অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୁରୁତ୍ୱପୂର୍ଣ ବୃକକ୍ ରୋଗ

ବୃକକ ରୋଗକୁ ଦୁଇଟି ଭାଗରେ ବିଭକ୍ତ କରାଯାଏ

  • ମେଡିକାଲ ଡିଜିଜ :
  • ମେଡିକାଲ କିଡ଼ନୀ ରୋଗ ଗୁଡିକ ହେଲା କିଡ଼ନୀ ଫେଲୁଅର, ୟୁରିନାରୀ ଟ୍ରାକ ଇନଫେକସନ ଏବଂ ନେଫ୍ଲେଟିକ ସିନ୍ଥେଣ୍ଡାମ ଯାହାକି ନେଫ୍ରେଲୋଜିଷ୍ଟଙ୍କ ପରାମର୍ଶରେ ଔଷଧ ଖାଇଲେ ଭଲ ହୋଇଥାଏ । ଯଦି ରୋଗୀ ପୂର୍ବରୁ କିଡନୀ ଫେଲ୍ୟୁଅର ହୋଇ ଚିକିତ୍ସା ପାଇଁ ଆର୍ସ’ ତେବେ ଡାୟାଲିସିସ୍ ଅଥବା ବୃକକ ପ୍ରତିରୋପଣ କରିବା ଆବଶ୍ୟକ ହୋଇପଡେ ।

  • ଅସ୍ତ୍ରୋପଚାରିକ ରୋଗ :
  • ୟୁରୋଲୋଜିଷ୍ଟ ସମସ୍ତ ଅସ୍ତ୍ରୋପଚାରିକ ରୋଗୀକୁ ଚିକିତ୍ସା କରିଥାଆଁ । ଯେପରିକି ବୃକକରେ ପଥର ସୃଷ୍ଟି ହେବା ପ୍ରୋଟେଷ୍ଟ ଏବଂ ୟୁରିନାରୀ ସିଷ୍ଟମରେ ହୋଇଥୁବା ସମସ୍ତ ଅସ୍ରୋପଚାର, ଏଶ୍ରେସ୍କୋପି, ଏବଂ ଲିଥୋଟ୍ରିପ୍ସି ଇତ୍ୟାଦି ଇତ୍ୟାଦି ।

  • ନେରେଫ୍ରାଲୋଜିଷ୍ଟ ଏବଂ ୟୁରୋଲୋଜିଷ୍ଟ ମଧ୍ୟରେ ଭିନ୍ନତା :
  • ନେରେଫ୍ରାଲୋଜିଷ୍ଟ ହେଉଛି! ଫିଜିସିଆନ୍ ଏବଂ ୟୁରୋଲୋଜିଷ୍ଟ ହେଉଛି ଅସ୍ତ୍ରୋପଚାରିକ ମୂଖ୍ୟ । କିଡନୀ ରୋଗର ଦୁଇଟି ବିଭାଗର ଦୁଇଜଣ ମୁଖ୍ୟ ହେଉଛି ନେଫ୍ରେଲୋଜିଷ୍ଟ ଏବଂ ୟୁରୋଲୋଜିଷ୍ଟ ।

  • ମାତ୍ରାଧକ ବୃକକ ରୋଗ

ବୃକକ ଅଚଳତା ଯେତେବେଳେ ବୃକକ ଆବଶ୍ୟକ ବର୍ଜ ଉତ୍ପାଦ ଗୁଡିକୁ ଛାଣି ପାରେନାହିଁ: ବା ଛାଣିବା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇ କମିଯାଏ, ଏବଂ ଇଲୋକ୍ସାଲାଇଟ୍ ବାଲାନସର ମାତ୍ରା ସ୍ଥିରାବସ୍ଥାରେ ଆସିବାକୁ ବୃକକ୍ ର ରେନାଲ ଫେଲ୍ୟୁଅର ବୋଲି ଜୁହାଯାଇପାରେ । କିଡନୀ ଫେଲଖୁଅରରେ ସେରମ କ୍ରିଏଟିନିନ ର ମାତ୍ରା ଏବଂ ରକ୍ତ ୟୁରିଆର ଉପସ୍ଥିତି ଅର୍ଥାତ ରକ୍ତରେ ଏଗୁଡିକ କେତେମାତ୍ରାରେ ଅଛି ତାହା ଜାଣିବାପାଇଁ ପରୀକ୍ଷା କରାଇବାର ପରାମର୍ଶ ଦିଆଯାଏ

