇଡ୍ରୋକସାଇଡ

ଡବା ସଂରକ୍ଷଣ ମଟର ନିମିତ୍ତ

 

ସିଟ୍ରିକ ଏସିଡ

ଡବା ସଂରକ୍ଷିତ ମଟର ନିମିତ୍ତ

ଗ୍ଳୁକୋନିକ ଏସିଡ

 

 

ଜାମ,  ଜେଲି ସଂରକ୍ଷଣ ନିମିତ୍ତ

ଲେକଟିକ ଏସିଡ

ମାଲେଜ ଏସିଡ

ସୋଡିୟମ ସିଟ୍ରେଟ

ସୋଡିୟମ ପଟାସିୟମ ଟାର୍ଟରେଟ

ସୋଡିୟମ କାର୍ବୋନେଟ

 

 

ଡବା ସଂରକ୍ଷିତ ମଟର

ମାଗ୍ନେସିୟମ କାର୍ବୋନେଟ

ମାଗ୍ନାସିଏମ ହାଇଡ୍ରାକସାଇଡ

ଫସଫୋଋକ ଏସିଡ

ଇମିଟେସନ ଜେଲି ନିମିତ୍ତ

ସୋଡିୟମ ବାଇକାର୍ବୋନେଟ

ଟମାଟୋ ପେଷ୍ଟ,  ଡବା ସଂରକ୍ଷିତ ମଟର ନିମିତ୍ତ

 

(ଘ) ଦୈହିକ ପ୍ରକ୍ରିୟା ନିୟନ୍ତ୍ରଣ

କାର୍ବନଦାଇଅକସାଇଡ

ସାଇତା ତଟକା ଫଳ

୨,୪- ଡାଇକ୍ଳୋର ଫିନିକସ ଏସିଟିକ ଏସିଡ

ଲେମ୍ବୁ

ଇଥିଲିନ

ପିଅର ଓ କଦଳୀ

ଇଥରେଲ

ମାଲିକ ହାଇଡ୍ରୋଜାଇଡ

ଆଳୁ ଓ ପିଆଜ

ନାପଥିଲିନ ଏସିଟିକ ଏସିଡ

୨,୪,୫- ଟ୍ରାଇକ୍ଳୋର ଫନୋକସି ଏସିଟିକ ଏସିଡ

ଲେମ୍ବୁ

 

ସଂରକ୍ଷଣ ଲାଗି ବ୍ୟବହୃତ ହେଉଥିବା ଫଳ ଓ ପନିପରିବା ଗୁଡିକର କିସମ

ଫଳ ଓ ପନିପରିବା ଗୁଡିକୁ ସଂରକ୍ଷଣ ପ୍ରକ୍ରିୟାକରଣନ କରିବାକୁ ହେଲେ ପ୍ରତ୍ୟେକ ଫଳ ଓ ପନିପରିବାରେ ଯେଉଁ ଯେଉଁ କିସମ ଉପଯୁକ୍ତ ତାହାର କିଛି ଧାରଣା ରହିବା ଉଚିତ   ।  ଆଧୁନିକ ସଂରକ୍ଷଣ ବିଧିରେ କିସମ ଭେଦରେ ସେଗୁଡିକକୁ ବିଭିନ୍ନ ପ୍ରଣାଳୀରେ ସଂରକ୍ଷଣ କରିବା ଉଚିତ   ।  ଉଦାହରଣ ସ୍ୱରୂପ ଆମ୍ବଫଳ ଟିଣ ଡବାରେ ସଂରକ୍ଷଣ କରାଗଲେ କେବଳ ଗୋଟିଏ କିସମର ହେବାକୁ ଦରକାର   ।  ଅର୍ଥାତ ଆଲଫନସୋ କିସମ ବା ଦଶେରୀ କିସମ ଯେ କୌଣସି ଗୋଟିଏ କିସମର ହେବା ଦରକାର  ।  ଦୁଇଟି କିସମ ମିଶାଇ ସଂରକ୍ଷଣ କରାଯିବା ଅନୁଚିତ   ।  ପ୍ରତ୍ୟେକ କିସମ ବା ପ୍ରକାର ଫଳ ବା ପନିପରିବା ସବୁ ପ୍ରଣାଳୀରେ ସଂରକ୍ଷଣ କରାଯାଇପାରେ ନାହିଁ   ।  କେଉଁ ପ୍ରକାରର ଫଳ ବା ପନିପରିବା କେଉଁ କେଉଁ ପ୍ରଣାଳୀ ଲାଗି ଉପଯୁକ୍ତ ତାହା ଠିକ କରି ସଂରକ୍ଷିତ କରାଯାଏ  ।  ଯେପରି କଗାଜି ଲେମ୍ବୁ ,  ଓ ଆଚାର ଲାଗି ଉପଯୁକ୍ତ ଆକୃତି ପସ ଲାଗି ଉପଯୁକ୍ତ  , ତରଭୁଜ ରସ ସଂରକ୍ଷଣ ଲାଗି ଉପଯୁକ୍ତ କିନ୍ତୁ ଅନ୍ୟ ପ୍ରଣାଳୀ ଲାଗି ସୁବିଧାଜଣକ ହୋଇନଥାଏ    ।  ତଳେ ଦିଆଯାଇଥିବା ସାରଣୀରୁ କିଛି ଧାରଣା କରିହେବ   ।

