ଡ଼ାଇବେଟିକ୍ ମେଲିଟୋସ ବା ମଧୁମେହ ମେଲିଟୋସରେ ପୀଡିତ ରୋଗୀଙ୍କ ସଂଖ୍ୟା ଭାରତରେ ନୁହେଁ ସାରା ପୃଥ୍ବୀରେ ବଢିବାରେ ଲାଗିଛି । ମଧୁମେହରେ ପୀଡିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ‘ଡାଇବେଟିକ୍ ବୃକ୍କ ରୋଗ" ପରି ସମସ୍ୟା ବୃଦ୍ଧି ଏକ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ସୃଷ୍ଟି କରୁଛି । ମଧୁମେହ ଜନିତ ବୃକ୍କ ରୋଗ ଏକ ମନ୍ଦ୍ରତମ ଅବସ୍ଥା ଯାହାକି ବହୁମୂତ୍ର ଜନିତ ଜଟିଳତା ବଢ଼ାଇଦିଏ, ଯଦ୍ବାରା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଏ ।
କ୍ରମାଗତ ରକ୍ତ ଶର୍କରା ଶରୀରର ଛୋଟ ଛୋଟ ରକ୍ତବାହୀ ନାଳୀକୁ କ୍ଷତି ପହ0ଇଥାଏ । ଦୀର୍ଘଦିନ ମଧୁମେହରେ ଆକ୍ରା' ବ୍ୟକ୍ତିର ବ୍ଳକର ରକ୍ତବାହୀ ନାଳୀ ମଧ୍ୟ କ୍ଷତି ହେବାଯୋଗୁଁ ଅନେକ ସମସ୍ୟା ମଧ୍ୟ ଦେଖାଯାଏ । ଏହି ପ୍ରକାର କ୍ଷତିର ପ୍ରାଥମିକ କାରଣ ମଧ୍ୟରେ ରହିଥାଏ। ପ୍ରେଟିନର କ୍ଷୟ, ଯାହାକି ପରବ0। ସମୟରେ ଉଚ୍ଚରକ୍ତ ଚାପ ଏବଂ ପ୍ରଦାହ ସୃଷ୍ଟି କରେ। ଫଳରେ ବୃକ୍କ କ୍ଷତିର କାରଣ ପାଲଟି ଯାଏ । ଶେଷରେ ଅପ୍ରକୃଷ୍ଟତାର କ୍ରମୋନ୍ନତି ଯୋଗୁଁ ଚୁକ୍ଳକ ଅଚଳ ହୋଇଯାଏ (ବୃକ୍କ ରୋଗର ଶେଷ ସ୍ତର) । ବହୁମୂତ୍ର ଯୋଗୁଁ ଯେଉଁ ସମସ୍ୟା ସୃଷ୍ଟି ହୁଏ ତାହାକୁ ମଧୁମେହ ଜନିତ ବୃକକ ରୋଗ ଜୁହାଯାଏ । ‘ଡାଇବେଟିକ ନେଫ୍ରେପଥ୍ୟାଥ ହେଉଛି ଏକ ଡ୍ରାକ୍ତରୀ ନାମ ଯାହାକୁ ମଧୁମେହ ଜନିତ ବୃକ୍କ ରୋଗ ନାମରେ ଜଣାଯାଏ ।
ମଧୁମେହ ବୃକ୍କ ରୋଗ ବିଷୟରେ ଜାଣିବା ଗୁରୁତ୍ବପୂର୍ଣ୍ଣ କାହିଁକି ?
0 ଆପାତତଃ ମଧୁମେହ ରୋଗ ଭାରତରେ ଅତି ଦୃତ ଗତିରେ ବୃଦ୍ଧି ପାଉଛି ଏବଂ ପୃଥ୍ବୀ ସାରା ମଧ୍ୟ ବ୍ୟାପିବାରେ ଲାଗିଛି । ଦିନ ଆସିବ ଯେବେ ଭାରତ ମଧୁମେହର ଗୀଘର ପାଲଟିଯିବ ।
D। ମଧୁମେହ ଜନିତ ବୃକ୍କ ରୋଗ (ଦ୍ଭାଇବେଟିକ୍ ମେନଫ୍ରେ ପନ୍ୟାଥ), କ୍ରନିକ ବୃକ୍କ ରୋଗର ପ୍ରଧାନ କାଗଣା ।
O। ଇ.ଏସ୍କେତି (ରଖ କଉ) ଆକ୍ରା' ନୂତନଭାବେ ଚିହ୍ନିତ ହେଉଥବା ରୋଗୀମାନଙ୍କ ମଧ୍ୟରୁ ଡାଇବେଟସ୍ ମେଲିଟସରେ ଆକ୍ରା ରୋଗୀ ହେଉଛି ଶେଷ ସ୍ତରର ବୃକ୍କ ରୋଗୀ ।
O। ଏହି ରୋଗରେ ମୂଲ୍ୟାଧୁଜ ଚିକିତ୍ସା ଖର୍ଜ ଭାରତ ପରି ପ୍ରଗତିଶୀଳ ରାଷ୍ଟ୍ରରେ ରୋଗୀମାନଙ୍କ ପକ୍ଷରେ ଅବ୍ଯ କଷ୍ଟକର ।
D। ପ୍ରାଥମିକ ସ୍ତରରେ ରୋଗୀ ନିର୍ଣ୍ଣୟ କରାଗଲେ ତାହା ମଧୁମେହ ଜନିତ ବୃକ୍କ ରୋଗର ନିରାକରଣ ଜରି ପ୍ରତି ଶେଷ ବ୍ୟବସ୍ଥା କରାଯାଇପାରେ ।
ଆଧାର : Kidney Education Foundation
Last Modified : 3/3/2020