ବୃକକର ଅଚଳାବସ୍ଥା କୁ ଦୁଇଭାଗରେ ବିଭକ୍ତ କରାଯାଇଛି । ଆକ୍ୟୁଟ୍ ବୃକକ ଅଚଳ, କ୍ରନିକ ବୃକକ ଅଚଳ ହେବ  |

ଆକ୍ୟୁଟ୍ ବୃକକ ଅଚଳାବସୁ

ହଠାତ ଯଦି ବୃକକ କାମ କରିବା ବନ୍ଦ କରିଦିଏ ବା କମ୍ କରିଦିଏ ତେବେ ଏହାକୁ ଆକ୍ୟୁଟ୍ ବୃକକ (ରେନାଲ୬ ଅଚଳାବସ୍ଥା କୁହାଯାଏ । କିମ୍ବା ଆକ୍ୟୁଟ୍ ବୃକକ କ୍ଷଣବସ୍ଥା ବୋଲି କୁହାଯାଇପାରେ ୯ ଏ କେ ଆଇ୬ ଅଧୁକାଂଶ ଆକ୍ୟୁଟ୍ ବୃକକ ଅଚଳ ରୋଗୀମାନଙ୍କର ପରିଶ୍ରାର ମାତ୍ରା କମିଯାଏ । ଆକ୍ୟୁଟ କିଡନୀ ରୋଗୀଙ୍କ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଲକ୍ଷଣ ଗୁଡିକ ହେଲା ଡାଇରିଆ, ବୀ’, ଫାଲସିପାରସ୍, ମେଲେରିଆ, ହାଇପୋଟେନସନ ସେପ୍ସିସ ଏବଂ ଅନ୍ୟାନ୍ୟ କାରଣ ଗୁଡିକ ମଧ୍ୟ ଦେଖାଯାଇଥାଏ । ଉପଯୁକ୍ତ ଡାକ୍ତରୀ ଚିକିତ୍ସା (ଠିକ ସମୟରେ ଡାୟଲିସିସ୍) ଦ୍ବାରା ବୃକକ ପୁଣି ପୂର୍ବପରି ଉପଯୁକ୍ତ କାର୍ଯ୍ୟକ୍ଷମ ଅବସ୍ଥାକୁ ଫେରିଆସେ ।

କ୍ରନିକ ବ୍ଲକକ୍ ରୋଗ :

କ୍ରମାନୁସାରେ ବହୁ ମାସ ବା ବର୍ଷଧରି କିଡନୀ ଠିକ ଭାବରେ କାମ ନକଲେ ବା କାର୍ଯ୍ୟକ୍ଷମ କମିଗଲେ ଏହାକୁ କ୍ରନିକ ବ୍ଲକକ ରୋଗ ଜୁହାଯାଇଥାଏ । ସି କୋ ଡି ବା କ୍ରନିକ ରେନାଲ ଫେଲୁଅରରେ ବୃକକ ଧୀରେ ଧୀରେ କାମ କରିବା ବନ୍ଦ କରିବାକୁ ଆରମ୍ଭ କରେ ଏକରି ଏକ ଦିନ ଆସେ ଯେତେବେଳେ ବୃକକ ପୁରାପୁରି କାମକରିବା ବନ୍ଦ କରି ସଂପୂର୍ଣ୍ଣ ଅକ୍ଷମ ହୋଇଯାଏ । ଏପରି ଏକ ଜୀବନ ଉପରେ ଆସୁଥବା ଭୟ ହେଉଛି ବୃକକ ରୋଗର ଶେଷ ପର୍ଯ୍ୟାୟ (ରେନାଲ) ରୋଗ ବା (ଇଏସ୍ କେଡି) ଓ (ଇ ଏସ୍ ଆର ଡି) ।