କ୍ର , ନଂ

ଫଳ ଓ ପରିବା

କିସମ

କେଉଁ ସଂରକ୍ଷଣ ପ୍ରଣାଳୀ ଲାଗି ଉପଯୁକ୍ତ

1

ଆମ୍ବ

ଦାସେରି,  ଲାଙ୍ଗଡା,  ଫଜଳି , ଗୋଲାବ ଖାସ,  ଅଲଫାନ ସୋ , ଫାଇରୀ , କେସରୀ, ନିଲମ,ତୋଟାପୁରୀ , ବାଇଗଣ ପଲ୍ଲୀ , ସୁବର୍ଣ୍ଣରେଖା ଦେଶୀ ଇତ୍ୟାଦି

ଟିଣ ବା ବୋତଲ ସାଇତା

ମାଙ୍ଗୋପଲପ

ଆଚାର, ଖଟା

2

କଦଳୀ

ଚମଫା, ଲାଲ ଭେଲଚି, ମର୍ତ୍ତ-ମାନ ଚକ୍ରକେଳୀ , ହରିଚଳ , ବାସରାଈ, କାବୁଲି , ରୋବେଷ୍ଟା ମେନଥାନ ବନ୍ତଳ ଇତ୍ୟାଦି

କଦଳୀ,  ଚିପ୍ସ – ନଦ୍ରରେନ ବନ୍ତଳ ଡିହାଇ ତ୍ରେଟଡ କଦଳୀ – ଚକ୍ରକେଳୀ , ମୋରାନ କଦଳୀ,  ଅଟା – ମର୍ତ୍ତମୋନ ଇତ୍ୟାଦି   ।

3

ଲେମ୍ବୁ ଜାତୀୟ

ସନ୍ତରା- ସିଲହଟ, ନାଗପୁର , କମଳା-ମୋସାମ୍ବି ଜାଫା ଲେମ୍ବୁ କାଗାଜି ଇତ୍ୟାଦି  ।

ସ୍କ୍ବାସ, ଟିଣ ଡବା ସାଇତା ନିମିତ୍ତ

ସ୍କ୍ବାସ, ଆଚାର ଇତ୍ୟାଦି

 

 

4

ଅଙ୍ଗୁର

ବ୍ୟୁଟିସିଡଲେସ , ପେରଲେଟ ,  ପୁସା ସିଡଲେସ,  ଡିଲାଇଟି,  ଏନାବିସାଏ , ଥମସନ ସିଡଲେସ , ପୁସା ସିଡଲେସ କିସମିସ ବୋକର ବ୍ୟୁଟିସିଡଲେସ , ଏରଲମସକେଟ , ବ୍ଲାକ ଚମ୍ଫା , ବେଙ୍ଗଲୋର , ଥମସନ ସିଡଲେସ  ,

