অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗ୍ରନ୍ଥସୂଚୀ

ଏଖଣ୍ଡଝଇଜଣ ପରିଭାଷା

ତୀବ୍ର ବୃକକ ହାନି (କ୍ଷତ) :ଏହା ଏକ ଅବସ୍ଥା ଯେଉଁଥରେ ଅତିଶିଘ୍ର କିମା ହଠାତ ବୃକକ କାର୍ଯ୍ୟ କରିବା ବନ୍ଦ କରିଦିଏ । ଏହି ପ୍ରକାରର ବୃକକ କ୍ଷତି କ୍ଷଣସ୍ଥାୟୀ ଏବଂ ଏହାପୁଣି ଲେଉଟିବାପରେ ମଧ୍ୟ ଭଲ ହୋଇଯାଇପାରେ ।

ରକ୍ତହୀନତା : ଏହା ଏକ ଡାକ୍ତରୀ ଅବସ୍ଥା ଯେଉଁଥିରେ ରକ୍ତରେ ହିମୋଗ୍ଲୋବିନର ମାତ୍ରା କମିଯାଏ । ରକ୍ତହୀନତା ହେବାଦ୍ଵାରା ଲୋକଟି ଦୂର୍ବଳତା ଅନୁଭବ କରିବା ସହ କ୍ଳାନ୍ତ ଅନୁଭବକରେ, ନିଶ୍ଵାସ ପ୍ରଶ୍ଵାସ ଖର ହୋଇଯାଏ । ସିକେଡିରେ ରକ୍ତହୀନତା ଅତି ସାଧାରଣ ଏବଂ ଏହା ବୃକକରେ ସୃଷ୍ଟି ହେଉଥବା ଏରିଥ୍ରୋପୋଇଟିନର ଉତ୍ପାଦନ କମିଯିବା ଯୋଗୁଁ ହୋଇଥାଏ ।

ସ୍ଵୟଂଚାଳିତ ପେରିଟୋନିଏଲ ଡାୟଲିସିସ୍

(ଇଚଉ) ଏପିତି : ଉଉଚଉ ସିସିପିଡି ଦେଖ । ଆଟେରୀ ଭେନସ୍ ଫିଣ୍ଡୁଲା (ଏଭିଫିଣ୍ଡୁଲା) : ଏହାର ଅର୍ଥ ଧମନୀ ଓ ଶିରା ମଧ୍ୟରେ ଅସ୍ତ୍ରୋପଚାର ମାଧମରେ ଯୋଡାଯିବାକୁ ବୁଝାଏ । ସାଧାରଣତଃ ପୁରୋବାହୁରେ ଏହା କରାଯାଇଥାଏ । ଏହି ଏଭିଫିଣ୍ଡୁଲାରେ ବହୁଳ ପରିମାଣର ରକ୍ତ ବହୁତ ଚାପର ସହିତ ଶିରା ମଧ୍ୟକୁ ପ୍ରବାହିତ ହୁଏ ଯାହାଫଳରେ ଶିରା ପ୍ରସାରିତ ହୁଏ, ଯେଉଁଥିରେ ହେମୋଡାୟଲିସିସ୍ ସମୟରେ ବାରମ୍ବାର ଛୁରି ଭର୍ତ୍ତିକରିବା ପାଇଁ ସହଜ ହୁଏ । ଏଭିଫିଣ୍ଡୁଲା ହେଉଛି ଅତି ସାଧାରଣ ଏବଂ ଅତି ଉତ୍ତମ । ହେମୋଡାୟଲିସିସ୍ ପାଇଁ ଅତି ଉତ୍ତମ ।

ଆଟେରୀ ଭେନସ ଫିଣ୍ଡୁଲା (ଏଭିଫିଣ୍ଡୁଲା) : ଏହାର ଅର୍ଥ ଧମନୀ ଓ ଶିରା ମଧ୍ୟରେ ଅସ୍ତ୍ରୋପଚାର ମାଧ୍ୟମରେ ଯୋଡାଯିବାକୁ ବୁଝାଏ । ସାଧାରଣତଃ ପୁରୋବାହୁରେ ଏହା କରାଯାଇଥାଏ । ଏହି ଏଭିଫିଣ୍ଡୁଲାରେ ବହୁଳ ପରିମାଣର ରକ୍ତ ବହୁତ ଚାପର ସହିତ ଶିରା ମଧ୍ୟକୁ ପ୍ରବାହିତ ହୁଏ ଯାହାଫଳରେ ଶିରା ପ୍ରସାରିତ ହୁଏ, ଯେଉଁଥିରେ ହେମୋଡାୟଲିସିସ୍ ସମୟରେ ବାରମାର ଛୁରି ଭର୍ତ୍ତିକରିବା ପାଇଁ ସହଜ ହୁଏ । ଏଭିଫିଣ୍ଡୁଲା ହେଉଛି ଅତି ସାଧାରଣ ଏବଂ ଅତି ଉତ୍ତମ । ହେମୋଡାୟଲିସିସ୍ ପାଇଁ ଅତି ଉତ୍ତମ ।