କ୍ରନିକ ବୃକକ ରୋଗ ଏକ ନୀରବ ଘାତକ ଯାହାକି ସହଜରେ ଜଣାପଡେ ନାହିଁ । ( ସି କୋ ଡି) ର ପ୍ରାଥମିକ ଅବସ୍ନାରେ ଏହାର କୌଣସି ଲକ୍ଷଣ ପ୍ରାୟତଃ କମ୍ ମାତ୍ରାରେ ଦେଖାଯାଏ । ସାଧାରଣ ଲକ୍ଷଣ ଗୁଡିକ ହେଲା, ଦୁର୍ବଳ ଲାଗିବା, ଭୋକ ନ ଲାଗିବା, ବୀ’ଆ ବା ଦେବ ବୁଲାଇବା, ଫୁଲିଯିବା, ଉଚ୍ଚରକ୍ତଚାପ ଇତ୍ୟାଦି । ଅନ୍ୟାନ୍ୟ ମୁଖ୍ୟ ଏବଂ ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି ମଧୁମେହ ଓ ଉଚ୍ଚରକ୍ତଚାପ ସହିତ ମାନସିକ ଦୁଶ୍ଚି' ଓ ମାନସିକ ଚାପ ।

ପରିଶ୍ରାରେ ପ୍ରୋଟିନ ମାତ୍ରାର ଉପସ୍ଥିତି, ରକ୍ତ ପରୀକ୍ଷାରେ କ୍ରିଏଟିନିନର ମାତ୍ରା ଅଧୁକ ଏବଂ ସୋନୋଗ୍ରାଫି ପରୀକ୍ଷାରେ ଯଦି ଛୋଟ କoକଟେଉ ବୃକକ ଦେଖାଯାଏ ତେବେ ତାହା କ୍ରନିକ ବୃକକ ରୋଗର ପରିଶ୍ରାରେ ପ୍ରୋଟିନ ମାତ୍ରାର ଉପସ୍ଥିତି, ରକ୍ତ ପରୀକ୍ଷାରେ କ୍ରିଏଟିନିନର ମାତ୍ରା ଅଧୁକ ଏବଂ ସୋନୋଗ୍ରାଫି ପରୀକ୍ଷାରେ ଯଦି ଛୋଟ କoକଟେଉ ବୃକକ ଦେଖାଯାଏ ତେବେ ତାହା କ୍ରନିକ ବୃକକ ରୋଗର

କ୍ରନିକ କିଡନୀ ରୋଗର ପ୍ରାଥମିକ ଅବସ୍ଥାରେ ରୋଗୀ ଉପଯୁକ୍ତ ନିୟନ୍ଧିତ ଖାଦ୍ୟ ଏବଂ ଉପଯୁକ୍ତ ଔଷଧ ଆବଶ୍ୟକ କରେ । ଏହି ରୋଗକୁ ମୂଳୋତ୍ପାଟନ କରିବାକୁ କୌଣସି ଚିକିତ୍ସା ନାହିଁ । ଚିକିତ୍ସାର ଲକ୍ଷ୍ୟ ହେଉଛି ରୋଗ ବୃଦ୍ଧିର ପ୍ରକ୍ରିୟାକୁ ପ୍ରତିହତ କରିବା । କମ୍ବକେଶନ କମାଇଦେବା । ଯାହାଦ୍ବାରା ରୋଗୀ ଦୀର୍ଘଦିନ ପାଇଁ ଅସୁସୁତାରୁ ମୁକ୍ତ ରହି ସାଧାରଣ ଜୀବନ ବିତାଇ ପାରେ ।

ଯେତେବେଳେ ରୋଗ ଶେଷ ପର୍ଯ୍ୟାୟରେ ପନ୍ଦରେo ଅର୍ଥାତ୍ ୯୦ ପ୍ରତିଶତ ବୃକକ କାର୍ଯ୍ୟହୀନ ହୋଇଯାଏ (ସେରମ କ୍ରିଏଟିନ ୮-୧୦ ମି.ଗ୍ରା.୬ ରୁ ଅଧକ ହୋଇଯାଏ ସେତେବେଳେ ଡାୟଲିସିସ୍ କରିବା ବ୍ୟତୀତ ଅନ୍ୟପନ୍ମ ନଥାଏ । ଏହାପରେ ଅର୍ଥାତ (ହେମୋଡାୟଲିସିସ୍ ଏବଂ ପେରିଟୋନିଆଲ ଡାୟାଲିସିସ୍୬ ଶେଷରେ ବୃକକ୍ ପ୍ରତିରୋପଣ କରିବା ଦ୍ବାରା ରୋଗୀର ଜୀବନ ରକ୍ଷା କରାଯାଇଥାଏ ।