ପାଚିଲା ତଟକା

କିସମିସ

ସ୍କ୍ବାସ

ଡବା ସଂରକ୍ଷଣ

5

ପିଜୁଳି

ଲକ୍ଷ୍ନୌ -୪୯ ଆଲାହବାଦ , ସଫେଦ , ବେନାରସୀ , ଗୋଲ, ପିଅର ସେପଡ , ରେଡ ଫ୍ଲେସଡ , ସିଡଲେସ , ବାରୁଇପୁର

ଜେଲ ତିଆରି ଟିଣ ଡବା ବା ବୋତଲ ସଂରକ୍ଷିତ (ଗୋଲ ଫଳ କିସମ ଲକ୍ଷ୍ନୌ -୪୯ ବେନାରସି ଚିତ୍ତୋଦାର )

6

ସପୁରି

ଜିଏଣ୍ଟ କ୍ୟୁ

କ୍ୟୁଇନ ମାରିସସ

କେନିଙ୍ଗ (ଟିଣ ଡବା ସାଇତା ସ୍କ୍ବାସ ତିଆରି )

ସ୍କ୍ବାସ ତିଆରି ଓ ତଟକା ବ୍ୟବହାର   ।

7

ଅମୃତଭଣ୍ଡା

ୱାସିଙ୍ଗଟନ ହାନିଡ୍ୟୁ ଓ କୁର୍ଗହନିଡ୍ୟୁ କୋ -୧,୨,୩,୪ ପୁସା ଡେଲିସିଏସ , ପୁସାଜାଏଣ୍ଟ , ପୁଷାଡ୍ଵାର୍ଫ

ଜେମ ପେପିନ ପ୍ରସ୍ତୁତ ନିମିତ୍ତ କେନିଙ୍ଗ ନିମିତ୍ତ ମୋରବା

8

ନଡିଆ

କୋକନଟଦ୍ଵାର୍ଫ,  ଚୌଘାଟ ଗ୍ରୀନ ଚୈଘାଟ ଆରେଞ୍ଚ , ଗଙ୍ଗାବନ୍ଧମ , ଲକାଡିବଦ୍ଵାର୍ଫ , ଏଣ୍ଡିଏନଟଳ

ସାକ୍ଷୀଗୋପାଳଟଲ ଆଣ୍ଡାମାନ ଜିଏଣ୍ଟ

ପଇଡ , ଡିହାତ୍ରେଟତ ନଡିଆ , ନଡିଆ ଖଟା

ନଡିଆ ତେଲ କତା ଶିଳ୍ପ

9

ଲିଚି

ମୁଜାଫରପୁର , ସାହରନପୁର , ଡେହେରାଡୁନ, କଲକତିଆ , ରୋଜ ସେଣ୍ଟଡ , ସିଡଲେସ – ଲେଟ , ଚାଇନା , ବୋମ୍ବେଇ,ଇଲାଚି

ଶୁଷ୍କକରା ନିମିତ୍ତ ଟିଣ ବା ବୋତଲ ସଂରକ୍ଷଣ ନିମିତ୍ତ ରସ ପ୍ରଭୁତି ସ୍କ୍ବାସ

10

କାଜୁବାଦାମ

ବାପଟଲା, ଭଦ୍ରାଚଳମ,  ଏନାକାଏମ, ମାନୁଥି, ମୁଖ୍ୟ କିସମ ପ୍ରତ୍ୟେକରେ ଅନେକ କିସମ ରହିଥାଏ   ।

କାଜୁସସ, ନାସ ତେଲ ଲଙ୍କା ଆମ୍ବ ସ୍କ୍ବାସ

11

ସପେଟା

କଲାପଟି ଚିତ୍ରି, ଢୋଲା- ଦିବାନି, ଲୀଙ୍ଗ , ଭୁରିପଟି , ଦ୍ଵାରାପୁଡି  କ୍ରିକେଟବଳ , ଓଭାଲ, ବେଙ୍ଗଲୋର , କଲିକତା ରାଉଣ୍ଡ , ବାରମାସିଆ ଇତ୍ୟାଦି   ।

