ସେଆର କରନ୍ତୁ

ଗ୍ରୀନ୍ ଲାଇଟ୍ ପ୍ଲାନେଟ୍

ଗ୍ରୀନ୍ ଲାଇଟ୍ ପ୍ଲାନେଟ୍

କାହା ଦ୍ବାରା ପୋଷ୍ଟ କରାଯ଼ାଇଛି Vikaspediaodisha at May 11. 2017

ସ୍ୱାଧୀନତାର ବହୁ ବର୍ଷ ପରେ ସରକାର ମଧ୍ୟ ସେହି ସ୍ଥାନକୁ ଆଲୋକ ଯୋଗାଇ ପାରିଲେନି । ଅନ୍ଧାରରେ ବିତୁଥିଲା ଲୋକଙ୍କ ଜୀବନ । ଏବେ କିନ୍ତୁ ସେହି ଅଂଚଳର ଲୋକମାନେ ଆଉ ରାତିରେ ଅନ୍ଧାରକୁ ଭୟ କରୁ ନାହାନ୍ତି । ଅନ୍ଧାର ଉପରେ ସେଠାରେ ଏବେ ଆଲୋକ ରାଜୁତି କରୁଛି । ସେଭଳି ଦୁର୍ଗମ ଅଂଚଳରେ ବାସ କରୁଥିବା ଗରିବ ଲୋକଙ୍କ ପାଇଁ କାମ କରୁଥିବା ବ୍ୟବସାୟ ସଂସ୍ଥା ହେଉଛି ଗ୍ରିନ୍ ଲାଇଟ୍ ପ୍ଲାନେଟ୍ । ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ତାହାକୁ ବିଚାରକୁ ନେଇ ଏହି ସଂସ୍ଥା ଏହାର ଯାତ୍ରା ଆରମ୍ଭ କରିଥିଲା । ଯେଉଁ ସୂର୍ଯ୍ୟଙ୍କ ଆଲୋକରେ ସମଗ୍ର ବିଶ୍ୱ ଆଲୋକିତ ହେଉଛି ତାଙ୍କର ଶକ୍ତିକୁ ବିନିଯୋଗ କରି ଗ୍ରିନ୍ ଲାଇଟ୍ ପ୍ଲାନେଟ୍ ଅନ୍ଧାରି ମୂଲକ ଆଲୋକିତ କରୁଛି ।

You are an anonymous user. If you want, you can insert your name in this comment.
( ଆବଶ୍ଯକ)
Enter the word
Back to top