ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ଶିକ୍ଷା ପାଇଁ ଯ଼ୋଜନା
ସେଆର କରନ୍ତୁ

ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ଶିକ୍ଷା ପାଇଁ ଯ଼ୋଜନା

ପ୍ରାଥମିକ ଶିକ୍ଷା ପାଇଁ ଯ଼ୋଜନା ମାଧ୍ୟମିକ ଶିକ୍ଷା ପାଇଁ ଯ଼ୋଜନା ଉଚ୍ଚ ଶିକ୍ଷା ପାଇଁ ଯ଼ୋଜନା

ପ୍ରାଥମିକ ଶିକ୍ଷା ପାଇଁ ଯ଼ୋଜନା

ଶିକ୍ଷା ନେଇ ରାଷ୍ଟ୍ରୀୟ ନୀତି ତିଆରି ବେଳେ ଭାରତର ଯୁଇଇର ଲକ୍ଷ ହାସଲ କରିବାକୁ ବିଭିନ୍ନ ସ୍କିମେଟିକ ଓ କାର୍ଯ୍ୟକ୍ରମ ହସ୍ତକ୍ଷେପ ଜରିଆରେ ଅ ନେକ ପ୍ରକାରର କାର୍ଯ୍ୟକ୍ରମ କରାଯ଼ାଇଥିଲା, ସେଗୁଡିକ ମଧ୍ୟରେ

  • ଅପରେସନ ବ୍ଲାକବୋର୍ଡ
  • ଶିକ୍ଷାକର୍ମୀ ପ୍ରକଳ୍ପ ,
  • ଲୋକ ଜୁମ୍ବିସ କାର୍ଯ୍ୟକ୍ରମ ,
  • ମହିଳା ସମକ୍ଷ ,
  • ଜିଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ

ଦେଶରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ସର୍ବ ଶିକ୍ଷା ଅଭିଯ଼ାନକୁ ମୁଖ୍ୟ କାର୍ଯ୍ୟକ୍ର ଭାବେ କାର୍ଯ଼କାରୀ କରାଯ଼ାଇଥାଏ.. ଏହାର ମୁଖ୍ୟ ଲକ୍ଷ୍ୟ ମଧ୍ୟରେ ଶିକ୍ଷାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା, ପାଠ ପଢାରେ ରଖିବା, ଶିକ୍ଷାରେ ଲିଙ୍ଗ ଓ ସମାଜ ଆଧାରିତ ବ୍ୟବଧାନକୁ କମ କରିବା ଓ ପିଲା ମାନଙ୍ର ଶିକ୍ଷଣର ସ୍ତରରେ ସୁଧାର କରିବା .

ମାଧ୍ୟମିକ ଶିକ୍ଷା ପାଇଁ ଯ଼ୋଜନା

ଉଚ୍ଚ ଶିକ୍ଷା ତଥା କାମର ବିଶ୍ବ ପାଇଁ ପିଲା ମାନଙ୍କୁ ପ୍ରସ୍ତୁତ କରୁଥିବାରୁ ସ୍ତର ଅନୁସାରେ ମାଧ୍ୟମିକ ଶିକ୍ଷା ଗୁରୁତ୍ବପୂର୍ଣ ପର୍ଯ୍ୟlୟରେ ରହିଛି.. ବର୍ତମାନର ନୀତି ଅନୁସାରେ ମାଧ୍ୟମିକ ଶିକ୍ଷାର ମାନ ଠିକ ରଖି ତାକୁ ସମସ୍ତ 14ରୁ 18 ବର୍ଷ ବୟସର ଯ଼ୁବକ ମାନଙ୍କ ନିକଟକୁ ଉପଲବ୍ଧ କରାଇବା, ପହଂଚାଇବା ହେଉଛି ଲକ୍ଷ୍ୟ . ବର୍ତମାନ ମାଧ୍ୟମିକ ପର୍ଯ୍ୟlୟ (9ମରୁ ଦ୍ବାଦଶ) କୁ ଲକ୍ଷ୍ୟ କରାଯ଼ାଇଥିବା ନିମ୍ନ ଲିଖିତ ଯ଼ୋଜନା ଗୁଡିକ କେନ୍ଦ୍ର ପ୍ରାଯୋଜିତ ଯ଼ୋଜନା ଭାବେ କାର୍ଯ୍ୟକାରୀ କରାଯ଼ାଉଛି.

  • ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯ଼ାନ
  • ମଡେଲ ସ୍କୁଲ ଯ଼ୋଜନା
  • ଛାତ୍ରୀ ନିବାସ ଯ଼ୋଜନା
  • ଆଇସିଟି @ ସ୍କୁଲ
  • ଦ୍ବିତୀୟ ଚରଣରେ ଭିନ୍ନକ୍ଷମ ପିଲାଙ୍କ ପାଇଁ ଇନକ୍ଲୁଜିଭ ଶିକ୍ଷା
  • ମାଧ୍ୟମିକ ଶିକ୍ଷା ପାଇଁ ଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ
  • ଭାଷା ଶିକ୍ଷକ ମାନଙ୍କର ନିଯ଼ୁକ୍ତି
  • ମଦ୍ରାସା ମାନଙ୍କରେ ଉଚ୍ଚ ମାନର ଶିକ୍ଷା
  • ସଂଖ୍ୟlଲଘୁ ଛାତ୍ର ମାନଙ୍କ ପାଇଁ ଛାତ୍ର ବୃତ୍ତି
  • ଜାତୀୟ ଛାତ୍ରବୃତ୍ତି

ନ୍ୟlସନାଲ କାଉନସିଲ ଫର ଏଜୁକେସନାଲ ରିସର୍ଚ ଏଣ୍ଡ ଟ୍ରେନିଂ (ଏନସିଇଆରଟି) ଶିକ୍ଷାଗତ ବିକାଶକୁ ସଂଖ୍ୟlତ୍ମକ ଓ ଗୁଣାତ୍ନକ ଭାବେ ପ୍ରୋତ୍ସାହନ ଦିଏ ଓ ସମସ୍ତ ପିଲା ମାନଙ୍କୁ ସମାନ ଶିକ୍ଷାର ସୁଯ଼ୋଗ ଦେବା ସହ ବ୍ୟବଧାନକୁ ଦୂର କରିବା ପାଇଁ ବିଶେଷ ପ୍ରୟlସ କରିଥାଏ. ଏନସିଆଆରଟି ନ୍ୟlସନାଲ ଟାଲେଣ୍ଟ ସର୍ଚ ଜରିଆରେ ପିଲା ମାନଙ୍କର ଶିକ୍ଷାଗତ ଶ୍ରେଷ୍ଠତାକୁ ଚିହ୍ବି ତାକୁ ପ୍ରଶଂସା କରିଥାଏ. କଳାତ୍ମକ ଓ ସୃଜନାତ୍ମକ ଶ୍ରେଷ୍ଠତା ପାଇଁ ଚାଚା ନେହରୁ ସ୍କଲାରସିପ ଜରିଆରେ କଳା କ୍ଷେତ୍ରରେ ଭଲ କରୁଥିବା ପିଲାଙ୍କୁ ଅଭିନନ୍ଦନ ଜଣାଏ. 1995 ମସିହାରୁ ବାଲଶ୍ରୀ ଯ଼ୋଜନା ଅନୁସାରେ ବିଭିନ୍ନ ଆୟୁବର୍ଗର ପ୍ରତିଭାବାନ ପିଲା ମାନଙ୍କୁ ସମ୍ମାନିତ କରିବାକୁ ବାଲ ଭବନ ଏକ ପ୍ରଣାଳୀ ବିକସିତ କରିଛି.

ଉଚ୍ଚ ଶିକ୍ଷା ପାଇଁ ଯ଼ୋଜନା

ଉଚ୍ଚ ଶିକ୍ଷା ଉଭଯ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କର ମିଳିତ ଦାୟିତ୍ବ. ସମନ୍ବଯ ରକ୍ଷା କରିବା ତଥା ସଂସ୍ଥାନ ଗୁଡିକର ମାନ ନିର୍ଧାରଣ କରିବା ହେଉଛି କେନ୍ଦ୍ରର ସାମ୍ବିଧାନିକ ଦାୟିତ୍ବ. କେନ୍ଦ୍ର ସରକାର ୟୁଜିସିକୁ ଅନୁଦାନଲ ଦେଇଥାଏ ତଥା ଦେଶରେ କେନ୍ଦ୍ରୀୟ ବିଶ୍ବବିଦ୍ୟlଳୟ ମାନ ସ୍ଥାପିତ କରିଥାଏ ଆବଶ୍ୟକ ସାଧନ ଥିବା ବା ନ ଥିବା ପରିବାରରୁ ଆସୁଥିବା ମେଧାବୀ ଛାତ୍ର ମାନେ ପାଠପଢାରେ କଠିନ ପରିଶ୍ରମ କରି ସେମାନଙ୍କ ଏକାଡେମିକ କ୍ୟାରିଅରରେ ଆଗାମୀ ସ୍ତରକୁ ଯ଼ିବା ପାଇଁ ପ୍ରୋତ୍ସାହନ ଆବଶ୍ୟକ କରନ୍ତି. ଏହି କ୍ଷେତ୍ରରେ ଛାତ୍ରବୃତ୍ତି ଓ ଶିକ୍ଷା ଋଣ ପ୍ରମୁଖ ଭୁମିକା ଗ୍ରହଣ କରେ .

