ହୋମ / ଇ-ଗଭର୍ଣ୍ଣ।ନ୍ସ / ଇ- ଶାସନ ସେବା ଅନଲାଇନ / ବଲାଙ୍ଗିର - ସେବା ଅନଲାଇନ
ସେଆର କରନ୍ତୁ

ବଲାଙ୍ଗିର - ସେବା ଅନଲାଇନ

କନ୍ଧମାଳ ଅନଲାଇନ ସେବାର ସୂଚନା

ମୃତ୍ୟୁ ପ୍ରମାଣ ପତ୍ର

ଯାଆନ୍ତୁ: ମୃତ୍ୟୁ ପ୍ରମାଣ ପତ୍ର

ବଲାଙ୍ଗିର ମୁନସିପାଲଟି , ଟିଟିଲାଗଡ ମୁନସିପାଲଟି , ପାଟଣାଗଡ ଏନ.ଏ.ସି., ତୁଷରା ଏନ.ଏ.ସି, କଣ୍ଟାବାଞ୍ଜି ଏନ.ଏ.ସି
ସ୍ଥାନ : ସମସ୍ତ ମୁନିସିପାଲ୍ଟି ଓ ଏନ.ଏ.ସି କାର୍ଯ୍ୟ।ଳୟ  ।  ସହର : ବଲାଙ୍ଗିର

ଆବାସିକ ପ୍ରମାଣପତ୍ର

କିପରି ଆବାସିକ ପ୍ରମାଣପତ୍ର ପାଇବେ?

ନିମ୍ନଲିଖିତ ପଦ୍ଦତି

  1. ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ |
  2. ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ ।
  3. ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ ।
  4. ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ ।
  5. ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ.

ଯାଆନ୍ତୁଇ - ଜିଲ୍ଲା ଓଡିଶା

ସ୍ଥାନ : ଜିଲ୍ଲା ର ସମସ୍ତ ୧୪ ଟି ତହସିଲ ଅଫିସ ।  ସହର : ବଲାଙ୍ଗିର

ଉତ୍ତରାଧିକାରୀ ପ୍ରମାଣପତ୍ର

କିପରି ଉତ୍ତରାଧିକାରୀ ପ୍ରମାଣପତ୍ର ପାଇବେ?

ନିମ୍ନଲିଖିତ ପଦ୍ଦତି

  1. ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ |
  2. ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ ।
  3. ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ ।
  4. ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ ।
  5. ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ.

ଯାଆନ୍ତୁଇ - ଜିଲ୍ଲା, ଓଡିଶା

ସ୍ଥାନ : ଜିଲ୍ଲା ର ସମସ୍ତ ୧୪ ଟି ତହସିଲ ଅଫିସ ।  ସହର : ବଲାଙ୍ଗିର

ଜନ୍ମ ପ୍ରମାଣ ପତ୍ର

ଯାଆନ୍ତୁଜନ୍ମ ପ୍ରମାଣ ପତ୍ର

ବଲାଙ୍ଗିର ମୁନସିପାଲଟି , ଟିଟିଲାଗଡ ମୁନସିପାଲଟି, ପାଟଣାଗଡ ଏନ.ଏ.ସି., ତୁଷରା ଏନ.ଏ.ସି, କଣ୍ଟାବାଞ୍ଜି ଏନ.ଏ.ସି
ସ୍ଥାନ : ସମସ୍ତ ମୁନିସିପାଲ୍ଟି ଓ ଏନ.ଏ.ସି କାର୍ଯ୍ୟ।ଳୟ । ସହର : ବଲାଙ୍ଗିର

ଜମି ଖତିଆନ

ଯାଆନ୍ତୁଜମି ଖତିଆନ

ସ୍ଥାନ : ଜିଲ୍ଲା ର ସମସ୍ତ ୧୪ ଟି ତହସିଲ ଅଫିସ । ସହର : ବଲାଙ୍ଗିର । ପିନକୋର୍ଡ଼ : ୭୬୭୦୦୧
ଇମେଲ୍ : adm-balangir[at]nic[dot]in

ଜାତିଗତ ପ୍ରମାଣପତ୍ର

କିପରି ଜାତିଗତ ପ୍ରମାଣପତ୍ର ପାଇବେ?

ନିମ୍ନଲିଖିତ ପଦ୍ଦତି

  1. ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟାଲ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ ।
  2. ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ ।
  3. ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ ।
  4. ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ ।
  5. ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ.

ଯାଆନ୍ତୁଜାତିଗତ ପ୍ରମାଣପତ୍ର

ସ୍ଥାନ : ତହସିଲ | ସହର : ବଲାଙ୍ଗିର

କେମିତି ଅଭିଯୋଗ କରିବା ?

ଅନଲାଇନ ମାଧ୍ୟମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟ ରେ ଅଭିଯୋଗ ଶୁଣାଣି

ଯାଆନ୍ତୁଅଭିଯୋଗ ଦାଖଲ

ସ୍ଥାନ : କଲେକ୍ଟରେଟ୍ ।  ସହର : ବଲାଙ୍ଗିର

ଜିଲ୍ଲା ନିୟୋଜନ ବିନିମୟ ପଞ୍ଜୀକରଣ

ଯାଆନ୍ତୁଜିଲ୍ଲା ନିୟୋଜନ ବିନିମୟ ପଞ୍ଜୀକରଣ

ସ୍ଥାନ : ଟିଟିଲାଗଡ ରୋଡ , ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପାଖରେ ବଲାଙ୍ଗିର – ୭୬୭୦୦୧ । ସହର : ବଲାଙ୍ଗିର

ବାଦ ତାଲିକା (ତହସିଲରେ)

ତହସିଲରେ ଉପଲବ୍ଧ ବାଦ ତାଲିକା

ଯାଆନ୍ତୁବାଦ ତାଲିକା

ସ୍ଥାନ : ଜିଲ୍ଲା ର ସମସ୍ତ ୧୪ ଟି ତହସିଲ ଅଫିସ ।  ସହର : ବଲାଙ୍ଗିର

ଜିଲ୍ଲା କୋଷାଗାର

ଯାଆନ୍ତୁଜିଲ୍ଲା କୋଷାଗାର

ସ୍ଥାନ : ଜିଲ୍ଲା କୋଷାଗାର ଅଫିସ,  ବଲାଙ୍ଗିର  ।  ସହର :  ବଲାଙ୍ଗିର

ପରିବହନ ସେବା

ଆଞ୍ଚଳିକ ପରିବହନ କାର୍ୟାଳୟ, ବଲାଙ୍ଗିର

ଯାଆନ୍ତୁପରିବହନ ସେବା

ସ୍ଥାନ : କ୍ଷେତ୍ରୀୟ ପରିବହନ କାର୍ୟାଳୟ, ବଲାଙ୍ଗିର ।  ସହର : ବଲାଙ୍ଗିର ।  ପିନକୋର୍ଡ଼ : ୭୬୭୦୦୧
ଫୋନ : ୦୬୬୫୨ - ୨୩୨୪୨୪ ।  ଇମେଲ୍ : rto_bolangir[at]yahoo[dot]co[dot]in

ଆଧାର -"ବଲାଙ୍ଗିର ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା"

3.08333333333
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top