କୃତିମ ବୃକକ : ଡାଇଲାଇଜର ଦେଖନ୍ତୁ ।

ବେନାଇନ ପ୍ରୋଷ୍ଟେଟ୍ରିକ ହାଇପରଟ୍ରୋଫି (ଈଚଐ) : ଜଣେ ବୟସ୍କ ପୁରୁଷଙ୍କର ପ୍ରୋଷ୍ଟେଟ ଗ୍ଲାଣ୍ଡ ବୃଦ୍ଧିପାଇବା ଅତ୍ୟନ୍ତ ସାଧାରଣ ଘଟଣା । ବି ପି ଏଚ୍ ହେଉଛି ପୁରୁଷ ମାନଙ୍କର କର୍କଟ ମୁକ୍ତ ପ୍ରୋଟେଷ୍ଟଟିକ୍ ବୃଦ୍ଧି ଯାହାକି ୟୁରେଥ୍ରାକୁ ଚାପିଦିଏ, ଫଳରେ ପରିଶ୍ରାର ଧାରା ବାଧାପ୍ରାପ୍ତ ହୁଏ ଏବଂ ପରିଶ୍ରା କରିବାରେ ଅସୁବିଧା ହୁଏ ।

ରକ୍ତଚାପ : ହୃଦୟରୁ ରକ୍ତ ପମ୍ପ ହୋଇ ରକ୍ତବାହୀ ଶିରାରେ ପ୍ରବେଶ କଲାବେଳେ ରକ୍ତର ଚାପ ଯୋଗୁଁ ରକ୍ତବାହୀ ଶିରାର କାନ୍ଥରେ ଚାପ ପଡେ । ରକ୍ତ ଚାପ ହେଉଛି ମୁଖ୍ୟ ଗୁରୁତ୍ଵପୂର୍ଣ୍ଣ ଚିହ୍ନଟ ଏବଂ

ଏହାର ଗଣନା ଦୁଇଭାଗରେ ବିଭକ୍ତ । ପ୍ରଥମ ଭାଗର ନାମ ସିଦେଷ୍ଟାଲିକ୍ ରକ୍ତଚାପ ଯାହାକି ହୃଦ ସଂକୋଚନ ସମୟରେ ଅଧିକ ଚାପକୁ ଦର୍ଶାଏ । ଦ୍ଵିତୀୟଟି ଡାଇବେଷ୍ଟାଲିକ ଚାପ ଯାହାକି ହୃଦୟ ପ୍ରସାରଣୟର ମାପକୁ ବୁଝାଇଥାଏ ।

ମସ୍ତିଷ୍କ ମୃତ୍ୟୁ: ମସ୍ତିଷ୍କ ମୃତ୍ୟୁ ହେଉଛି ମାତ୍ରାଧିକ ଏବଂ ମସ୍ତିଷ୍କର ସ୍ଥାୟୀ କ୍ଷତିକୁ ବୁଝାଏ ଯାହାକି କୌଣସି ଡାକ୍ତରୀ କିମା ଶଲ୍ୟଚିକିତ୍ସାକୁ ଗ୍ରହଣ କରେନାହିଁ, ମସ୍ତିଷ୍କ ମୃତ୍ୟୁରେ ମୃତ ଶରୀରର ନିଶ୍ଵାସପ୍ରଶ୍ଵାସ ଏବଂ ରକ୍ତ ସଂଚାଳନକୁ କୃତ୍ରିମ ଉପାୟରେ ବଳାଇ ରଖାଯାଇଥାଏ । କାଡାଭେରିକ୍ ବୃକକ ପ୍ରତିରୋପଣ : ମୃତକଙ୍କ ପ୍ରତିରୋପଣ ବିଷୟ ଦେଖନ୍ତୁ ।

