ହୋମ / ସ୍ଵାସ୍ଥ୍ୟ / ନୀତି ଓ ଯୋଜନା
ସେଆର କରନ୍ତୁ

ନୀତି ଓ ଯୋଜନା

ଏହି ପୋର୍ଟାଲରେ ଗୁରୁତ୍ଵପୂର୍ଣ ରାଜ୍ୟ ଓ ଜାତୀୟ ସ୍ତରୀୟ ଯୋଜନା ଓ ନୀତି ସମ୍ପର୍କରେ ସୂଚନା ଦିଆ ଯାଇଛି

ଜାତୀୟ ସ୍ୱାସ୍ଥ୍ୟ ମିଶନ
ଜାତୀୟ ସ୍ୱାସ୍ଥ୍ୟ ମିଶନ ଉଦ୍ଦେଶ୍ୟ ସାମର୍ଥ୍ୟ ଏବଂ ଗୁଣବାର୍ତ୍ତା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ।
ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ (NUHM)
ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟକରେ ।
ଆଶା (ଆକ୍ରିଡେକେଟ ସୋସିଆଲ ହେଲଥ ଆକ୍ଟିଭିଷ୍ଟ)
ଆଶାକର୍ମୀ ଗୋଷ୍ଠୀ ଦ୍ଵାରା ନିଯୁକ୍ତି ପାଆନ୍ତି ଏବଂ ଗୋଷ୍ଠୀ ପାଖରେ ଉତ୍ତରଦାୟୀ ହୁଅନ୍ତି ।
ଜାତୀୟ ଆୟୁଷ ମିଶନ
ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ଦ୍ଵାଦଶ ଯୋଜନା ଅନ୍ତର୍ଗତରେ ଭାରତ ସରକାରଙ୍କ ଆୟୁଷ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଆୟୁଷ ମିଶନ ଗଠନ କରାଗଲା ।
ମମତା ଯୋଜନା
ମା’ ଓ ଶିଶୁ ପୁଷ୍ଟିହୀନତା ସମସ୍ୟାକୁ ଦୂର କରିବା ପାଇଁ ମମତା ଯୋଜନା ପ୍ରଣୟନ କରାଯାଇଛି ।
ନେବିଗତିଓଂ
Back to top