ବୃକକ ଅଚଳ ହେଲେ ଡାୟଲିସିସ୍ ହେଉଛି ଏକମାତ୍ର ଫିଲଟରିଙ୍ଗ ବା ଛାଣିବା ପ୍ରକ୍ରିୟା ଯାହାକି ଶରୀରରୁ ବର୍ଜାବସ୍ତୁକୁ ବାହାର କରିଦିଏ , ଏବଂ ମାତ୍ରାଧକ ତରଳକୁ ଶରୀରରୁ ନିଷ୍କାସିତ କରେ । କ୍ରନିକ୍ କିଡନୀ ରୋଗରେ ଡାୟଲିସିସ୍ ସୁସ୍ଥ ହେବାର

ଏକମାତ୍ର ଚିକିତ୍ସା ନୁହେଁ ଚୂଳକ ଅଚଳ ହେବାର ଶେଷ ପର୍ଯ୍ୟାୟରେ (ଇ ଏସ୍ ଜେ ଡି) ରେ ଆକ୍ରା’ ରୋଗୀ କ୍ରମାଗତ ଭାବରେ ଦୀର୍ଘଦିନ ପର୍ଯ୍ୟ" ଡାୟାଲିସିସ୍ ଟ୍ରିଟମେ0ରେ ରହେ (ଯେପର୍ଯ୍ୟ ବୃକକ୍ ପ୍ରତିରୋପଣ ନ ହୋଇଛି) ।

ହେମୋ ଡାୟଲିସିସ୍ (ଏଚ ଡି) : ବୃକକ ଚିକିତ୍ସାରେ ଏହା ବହୁଳ ବ୍ୟବହୃତ ମାଧ୍ୟମ । ହେମୋ ଡାୟଲିସିସ୍ ପ୍ରକ୍ରିୟାରେ ସ୍ଵତନ୍ତ୍ର ଯନ୍ତ୍ର ମାଧ୍ୟମରେ ଶରୀରରୁ ମାତ୍ରାଧୁକ ତରଳ ଦ୍ରବ୍ୟ ଏବଂ ବର୍କୀ ଉତ୍ପାଦ ଏବଂ ମାତ୍ରାଧୁକ ଲବଣକୁ ନିଷ୍କାସନ କରାଯାଏ । କ୍ରମାଗତ ଆମୁଲେରେଟାରୀ ଫେରିଟୋନିଅଲ ଡାୟଲିସିସ୍ (ସି ଏ ପି ଡି) ହେଉଛି ଅନ୍ୟଏକ ଡାୟଲିସିସ୍ ପ୍ରକ୍ରିୟା ବା ମୋଡାଲିଟି ଯାହାକୁ ବିନା ମେସିନରେ ସାଙ୍ଗରେ ନେଇ ଘରକୁ କିମ୍ବା କର୍ମକ୍ଷେତ୍ରକୁ ଯାଇହେବ । ।

ବକକ କିଡନୀ ପ୍ରତିରୋପଣ ହେଉଛି ଏକମାତ୍ର ଭରସାଯୋଗ୍ୟ ଚିକିତ୍ସା ମାର୍ଗ ଏବଂ ଏକମାତ୍ର କମ୍ପ୍ୟୁରେଟିଭ ଚିକିତ୍ସା ମୋଡାଲିଟି । ଯେତେବେଳେ ବୃକକ ପୁରାପୁରି ଖରାପ ହୋଇଯାଏ (ଆଡଭାନ୍ସ୍ ସେଷ୍ଟଜ ଅଫ କ୍ରନିକ କିଡନୀ ଡିଜିଜ୬ ସେତେବେଳେ କିଡନୀ ପ୍ରତିରୋପଣ ଏକମାତ୍ର ଜୀବନରକ୍ଷାର ଉପାୟ  ହୋଇଥାଏ

ୟୁରିନାରୀ ଟ୍ରାକ୍ ଇନଫେକସନ :

ପରିଶ୍ରା ସମୟରେ ପୋଡାଜଳା ହେବା, ବାରମାର ପରିଶ୍ରା ହେବା, ତଳିପେଟରେ ଯନ୍ତ୍ରଣା ହେବା ଏବଂ ଜୁର ହେବା ହେଉଛି (ୟୁରିନାରୀ ଟ୍ରାକ ଇନଫେକ୍ସନ) ବା (ୟୁ ଟି ଆ ଇ) ର ଏକ ସାଧାରଣ ଲକ୍ଷଣ ।ଅଧୂକାଶ ରୋଗୀମାନଙ୍କ କ୍ଷେତ୍ରରେ ଆDବାୟୋଟିକ ପ୍ରୟୋଗ କଲେ ରୋଗ ଭଲ ହୋଇଯାଇଥାଏ । ପିଲାମାନଙ୍କ କ୍ଷେତ୍ରରେ ୟୁଟିଆଇ ସ୍ନେସାଲ କନସିଡ଼ରେସନ ଦରକାର କରେ । ବିଳସିତ କିସା ଅନିୟମିତ ଚିକିତ୍ସା ୟୁଟିଆଇରେ ଆକ୍ରା’ ପିଲାମାନଙ୍କ କ୍ଷେତ୍ରରେ ବୃକକର ଅପୂରଣୀୟ କ୍ଷତି ହୋଇପାରେ  |