କ୍ୟାଲସିୟମ : ଶରୀରରେ ଥିବା ଅତ୍ୟନ୍ତ ଆବଶ୍ୟକ ବହୁଳ ଖଣିଜ ଲବଣ ହେଉଛି କ୍ୟାଲସିୟମ, ଏହା ସୁଦୂଜ ହାଡ ଓ ମାତିର ଉନ୍ନତି ଏବଂ ଠିକ୍ ରଝବା ପାଇଁ ଅତ୍ୟ ଆବଶ୍ୟକ । ଦୁଗ୍ଧ ଏବଂ ଦୂରୁ ଜାତୀୟ କିମ୍ବା ଦୁଗ୍ଧରେ ନିର୍ମିତ ଜିନଷ ଯେପରିକି ଦହି ଏବଂ ଛେନା ହେଉଛି କ୍ୟାଲସିୟମର ପୂର୍ଣ୍ଣ ପ୍ରାକୃତିକ ମାଧ୍ୟମ |

ହେମୋଡ଼ାୟଲିସିସ୍ ପାଇଁ କ୍ୟାଥେଟର : ଏହା ଏକ ଲମା, ନମନୀୟ ଫମ୍ପା ଟ୍ୟୁବ ବା ନଳୀ । ଏହା ଦୁଇଟି ଲ୍ୟୁମେନ ଦେଇ ବାହାର କରିଦିଆଯାଏ, ଏବଂ ଡାୟଲିସିସ ସର୍କଟରୁ ସଫା କରିବାପାଇଁ ଭର୍ତ୍ତି କରାଯାଏ, ଏବଂ ଅନ୍ୟ ଏକ ଲମେନ ଦେଇ ପୁଣି ଶରୀରକୁ ଫେରାଇ ଦିଆଯାଏ । ଦୁଇଟି ଲ୍ୟୁମେନ କ୍ୟାଥେଟର ଭର୍ତ୍ତିକରିବା, ହେମୋଡାୟଲିସିସ୍ ନିମନ୍ତେ ଅତ୍ୟ ସାଧାରଣ ପ୍ରଭାବଶାଳୀ ପ୍ରଣାଳୀ । ଏହା ଅସ୍ନାୟୀ ହେଲେ ମଧ୍ୟ ଅତି ଜରୁରୀ । କ୍ରମାଗତ ଆସୁଲେକ୍ଟୋରୀ ପେରିଟୋନିଏଲ ଡାୟଲିସିସ୍ (ଉଚଇଉ) : ସିପିଏଡି ହେଉଛି ଏକ ପ୍ରକାର ଡାୟଲିସିସ୍ ପ୍ରଣାଳୀ, ଯାହାକି କୌଣସି ବ୍ୟକ୍ତି ବିନା ଯନ୍ତ୍ର ସହାୟତାରେ ନିଜ ଘରେ କରିପାରିବ । ଏହି ପ୍ରକାରର ଡାୟଲିସିସ୍ ପ୍ରକ୍ରିୟାରେ, ତରଳକୁ ଏକ ନିର୍ଦିଷ୍ଟ ସମୟ ବ୍ୟବଧାନରେ ବଦଳାଯାଇଥାଏ ଏହା ଦିନକୁ ୨୪ ଘo, ସପ୍ତାହକୁ ସାତଦିନ ସାରା କରାଯାଏ । କ୍ରମାଗତ ସାଇକ୍ଲିଙ୍ଗ ପେରିଟୋନିଏଲ ଡାୟଲିସିସ୍ - (ସିସିପିଡି) : ସିସିପିଡି କିମ୍ବା ସ୍ବୟଂଚାଳିତ ପେରିଟୋନିଏଲ ଡାୟଲିସିସ୍ (ଏପିଡି) ହେଉଛି କ୍ରମାଗତ ପେରିଟୋନିଏଲ ଡାୟଲିସିସ୍‌ର ଏକ ଅବସୁ, ଯାହାକୁ ଘରେ ଗୋଟେ ସ୍ବୟଂଚାଳିତ ସାଇକ୍ଟର ଯନ୍ତ୍ର ସାହାଯ୍ୟରେ କରାଯାଇପାରେ । ସିସିପିଡିରେ, ଗୋଟିଏ ଯନ୍ତ୍ର ତରଳ ବଦଳାଇବା କାର୍ଯ୍ୟ କରିଥାଏ । ଯେତେବେଳେ ରାତିରେ ରୋଗୀ ଶୋଇପଡିଥାଏ ସେତେବେଳେ ମଧ୍ୟ ଏହି କାର୍ଯ୍ୟ ଚାଲୁଥାଏ । ଏହି ପ୍ରକ୍ରିୟାରେ ଯନ୍ତ୍ରଟି ସ୍ୱୟଂଚାଳିତ ଭାବେ ପୂର୍ଣ୍ଣ ହୁଏ ଏବଂ ଡାୟାଲିସିସ୍ ମିଶ୍ରଣ ପେଟରେ ଭରିଯିବା ପରେ ପୁଣି ସ୍ଵୟଂଚାଳିତ ପ୍ରକ୍ରିୟାରେ ପେଟରୁ ବାହାର ମଧା କଠୋର | କ୍ରିଏଟିନିନ୍ ଏବଂ ୟୁରିଆ : ଏଗୁଡିକ ଭାଙ୍ଗିଯାଏ କିମ୍ବା ପ୍ରୋଟିନ୍ ମେଟାବୋଲିଜିମ୍ କୁ ବିଜାତୀୟ ଉତ୍ପାଦରେ ପରିଣତ କରେ । ଏହି ପଦାର୍ଥ ଗୁଡିକୁ ବୃକକ ଦ୍ବାରା ବାହାର କରିଦିଆଯାଏ । ସାଧାରଣମାତ୍ରାର ସେରମ୍ କ୍ରିଏଟିନ୍ ହେଉଛି ୦.୮ରୁ ୧.୪ମିଗ୍ରା% ଏବଂ ସେହି ୟୁରିଆ ୨ ରୁ ୪ ମିଗ୍ରା% ହୋଇଯାଏ ଯେତେବେଳେ ବୃକକ ହାନି ହୋଇଥାଏ । ତେଣୁ ବୃକକ ହାନି ହେଲେ ୟୁରିଆ ଏବଂ କ୍ରିଏଟିନର ମାତ୍ରା ରକ୍ତରେ ବଢିଯାଏ ।