ଜାମ ତିଆରି କେନିଙ୍ଗ/ ବଟଲୀଙ୍ଗ

12

ଆଭାକାଡୋ

ହେସ, ଲୁଲା, ପୋଲକ , ପରପୁଲ , ଗ୍ରୀନ

ପଲପ ଫ୍ରିଜିଙ୍ଗ, ଆଇସକ୍ରିମ ଶିଳ୍ପ ନିମିତ୍ତ ଆଭାକାଡୋ ତୈଳ କସମଟିକ ଶିଳ୍ପ  ।

13

ସିତାଫଳ

ୱାସିଙ୍ଗଟନ -୧୦୭୦୦୫ ରେଡ ସିତାଫଳ ମେମଥ , ବାରବେଡୋସ, ବାଲାନଗର , ବୁଲକହାର୍ଟ ଏଟିମୋୟା

ପାଚିଲା ଫଳ

ଫଳରସ ଶିଳ୍ପ

14

ପଣସ

ଖଜରା ପଣସ, କାଦୁଆ ପଣସ , ରୁଦ୍ରାକ୍ଷି , ସିଙ୍ଗାପୁରୀ ବା ସିଂହଳୀ

ରସ ସଂରକ୍ଷଣ ସ୍କ୍ବାସ ତିଆରି ତାନଖୋସା- ଡିହାଇଟ୍ରେଟ ବା ନିର୍ଜଳୀକରଣ ।

15

ବେଲ

ଅଞ୍ଜର ଦେଶୀ  ସ୍ମାଇରନ ବା ସାନପେଡ୍ରୋ

ସ୍କ୍ବାସ

16

ଡିମିରି

ଅଞ୍ଜର ଦେଶୀ

ଡ୍ରାଇଫ୍ରୁଟ ନିମିତ୍ତ

17

ବରକୋଳି

ଗୋଳା,କଥାଲି ,  ରଶ୍ମୀ,  ଉମରାନ ,  ଇଲାଚି , ଇଲାଚି ଦୁଧିଆ ,  କଥା ନାଗପୁରୀ

ଆଚାର ,  ଗ୍ଲେଜଟ ଫ୍ରୁଟ

18

ଡାଳିମ୍ବ ବା ବେଦନା

ଅଲଣ୍ଡି,  ବାବୁଲ,  କାନ୍ଦାହାରି ,  ପେପର ସେଲ

ରସ ସଂରକ୍ଷଣ

19

ଖଜୁରୀ ବା ଖଜରା

ହାଇୱାଇ,  ଚରହି,  ଚିପଛେପ , ମେଡଜୁଲ, ଜାଇଦି, ଖେଦରାୱେ

ଖଜରା ସୁଉକା ପାଚିଲା ନିମିତ୍ତ ପ୍ରୋସେସିଙ୍ଗ ।

20

ଅଁଳା ବା ଅମଲା

ବେନାରସି ଚକେୟା ,  ଦେଶୀ ବେନାସିରେଡ, ଫ୍ରାନସିସ ପ୍ରତାପଗଡ ଫାଇବରଲେସ

ମୋରବା ଆଚାର ରସ ଶୁଷ୍କଫଳ ବରଫି ଲାଢୁ

 