ପରୀକ୍ଷା ନିରୀକ୍ଷା ହେବା ଦ୍ବାରା ୟୁରିନାରୀ ଟ୍ରାକ ଅବଷ୍ଟ୍ରକସନକୁ ବାଦ ଦେଇ ପଥୁରୀ ରୋଗ, ୟୁରିନାରୀ ଟ୍ରାକରେ ଆବନରମାଲିଟି ଏବଂ ଜେନିରେଟା ୟୁରିନାରୀ ଟ୍ୟୁବୋକ୍ଲୋସିସ୍ ଅଛି କି ନାହିଁ ତାକୁ ଜାଣିବା ବହୁତ ଗୁରୁତ୍ବପୂର୍ଣ୍ଣ । କାରଣ ପିଲାମାନଙ୍କ କ୍ଷେତ୍ରରେ ବାରମାର ୟୁଟିଆଇ ହେଉଛି ଭେଷିକରେଟେରାଲ ରିଫୁକ୍ଳ (୦ଟଜ)। ଏହା ଏକ କନଜେନିଟାଲ ଆବନରମାଲିଟିଜ ଯେଉଁଥରେ ପରିଶ୍ରା ପଛକୁ ଫେରି ଗୋଟିଏ କିମ୍ବା ଦୁଇଟି ଯାକ ବ୍ଲାଡର ଏବଂ ବୃକକ୍ କୁ ଫେରିଥାଏ ।

ନେଫ୍ଲେଟିକ ସିନ୍ଥେଣ୍ଡାମସ

ନେଫ୍ରେଟିକ୍ ସିଣ୍ଟେଣ୍ଡାମସ୍ ଏମିତି ଏକ ରୋଗ ଯାହାକି ବଡମାନଙ୍କ ଅପେକ୍ଷା ପିଲାମାନଙ୍କ କ୍ଷେତ୍ରରେ ଅଧୁକ ମାତ୍ରାରେ ଦେଖାଯାଏ । ବାରମାର ଫୁଲିଯିବା ହେଉଛି ଏହାର ଏକ ସାଧାରଣ ଲକ୍ଷଣ । ପରିଶ୍ରାରେ ପ୍ରୋଟିନ ର ଉପସ୍ଥିତି (୩.୫ ଗ୍ରାମ ରୁ ଅଧକ ଯଦି ଜିନ କରେ୬ କମ୍ ରକ୍ତ ବା ରକ୍ତରେ ଆଲବୁମିନର ମାତ୍ରା ବା ହାଇପୋ ଆଲଚୁନେମିଆ ଉଚ୍ଚ କୋଲେସେଷ୍ଟାରର ମାତ୍ରା ସାଧାରଣ ରକ୍ତଚାପ ଏବଂ ସାଧାରଣ ବୃକକ ର କାର୍ଯ୍ୟ, ଏସବୁ ଏହି ରୋଗର ଲକ୍ଷଣ ହୋଇପାରେ ।

କେତେକ ରୋଗୀ ଚିକିସ୍ଥାରେ ଅବହେଳା କଲେ ମଧ୍ୟ କୌଣସି ବିପରିତ ଲକ୍ଷଣ ଦେଖାଯାଇ ନଥାଏ କି ଚିକିତ୍ସା ଦ୍ବାରା ଏହା ଭଲ ହେଲେ ମଧ୍ୟ ପୁଣିଥରେ ଦେଖାଯିବାର ସମ୍ଭାବନା ଥାଏ ।

