অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁଷମ ଖାଦ୍ୟର ତାଲିକା

ବିଭିନ୍ନ ପ୍ରକାର ଖାଦ୍ୟର ଦୈନିକ ଆବଶ୍ୟକତା

ବୟସ ଏବଂ ଶାରୀରିକ ପରିଶ୍ରମ ଅନୁଯାୟୀ ସୁଷମ ଖାଦ୍ୟର ତାଲିକା (ଗ୍ରାମ୍ ଓଜନରେ)

ଖାଦ୍ୟ ପଦାର୍ଥ

ବୟସ୍କ ପୁରୁଷ

ବୟସ୍କା  ମହିଳା

ପିଲା

ପୁଅ

ଝିଅ

ବୈଠକି କାର୍ଯ୍ୟ

ଅଳ୍ପ ଶାରୀରିକ ପରିଶ୍ରମ

କଠିନ ଶାରୀରିକ ପରିଶ୍ରମ

ବୈଠକି

କାର୍ଯ୍ୟ

ଅଳ୍ପ ଶାରୀରିକ ପରିଶ୍ରମ

କଠିନ ଶାରୀରିକ ପରିଶ୍ରମ

୧-୩ ବର୍ଷ

୪-୬ ବର୍ଷ

୧୦-୧୨ ବର୍ଷ

୧୦-୧୨ ବର୍ଷ

ଖାଦ୍ୟ ଜାତୀୟ

 

୪୬୦

 

୫୨୦

 

୬୭୦

 

୪୧୦

 

୪୪୦

 

୫୭୫

 

୧୭୫

 

୨୭୦

 

୪୨୦

 

୩୮୦

ଡାଲି ଜାତୀୟ

 

 

୪୦

 

 

୫୦

 

 

୬୦

 

 

୪୦

 

 

୪୫

 

 

୫୦

 

 

୩୫

 

 

୩୫

 

 

୪୫

 

 

୪୫

ସବୁଜପତ୍ର ବିଶିଷ୍ଟ ପରିବା

 

 

୪୦

 

 

୪୦

 

 

୪୦

 

 

୧୦୦

 

 

୧୦୦

 

 

୫୦

 

 

୪୦

 

 

୫୦

 

 

୫୦

 

 

୫୦

ଅନ୍ୟ ପନିପରିବା

 

୬୦

 

୭୦

 

୮୦

 

୪୦

 

୪୦

 

୧୦୦

 

୨୦

 

୩୦

 

୫୦

 

୫୦

 

 

ଖାଦ୍ୟ ପଦାର୍ଥ

ବୟସ୍କ ପୁରୁଷ

ବୟସ୍କା  ମହିଳା

ପିଲା

ପୁଅ

ଝିଅ

ବୈଠକି କାର୍ଯ୍ୟ

ଅଳ୍ପ ଶାରୀରିକ ପରିଶ୍ରମ

କଠିନ ଶାରୀରିକ ପରିଶ୍ରମ

ବୈଠକି

କାର୍ଯ୍ୟ

ଅଳ୍ପ ଶାରୀରିକ ପରିଶ୍ରମ

କଠିନ ଶାରୀରିକ ପରିଶ୍ରମ

୧-୩ ବର୍ଷ

୪-୬ ବର୍ଷ

୧୦-୧୨ ବର୍ଷ

୧୦-୧୨ ବର୍ଷ

ମୂଳରେ ହେଉଥିବା ପରିବା

 

 

୫୦

 

 

୬୦

 

 

୮୦

 

 

୫୦

 

 

୫୦

 

 

୬୦

 

 

୧୦

 

 

୨୦

 

 

୩୦

 

 

୩୦

ଦୁଗ୍ଧ

 

୧୫୦

 

୨୦୦

 

୨୫୦

 

୧୦୦

 

୧୫୦

 

୨୦୦

 

୩୦୦

 

୨୫୦

 

୨୫୦

 

୨୫୦

ତୈଳ ଜାତୀୟ ଖାଦ୍ୟ

 

 

୪୦

 

 

୪୫

 

 

୬୫

 

 

୨୦

 

 

୨୫

 

 

୪୦

 

 

୧୫

 

 

୨୫

 

 

୪୦

 

 

୩୫

ଚିନି ଓ ଗୁଡ

 

୩୦

 

୩୫

 

୫୫

 

୨୦

 

୨୦

 

୪୦

 

୩୦

 

୪୦

 

୪୫

 

୪୫

 

ବି.ଦ୍ର : ଉକ୍ତ ଖାଦ୍ୟ ଦ୍ରବ୍ୟ ସହିତ ମାଛ, ମାଂସ, ଅଣ୍ଡା ଇତ୍ୟାଦି ଖାଇବା ଦରକାର ।

ବିଭିନ୍ନ ବୟସର ବ୍ୟକ୍ତିଙ୍କ ପାଇଁ ଦୈନିକ କ୍ୟାଲୋରୀ ଆବଶ୍ୟକତା

ହାରାହାରି ଓଜନ

ଆବଶ୍ୟକୀୟ ଶକ୍ତି

(କିଲୋ କ୍ୟାଲୋରୀ )

ପୁରୁଷ

ବୈଠକ କାର୍ଯ୍ୟ କରୁଥିବା

୬୦ କେ.ଜି.