ପନିପରିବା

ବିଟରୁଟ

ଡିଟୋରାଏଟ ଡାର୍କରେଟ

ମିଶ୍ରିତ ପରିବାର ସଂରକ୍ଷଣ ନିର୍ଜଳୀକରଣ

ବନ୍ଧାକୋବି

ଗୋଲଡେନ ଏକର ପ୍ରାଇଡ ଅଫ ଇଣ୍ଡିଆ ତ୍ରମହେଡ

ନିର୍ଜଳୀକରଣ ସାବାର କ୍ରାଉଟ

କେପସିକମ

କାଲୀଫରନିଆ ୱାଣ୍ଡର

ଆଚାର ଏଲିଫ୍ରଣ୍ଟସ ଟ୍ରଙ୍କ

ଫୁଲକୋବି

ପୁସାଦିପାଲି, ସ୍ନୋବଲ

ନିର୍ଜଳୀକରଣ

କାକୁଡି

ପାଇଁସିଟି, ଲୀଙ୍ଗଗ୍ରୀନ

ଆଚାର

ବିନ, ସିମ୍ବ

କଣ୍ଟେଣ୍ଡର , ପ୍ରିମିଏର

ନିର୍ଜଳୀକରଣ ଟିଣ ଡବା ସଂରକ୍ଷଣ ।

ଗଣ୍ଠିକୋବି

ହ୍ଵାଇଟଭିଏନା

ନିର୍ଜଳୀକରଣ ଆଚାର

ଖରଭୁଜ

ହାରାମଧୁ, ପଞ୍ଜାବସୁନେରି

ଟିଣ ଡବା ସଂରକ୍ଷଣ ଫ୍ରୋଜନ

ଭେଣ୍ଡି

ପୁଷା ସାୱାନି, ମଖମଲି, ଉତ୍କଳ ଗୌରବ ପର୍ବାଣି କ୍ରାନ୍ତି

ଟିଣ ଡବା ସଂରକ୍ଷଣ

ମଟର

ଅରକେଲ , ବେନୋଭିଲ

ଜବାହାର ମଟର

ଟିଣ ଡବା ସଂରକ୍ଷଣ ନିର୍ଜଳୀକରଣ ଫ୍ରୋଜନ

ଆଳୁ

କୁଫରୀ ଅଳଙ୍କାର,  କଫୁରି ଚନ୍ଦ୍ରମୁଖ୍ୟ ,  କଫୁରି ସିନ୍ଦୁରୀ , କଫୁରି ଜ୍ୟୋତି

ପୋଟାଟୋ ଚିପ୍ସ ନିର୍ଜଳୀକରଣ

କଖାରୁ

ଅରକା ସୂର୍ଯ୍ୟମୁଖ୍ୟ, ଅରକା ଚନ୍ଦନ

ଟିଣ ଡବା ସଂରକ୍ଷଣ

ମୂଳା

ପୁଷା ରଶ୍ମୀ, ଜାପାନିଜ ହ୍ଵାଇଟ , ପୁଷା, ହାମାନୀ , ପୁଷା ଚେତକି

ଫ୍ରୋଜନ

ସାଲଗାମ

ପୁସା ଚନ୍ଦ୍ରମା, ପୁସା ସ୍ଵର୍ଣ୍ଣୀମା

ଆଚାର

ବିଲାତିବାଇଗଣ

ପୁସା ରୁଚି,  ପୁସା ଏରଲିଡ୍ଵାର୍ଫ, ରୋମା, ପଞ୍ଜାବ ଛୁଆରା, ବେଷ୍ଟ ଅଫଆଲ,  ଟୋମାଟୋ – ଏସ- ୧୨ ଉତ୍କଳ ଦୀପ୍ତି, ଅକସହାର୍ଟ, ଉତ୍କଳ ପଲ୍ଲବୀ

ଆଚାର ଚଟଣି

ତରଭୁଜ

ଅସହି ୟାମାଟୋ ,  ସୁଗାର ବେବି

ରସ ସଂରକ୍ଷଣ

ପିଆଜ

ରେଡଗ୍ଲୋବ , ନାସିକ ରେଡ,  ହ୍ଵାଇଟ ଗ୍ଲେବ

ନିର୍ଜଳୀକରଣ ଅନିଅନ ସାଲଟ ଆଚାର

ଗାଜର

ପୁସା କେସର ନନଟେସ

ନିର୍ଜଳୀକରଣ ଜାମ, ଆଚାର

କନ୍ଦମୂଳ

ପୁସା ଧଳା, ପୁସା ସୁନେଲିମ  ବି-୨୯ , ଲାଲଜର୍ସି , ସି.ଏଲ -୪୪

ଟିଣ ଡବା ସଂରକ୍ଷଣ

ଗୟା ଆଳୁ

ଏଚ-୯୭,, ଏଚ-୨୨୬,  ଏଚ-୨୩୦୪, ଏଚ-୧୬୮୩, ଏମ-୪

ଟିପସ ଡିହାଇଡ୍ରେଟ ଡିହାଇଡ୍ରେଟ

ପାଣି କଖାରୁ

ଦେଶୀ

ପେଠା ବା ମୋରବବା

 

 

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top