କ୍ରନିକ୍ ଚୂକକ ରୋଗ : ବୃକକ ଅଚଳ ହେଉଥବା ପ୍ରକ୍ରିୟା କ୍ରମାଗତ ଲାଗିରହିଲେ, ବୃକକ କାର୍ଯ୍ୟ ପୂର୍ବାବସ୍ଥାକୁ ନ ଫେରିପାରିଲେ ଏହାକୁ ବୃକକ ହାନି ବା କ୍ରନିକ ବ୍ଲକକ ରୋଗ ଜୁହାଯାଏ । ଏହାକୁ ଉକଉ ସିକେଡି ମଧ୍ୟ କୁହାଯାଏ । ଏଥରେ ବୃକକର କାର୍ଯ୍ୟ କମି କମି ଏପରି ଅବସ୍ଥାରେ ପନ୍ଦରେo, ଯେତେବେଳେ ବୃକକ ପୁରାପୁରି ଭାବରେ କାର୍ଯ୍ୟକରିବା ବନ୍ଦ କରିଦିଏ । ଏହି ଅବସ୍ଥା ଜୀବନ ପ୍ରତି ବିପଦ ସୃଷ୍ଟି କରେ । ଏହି ଅବସ୍ଥା ବୃକକ ରୋଗର ଶେଷ ସ୍ତର ଯାହାକୁ ଇ ଏସ୍ କେ ଡି ବା ଏଣ୍ଡ ଦେଷ୍ଟଜ 'ବା’ ସ୍ତର କିଡନୀ ଡିଜିଜ୍ ବୋଲି ଜୁହାଯାଏ । ସିଷ୍ଟୋସ୍କୋପି: ଏହା ଏକ ରୋଗ ନିର୍ଣ୍ଣୟ ପ୍ରଣାଳୀ ଯେଉଁଥିରେ ଡାକ୍ତର ରୋଗୀର ମୂତ୍ରାଶୟକୁ ମୁତ୍ରନଳୀ ମଧ୍ୟଦେଇ ଏକ ପତଳା ଆଲୋକ ପ୍ରଦାନକାରୀ ଯନ୍ତ୍ରଶକୁ ଭର୍ତ୍ତିକରି ତା’ର ଭିତର ଅଂଶକୁ ଦେଖିଥାନ୍ତି । ଏହି ଯନ୍ତ୍ରଶକୁ ସିଷ୍ଟୋସ୍କପ ଜୁହାଯାଏ ।