ବିଭିନ୍ନ ସଂସ୍ଥାନ ଦ୍ବାରା ଦିଆଯ଼ାଉଥିବା ବିଭିନ୍ନ ଗୁରୁତ୍ବପୂର୍ଣ ଯ଼ୋଜନା ଓ ଛାତ୍ରବୃତ୍ତି ନିମ୍ନରେ ଦିଆଗଲା :

  • ଜାତୀୟ ଛାତ୍ରବୃତ୍ତି
  • ପୋଷ୍ଟ ଡକ୍ଟରାଲ ରିସର୍ଚ ଫେଲୋ (ଯ଼ୋଜନା)
  • ବାଯୋ ମେଡିକାଲ ସାଇନ୍ସ ପାଇଁ ଜୁନିଅର ରିସର୍ଚ ଫେଲୋସିପ
  • ଅଲ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ ସ୍କଲାରସିପ
  • ଡିପାର୍ଟମେଣ୍ଟ ଅଫ ସାଇଂସ ଏଣ୍ଡ ଟେକ୍ନୋଲଜି ଗ୍ରାଣ୍ଟସ ଏବଂ ଫେଲୋସିପ
  • ଡିଏସଟିସ ସ୍କଲାରସିପ ସ୍କିମ ଫର ବୁମେନ ସାଇଣ୍ଟିଷ୍ଟ ଏଣ୍ଡ ଟେକ୍ନୋଲଜି
  • ବାୟୋଟେକ୍ନୋଲଜି ଫେଲୋସିପ ଫର ଡକ୍ଟରାଲ ଏଣ୍ଡ ପୋଷ୍ଟ ଡକ୍ଟରାଲ ଷ୍ଟଡିଜ
  • ଦିଲ୍ଲୀ ବିଶ୍ବବିଦ୍ୟlଳୟ .ରେ ସ୍ନାତକ ଓ ସ୍ନାତକୋସ୍ତରର ବିଭିନ୍ନ ପାଠ୍ୟକ୍ରମରେ ଛାତ୍ରବୃତ୍ତି ଓ ସମ୍ମାନ
  • ଜବାହର ଲାଲ ନେହେରୁ ବିଶ୍ବବିଦ୍ୟlଳୟ ପକ୍ଷରୁ ବିଭିନ୍ନ ଛାତ୍ରବୃତ୍ତି ଓ ସମ୍ମାନ
  • ଏମଫିଲ ଓ ପିଏଚଡି ଭଳି ଉଚ୍ଚ ଶିକ୍ଷାରେ ଅଧ୍ୟୟନ ପାଇଁ ଅନୁସୂଚିତ ଜାତି ବର୍ଗର ପିଲାଙ୍କ ପାଇଁ ରାଜୀବ ଗାନ୍ଧୀ ରାଷ୍ଟ୍ରୀଯ ଫେଲୋସିପ.
  • ସମଗ୍ର ବିଶ୍ବର ମେଧାବୀ ବୈଜ୍ଞାନିକ ଓ ଇଂଜିନିଯର ମାନଙ୍କ ପାଇଁ ରାମାନୁଜନ ଫେଲୋସିପ
  • ଜେସି ବୋଷ ରାଷ୍ଟ୍ରୀୟ ଫେଲୋସିପ -
  • ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆର ପ୍ରୋତ୍ସାହନ ଯ଼ୋଜନା
  • ଭିନ୍ନକ୍ଷମ ମାନଙ୍କର ସଶକ୍ତିକରଣ ପାଇଁ ଯ଼ୋଜନା/ କାର୍ଯ୍ୟକ୍ରମ
  • ଜନଜାତୀୟ ମନ୍ତ୍ରଣାଳଯ ପକ୍ଷରୁ ଜନଜାତି ଛାତ୍ର ମାନଙ୍କ ପାଇଁ ଛାତ୍ରବୃତ୍ତି ଯ଼ୋଜନା
  • ଏସସି/ଏସଟି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପୋଷ୍ଟ ମାଟ୍ରିକ ଛାତ୍ର ବୃତ୍ତି
  • ସଂଖ୍ୟlଲଘୁ ଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି
  • ଅନଲାଇନ ସଂଖ୍ୟlଲଘୁ ଛାତ୍ର କଲ୍ୟାଣ କାର୍ଯ୍ୟକ୍ରମ

ଆଧାର

 

ଶିକ୍ଷା ବିଭାଗ, ଓଡିଶା ସରକାର

3.375
ଆଫ୍ରିନ ଜାଫର Feb 05, 2016 01:20 PM

ଏହି ଇନଫର୍ମେଶନ ରୁ ପିଲା ଙ୍କ ଶିକ୍ଷା ବିଷୟରେ ସରକାର ଙ୍କ ଯୋଜନା ବିଷୟରେ ଜାଣିପାରୁଛୁ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top