ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ
ସେଆର କରନ୍ତୁ

ମହିଳା ସ୍ଵାସ୍ଥ୍ୟ

ଏହି ପୋର୍ଟାଲରେ ନିରାପଦ ମାତୃତ୍ଵ ଏବଂ ଅନ୍ୟାନ୍ୟ ମହିଳା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ରହିଛି ।

ରକ୍ତହୀନତା ଓ ମହିଳା
ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳର ମହିଳାମାନେଙ୍କ ମଧ୍ୟରେ ରକ୍ତହୀନତା ଅଧିକ ଦେଖାଯାଏ ।
ସ୍ତନ୍ୟପାନ ଦୂର କରେ ରୋଗର ଭୟ
ସ୍ତନ୍ୟପାନ କରାଇଲେ ମା’ମାନେ ଅନେକ ରୋଗଠାରୁ ନିଜକୁ ଦୂରେଇ ରଖିପାରିବେ।
ଟେଷ୍ଟଟ୍ୟୁବ୍ ବେବି
ଯଦି ସ୍ଵାଭାବିକ ପ୍ରକ୍ରିୟାରେ ମହିଳା ଜଣକ ଗର୍ଭଧରଣ ନ କରିପାରନ୍ତି, ତେବେ ଟେଷ୍ଟଟ୍ୟୁବ୍ ବେବି ତାହାର ସମାଧାନ ବାଟ ହୋଇପାରିଛି ।
ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ଖାଦ୍ୟ ପ୍ରଦର୍ଶନ ନିର୍ଦ୍ଦେଶାବଳୀ
ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ଖାଦ୍ୟ ପ୍ରଦର୍ଶନ ନିମନ୍ତେ ନିର୍ଦ୍ଦେଶାବଳୀ ସମ୍ବନ୍ଧିତ ତଥ୍ୟ ।
ମହିଳା ଓ ହୃଦ ରୋଗ
କେବଳ ପୁରୁଷମାନେ ଆକ୍ରାନ୍ତ ହୁଅନ୍ତି ଏବଂ ମହିଳାମାନେ ଏହାର ଶିକାରହୋଇ ଥାନ୍ତି । ସେମାନେ ବି ହୃଦରୋଗରେ ମୃତ୍ୟୁବରଣ କରିଥାନ୍ତି ।
ଗର୍ଭଧାରଣ ସମୟରେ କ’ଣ ଖାଇବେ?
ଗର୍ଭଧାରଣ ସମୟରେ ମହିଳାମାନଙ୍କ ଭୋକ ବଢ଼ିବା ସହ ବିଭିନ୍ନ ଖାଦ୍ୟ ପ୍ରତି ଲାଳସା ବଢ଼େ। ତେବେ ଏହି ସମୟରେ କ’ଣ ଖାଇବେ ଜାଣନ୍ତୁ ।
ବିବାହ ପରେ କାହିଁକି ବଢ଼େ ମହିଳାଙ୍କ ଓଜନ
ବିବାହ ପରେ କାହିଁକି ବଢ଼େ ମହିଳାଙ୍କ ଓଜନ ସେ ସମ୍ବନ୍ଧିତ ସୂଚନା ।
ମହିଳାଙ୍କ ପାଇଁ ଉପକାରୀ କଖାରୁ
କଖାରୁ ଏଭଳି ପାରିବା ଯେଉଁଥିରେ ଆଇରନ୍, ଜିଙ୍କ୍ ପୋଟାସିଅମ୍, ମାଗ୍ନେସିଅମ୍ ଏବଂ ଫାଇବାର ଭଳି ଅନେକ ପୋଷାକ ତତ୍ତ୍ଵ ଭିରି ରହିଛି ।
ଚାପରେ କାମ କରୁଥିବା ମହିଳାଙ୍କୁ ହୃଦଘାତ ଆଶଙ୍କା ଅଧିକ
ଅଫିସ ଚାପରେ କାମ କରୁଥିବା ମହିଳାଙ୍କୁ ହୃଦଘାତ ଆଶଙ୍କା ଅଧିକ ।
ଗର୍ଭାବସ୍ଥାରେ ଯକ୍ଷ୍ମାରୋଗ
ମହିଳାମାନଙ୍କ ଗର୍ଭାବସ୍ଥାରେ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇଥାନ୍ତି ବା ଯକ୍ଷ୍ମାରୋଗ ସହ ଗର୍ଭଧାରଣ କରିଥାନ୍ତି ।
ନେବିଗତିଓଂ
Back to top