-୨୪୨୫

ସାଧାରଣ ଶାରୀରିକ କାର୍ଯ୍ୟ କରୁଥିବା

 

୨୮୭୫

କଠିନ ପରିଶ୍ରମ (ଶାରୀରିକ ) କରୁଥିବା

 

୩୮୦୦

ମହିଳା

ବୈଠକ କାର୍ଯ୍ୟ କରୁଥିବା

୫୦ କେ.ଜି.

୧୮୭୫

ସାଧାରଣ ଶାରୀରିକ କାର୍ଯ୍ୟ କରୁଥିବା

 

୨୨୨୫

କଠିନ ପରିଶ୍ରମ  କରୁଥିବା

 

୨୯୨୫

ଗର୍ଭବତୀ

 

+୩୦୦

ପ୍ରସୂତୀ

 

 

ପିଲାକୁ ୬ ମାସରୁ କମ୍ ହୋଇଥିଲେ

 

+୫୫୦

ପିଲାକୁ ୬ ମାସରୁ ୧ ବର୍ଷର ହୋଇଥିଲେ

 

+୪୦୦

ଶିଶୁ

୬ ମାସ ମଧ୍ୟରେ

୫.୪ କେ.ଜି.

୧୦୮/ କେ.ଜି.ପ୍ରତି

ପିଲା

୧ ରୁ ୩ ବର୍ଷର

୮.୬ କେ.ଜି.

୯୮/ କେ.ଜି.ପ୍ରତି

୪ ରୁ ୬ ବର୍ଷର

୧୦.୦ କେ.ଜି.

୧୬୯୦

୭-୯ ବର୍ଷର

୨୬.୯ କେ.ଜି.

୧୯୫୦

ପୁଅପିଲା

୧୦-୧୨ ବର୍ଷର

୩୫. ୪ କେ.ଜି.

୨୧୯୦

ଝିଅପିଲା

୧୦-୧୨ ବର୍ଷର

୩୧.୫ କେ.ଜି.

୧୯୭୦

ପୁଅପିଲା

୧୩-୧୫ ବର୍ଷର

୪୭.୮ କେ.ଜି.

୨୪୫୦

ଝିଅପିଲା

୧୩-୧୫ ବର୍ଷର

୪୬.୭ କେ.ଜି.

୨୬୪୦

ପୁଅପିଲା

୧୬-୧୮ ବର୍ଷ

୫୭.୧ କେ.ଜି.

୨୬୪୦

ଝିଅପିଲା

୧୬-୧୮ ବର୍ଷ

୪୯.୯ କେ.ଜି.

୨୦୬୦

 

ଉପରୋକ୍ତ ସାରଣୀରୁ ଜଣାଯାଏ ଯେ ବୟସ୍କମାନଙ୍କର ଦୈନିକ ଖାଦ୍ୟରୁ ହାରାହାରି ୨୫୦୦ ରୁ ୩୫୦୦ କ୍ୟାଲୋରୀ ଆବଶ୍ୟକ । ଏଣୁ ପୂର୍ବରୁ କୁହାଯାଇଥିବା ସାରଣୀ ଅନୁଯାୟୀ ବିଭିନ୍ନ ଖାଦ୍ୟଦ୍ରବ୍ୟ ଖାଇଲେ ଏହା ଆବଶ୍ୟକୀୟ କ୍ୟାଲୋରୀ ଯୋଗାଇ ପାରିବ ।

ମନେରଖନ୍ତୁ :

  • ଖାଦ୍ୟରୁ ମିଳୁଥିବା ଶକ୍ତିକୁ କ୍ୟାଲୋରୀ କୁହାଯାଏ ।
  • ଏକ କିଲୋଗ୍ରାମ୍ ଜଳକୁ ଏକ ଡିଗ୍ରୀ ସେଣ୍ଟିଗ୍ରେଡ୍ ପର୍ଯ୍ୟନ୍ତ ଗରମ କରିବାକୁ ଯେତିକି ଶକ୍ତି ଆବଶ୍ୟକ ହୁଏ ତାହାକୁ ଏକ କିଲୋ କ୍ୟାଲୋରୀ କୁହାଯାଏ ।
  • ବିଭିନ୍ନ ବୟସ ଅନୁପାତରେ ଏବଂ ଅବସ୍ଥା ଅନୁଯାୟୀ ଦୈନିକ ଖାଦ୍ୟରେ କେତେ କ୍ୟାଲୋରୀ ରହିବା ଦରକାର ତାହାର ଏକ ସାରଣୀ ଦିଆଗଲା ।

ଆଧାର -"ଓଡ଼ିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆମୋସିଏସନ୍"

Last Modified : 12/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate