ହୋମ / ସ୍ଵାସ୍ଥ୍ୟ / ସ୍ୱାସ୍ଥ୍ୟ ମଂଚ / ସ୍ୱାସ୍ଥ୍ୟ ସହାୟିକା ତାଲିମ / ମାନବ ସମ୍ବଳ ବିକାଶ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସହାୟିକାମାନଙ୍କ ଭୂମିକା ଓ ଦାୟିତ୍ଵ
ସେଆର କରନ୍ତୁ

ମାନବ ସମ୍ବଳ ବିକାଶ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସହାୟିକାମାନଙ୍କ ଭୂମିକା ଓ ଦାୟିତ୍ଵ

ମାନବ ସମ୍ବଳ ବିକାଶ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସହାୟିକାମାନଙ୍କ ଭୂମିକା ଓ ଦାୟିତ୍ଵ

କାହା ଦ୍ବାରା ପୋଷ୍ଟ କରାଯ଼ାଇଛି Vikaspediaodisha at September 30. 2018

ଜଣେ ମହିଳା,ସେହି ଗାଁର ଅଧିବାସୀ ମହିଳା ହୋଇଥିବେ ଯେକି ପଢି ଲେଖି ଜାଣିବା ସହିତ ହିସାବ କିତାବ କରିପାରୁଥିବେ। ଲୋକମାନଙ୍କ ସେବା କରିବା ପାଇଁ ତାଙ୍କର ଯଥେଷ୍ଟ ଆଗ୍ରହ ଥିବା । ସେ ଲୋକମାନାଙ୍କର ବିଶ୍ଵାସ ଭାଜନ ହୋଇପାରୁଥିବେ । ଲୋକମାନଙ୍କ ଭଲ ମନ୍ଦ ରେ ଉପସ୍ଥିତ ହୋଇପାରୁଥିବେ । ଅଞ୍ଚଳର ସ୍ୱାସ୍ଥ୍ୟ ସମସ୍ଯା ,ସଂସ୍କୃତି ବିଷୟରେ ଭଲଭାବେ ଜାଣିଥିବେ । ସରକାରୀ ଜଳ, ପଞ୍ଚାଯତ ପ୍ରତିନିଧି ,ସ୍ୱାସ୍ଥ୍ୟ ବିଭାଗ ଓ ଗୋଷ୍ଠୀ ମଧ୍ୟରେ ବିଶେଷ କରି ସ୍ଥାନୀୟ ଅଙ୍ଗନବାଡି କର୍ମୀ ଏବଂ ଏ.ଏନ.ଏମ ସହ ଉତ୍ତମ ସମନ୍ଵୟ ରକ୍ଷା କରିପାରୁଥିବେ । କୌଣସି ସଂସ୍ଥା ଦ୍ଵାରା ସ୍ୱାସ୍ଥ୍ୟ ସେବା ପାଇଁ ତାଲିମ ପାଇଁ କୌଣସି ସଂସ୍ଥା  ମାଧ୍ୟମରେ ବା ବ୍ୟକ୍ତିଗତ ଭାବେ ଗୋଷ୍ଠୀରେ କାର୍ଯ୍ୟ କରୁଥିବେ ।

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅନେକ ଆବଶ୍ୟକ ରହିଛି । ଗୋଷ୍ଠୀରେ ଏହାକୁ ନିଶ୍ଚିତ କରାଇବା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟସେବା  ନୀତି ପ୍ରଣୟନ ହୋଇଛି । ଗୋଷ୍ଠୀରେ ଏହି ନୀତି ଅନୁଯାୟୀ ବିଭିନ୍ନ ବ୍ୟବସ୍ଥା କରାଯିବାର ଲକ୍ଷ ଧାର୍ଯ୍ୟ ହୋଇ କାର୍ଯ୍ୟକ୍ରମ  ଚାଲୁ ରହିଛି ।

You are an anonymous user. If you want, you can insert your name in this comment.
( ଆବଶ୍ଯକ)
Enter the word
ନେବିଗତିଓଂ
Back to top