ଏହି ପ୍ରକାରର ଚିକିତ୍ସା ପ୍ରତି ଅନୁରକ୍ତ ହେବାଦ୍ବାରା ଟ୍ରିଟମୋo ଫ୍ରି ପରିଅଡ ଅଫ ରେମିସନ ଏବଂ କ୍ରମାଗତ ରୋଲାପ୍ସ୍ ବା ସ୍ନେଲିଙ୍ଗ ବା ଫୁଲିବାର କାରଣ ହୋଇପାରେ । ବା ନେଫ୍ଲେଟିକସ ସିଣ୍ଟେଣ୍ଡାମସର ଲକ୍ଷଣ ମଧ୍ୟ ହୋଇପାରେ ।

ଯଦି ରିକଭରି ଏବଂ ରିକରେସିସ୍ ବାରସାର ହେଉଥାଏ ଦୀର୍ଘବର୍ଷ ପର୍ଯ୍ୟ' ହେଉଥାଏ ତେବେ ଏଥରେ ଆକ୍ରା’ ପିଲା ଓ ସେମାନଙ୍କ ପରିବାର ଉଭୟଙ୍କ ପାଇଁ ଏହା ଚି'ର କାରଣ ହୋଇପାରେ । ଯଦି ନେଫ୍ରେଟିକ ସିସ୍ମୋଗ୍ରାମସ୍ ରେ ଆକ୍ରା’ ପିଲା ଦୀର୍ଘଦିନ ପର୍ଯ୍ୟ ଏହି ରୋଗରୁ ମୁକ୍ତ ରହେ ତେବେ ଏହା ଏକ ଉ0ମ ଲକ୍ଷଣ । ସେମାନଙ୍କ ବ୍ଲକକ ସାଧାରଣ ଭାବେ କାର୍ଯ୍ୟ କରିଥାଏ ଏବଂ ଏହି ପିଲାମାନେ ସାଧାରଣା ଜୀବନ ଯାପନ କରିଥାଏ  ।

ଚୂଳକ ପଥୁରି

ବୃକକ ରେ ପଥୁରି ହେବା ଏକ ସାଧାରଣ ରୋଗ ହେଲେ ମଧ୍ୟ ଏହା ଗୁରୁତ୍ବପୂର୍ଣ ସମସ୍ୟା ସୃଷ୍ଟି କରିଥାଏ । ଏହି ପଥୁରି ରୋଗର ସାଧାରଣ ଲକ୍ଷଣ ହେଉଛି ଅତ୍ୟଧୁକ ଯନ୍ତ୍ରଣା ହେବା, ବୀ’ଲାଗିବା, ମୁଣ୍ଡ ବୁଲାଇବା ପରିଶ୍ରାରେ ରକ୍ତ ପଡ଼ିବା ଇତ୍ୟାଦି । କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ପଥୁରି ଥାଇ ମଧ୍ୟ କୌଣସି ଲକ୍ଷଣ ଦେଖାଯାଇ ନଥାଏ ।

ଷ୍ଟାନ ବା ପଥୁରିର ଉପସ୍ଥିତି ଏକ୍ସ-ରେ ଏବଂ ଅଲଟ୍ରାସୋନୋଗ୍ରାଫି ପରୀକ୍ଷା ମାଧ୍ୟମରେ ଜଣାପଡେ

ଅଦିକଂଶ  କ୍ଷୁଦ୍ର ଆକାରର  ପଥୁରୀ  ଗୁଡିକ  , ଆଦିକା  ମାତ୍ରାରେ ପାଣି ପିଇବା ଦ୍ୱାରା  ପରିସ୍ରାରେ  ବାହାରିଯାଏ । ଯଦି ଏହା ବଡ ହୋଇ ବୃକକ କୁ ଆକ୍ରା’କରେ ତେବେ ପରିଶ୍ରା କରିବାରେ ଅତ୍ୟଧକ କଷ୍ଟ ହୁଏ । ଯଦି ତାହା ସଂକ୍ରମିତ ହୋଇଯାଏ ତେବେ ତାକୁ ବାହାର କରିବା ଜରୁରୀ ହୋଇପଡେ । ପଥୁର ସାଇଜ, ସ୍ନାନ ଓ ପ୍ରକାରକୁ ଦେଖୁ ତାକୁ କିପରି ବାହାର କରାଯିବ ତାହା ନିର୍ଣ୍ଣୟ କରାଯାଏ । ଲିଥ୍ରୋଟିୟସି, ଏରେଣ୍ଡସୋପି (ପି ସି ଏନ ଏଲ) ଓପେନ ସର୍ଜରୀ ଏସବୁ ହେଉଛି ଅତି ସାଧାରଣ ଚିକିତ୍ସା ପଦ୍ଧତି ଯାହା ମାଧ୍ୟମରେ ଚିକିତ୍ସା କରାଯାଏ । ପଥୁରିର ଆକାର ୫୦-୮୦% ପ୍ରତିଶତ ବଢ଼ିଥଲେ ତାହା ବିପଦଜନକ ଅବସୁ ସୃଷ୍ଟିକରେ । ସେତେବେଳେ ବହୁମାତ୍ରାରେ ତରଳ ପଦାର୍ଥ ଗ୍ରହଣ କରିବାର ଆବଶ୍ୟକତା ପଡେ । ଖାଦ୍ୟରେ ସତର୍କତା ଏବଂ ନିୟନ୍ତ୍ରଣା, ସମୟାନୁସାରେ ପରୀକ୍ଷା କରି ବା ପଥୁରି ରୋଗୀଙ୍କ ପାଇଁ ବାଧ୍ୟତାମୂଳକ ହୋଇପଡ଼େ ।

ପ୍ରୋଷ୍ଟାଟିକ ହାଇପରପ୍ଲାସିଆର ଆରମ୍ଭ (ବି ପି ଏଚ) :

ପ୍ରୋଟେଷ୍ଟଟ ଗ୍ଲାଣ୍ଡ କେବଳ ପୁରୁଷ ମାନଙ୍କର ଥାଏ । ଏହା ବ୍ଲାଡରର ଠିକ ତଳଭାଗରେ ୟୁଥେରାର ଚତୁପାର୍ଶ୍ଵକୁ ପ୍ରାରମରେ ଘେରିରହିଥାଏ । ଏହି ଗ୍ଲାଣ୍ଡ ୫୦ ବର୍ଷପରେ ବଢ଼ିବାକୁ ଲାଗେ । ଏହି ବଢିବା ଫଳରେ ୟୁରୋକୁ ଚାପିଦିଏ, ଯଦ୍ବାରା ବୟଷ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ପରିଶ୍ରା କରିବାରେ ବାଧା ସୃଷ୍ଟି ହୁଏ ।

ଆରମ୍ଭରୁ (ବି ପି ଏଚ) ପ୍ରୋଷ୍ଟାଟିକ ହାଇପରପୃସିଆର ମୁଖ୍ୟ ଲକ୍ଷଣ ଗୁଡିକ ହେଲା ବାରମାର ପରିଶ୍ରା ଲାଗିବା (ବିଶେଷ କରି ରାତିରେ) ଏବଂ ପରିଶ୍ରା ସରିବାରେବଳକୁ ଡ଼ବଲିଙ୍ଗ ହେବା । ଏହା ଜାଣିବାର ପଦ୍ଧତି ହେଉଛି ରେକ୍ଟମରେ ଅଙ୍ଗୁଳି ମାଧମରେ ପରୀକ୍ଷା (ଡିଜିଟାଲ ରେକ୍ଟଲ ପରୀକ୍ଷା) ଏବଂ ଅଲଟ୍ରାସାଉଣ୍ଡ ପଦ୍ଧତି ।

ବହୁମାତ୍ରାରେ ସ୍ଵଳ୍ପରୁ ମାଧ୍ୟମ ଧରଣର (ବିପିଏର) ଲକ୍ଷଣ ଦେଖା ଯାଉଥବା ରୋଗୀ ବହୁତ ଦିନଧରି ଔଷଧ ସେବନ କରିବା ଦ୍ବାରା ରୋଗମୁକ୍ତ ହୋଇପାରୁଛି । ଯେଉଁମାନେ ଅତିମାତ୍ରାରେ ଆକ୍ରା’ ହୋଇଥାଆଁ’ ଏବଂ ଯେଉଁମାନଙ୍କର ବହୁତ ବଡ ବଡ଼ ପ୍ରୋଟେଷ୍ଟଟ ହୋଇଥାଏ ସେମାନେ ଏଣ୍ଡୋସ୍କୋପିକ ରିମୁଭାଲ ପଦ୍ଧତି ଅବଲମ୍ବନ କରି ପ୍ରୋଟେଷ୍ଟଟ କୁ ବାହାର କରିଦିଅଁ' । ଏହାକୁ (ଟି ୟୁ ଆର ପି) କୁହାଯାଏ ।

ଆଧାର : "ବୃକକ୍ ଶିକ୍ଷା ପ୍ରତିଷ୍ଠାନ"

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate