ହୋମ / ଇ-ଗଭର୍ଣ୍ଣ।ନ୍ସ / ଇ ପ୍ରଶାସନ -ମଂଚ / ଡିଜିଟାଲ ଇଣ୍ଡିଆ / ଜାତୀୟ ଡିଜିଟାଲ ସାକ୍ଷରତା ମିଶନ
ସେଆର କରନ୍ତୁ

ଜାତୀୟ ଡିଜିଟାଲ ସାକ୍ଷରତା ମିଶନ

ଜାତୀୟ ଡିଜିଟାଲ ସାକ୍ଷରତା ମିଶନ

କାହା ଦ୍ବାରା ପୋଷ୍ଟ କରାଯ଼ାଇଛି Vikaspediaodisha at September 21. 2016

ପ୍ରତ୍ୟେକ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ବେସରକାରୀ ସଂସ୍ଥା (NGO), ଶିଳ୍ପ, ସରକାରୀ ସଂସ୍ଥା, ଜନସେବାକେନ୍ଦ୍ର ଏବଂ ସ୍ଵୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ, କିମ୍ବା ଉପଯୁକ୍ତ ଭିତ୍ତି ଭୂମି ଥିବା ଅନୁଷ୍ଠାନ ଅତି କମରେ ୧୦ ଲକ୍ଷ୍ୟ ଲୋକଙ୍କୁ ଆଇ.ଟି କ୍ଷେତ୍ରରେ ଶିକ୍ଷିତ କରାଇବେ । ତାଲିମ ବିଭିନ୍ନ ସ୍ଥାନରେ ଯେପରି ଗ୍ରାମପଞ୍ଚାୟତ, ବ୍ଲକ, ଜିଲ୍ଲାରେ ଥିବା ବିଭିନ୍ନ ତାଲିମ ଅନୁଷ୍ଠାନ, NIELIT କେନ୍ଦ୍ର, RSRTI, NGO ଇତ୍ୟାଦିରେ କରାଯିବ ।

  • ଗୃହ ସର୍ଭେ
  • ଯୋଗ୍ୟ ଗୃହ ଚିହ୍ନଟିକରଣ
  • ପ୍ରତ୍ୟେକ  ଘରୁ ଅତି କମରେ ଜଣଙ୍କୁ ଚିହ୍ନଟ କରାଯିବ ।
  • ଚିହ୍ନଟ କରାଯାଇଥିବା ବ୍ୟକ୍ତିଙ୍କୁ ପାଖରେ ଥିବା NDLM ତାଲିମ କେନ୍ଦ୍ରରେ ଆଧାର ନମ୍ବର ସହ ପଞ୍ଜୀକରଣ କରାଯିବ ।
  • ହିତାଧିକାରୀ ବ୍ୟବହାରକାରୀ ନାମ ଏବଂ ପାସୱାର୍ଡ ଦିଆଯିବ ।
  • ଇ- ମଡୁଲ୍ସ LMS ଦ୍ଵାରା ନିଜେ ପଢିବାକୁ ଦିଆଯିବ ।
  • ଆଧାର ନମ୍ବର ଆଧାରରେ ହିତାଧିକାରୀ ଉପସ୍ଥାନ ତଦାରଖ କରାଯିବ ।
  • ଅତିକମ୍ ପାଠ ପଢିବା ଘଣ୍ଟାକୁ ଦେଖି ହିତାଧିକାରୀଙ୍କ ସଫଳତା ଦେଖି ତାଙ୍କୁ ଜାତୀୟ ସ୍ତରରେ ପରୀକ୍ଷା ଦେବା ପାଇଁ କୁହାଯିବ ।
  • ସଫଳ ବ୍ୟକ୍ତିଙ୍କୁ ସାର୍ଟି ଫିକେଟ ପ୍ରଦାନ କରାଯିବ ।

You are an anonymous user. If you want, you can insert your name in this comment.
( ଆବଶ୍ଯକ)
Enter the word
Back to top