ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ
ସେଆର କରନ୍ତୁ

ମାନସିକ ସ୍ୱାସ୍ଥ୍ୟ

ମାନସିକ ସ୍ୱାସ୍ଥ୍ୟ

ଜ୍ଞାନ ହିଁ ମନକୁ ନିୟନ୍ତ୍ରଣ କରେ
ଜ୍ଞାନ ଲାଭ ହେଲେ ଠିକ୍ କ’ଣ ଏବଂ ଭୁଲ କ’ଣ ବୁଝିହୋଇ ସଠିକ୍ ମାନସିକତା ବିକଶିତ ହୋଇଥାଏ । ହ୍ଵନ୍ଦ୍ଵର ପ୍ରଭାବ କମ୍ ହୋଇ ମନ ସ୍ଥିର ତଥା ନିୟନ୍ତ୍ରଣ ହୋଇଥାଏ ।
ସ୍କିଜୋଫ୍ରେନିଆ
ସ୍କିଜୋଫ୍ରେନିଆ ଏକ ଗୁରୁତ୍ଵର ମାନସିକ ରୋଗ । ଏହି ରୋଗରେ ମାନସିକ ସାମର୍ଥ୍ୟ ବ୍ୟାହତ ହୋଇପଡ଼େ ।
ମାନସିକତାଙ୍କୁ ପ୍ରାଭାବିତ କରେ ସ୍ମାର୍ଟଫୋନ୍
ଅଧିକାଂଶ ସମୟ ସ୍ମାର୍ଟଫୋନ୍ ରେ କଥା ହେବା ଦ୍ଵାରା ମାନସିକ ସ୍ଥିତି ଅସନ୍ତୁଳିତ ରହିଥାଏ ।
ମନ, ଶରୀରର ସମନ୍ଵୟର ସେତୁ
ମନ, ଶରୀରର ସମନ୍ଵୟର ସେତୁ ସୂଚନା
ମାନସିକ ଚାପର ମୁକାବିଲା
ମାନସିକ ଚାପର ମୁକାବିଲା ନିମନ୍ତେ ପ୍ରତ୍ୟକ ବ୍ୟକ୍ତି କେତେକ ନିର୍ଦ୍ଧିଷ୍ଟ ଉପାୟ ଅନୁସରଣ କରିବା ଉଚିତ୍ ।
ଗ୍ରାମାଞ୍ଚଳରେ ମାନସିକ ସ୍ୱାସ୍ଥ୍ୟର ଅଗ୍ରଦୂତ
ବିକାଶଶୀଳ ଦେଶମାନଙ୍କରେ ଲୋକେ ଆକ୍ରାନ୍ତ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ଗୁଡିକ ମଧ୍ୟରୁ ଗୋଟିଏ ହେଲା ମାନସିକ ଅସୁସ୍ଥତା।
ମାନସିକ ସ୍ଵାସ୍ଥ୍ୟସେବା ଓ ସମସ୍ୟା
ମେଣ୍ଟାଲ ହେଲଥ୍ କେୟାର ବିଲ୍ ବା ମାନସିକ ସ୍ୱାସ୍ଥ୍ୟସେବା ବିଲ୍ ରାଜ୍ୟସଭାରେ ଉପସ୍ଥାପିତ ହୋଇ ସଂଖ୍ୟାଗରିଷ୍ଟ ଭୋଟରେ ଗୃହିତ ହୋଇଛି ।
ଆଲାଝିମର ରୋଗ
ଆଲାଝିମର ରୋଗ ଯୋଗୁଁ ପ୍ରଥମେ ସ୍ମରଣ ଓ ଭାବନା ଶକ୍ତି ହ୍ରାସ ପାଇ ପରବର୍ତ୍ତୀ ପର୍ଯ୍ୟାୟରେ ଜଟିଳ ରୂପ ଧାରଣ କରେ ।
ଫେସ୍ ବୁକ୍ ରୁ ଜାଣିହେବ ମାନସିକ ଅସୁସ୍ଥତା
ଫେସ୍ ବୁକ୍ ଷ୍ଟାଟସ୍ ‘ଲାଇକ୍ସ’ ଏବଂ ଏପରି କି ଫଟୋ ମାନସିକ ଅସୁସ୍ଥତା ଚିହ୍ନଟ କରିବାରେ ସହାୟତା କରିପାରେ ବୋଲି ଏକ ନୂଆ ଅଧ୍ୟାୟନରେ ଜାଣିବାକୁ ମିଳିଛି ।
ମାନସିକ ଅବସାଦ- ସିଜୋଫ୍ରେନିଆ
ସିଜୋଫ୍ରେନିଆ ଏକ ମାନସିକ ବେମାରୀ ଯେଉଁଥିରେ ଅସ୍ୱାଭାବିକ ସାମାଜିକ ବ୍ୟବ‌ହାର ଓ ବାସ୍ତବିକତା ବୁଝିବା ଅକ୍ଷମତା ଭଳି ଲକ୍ଷଣମାନ ଦେଖାଯାଏ ।
ନେବିଗତିଓଂ
Back to top