ହୋମ / କାର୍ଯ଼କ୍ରମ / ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ
ସେଆର କରନ୍ତୁ

ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ

ନଭେମ୍ବର ୩୦ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ

Event details

When

Nov 30, 2016 09:00 AM to
Dec 02, 2016 06:00 PM

Where

bhubaneswar

ଭୁବନେଶ୍ୱରରେ ଆରମ୍ଭ ହେଉଛି ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ। ଏଥିପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟରେ ପୁଞ୍ଜି ନିବେଶ ନେଇ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଶିଳ୍ପାୟନ କ୍ଷେତ୍ରରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ହେଉଛି ମେକ୍‌ ଇନ୍ ଓଡ଼ିଶାର ଲକ୍ଷ୍ୟ। ଏଥିରୁ ପ୍ରାୟ ୧ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ପାଇଁ ସୁଯୋଗ ସୃଷ୍ଟି ହେବାର ଆଶା ରଖିଛନ୍ତି ସରକାର।

Back to top