ସେଆର କରନ୍ତୁ

ମହିଳା ସଶକ୍ତିକରଣ

ମହିଳା ସଶକ୍ତିକରଣ ର ସୂଚନା

ଉପକ୍ରମ

ମହିଳା ସଶକ୍ତିକରଣ ଓ ମହିଳା ମାନଙ୍କର ନ୍ୟାର୍ଯ୍ୟ ଦାବୀକୁ ସମ୍ମାନ ଦେବା ଓ ଏହାର ସଫଳ ରୂପାୟନ ପାଇଁ  ଅନେକ ଆଇନ କରାଯାଇଛି । ଦେଶର ସମ୍ବିଧାନ ଓ ଆଇନ ଉଭୟ ସ୍ତ୍ରୀ ଓ ପୁରୁଷଙ୍କୁ ସମାନ ଅଧିକାର ଓ କ୍ଷମତା ଦେଇଛି । ତଥାବି ପୁରୁଷ କେନ୍ଦ୍ରିତ ଆମ ସମାଜରେ ମହିଳାଙ୍କୁ ସେ ମାନଙ୍କର ଅଧିକାର ସାବ୍ୟସ୍ତ ପାଇଁ ସଂଗ୍ରାମ କରିବାକୁ ପଡୁଛି ।

ଆଇନ

ମହିଳା ମାନଙ୍କୁ ଭାରତ ସମ୍ବିଧାନ ଧାରା ୧୪,୧୫ (୩), ୧୬,୧୯,୨୩,୩୯(ଇ) ଓ (ଏଫ) ରେ ସ୍ଵତନ୍ତ୍ର ସୁବିଧା ଦିଆଯିବା ଛଡା ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅନେକ ଆଇନ ଗତ ବ୍ୟବସ୍ଥା । ପିସିପିଏନଡିଟି ( ପ୍ରି – କନ୍ସେପସନ, ପ୍ରି – ନାଟାଲ, ପ୍ରି – ଡାଇଗୋନଷ୍ଟିକ) ଆକ୍ଟ , ଘରୋଇ ହିଂସା ଆଇନ ୨୦୦୫, ଯୌତୁକ ପାଇଁ ୪୯୮ (କ) ଦି ସେକ୍ସୁଆଲ ହାରସ ମେଣ୍ଟ ଅଫ ଓମେନ ଆଟ ୱାର୍କ ପ୍ଲେସ (ପ୍ରିଭେନସନ, ପ୍ରୋହିବିସନ, ଆଣ୍ଡ ରିଡ୍ରେଶାଲ ) ଆକ୍ଟ ୨୦୧୩ । ମହିଳା ଅନ୍ୟ ରାଜ୍ୟ , ଦେଶକୁ ଚାଲାଣ ଭଳି ଧର୍ତ୍ତବ୍ୟ ଅପରାଧ ପାଇଁ ଇମୋରାଲ ଟ୍ରାଫିକ ପ୍ରିଭେନସନ ଆଇନ ୧୯୫୬ ।  ଏହାଛଡା ସମାନ କାମକୁ ସମାନ ମଜୁରି ଆଇନ, ଅଶ୍ଳୀଳ ଆଚରଣ ପ୍ରତିରୋଧ ଆଇନ ଇତ୍ୟାଦି ରହିଛି । ଆନ୍ତର୍ଜାତୀୟ ସ୍ତରରେ ମହିଳା ମାନଙ୍କର ମାନବିକ ଅଧିକାର ସୁରକ୍ଷା, ଲିଙ୍ଗଗତ ବୈଷମ୍ୟ  ଦୂରୀକରଣ  ପରି ୨ ସନନ୍ଦ କରାଯାଇଛି ।

gender


;ମହିଳା ସଶକ୍ତିକରଣ

ଆଧାର : ପୋତାଲା ଟିମ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top