ମୃତ (କାଡାଭେରିକ) ବୃକକ ପ୍ରତିରୋପଣ: ଏହା ଏକ ଅସ୍ତ୍ରୋପଚାର ପ୍ରକ୍ରିୟା ଯେଉଁଥୁରେ ଜଣେ ମସ୍ତିଷ୍କ ମୃତ ବ୍ୟକ୍ତି ତାଙ୍କ ସୁସୁ ବୃକକ ଦାନ କରିଥୁବେ ଏବଂ ସେହି ବୃକକ ଜଣେ କ୍ରନିକ ବୃକକ ଶ୍ରେରାଗୀର ଶରୀରରେ ପ୍ରତିରୋପିତ କରାଯାଏ ।

ମଧୁମେହ ବୃକକ ରୋଗ (ନେଫ୍ରେପଖ୍ୟାଥୁ) : ଦୀର୍ଘ ସମୟଧରି ଜଣେ ବ୍ୟକ୍ତି ମଧୁମେହ ରୋଗରେ ଆକ୍ରା' ହେଲେ ତାହା ବୃକକର ଛୋଟ ଛୋଟ ରକ୍ତବାହୀ ଶିରାକୁ ନଷ୍ଟ କରିଦିଏ । ଏହି କ୍ଷତି ଯୋଗୁଁ ପରିଶ୍ରାରେ ପ୍ରୋଟିନ ବାହାରିଯାଏ । ପରବ0 କାଳରେ ଏହା ଉଚ୍ଚରକ୍ତଚାପ, ଫୁଲାରେ ପରିଣତ ହୋଇ ବ୍ଳକର କ୍ରମାଗତ କ୍ଷତି କରିଥାଏ । ଯାହାକି ବୃକକ ହାନିର ଶେଷ ସ୍ତରରେ ପହ0ବାର କାରଣ ହୁଏ । ଯେହେତୁ ମଧୁମେହ, ଏସବୁ ସମସ୍ୟାକୁ ବଢାଏ ତେଣୁ ମଧୁମେହ ବୃକକ ରୋଗ ଜୁହାଯାଏ । ଏହା କ୍ରନିକ ବ୍ଲକକ ରୋଗର ମୁଖ୍ୟ କାରଣ । ଏହା ୪୦-୪୫ ପ୍ରତିଶତ ନୂଆ ସିକେଡି ରୋଗୀଙ୍କର ଦେଖାଯାଏ ।

ଡ଼ାୟଲିସିସ୍ : ବୃକକ ହାନି ରୋଗୀଙ୍କର ଏହା ଏକ କୃତ୍ରିମ ପ୍ରଣାଳୀ ଯଦ୍ବାରା ଶରୀରରେ ଉତ୍ପନ୍ନ ହେଉଥବା ବିଜାତୀୟ ପଦାର୍ଥ ଏବଂ ଅନାବଶ୍ୟକ ବଳକା ଜଳକୁ ଶରୀରରୁ ନିଷ୍କାସିତ କରେ ।

ଡାଇଲାଇଜର : ଏହା ଏକ କୃତ୍ରିମ ବ୍ଲକ ଯାହାକି ହେମୋଡାୟଲିସିସ୍ ପ୍ରଣାଳୀ ମାଧମରେ ରକ୍ତକୁ ଶୋଧନକରି ଶରୀରରୁ ବିଜାତୀୟ ପଦାର୍ଥ ଏବଂ ଉଦବୃ ଜଳକୁ ନିଷ୍କାସନ କରେ ।

ଡାଇୟୁରେଟିକ୍ସ: ଏହା ଏକ ପରିଶ୍ରା ପରିମାଣ ବୃଦ୍ଧି କରୁଥିବା ଔଷଧ ଏବଂ ଏହା ମଧ୍ୟ ଶରୀରରୁ ପରିସ୍ରା ଆକାରରେ ବଳକା ଜଳକୁ ନିଷ୍କାସିତ କରେ ଯଦ୍ୱାରା ଶରୀରରୁ ଜଳ କମାଇବାରେ ସାହାଯ୍ୟ କରେ । ଏହାକୁ ମଧ୍ୟ ୱାଟର ପିଲ ବୋଲି ଜୁହାଯାଏ ।

ଆଧାର : ବୃକକ ଶିକ୍ଷା ପ୍ରତିଷ୍ଠାନ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate