ରିଭର୍ସ ଚାର୍ଜ ଭିତ୍ତିରେ (ଆରସିଏମ)ଅଧୀନରେ ପୈଠ କରାଯାଇଥିବା କର ଉପରେ ଅନ୍ତମୁର୍ଖୀ ଯୋଗାଣର ମୂଲ୍ୟ ସମୁଦାୟ କାରବାର ସହିତ ଅନ୍ତର୍ଭୁକ୍ତ ଅଛିକି ?
ସିଜିଏସଟି ଅଧିନିୟମ ଧାରା ୨(୬)ରେ ସମନ୍ଵିତ କାରବାର ରିଭର୍ସ ଚାର୍ଜ ବେସୀସ ଉପରେ ଯେଉଁ ଟିକସ ପୈଠ କରାଯାଇଛି ଏଥିରେ ଅନ୍ତମୁର୍ଖୀ ଯୋଗାଣର
ଯଦି ଜଣେ ଡିଲର ତାଙ୍କର ଭୁଲ ପ୍ୟାନ ସହିତ ଫାର୍ମର ସ୍ଥିତିକୁ ମାଲିକାନାରୁ ଅଂଶୀଦାରିକୁ ପରିବର୍ତ୍ତନ କରିଥାନ୍ତି ସେ କ୍ଷେତ୍ରରେ କଣ କରାଯିବ ।
ଅଂଶିଦାରି ଫାର୍ମ ଭାବେ ନୂଆ ପଞ୍ଜିକରଣ କରିବାକୁ ପଡିବ ଏବଂ ନୂଆ ପ୍ୟାନ କରିବାକୁ ପଡିବ ।
ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